October 21, 2024

Odia Express

Here, There and Everywhere

ଆମେ ଖାଉଥିବା ପାର୍ଲେ-ଜି ର ପ୍ୟାକେଟ୍ ରେ G ର କଣ ମତଲବ ? କଣ ଆପଣଙ୍କୁ ଜଣାଅଛି ଏହାର ଉତ୍ତର ? ଉତ୍ତର ଏବେ ଜାଣି ରଖନ୍ତୁ

1 min read

ଆମର ଦେଶରେ ସବୁ ବର୍ଷ ନାନାପ୍ରକାର ପ୍ରତିଯୋଗିତା ମୁଳକ ପରୀକ୍ଷା ହୋଇଥାଏ, ଯେଉଁଥିରେ କିଛି ଏମିତି ପରୀକ୍ଷା ହୋଇଥାଏ ଯାହାକୁ ନେଇକରି ଆମର ଦେଶର ଯୁବାଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ଆକାଂକ୍ଷା ଓ ଉଦ୍ଦିପନା ସୃଷ୍ଟି ହୁଏ, ଓ ଏହି ପରିକ୍ଷାରୁ ଗୋଟେ ହେଲା UPSC ସିଭିଲ୍ ପରୀକ୍ଷା  । ଏହି ପରିକ୍ଷା ସବୁ ବର୍ଷ ଲକ୍ଷାଧିକ ସଂଖ୍ୟାରେ ଯୁବା ସାମିଲ୍ ହୁଅନ୍ତି, ଓ ଆଇଏଏସ୍ ଆଇପିଏସ୍ ହେବାର ସ୍ୱପ୍ନ ନେଇ ନିଜ ଭାଗ୍ୟକୁ ପରଖନ୍ତି , ସେଥିରୁ କିଛି ଚୟନ ହୁଅନ୍ତି ଯିଏ କି ଆଇଏଏସ୍ ଓ ଆଇପିଏସ୍ ପଦ ପାଇଁ ନିଯୁକ୍ତି ପାଇଥାନ୍ତି । UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ତିନୋଟି ଚରଣରେ ହୋଇଥାଏ , ଯେଉଁଥିରେ ଏହି ପରିକ୍ଷାକୁ ସବୁଠାରୁ ଫାଇନାଲ୍ ଷ୍ଟେଜ୍ ବା ଅନ୍ତିମ ଚରଣ ଭାବେ ବିବେଚନା କରାଯାଏ , ଏହିଥିରେ ଇଣ୍ଟରଭ୍ୟୁ ନିଆଯାଏ ,ଯାହାକି ଏହି ଇଣ୍ଟରଭ୍ୟୁରେ ପଚାରାଯାଉଥିବା ପ୍ରଶ୍ନଗୁଡିକ ବହୁତ କଠିନ ଓ କଷ୍ଟକର ହୋଇଥାଏ, ଏହା ଆଶାର୍ଥୀ ଠାରୁ ସାମାନ୍ୟ ଜ୍ଞାନ ଓ ଉପସ୍ଥିତି ବୁଦ୍ଧିକୁ ପରଖିଥାନ୍ତି, ଓ ସେଥିରେ ବହୁତ ଟ୍ରିକି ପ୍ରଶ୍ନ ବି ହୋଇଥାଏ,  ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ୟୁପିଏସ୍ ସି ର ଇଣ୍ଟରଭ୍ୟୁ ରାଉଣ୍ତରେ ଆଶାର୍ଥୀଙ୍କୁ ପଚାରାଯାଇଥିଲା, ଆସନ୍ତୁ ଜାଣିବା ସେହି ବିଷୟରେ

୧) ଲଙ୍କା ରାଗ କଣ ପାଇଁ ହୋଇଥାଏ ? ଉତ୍ତର- ଲଙ୍କାରେ କ୍ୟାପିସିନ୍ ନାମକ କମ୍ପାଉଣ୍ତ ରାଗର କାରଣ ହୋଇଥାଏ , ଯାହାଦ୍ୱାରା ଲଙ୍କା ରାଗ ଲାଗେ ।

