October 25, 2024

Odia Express

Here, There and Everywhere

ସିଲସିଲା” ରେ କାମ କରିବାପାଇଁ ଏହି ଗୋଟେ ସର୍ତ୍ତରେ ରାଜି ହୋଇଥିଲେ Jaya Bachchan, ଭୟଭୀତ ହୋଇଯାଈଥିଲେ ଅମିତାଭ ବଚ୍ଚନ ଓ ୟଶ ଚୋପ୍ରା

ବଲିଉଡ୍ ରେ କେଉଁ ବି ଫିଲ୍ମ ଯଦି ମନେ ପକାଯାଇଥାଏ ଯେଉଁଠି ତାର ଷ୍ଟୋରୀ ଦମଦାର୍ ହୋଇଥିବ, ସେମିତି କଥା ଜଦି ଆମେ ସିଲସିଲା ଫିଲ୍ମର କରିବା ତେବେ ସେହି ସମୟରେ ତାହା ବ୍ଲକବଷ୍ଟର୍ ଫିଲ୍ମ ହୋଇଥିଲା, ଯାହାର କାରଣ କେବଳ ତାର ଭଲ କାହାଣୀ ନୁହେଁ ବରଂ ତାର ଷ୍ଟାର୍ କାଷ୍ଟ ଥିଲା, ଅମିତାଭ ବଚ୍ଚନ, ଜୟା ବଚ୍ଚନ ରେଖା ଏହି ଫିଲ୍ମରେ ମୁଖ୍ୟ ଭୁମିକାରେ ଥିଲେ, କିନ୍ତୁ ଏହି ତିନିଜଣଙ୍କ ମଧ୍ୟରେ ବହୁତ ଦୁରତା ଥିଲା, ଏହାପରେ ବି ତିନିଜଣ ଯାକ ଏକା ସାଙ୍ଗରେ କାମ କରିଥିଲେ, ଓ ଏହି ଫିଲ୍ମ ଏକ ଐତିହାସିକ ଫିଲ୍ମ ହୋଇ ରହିଗଲା, କହିଦେବୁ କି ବଲିଉଡ୍ ରେ ଏମିତି ବହୁତ କମ୍ ଫିଲ୍ମ ଅଛିଯାହାକୁ ଲୋକେ ମନେ ପକାନ୍ତି, କହିଦେବୁ କି ଏହି ଫିଲ୍ମ ସେହି ଫିଲ୍ମଗୁଡିକ ମଧ୍ୟରୁ ଅନ୍ୟତମ ଥିଲା

ଆଜି ଆମେ ଏହି ଫିଲ୍ମ ସହ ଯୋଡି ହୋଇଥିବା କିଛି ଅଜଣା କାହାଣୀ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ଜାଣିନଥିବେ । ଆପଣଙ୍କୁ କହିଦେବୁ କି ସିଲସିଲା ଫିଲ୍ମରେ କାମ କରିବାକୁ ଜୟା ବଚ୍ଚନ ମନା କରିଦେଇଥିଲେ, କିନ୍ତୁ ଗୋଟେ ସର୍ତ୍ତକୁ ନେଇ ସେ ଫିଲ୍ମରେ କାମ କରିବାକୁ ରାଜି ହୋଇଯାଇଥିଲେ, ଏହି ଫିଲ୍ମ ରିୟଲ୍ ଲାଇଫ୍ ଉପରେ ଆଧାରିତ ହୋଇଥିଲା, ଏମିତିରେ ୟଶ୍ ଚୋପ୍ରା ତିନିଜଣ ଲିଡ୍ କଳାକାରଙ୍କୁ  ଫିଲ୍ମରେ ନେବାକୁ ଚାହୁଁଥିଲେ, ଏଥିପାଇଁ ସେ ଅମିତାଭ ବଚ୍ଚନ,ଜୟା ବଚ୍ଚନ ଓ ରେଖାଙ୍କୁ ବାଛିଥିଲେ, ରିୟଲ୍ ଲାଇଫ୍ ରେ ତ୍ରିକୋଣିୟ ପ୍ରେମ କାହାଣୀକୁ ପର୍ଦାରେ ପ୍ରଦର୍ଶିତ କରାଯିବାର ଥିଲା

