October 24, 2024

Odia Express

Here, There and Everywhere

ସଲମାନ୍ ଖାନଙ୍କ ପନବେଲ୍ ଫାର୍ମ house ଅଟେ ବହୁତ ହିଁ ଶାନଦାର୍, ନିଜେ କରନ୍ତି ସଫାସଫି

ସିନେମା ଜଗତରେ ଦବଙ୍ଗ ଖାନ୍ ମାନେ ସଲମାନ ଖାନ୍ ଙ୍କ ନାଁ ଟପ୍ ଅଭିନେତାଙ୍କ ସୁଚିରେ ଆସେ , ୫୫ ବର୍ଷୀୟ ସଲମାନ୍ ଖାନ୍ ଫିଲ୍ମରେ ଜବରଦସ୍ତ ଆକ୍ସନ୍ କରୁଥିବାର ନଜର୍ ଆସନ୍ତି, ଅଭିନେତାଙ୍କ ସବୁ ଅନ୍ଦାଜ ଲୋକଙ୍କ ଧ୍ୟାନ ଆକର୍ଷିତ କରାଏ, ସଲମାନ୍ ନିଜ ପ୍ରୋଫେସନାଲ୍ ଓ ପର୍ସନାଲ୍ ଲାଇଫ୍ କୁ ନେଇ ବହୁତ ଥର ଚର୍ଚ୍ଚାର ଘେରରେ ରହନ୍ତି, ସେ ବହୁତଥର ବିବାଦ ଘେରରେ ବି ଆସିଛନ୍ତି, ଆଜି ଆମେ ଆପଣଙ୍କୁ ସଲମାନଙ୍କ ପ୍ରୋଫେସନାଲ୍ ଲାଇଫ୍ କୁ ହଟିକରି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବୁ, ସେ ଏବେ ଫିଲ୍ମ ଲାଇନ୍ କୁ ଛାଡି କିପରି ଅତିବାହିତ କରୁଛନ୍ତି ସମୟ ।

ସଲମାନ୍ ଖା ପନବେଲ୍ ଫାର୍ମ ହାଉସ୍ ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ, ବହୁତଥର ସଲମାନ୍ ନିଜ ସୋସିଆଲ୍ ମିଡିଆ ଏକାଉଣ୍ଟରେ ସେ ଏହାର ଶାନଦାର୍ ଫଟୋଗୁଡିକ ସେୟାର୍ କରନ୍ତି, କହିଦେବୁ କି ପନବେଲ୍ ହାଉସ୍ ନିଜ ମଧ୍ୟରେ ଏକ ଶାନଦାର୍ ମିଶାଲ୍ ହୋଇଛି, ଏହି ଫାର୍ମ ହାଉସ୍ ରେ ସବୁ ସୁବିଧା ଉପଲ୍ଲବ୍ଧ ଅଛି, କହିଦେବୁ ଇ ଫାର୍ମ ହାଉସ୍ ରେ ସଲମାନ ଙ୍କ ଭଉଣୀଙ୍କ ନାଁରେ ଅଛି, ଯେବେ ପନେବଲ ହାଉସ୍ ଗେଟ୍ ରେ ପ୍ରବେଶ କରାଯାଏ ତେବେ ତା ଉପରେ ଲେଖା ହୋଇଥାଏ ଅର୍ପିତା ଫାର୍ମ ହାଉସ୍, ମାଲୁମ୍ ଥିବ କି ଅର୍ପିତା ସଲମାନଙ୍କ ନିଜ ଭଉଣୀ ଅଟେ