୨) କ୍ୟାଲକୁଲେଟରକୁ ହିନ୍ଦୀରେ କଣ କୁହାଯାଏ ? ଉତ୍ତର- ଏହାକୁ ହିନ୍ଦୀରେ ଗଣକ କିମ୍ବା ପରିକଳକ କୁହାଯାଏ ,ଏହାର ପ୍ରୟୋଗ ୧୭ ତମ ସଦିରେ କ୍ୟାଲକୁଲେଟର ଶଦ୍ଦରୁ ହେଉଥିଲା, କେହି ଏହାର ହିନ୍ଦୀ ନାଁ ନେଉନଥିଲେ, ସବୁ ଲୋକ ଏହାକୁ କାଲକୁଲେଟର ନାଁରୁ ଜାଣିଲେ ।

୩) ଦୁନିଆଁରେ ପ୍ରଥମ ଲିପିଷ୍ଟିକ୍ ଆବିଷ୍କର କିଏ କରିଥିଲେ ? ଉତ୍ତର- ଆରବର ବୈଜ୍ଞାନିକ ଅବୁଲକୋସିସ୍ ସବୁଠାରୁ ପ୍ରଥମେ ୯ତମ ଇସବି ରେ ଲିପିଷ୍ଟିକ୍ ର ଆବିସ୍କାର କରିଥିଲେ ।

୪) କେଉଁ ଜୀବର ଆକୃତି ପାଦର ଚପଲ ଆକୃତି ପରି ହୋଇଥାଏ ? ଉତ୍ତର- ପେରାମିଶିୟମ୍ ଆକୃତି ପାଦର ଚପଲ ଯେପରି ହୋଇଥାଏ ।

୫) ପାର୍ଲେଜି ପ୍ୟାକେଟ୍ ରେ G ର ମତଲବ କଣ ଅଟେ ? ଉତ୍ତର- ଏହାର ଅର୍ଥ ଅନେକ କୁହାଯାଊଛି, ଯେପରି ପାର୍ଲେଜି ୧୯୮୦ ଦଶକ ପର୍ଯ୍ୟନ୍ତ ପାର୍ଲେ ଗ୍ଲୁକୋ କହୁଥିଲେ, ଯାହାର ମତଲବ ଗ୍ଲୁକୋଜ୍ ହେଉଥିଲା, ପରେ ଏହାକୁ G ମାନେ ଜିନିୟସ୍ କୁହାଯିବାକୁ ଲାଗିଲା, କିନ୍ତୁ ଏହାର ମତଲବ ଗ୍ଲୁକୋଜ୍ ପ୍ରକୃତରେ ଥିଲା ।

୬) ଜାପାନରେ ପରମାଣୁ ବମ୍ କେଉଁ ମସିହାରେ ଓ କାହା ଦ୍ୱାରା ପକାଯାଇଥିଲା ? ଉତ୍ତର- ୧୯୪୫ ରେ ସଂଯୁକ୍ତ ରାଜ୍ୟ ଆମେରିକା ଦ୍ୱାରା ଜାପାନରେ ପରମାଣୁ ବମ୍ ପକାଯାଇଥିଲା ।

୭) କଣ ଆପଣଙ୍କୁ ଜଣାଅଛି ପୃଥିବୀର କେନ୍ଦ୍ରରେ ମିଳୁଥିବା ଚୁମ୍ବକୀୟ ପଦାର୍ଥ କେଉଁଟା ଅଟେ ? ଉତ୍ତର- ପୃଥିବୀର କେନ୍ଦ୍ରରେ ମିଳୁଥିବା ଚୁମ୍ବକୀୟ ପଦାର୍ଥ ନିକେଲ୍ ହୋଇଥାଏ ।

୮) କୁହନ୍ତୁ ମୟୁର ଭାରତର ରାଷ୍ଟ୍ରିୟ ପକ୍ଷୀ କେଉଁ ତାରିଖରେ ଘୋଷିତ କରାଗଲା ? ଉତ୍ତର- ମୟୁର ବହୁତ ସୌନ୍ଦର୍ଯତ୍ମକ ହେବା କାରଣରୁ ଭାରତ ସରକାର ଦ୍ୱାରା ୨୬ ଜାନୁୟାରୀ ୧୯୬୩ କୁ ଏହାକୁ ରାଷ୍ଟ୍ରିୟ ପକ୍ଷୀ ଭାବେ ଘୋଷଣା କରାଗଲା ।

Leave a Reply

Your email address will not be published. Required fields are marked *