October 22, 2024

Odia Express

Here, There and Everywhere

ମଜାଳିଆ ଜୋକ୍ସ : ଗୋଟେ ପୁଅ ନୁଆ Jaguar କିଣିଲା, ତାକୁ ଦେଖାଇବା ପାଇଁ ସେ ନିଜ ଗାର୍ଲଫ୍ରେଣ୍ତ ଘରକୁ ଗଲା

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଗୋଟେ ପାର୍କରେ ଝିଅଟିଏ ପାର୍କର ବେଞ୍ଚରେ ବସିଥିଲା, ଭିକାରୀ କହିଲା- ଡାର୍ଲିଙ୍ଗ୍ କେମିତି ଅଛ ? ଝିଅ- ତୋର ସାହାସ କେମିତି ହେଲା ମୋତେ ଡାର୍ଲିଙ୍ଗ୍ କହୁଛୁ ? ଭିକାରି କହିଲା- ମ୍ୟାଡାମ୍ ଆପଣ ମୋ ବେଡ୍ ରେ ବସୁଛନ୍ତି, ଏବେ ଡାର୍ଲିଙ୍ଗ୍ କହିବିନି ତ କଣ କହିବି ? ମୁଁ ଏହି ବେଞ୍ଚରେ ଶୋଇଥାଏ ।

୨) ପାର୍ଟିରେ ସୁନ୍ଦର ଝିଅକୁ ହସି ହସି କରି କଥା କରୁଥିବା ସ୍ୱାମୀଙ୍କ ପାଖରେ ସ୍ତ୍ରୀ ଆସିଲା ଓ କହିଲା ଚାଲ, ଘରକୁ ଯାଇକରି ମୁଁ ତୁମ ଖଣ୍ତିଆରେ ଆୟୋଡେକ୍ସ ଲଗାଇଦେବି, ସ୍ୱାମୀ-କିନ୍ତୁ ମୋର ଖଣ୍ତିଆ କେଉଁଠି ହେଇଛି ? ସ୍ତ୍ରୀ- ଏବେ ଆମେ ଘରେ କେଉଁଠି ପହଞ୍ଚିଛେ କି ?

୩) ସ୍ତ୍ରୀ ସ୍ୱାମୀକୁ- ତୁମ ସବୁ ପୁରୁଷ ଏକା ପରି ହୋଇଥାଅ, ଘରେ ସୁନ୍ଦର ସ୍ତ୍ରୀ ଥିବା ସତ୍ତ୍ୱେ ବାହାରେ ଗାର୍ଲଫ୍ରେଣ୍ତ ଖୋଜୁଛ, ମୋତେ ବୁଝାପଡୁନି କି ସ୍ତ୍ରୀ ଓ ଗାର୍ଲଫ୍ରେଣ୍ତରେ କଣ ଫରକ ଅଛି ? ସ୍ୱାମୀ- ପ୍ରାୟ ୨୫ କିଲୋର

୪) ଥରେ ଆଳୁର ବାହାଘର ବନ୍ଧାକୋବି ସହ ହୋଇଗଲା, ଚତୁର୍ଥୀ ରାତିରେ ଆଳୁ ଥକିକରି ବାହାରକୁ ଆସିଲା, ସାଙ୍ଗ ପଚାରିଲେ- କେମିତି କଟିଲା ଚତୁର୍ଥୀର ରାତି ? ଆଳୁ କହିଲା- ପଚାରେନି ଆଉ, ଓଢଣା ଉଠାଉ ଉଠାଉ ସକାଳ ହୋଇଗଲା ।

୫) ଔରଙ୍ଗାଜେବ୍- ସେନାପତି, କୁହ ଆମେ ଶିବାଜୀଙ୍କୁ କଣପାଇଁ ଖୋଜିପାରୁନେ, ସେନାପତି- ସରି ମହାରାଜ୍ ଆମେ ମୋଗଲ୍ ଗୁଗୁଲ୍ ନୁହେଁ ।

୬) ଥରେ ଜଣେ ସ୍ୱାମୀ ଅଭିଯୋଗ୍ କଲେ କି ଡିୟର୍ ଗୁଗୁଲ୍, ପ୍ଲିଜ୍ ମୋର ସ୍ତ୍ରୀ ପରି ବ୍ୟବହାର କରିବା ବନ୍ଦ କରିଦିଅ, ପ୍ଲିଜ୍ ତୁମର ସଜେସନ୍ ର ପୁର୍ବରୁ ସେଣ୍ଟେନ୍ସ କମ୍ପ୍ଲିଟ୍ କରିବାକୁ ଦିଅ ।

୭) ଏକ ସୁନସାନ୍ ରାସ୍ତାରେ ଏକ ଆୱାରା ପୁଅ ଝିଅକୁ ଦେଖିକରି କହିଲା ପୁଅ- ମୋର ସାଥିରେ ଯିବ ? ଝିଅ- କେଉଁଠିକୁ ପୁଅ- ଯେଉଁଠି ତୁମେ କହିବ ? ପୁଅ- ଯେଉଁଠି ତୁମେ କହିବ ? ଝିଅ- ଭଲ ତେବେ ପୋଲିସ୍ ଷ୍ଟେସନ ଚାଲିଥାଏ, ପୁଅ- ନିଜ କୁହ ? ଏବେ ଟୋକା ନିଜ ଭଉଣୀ ମଜାକ୍ ବି କରିପାରିବ ନାହିଁ ।

୮) ପୁଅ ଝିଅ ସମୁଦ୍ର ତଟରେ ବସିଥିଲେ, ଝିଅ କହିଲା- ତୁମେ କେବେ ପର୍ଯ୍ୟନ୍ତ ମୋର ସାଙ୍ଗରେ ରହିବ, ପୁଅ ନିଜ ଆଖିରୁ ଲୁହ ସମୁଦ୍ରରେ ପକାଇଦେଲା ଓ କହିଲା,ଯେବେ ପର୍ଯ୍ୟନ୍ତ ତୁମେ ଏହି ଲୁହକୁ ଖୋଜି ନ ନେଇଛ, ତେବେ ପର୍ଯ୍ୟନ୍ତ ଏହା ଦେଖିକରି ସମୁଦ୍ର ନିଜେ କହିଦେଲା ଶଳା ତୁମେ ଏତେ ହାରାମଖୋରୀ ସିଖୁଛ କେଉଁଠୁ ?

୯) ପପୁ- ସାଙ୍ଗ ମୁଁ ଘର ଲୋକଙ୍କ ପାଇଁ ବହୁତ ଚିନ୍ତିତ ଅଛି ? ଚମ୍ପୁ- କଣ ? ପପୁ-ଆରେ- ତାଙ୍କୁ ଘଣ୍ଟାରେ ସମୟ ଦେଖି ଆସେ ନାଇଁ ଚମ୍ପୁ- ମତଲବ ? ପପୁ-ସକାଳୁ ସକାଳୁ ମୋତେ ଜବରଦସ୍ତି ଉଠାଇଦିଅନ୍ତି, ଓ କହନ୍ତି- ଉଠିଯା ଦେଖ୍ କେତେ ସମୟ ହୋଇଗଲାଣି ।

୧୦) ଗୋଟେ ପୁଅ ନୁଆ ଜାଗୁଆର୍ କିଣିଲା ସେ ନିଜ ନୁଆ ଗାଡି ଦେଖାଇବାପାଇଁ ଗାର୍ଲଫ୍ରେଣ୍ତ ଗାଡି ଦେଖିକରି ବହୁତ ଖୁସି ହୋଇଯାଏ,  ଓ ବୟଫ୍ରେଣ୍ତକୁ ଚୁମାଦେଇକରି କହେ ଗାର୍ଲଫ୍ରେଣ୍ତ- ଆରେ ବାହ୍, ନୁଆ କାର୍, ଓ ସେ ବି ପ୍ୟୁମା ର, ଏବେ ପର୍ଯ୍ୟନ୍ତ ପୁଅ ଆଇସିୟୁରେ ଭର୍ତି ହୋଇଛି ।

Leave a Reply

Your email address will not be published. Required fields are marked *