October 23, 2024

Odia Express

Here, There and Everywhere

ବରକୁ ଅଚାନକ କନ୍ୟା ପଚାରିଲେ ଏହି ପ୍ରଶ୍ନ – ବାହା ହେଉଛ କଣ ପାଇଁ ତୁମେ ? ବରର ଜବାବ୍ ଶୁଣିକରି ହସିବାକୁ ଲାଗିଲେ ଲୋକ ଦେଖନ୍ତୁ Video

1 min read

ଯେପରି ଆପଣ ସମସ୍ତେ ଜାଣିଛନ୍ତି କି ଏହି ଦିନ ବାହାଘରର ସିଜିନ୍ ଚାଲୁଛି, ବାହାଘରର ଏହି ସିଜିନ୍ ରେ ବହୁତ ଲୋକ ଏମିତି ଥାନ୍ତି ଯିଏକି ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି ଏମିତି ବହୁତ ଲୋକ୍ ଅଛନ୍ତି ଯିଏକି ବିବାହ କରିବାକୁ ଯାଉଛନ୍ତି, ସେମିତି ଦେଖିବାକୁ ଗଲେ ଭାରତୀୟ ବାହାଘରରେ ଏକ ଅଲଗା ପ୍ରକାରର ରୋଚକ ଦେଖିବାକୁ ମିଳିଥାଏ । ବିବାହ ଭିତରେ ସଂମ୍ପର୍କୀୟ, ବନ୍ଧୁ ବହୁତ ମଉଜ ମସ୍ତି କରୁଥିବାର ନଜର ଆସିଥାନ୍ତି , ସେମିତି ଆଜିକାଲି ତ ବର ଓ କନ୍ୟା ନିଜ ବିବାହକୁ ବହୁତ ଏନଜୟ କରୁଥିବାର ନଜର ଆସିଥାନ୍ତି ।

ସୋସିଆଲ୍ ମିଡିଆରେ ଏହି ଦିନ ବାହାଘର ସହ ଯୋଡି ହୋଇଥିବା ଭିଡିଓ ବହୁତ ଭାଇରାଲ୍ ହେବାରେ ଲାଗିଛି, ଯାହାକୁ ଲୋକେବହୁତ ପସନ୍ଦ କରୁଛନ୍ତି, ଏହି ସବୁ ଭିଡିଓରେ କିଛି ଏମିତି ଭିଡିଓ ଅଛି ଯାହାକୁ ଦେଖିବାପରେ ଲୋକେ ଭାବୁକ ହୋଇଯାଆନ୍ତି, କିନ୍ତୁ କିଛି ଭିଡିଓ ଏମିତି ଅଛି ଯାହା ଲୋକଙ୍କୁ ବହୁତ ମନୋରଞ୍ଜନ କରିଥାଏ, ଏହି ପ୍ରକାରର ଭିଡିଓ ଲୋକେ ଲଗାତାର ଦେଖିବାକୁ ପସନ୍ଦ କରନ୍ତି ।

ଆଜିକାଲିର ନିଜ ବାହାଘରରେ ବର କନ୍ୟା ମସ୍ତି କରୁଥିବାର ନଜର ଆସିଥାନ୍ତି , ଏହି ମଧ୍ୟରେ ସୋସିଅଲ୍ ମିଡୀଆରେ ଏକ ବାହାଘରର ଭିଡିଓ ବହୁତ ଭାଇରାଲ୍ ହେବାରେ ଲାଗିଛି, ଏହି ଭିଡିଓରେ ଦେଖାଯାଉଛି କି କ୍ୟାମେରା ସାମ୍ନାରେ କନ୍ୟା ବରକୁ ଏମିତି ଏକ ପ୍ରଶ୍ନ କଲା ଯାହା ବର ଆଶ୍ଚର୍ଯ୍ୟ ହୋଇଗଲା, ଓ ଏହାର ଜବାବ୍ ସେ ବହୁତ ମଜାକିଆ ଢଙ୍ଗରେ ଦେଲା ।