ଯାହାଙ୍କୁ ତାଙ୍କ ବାପା ଛୁଆବେଳରୁ କୋଳେଇ ନେଇଥିଲେ । ଅର୍ପିତାଙ୍କ ଭାଇ ସଲମାନ ବହୁତ ହିଁ ଘନିଷ୍ଠ ଅଛନ୍ତି, ସେ ବହୁତଥର ସଲମାନ ଖାନ୍ ଙ୍କ ସହ ଦେଖାଯାଇଛନ୍ତି, ସଲମାନ ବହୁତ ଥର ନିଜ ଭଉଣୀଙ୍କ ସହ ଫଟୋ ସେୟାର୍ କରନ୍ତି । ସଲମାନ୍ ଙ୍କ ପନବେଲ୍ ହାଉସ୍ ରେ ସବୁ ସୁଖ ସୁବିଧା ମହଜୁଦ୍ ଅଛି । କହିଦେବୁ କି ଏଠାରେ ଏକ ସ୍ୱିମିଙ୍ଗ୍ ପୁଲ୍ ଅଛି , ଯେଉଁଥିରେ ସଲମାନ୍ ନିଜ ପରିବାର ସହ ସମୟ ଅତିବାହିତ କରନ୍ତି, ଏହା ଛଡା ଫାର୍ମ ହାଉସ୍ ଏକ ସାଇକେଲ୍ ଟ୍ରାକ୍ ହୋଇଛି, ସେମିତି ଘୋଡା ସବାରୀ ପାଇଁ ଏକ୍ ରେସ୍ କୋର୍ଟ ବି ଅଛି

ଏଠାରେ ଅଭିନେତ୍ରୀ ଜ୍ୟାକଲିନ୍ ସଲମାନ୍ ଙ୍କ ସହ ଘୋଡା ସବାରୀ କରୁଥିବାର ଦେଖାଯାଇଛି, ସେ ବହୁତଥର ସୋସିଆଲ୍ ମିଡିଆରେ ଏହି ଫଟୋଗୁଡିକ ଭାଇରାଲ୍ ହୋଇଥିଲା । ଏହା ସହ ଫାର୍ମ ହାଉସ୍ ରେ ଏକ ଜିମ୍ ବନାଯାଇଛି, ଯେଉଁଠି ସଲମାନ୍ ଙ୍କୁ ୟୁଲିଆ ବନ୍ତୁରଙ୍କ ସହ ଜିମ୍ କରୁଥିବାର ନଜର କରାଯାଇଛି, ଫାର୍ମ ହାଉସ୍ ରେ ଗାର୍ଡେନ୍ ବି ହୋଇଛି, ଖାସ୍ କଥା କି ଏହି ଗାର୍ଡେନର ସଫା ସଫି କାର୍ଯ୍ୟ ନିଜେ ସଲମାନ କରିଥାନ୍ତି,  ଥରେ ସଲମାନ ଏହାର ଝାଡୁ କରୁଥିବାର ନଜର ବି ଆସିଛନ୍ତି, ଓ ଏହା ସହ ବହୁତଥର ସେ ଫାର୍ମ ହାଉସ୍ ରେ ଗଛକୁ ରୋପଣ କରୁଥିବାର ନଜର ବି ଆସିଛନ୍ତି କହିଦେବୁ କି ପନବେଲ୍ ହାଉସ୍ ରେ ଚାଷ କରିବାପାଇଁ ଜମି ଅଛି, ଯେଉଁଠି ସଲମାନଙ୍କ ଧାନ ଫସଲ ଚାଷ କରନ୍ତି, ସେ ବହୁତଥର ନିଜ ଗାର୍ଡେନରେ ନିଜ ପରିବାର ଲୋକଙ୍କ ସହ କଫିର ଆନନ୍ଦ ଉଠାଇଥିବାର ନଜର ଆସିଛନ୍ତି ।

ଏହି ଦିନ ସଲମାନ୍ ଖାନ୍ ବିବାଦିତ ରିୟାଲିଟି ଶୋ ବିଗ ବସ୍ ସିଜିନ୍ ୧୫ ଓ ନିଜ ଅପକମିଙ୍ଗ୍ ଫିଲ୍ମ ଅନ୍ତିମ୍ କୁ ନେଇକରି ଚର୍ଚ୍ଚାରେ ଅଛନ୍ତି, ଦର୍ଶକଙ୍କୁ ବିଗ୍ ବସ୍ ସିଜିନ୍ ୧୫ ସହ ସଲମାନ୍ ଖାନ୍ ଙ୍କ ଅନ୍ତିମ ରିଲିଜ୍ ହେବାର ପ୍ରତୀକ୍ଷା ଅଛି, ଜଲଦି ହିଁ ସଲମାନ୍ ଖାନ୍ ବିଗ ବସ୍ ୧୫ ରେ ନିଜ ଅଲଗା ଅନ୍ଦାଜରେ ନଜର ଆସିବାକୁ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *