October 21, 2024

Odia Express

Here, There and Everywhere

ହଲାଣ୍ତର କ୍ଷୀର, ଫ୍ରାନ୍ସରୁ ପାଣି, ଓ ଲଣ୍ତନରୁ ଚାହାପତ୍ତିରୁ କିଛି ଏମିତି ଅଟେ କେଆର୍ କେ ଙ୍କ ଜୀବନ

କମାଲ୍ ରସିଦ୍ ଖାନ୍ ଓରଫ୍ କେଆର୍ କେ ଏକ ଏମିତି ବ୍ୟକ୍ତି ଯିଏକି ବୋଧେ କେଉଁ ବଡ କଳାକାରଙ୍କୁ ନିଜ କ୍ରିଟିକ୍ସ ଶିକାର କରିନଥିବେ , ଶାହାରୁଖ୍ ଖାନ୍, ସଲମାନ ଖାନ୍, ଅମିତାଭ ବଚ୍ଚନ,ରୁ ନେଇଅକ୍ରି ମିକା ସିଂ ପର୍ଯ୍ୟନ୍ତ ନିଜ ଟ୍ୱିଟ୍ ଜରିଆରେ ଆକ୍ରମଣ କରିଥିବା କେଆର୍ କେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।ଏହି ଦିନରେ କେଆର୍ କେ ସଲମାନ ଖାଁ ଫିଲ୍ମ ରାଧେ କାରଣରୁ ଆଉଥରେ ଚର୍ଚ୍ଚାରେ କହିଦେବୁ କି କେଆର୍ କେ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଫିଲ୍ମର ରିଭ୍ୟୁ ଦିଅନ୍ତି, ଓ ଏବେ ସେ ସଲମାନଙ୍କ ଆସିଥିବା ଫିଲ୍ମ ରାଧେର ରିଭ୍ୟୁ କଲେ, ଓ କେଆର୍ କେ ରାଧେର ଖରାପ ରିଭ୍ୟୁ କରିବା ସହ ସଲମାନ ଖାନ୍ ଙ୍କୁ ଖରାପ ବୋଲି କହିଥିଲେ, ଓ ଯେବେ ସଲମାନଙ୍କ ସପୋର୍ଟରେ ସିଙ୍ଗର ମିକା ସିଂ ବାହାରିଲେ କେଆର୍ କେ ବି ତାଙ୍କୁ ବି ସେମିତି କ୍ରିଟିକ୍ସର ଶିକାର ହେବାକୁ ପଡିଲା, ଓ ଏଇ କାରଣରୁ ବିବାଦିତ ବୟାନ କେଆର୍ କେ ସବୁବେଳେ ଦିଅନ୍ତି, ଯାହାର କାରଣରୁ ସେ ସର୍ବଦା ଚର୍ଚ୍ଚାରେ ରୁହନ୍ତି ।

ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ ତାଙ୍କ କେଆର୍ କେ ଙ୍କ ବିଷୟରେ ଏକ ମଜାଦାର୍ କାହାଣୀ କହିବୁ, କେଆର୍ କେ ଅଭିନେତା ହେବାର ସ୍ୱପ୍ନ ନେଇ ନିଜ ଘର ଛାଡି ମୁମ୍ବାଇ ଆସିଗଲେ, ଓ ଦେଶଦ୍ରୋହୀ ଫିଲ୍ମ ସହ ନିଜ କ୍ୟାରିୟର୍ ଆରମ୍ଭ କଲେ, ଏହି ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା, ଓ କେଆର୍ କେ ବଲିଉଡ୍ ରେ ଅସଫଳ ହୋଇଥିଲେ, ତାହାପରେ ସେ ଭୋଜପୁରୀ ଫିଲ୍ମ ଆଡକୁ ମୁହଁ ବୁଲାଇଲେ ।

କେରାକେ କଲର୍ସ ଟିଭି ରିଆଲିଟି ଶୋ ବିଗ୍ ବସ୍ ରେ ପ୍ରତିଯୋଗି ରହିସାରିଛନ୍ତି, ଯେବେ ସେ ବିଗ ବସ୍ ଘରେ ଥିଲେ ତେବେ ସେଠାରେ ବହୁତ ବଡ ବଡ କଥା କହୁଥିଲେ, ଓ ଏମିତି ଜାହିର୍ କରୁଥିଲେ କି ବିଗ୍ ବସ୍ ଘର ସବୁଠାରୁ ଧନୀ ବ୍ୟକ୍ତି ସେଠାରେ ସିଏ ହିଁ ଅଛନ୍ତି, କେଆର୍ କେ ଙ୍କ ମୁତାବିକ ତାଙ୍କ ଘରେ ଚାହାପତ୍ତି ହୁଏ ତାହାର କ୍ଷିର ହଲାଣ୍ତରୁ, ପାଣି ଫ୍ରାନ୍ସରୁ ଓ ଚାହାପତ୍ତି ଲଣ୍ତନରୁ ଆସିଥାଏ ।

Leave a Reply

Your email address will not be published. Required fields are marked *