ଯାହାକୁ ନେଇ ସମସ୍ତେ ଚକିତ ହୋଇଯାଇଥିଲେ,  ୭୦ ଦଶକରେ ଅମିତାଭ ବଚ୍ଚନ, ଓ ରେଖାଙ୍କ ଆଫେୟାର୍ ଖବରକାଗଜ ହେଡଲାଇନ୍ ରେ ଦେଖିବାକୁ ମିଳୁଥିଲା, ଏମିତିରେ ଜୟା ବଚ୍ଚନ ଓ ରେଖା ଓ ଅମିତାଭ ଙ୍କ ବଢୁଥିବା ଘନିଷ୍ଠତା ଯୋଗୁଁ ଚିନ୍ତିତ ହୋଇଯାଇଥିଲେ, ସେଥିରେ ରେଖାଙ୍କ ସହ କାମ କରିବା ଏକ କଠିନ ଫଇସଲା ଥିଲା । କହିଦେବୁ କି ସିଲସିଲା ଏକ ଐତିହାସିକ ଫିଲ୍ମ ଅଟେ ଯାହା ସେହି ଷ୍ଟାର୍ କାଷ୍ଟକୁ ନେଇ ଲୋକପ୍ରିୟ କରାଯାଇଥିଲା, ଫିଲ୍ମକୁ ସଫଳତା ମିଳିଲା, କିନ୍ତୁ ଏହାର ପଛରେ କାହାଣୀ କଣ ଥିଲା ଏହା ଆଜି ପର୍ଯ୍ୟନ୍ତ କେହି ଜାଣିପାରିଲେ ନାହିଁ, ବିବିସିକୁ ଦେଇଥିବା ଏକ ଇଣ୍ଟରଭ୍ୟୁ ସମୟରେ ୟଶ୍ ଚୋପ୍ରା କହିଥିଲେ କି ସେ ଡରିକରି ଥିଲେ

ଯେବେ ସେ ଅମିତାଭ ବଚ୍ଚନଙ୍କୁ ସିଲସିଲା କାଷ୍ଟିଙ୍ଗ୍ କରିବାକୁ କହିଥିଲେ, ପ୍ରଥମ ଷ୍ଟୋରୀ ପାଇଁ ସ୍ମିତା ପାଟିଲ୍ ଓ ପରବିନ୍ ବିବିଙ୍କୁ ନେବାର ଥିଲା କିନ୍ତୁ ପରେ ୟଶ ଚୋପ୍ରାଙ୍କୁ ଏହି ଷ୍ଟାର୍ କାଷ୍ଟ କିଛି ଭଲ ଲାଗିଲା ନାହିଁ, ଓ ଏହି ଫିଲ୍ମକୁ ଐତିହାସିକ କରିବା ପାଇଁ ଅମିତାଭ ବଚ୍ଚନ ଙ୍କୁ ଶାନ୍ତିରେ କଥାବାର୍ତ୍ତା କଲେ, ଓ କହିଲେ ଏହି ଫିଲ୍ମରେ ରେଖା ଓ ଜୟାଙ୍କୁ କାଷ୍ଟ କରିବାକୁ ଚାହୁଁଛନ୍ତି

