October 20, 2024

Odia Express

Here, There and Everywhere

ବୁଦ୍ଧିମାନ ଲୋକଙ୍କ ପାଇଁ ପ୍ରଶ୍ନ : ଏମିତି କେଉଁ ପରିବା ଅଛି ଯେଉଁଥିରେ ଗୋଟେ ଦେଶ, ଗୋଟେ ଜିଲ୍ଲା, ଓ ଗୋଟେ ଭାଷା ଲୁଚି ରହିଥାଏ ?ଉତ୍ତର କେବଳ ୫ ପ୍ରତିଶତ ଲୋକ ଦେଇପାରିବେ

1 min read

ସଂଘ ଲୋକ ସେବା ଆୟୋଗ(UPSC) ର ପରୀକ୍ଷା ଆମ ଦେଶର ସବୁଠାରୁ କଠିନ ପରୀକ୍ଷା ଭାବେ ଜଣାଯାଏ । ଓ ଏହା ତିନୋଟି ଚରଣରେ ହେଉଥିବା ଏହି ପରୀକ୍ଷାକୁ ପାସ୍ କରିବାପାଇଁ ବହୁତ ପରିଶ୍ରମ କରିବାକୁ ପଡିଥାଏ , ଓ ତିନୋଟି ଚରଣକୁ କ୍ଲିୟର୍ କରିବା ପରେ ଆଶାର୍ଥୀ ଫାଇନାଲ୍ ରାଉଣ୍ତ ପାଇଁ ସିଲେକ୍ସନ୍ ହୋଇଯାଏ , ଆଜି ଆମେ ଆପଣଙ୍କୁ ୟୁପିଏସ୍ ସି ର ଅନ୍ତିମ ମାନେ ଇଣ୍ଟରଭ୍ୟୁ ରାଉଣ୍ତରେ ପଚାରାଯାଇଥିବା କିଛି ପ୍ରଶ୍ନ ନେଇକରି ଆସିଛୁ ଯାହା କି ପ୍ରତିଯୋଗିତା ଦୃଷ୍ଟିରୁ ବହୁତ ଅଧିକା ମହତ୍ତ୍ୱପୁର୍ଣ୍ଣ ଅଟେ, ତେବେ ଆସନ୍ତୁ ଜାଣିବା ଏହି ପ୍ରଶ୍ନଗୁଡିକ ଉପରେ ସିଧା ନଜର ।

୧) କେଉଁ ଗ୍ୟାସର ଉପଯୋଗ ପ୍ରଥମ ବିଶ୍ୱଯୁଦ୍ଧରେ ରାସାୟନିକ ହତିଆର ରୁପରେ ହୋଇଥିଲା ? ଉତ୍ତର- ମଷ୍ଟର୍ଡ ଗ୍ୟାସ୍ ।

୨) ପ୍ରତ୍ୟାବର୍ତ୍ତୀ ଧାରା (alternet current) କୁ ଦିଷ୍ଟ ଧାରା( Direct current) ରେ ବଦଳାଇବା ହେତୁ କାହାର ଉପଯୋଗ କରାଯାଏ ? ଉତ୍ତର- ରେକ୍ଟିଫାୟର୍ ।

୩) ଭାରତର ସର୍ବୋଚ୍ଚ ନ୍ୟାୟାଳୟର ନ୍ୟାୟାଧିଶ କେତେ ବର୍ଷ ଆୟୁ ଯାଏଁ ନିଜ ପଦରେ ରହିପାରିବେ ? ଉତ୍ତର- ସୁପ୍ରିମ୍ କୋର୍ଟର୍ ମୁଖ୍ୟ ନ୍ୟାୟାଧିଶ ୬୫ ବର୍ଷ ଆୟୁ ପର୍ଯ୍ୟନ୍ତ ନିଜ ପଦରେ ରହିପାରିବେ ।

୪) ଲୋକ ସଭାର ବର୍ତ୍ତମାନ ସଦସ୍ୟଙ୍କ ସଂଖ୍ୟା ଯାହା ୫୪୫ ଅଟେ, ଏଥିରେ କେଉଁ ବର୍ଷ ପର୍ଯ୍ୟନ୍ତ ପରିବର୍ତ୍ତନ କରାଯାଇପାରିବ ନାହିଁ ? ଉତ୍ତର- ୨୦୨୬ ମସିହା ଯାଏଁ ।

୫) ଯଦି ରାଷ୍ଟ୍ରପତି ତ୍ୟାଗପତ୍ର ଦିଅନ୍ତି କିମ୍ବା ତାଙ୍କୁ ହଟାଇଦିଆଯାଏ କିମ୍ବା ତାଙ୍କର ମୃତ୍ୟୁ ହୋଇଯାଏ , ତେବେ ଏମିତି ସ୍ଥିତିରେ ସେହି ପଦର କାର୍ଯ୍ୟଭାର କିଏ ସଂମ୍ଭାଳିବେ ? ଉତ୍ତର- ଉପରାଷ୍ଟ୍ରପତି ।

୬) ଭାରତୀୟ ସଂବିଧାନର କେଉଁ ଅନୁଚ୍ଛେଦରେ ଲୋକସଭା ଅନୁସୁଚିତ ଜାତିଗୁଡିକ ଓ ଜନଜାତିଗୁଡିକ ପାଇଁ ଆରକ୍ଷଣ ଦିଆଯାଇଛି ? ଉତ୍ତର- ଭାରତୀୟ ସଂବିଧାନ ଅନୁଚ୍ଛେଦ ୩୩୦ ଦ୍ୱାରା ଏହି ଆରକ୍ଷଣ ଦିଆଯାଇଛି ।