ସୋସିଆଲ୍ ମିଡିଆରେ ଯେଉଁ ଭିଡିଓ ଭାଇରାଲ୍ ହେଉଛି, ସେଥିରେ କନ୍ୟା ଓ ବର୍ ଦୁହେଁ ମସ୍ତି କରୁଥିବାର ନଜର ଆସୁଛନ୍ତି, ଏହି ମଧ୍ୟରେ ସୋସିଆଲ୍ ମିଡିଆରେ ଏକ ବାହାଘରର ଭିଡିଓ ଭାଇରାଲ୍ ହେଉଛି, ଏହି ଭିଡିଓରେ ଦେଖାଯାଇପାରିବ କି କ୍ୟାମେରା ସାମ୍ନାରେ ଏକ ଏମିତି ପ୍ରଶ୍ନ ପଚାରିଥିଲେ ବରକୁ ଯାହାକି ବର ପୁରା ଚକିତ ହେଇଯାଈଛି, ଏହି ଭାଇରାଲ୍ ଭିଡିଓରେ ଦେଖିପାରିବେ କି କନ୍ୟା ସମସ୍ତଙ୍କ ସମ୍ମୁଖରେ ବରକୁ ଏହା ପଚାରିଲା କି କଣପାଇଁ ବାହାହେଉଛ ତୁମେ ? ଏହି ପ୍ରଶ୍ନର ଉତ୍ତର ଦେବାରେ ବର ବହୁତ୍ ମସ୍ତିର ସହ ଉତ୍ତର ଦେଇଥିଲା

ସେ କହିଥିଲା କି କାରଣ ମୋତେଶାନ୍ତି ଦରକାର ନାହିଁ, ଯେବେ ବରର ଏହି ଉତ୍ତର ସବୁ ଲୋକ ଶୁଣିଲେ ତେବେ ସମସ୍ତେ ହସିପଡିଲେ, ବିବାହରେ ମହଜୁଦ୍ ରେ ସବୁ ଅତିଥି ଓ ସଂମ୍ପର୍କୀୟ ଜବାବ୍ ଶୁଣିବାପରେ ହସି ହସି ବେଦମ୍ ହୋଇଗଲେ ।ଏହି ଭିଡିଓକୁ ଦେଖିବାପରେ ଲୋକେ ନାନାଦି ପ୍ରତିକ୍ରିୟାମାନ ଦେଉଛନ୍ତି, ଜଣେ ୟୁଜର୍ ଲେଖିଥିଲେ କି ମୋତେ ସବୁବେଳେ ଅସୁବିଧା ଦରକା

ବହୁତ ବଢିଆ କ୍ୟାପଚର କରାଯାଇଛି ଏହି ଭିଡିଓ, ଏହି ପରି ଅନ୍ୟ ଏକ ୟୁଜର୍ ନିଜ ପ୍ରତିକ୍ରିୟା ଦେଇଥିଲେ, ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ପ୍ରଶାନ୍ତ ବାୟୋନିକ ନାମକ ଏକାଉଣ୍ଟରୁ ସେୟାର୍ କରାଯାଇଥିଲା, ଏହି ଭିଡିଓକୁ ବହୁତ ଲୋକ ପ୍ରଶଂସା କରୁଛନ୍ତି, ଏହି ଭିଡିଓକୁ ୧୩ ଲକ୍ଷ ୭୦ ହଜାର ଅଧିକା ଲୋକଙ୍କ ଦ୍ୱାରା ଲାଇକ୍ କରାଯାଇଛି, ଯେବେ କି ୧୦ ଲକ୍ଷରୁ ଅଧିକା ଥର ଏହି ଭିଡିଓକୁ ଦେଖାଯାଇଛି, ସୋସିଆଲ୍ ମିଡିଆରେ ଏହି ଭିଡିଓ ବହୁତ ଭାଇରାଲ୍ ହେଉଛି ।

https://www.youtube.com/watch?v=MpUtxTaTFRU

Leave a Reply

Your email address will not be published. Required fields are marked *