ଅମିତାଭ ବଚ୍ଚନ ଏହି ନିର୍ଣ୍ଣୟକୁ ଶୁଣି ବହୁତ ଭାବିଚିନ୍ତି କହିଥିଲେ କି ଯଦି ରେଖା ଓ ଜୟା ବଚ୍ଚନ ଏହି ଫିଲ୍ମରେ ତାଙ୍କ ସହ କାମ କରିବାକୁ ରାଜି ଅଛନ୍ତି ତେବେ ତାଙ୍କୁ କୌଣସି ଅସୁବିଧା ନାହିଁ, ଅମିତାଭ ବଚ୍ଚନଙ୍କୁ ୟଶ୍ ଚୋପ୍ରା ଯେଣେତେଣେ କରି ମନାଇଦେଲେ, କିନ୍ତୁ ରେଖା ଓ ଜୟା ବଚ୍ଚନଙ୍କୁ ଏକା ସାଙ୍ଗରେ କାମ କରାଇବା ବହୁତ୍ କଠିନ ଥିଲା, ଏମିତିରେ ୟଶଚୋପ୍ରା ଯେପରି ହେଉ ତିନିଜଣ କଳାକାରଙ୍କୁ କଥାବାର୍ତ୍ତା କରିଥିଲେ ଓ ଏହି ଫିଲ୍ମରେ କାମ କରିବାକୁ ରାଜି କରାଇଦେଲେ ।

ଯେବେ ୟଶ ଚୋପ୍ରା ଅମିତାଭ ବଚ୍ଚନଙ୍କୁ ଏହି ଫିଲ୍ମ ପାଇଁ ଅଫର୍ ଦେଇଥିଲେ ,  ତେବେ ପ୍ରଥମେ ଅମିତାଭ ବଚ୍ଚନ ବହୁତ ଭାବିବସିଥିଲେ ଏହାପରେ ସେ ଲମ୍ବା ପୋଜ୍ ନେବାପରେ ସେ ଫିଲ୍ମ ପାଇଁ ହଁ କରିଥିଲେ, ଅମିତାଭ ବଚ୍ଚନଙ୍କୁ ଏହା ଡର ଥିଲା କିଜୟା ଓ ରେଖା କେବେ ଏକା ସାଙ୍ଗରେ କାମ୍ କରିବେ ନାହିଁ, କାରଣ ସେହି ସମୟରେ ରିୟଲ୍ ଲାଇଫ୍ ବହୁତ କଷ୍ଟକର ଥିଲା ।

ଜୟା ବଚ୍ଚନ ଏହି ଫିଲ୍ମ ପାଇଁ ବିଲକୁଲ୍ ରାଜି ହେଉନଥିଲେ ତେବେ ସେ ଏକ ସର୍ତ୍ତ ରଖିଥିଲେ କି ଏହି ଫିଲ୍ମରେ ହ୍ୟାପି ଏଣ୍ତିଙ୍ଗ୍ ହେବା ଜରୁରୀ, ତେବେ ଯାଇକରି ଷ୍ଟୋରୀରେ ଟ୍ୱିଷ୍ଟ ଆସିଲା, ଓ ଫିଲ୍ମର କାହାଣୀରେ ଅମିତାଭ ବଚ୍ଚନ ଓ ରେଖାଙ୍କ ଏକ୍ସଟ୍ରା ମ୍ୟାରେଟିଆଲ୍ ଆଫେୟାର୍ ଶେଷ କରି ଅମିତାଭ ବଚ୍ଚନଙ୍କୁ ଜୟା ବଚ୍ଚନଙ୍କ ପାଖକୁ ପଠାଇଦିଆଗଲା, ଯେଉଁଥିରେ ଦୁହେଁ ସ୍ୱାମୀ ସ୍ତ୍ରୀ ଖୁସିରେ ରହିବାକୁ ଲାଗିଲେ, ହ୍ୟାପି ଏଣ୍ତିଙ୍ଗ୍ କୁ ନେଇ ସେହି ସମୟରେ ଦର୍ଶକ ଫିଲ୍ମର ଷ୍ଟୋରୀ ଓ କାଷ୍ଟକୁ ଦେଖିକରି ସିନେମାଘରେ ସିଟି ମାରିବା ଆରମ୍ଭ କରିଦେଇଥିଲେ, ଯାହାଦ୍ୱାରା ଫିଲ୍ମ ଟି ବକ୍ସ ଅଫିସରେ ସୁପରଡୁପର୍ ହିଟ୍ ହୋଇଥିଲା।

Leave a Reply

Your email address will not be published. Required fields are marked *