୭) ଆଣ୍ତାମାନ୍- ନିକୋବର ଦ୍ୱିପ ସମୁହ ନ୍ୟାୟ କ୍ଷେତ୍ରକୁ  କେଉଁ ନ୍ୟାୟାଳୟ ଦେଖାଶୁଣା କରେ ? ଉତ୍ତର- ପୋର୍ଟ ବ୍ଲେୟାର୍ ରେ କୋଲକତା ହାଇକୋର୍ଟ ଖଣ୍ତପୀଠ କରିଥାଏ ।

୮) ସୁପ୍ରୀମ କୋର୍ଟଙ୍କ ଜର୍ଜଙ୍କ ସଂଖ୍ୟା କିଏ ବଦଳାଇପାରିବ ? ଉତ୍ତର- ସଂସଦକୁ ଆଇନ୍ ବଦଳାଇବାର ଅଧିକାର ଅଛି, ସଂସଦ ଆଇନ୍ ଦ୍ୱାରା ଜର୍ଜଙ୍କ ସଂଖ୍ୟା ବଦଳାଇଦିଆଯାଇପାରିବ ।

୯) ସୁପ୍ରିମ୍ କୋର୍ଟର ମୁଖ୍ୟ ନ୍ୟାୟାଧିଶ ରୁପରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଉଚ୍ଚ୍ ନ୍ୟାୟାଳୟରେ କମ୍ ସେ କମ୍ କେତେ ବର୍ଷ କାର୍ଯ୍ୟ କରିପାରିବ ? ଉତ୍ତର- ସୁପ୍ରିମ୍ କୋର୍ଟ ଜର୍ଜ ହେବାପାଇଁ ଏକ ପ୍ରମୁଖ ଯୋଗ୍ୟତା ଅଛି କି ବ୍ୟକ୍ତି କମ୍ ସେ କମ୍ ୧୦ ବର୍ଷ ପର୍ଯ୍ୟନ୍ତ କେଉଁ ଉଚ୍ଚ ନ୍ୟାୟାଳୟରେ ନ୍ୟାୟାଧିଶ ରୁପରେ କାର୍ଯ୍ୟ କରୁଥିବ ।

୧୦) ଦିଲ୍ଲୀକୁ NCT ରାଷ୍ଟ୍ରିୟ ରାଜଧାନୀ ପ୍ରଦେଶ ସଂବିଧାନ କେଉଁ ସଂଶୋଧନରୁ ତିଆରି କରାଯାଇଥିଲା ? ଉତ୍ତର- ୬୯ ତମ ସଂବିଧାନ ସଂଶୋଧନ ୧୯୯୧ ରେ ହୋଇଥିଲା, ଯାହାର ଅନ୍ତର୍ଗତ ଦିଲ୍ଲୀକୁ ବିଶେଷ କେନ୍ଦ୍ର ଶାସିତ ପ୍ରଦେଶର ଦର୍ଜା ମିଳିଲା, ରାଷ୍ଟ୍ରିୟ ରାଜଧାନୀ ପ୍ରଦେଶ ୧ ଫେବୃୟାରୀ ୧୯୯୨ କୁ ପୁରା ହୋଇଥିଲା ।

୧୧) ଉଚ୍ଚତମ ନ୍ୟାୟାଳୟ ନ୍ୟାୟାଧିଶଙ୍କ ଅବକାଶ ପ୍ରାପ୍ତ କରିବାପାଇଁ ବୟସ କଣ ଅଟେ ? ସର୍ବୋଚ୍ଚ ନ୍ୟାୟାଳୟ ର ମୁଖ୍ୟ ନ୍ୟାୟାଧିଶ ତଥା ଅନ୍ୟ ନ୍ୟାୟାଧିଶ ୬୫ ବର୍ଷର ଆୟୁ ପର୍ଯ୍ୟନ୍ତ ନିଜ ପଦରେ ରହିପାରିବେ ।

୧୨) ସର୍ବୋଚ୍ଚ ନ୍ୟାୟାଳୟର ନ୍ୟାୟାଧିଶଙ୍କୁ ବେତନ କେବେ କମ୍ ଦିଆଯାଇପାରିବ ? ଅନୁଚ୍ଛେଦ ୩୬୦ ଅନ୍ତର୍ଗତ ରାଷ୍ଟ୍ରପତିଙ୍କ ବିତ୍ତିୟ ଆପାତ ଘୋଷଣାରେ ।

୧୩) ରାଜ୍ୟସଭାରେ ମହାଭିଯୋଗ ସହୁଥିବା ପ୍ରଥମ ନ୍ୟାୟାଧିଶ କିଏ ? ଉତ୍ତର- ସୋମିତ୍ର ସେନ୍ ।

୧୪) ଏମିତି କେଉଁ ପରିବା ଅଟେ ଯେଉଁଥିରେ ଗୋଟେ ଦେଶ, ଗୋଟେ ଜିଲ୍ଲା ଓ ଏକ ଭାଷା ଲୁଚି ରହିଛି ?

ଉତ୍ତର- ଭେଣ୍ତି- BHINDI ରେ I କୁ ହଟାଇଦେଲେ ଭିଣ୍ତ୍ ଏକ ଜିଲ୍ଲା ଅଟେ, B କୁ ହଟାଇଲେ ଏହା ଏକ HINDI ଭାଷା ହୁଏ , ସେମିତି B ଓ I କୁ ହଟାଇଲେ HIND  ଏକ ଦେଶ ଅଟେ ।

Leave a Reply

Your email address will not be published. Required fields are marked *