October 16, 2024

Odia Express

Here, There and Everywhere

କରିସ୍ମା କାପୁର୍ କଲେ ବଡ ଖୁଲାସା ଫିଲ୍ମ ଦିଲ୍ ତୋ ପାଗଲ୍ ହେ ପାଇଁ ଅଭିନେତ୍ରୀ ଏହି କାରଣରୁ କହିଥିଲେ ନା

୯୦ ଦଶକର ଟପ୍ ଅଭିନେତ୍ରୀଙ୍କ ଶ୍ରେଣୀରେ ଗୋଟେ ନାଁ କରିସ୍ମା କାପୁରଙ୍କ ବି ସାମିଲ୍ ଅଛି, ସେ ଭାରତୀୟ ଫିଲ୍ମ ଇଣ୍ତଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି ।  କରିସ୍ମା କାପୁର୍ ବଲିଉଡ୍ ରେ ପ୍ରସିଦ୍ଧ କପୁର୍ ଖାନଦାନ୍ ରୁ ସଂବନ୍ଧ ରଖନ୍ତି, ସେ ହିନ୍ଦୀ ସିନେମାରୁ ନିଜ ମଜବୁତ୍ ପ୍ରଦର୍ଶନରୁ ଭଲ ଲୋକପ୍ରିୟତା ହାସିଲ୍ କରିଥିଲେ , ଆପଣଙ୍କୁ କହିଦେବୁ କି କରିସ୍ମା କାପୁର୍ ଇଣ୍ତିଆନ୍ ଆଇଡଲ୍ ୧୨ ସେଟ୍ ରେ ଅତିଥି ହୋଇକରି ପହଞ୍ଚିଲେ ଓ ଶୋର ପ୍ରତିଯୋଗୀମାନେ ଏହି ଥର ସୁଟିଙ୍ଗ୍ ସମୟରେ ଖୋଲିକରି ଗୀତ ଗାଇଲେ ଓ ଏହି ସମୟରେ କରିସ୍ମା ନିଜ ଲୋକପ୍ରିୟ ଫିଲ୍ମ ଦିଲ୍ ତୋ ପାଗଲ୍ ହେ ସହ୍ ଯୋଡି ହୋଇଥିବା ଏକ ଖୁଲାସା କଲେ ।

ଆପଣଙ୍କୁ କହିଦେବୁ କି ଇଣ୍ତିଆନ୍ ଆଇଡଲ୍ ୧୨ ର ଫାଇନାଲ୍ କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି , ଯେପରି ଯେପରି ଏହି ଶୋର ବିଜେତା ବଛାଯିବାର ସମୟ ପାଖାପାଖି ଆସୁଛି ସେମିତି କାର୍ଯ୍ୟକ୍ରମର ଗ୍ଲାମର୍ ବି ସବୁ ଏପିସୋଡ୍ ସାଥିରେ ବଢିଚାଲିଛି, ଏହି ୱିକେଣ୍ତର ଏପିସୋଡ୍ ସୁଟିଙ୍ଗ୍ ସମୟରେ ସଂଗୀତର ଧୁନ, ମନୋରଞ୍ଜନ, ଓ ଶାନଦାର୍ ଟ୍ୟାଲେଣ୍ଟର ତ୍ରିବେଣି ଦେଖିବାକୁ ମିଳିଲା, ସୁଟିଙ୍ଗ୍ ସମୟରେ କରିସ୍ମା କାପୁର ଖୁଲାସା କଲେ କି ମୋତେ ଦିଲ୍ ତୋ ପାଗଲ୍ ହେ ର ଅଫର ମିଳିଥିଲା ତ ପ୍ରଥମେ ମୋତେ ଲାଗିଥିଲା କି ଏହା ଏକ ଡ୍ୟାନ୍ସ ଫିଲ୍ମ ଅଟେ , କଓ ତାପରେ ମାଧୁରୀ ଦୀକ୍ଷିତଙ୍କ ସହ କାମ କରିବା ।

କରିସ୍ମା କାପୁର୍ ଆଗକୁ କହିଲେ କି ମୁଁ ହିଁ ନୁହେଁ ବରଂ ପୁରା ଅନ୍ୟ କଳାକାରମାନେ ଏହା କହିକରି ରୋଲ୍ ପାଇଁ ମନା କରିଦେଲେ କି କିଏ କିପରି ମାଧୁରୀ ଦିକ୍ଷିତଙ୍କ ସହ ଡ୍ୟାନ୍ସ କରିପାରିବ ? ସେ କହିଲେ କି ଆରମ୍ଭରୁ ଏହି ରୋଲ୍ କରିବାରେ ମୋତେ ଟିକିଏ ଅସୁବିଧା ଲାଗୁଥିଲା ଓ ସେ ମନା କରିଦେଇଥିଲେ କିନ୍ତୁ ପରେ ୟଶ୍ ଚୋପ୍ରା ଓ ଆଦିତ୍ୟ ଚୋପ୍ରା ପୁରା କାହାଣୀ ଶୁଣାଇଲେ, ତେବେ ମୋର ମା ମୋତେ କହିଲେ କି ମୋତେ ଚୁନୋତି ନେବା ଉଚିତ୍ , ଏହା ବି କହିଲେ କି ତୁମେ ମାଧୁରୀ ଦିକ୍ଷିତଙ୍କ ବଡ ପ୍ରଶଂସକ ଅଟ, ଓ ତୁମେ ଏହି ରୋଲ୍ କରିବା ଉଚିତ୍, ତୁମେ କଡା ପରିଶ୍ରମ କର ଓ ତୁମକୁ ସଫଳତା ମିଳିବ । ବଲିଉଡ୍ ଇଣ୍ତଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ କରିସ୍ମା ଏହା ବି କହିଲେ କି ଦିଲ୍ ତୋ ପାଗଲ୍ ହେ ତାଙ୍କ ପାଇଁ ଏକ ଖାସ୍ ଫିଲ୍ମ ଥିଲା, ସେ କହିଲେ କି ସାହାରୁଖ୍ ଖାନ୍, ଓ ମାଧୁରୀ ଦିକ୍ଷିତ ବଢିଆ ପ୍ରଦର୍ଶନ କରିବା ସହ ଏହାକୁ ସଫଳ ବନାଇବାରେ ତାଙ୍କର ବହୁତ ସାଥ୍ ଦେଲେ ଇଣ୍ତିଆନ୍ ଆଇଡଲ୍ ୧୨ ର ସୁଟିଙ୍ଗ୍ ସମୟରେ କରିସ୍ମା କାପୁର୍ ବହୁତ ମସ୍ତି କଲେ, କରିସ୍ମା କାପୁର୍ ଲୋକପ୍ରିୟ ଗୀତ ୟାରା ହୋ ୟାରା ମିଲନା ହମାରା ଓ ଫୁଲ୍ ସା ଚେହେରା ତେରା ରେ ଏକ ଶାନଦାର୍ ପରଫମାନ୍ସ ଦେଲେ ।

ସୁଟିଙ୍ଗ୍ ସମୟରେ ଦାନିଶ୍ କରିସ୍ମା କାପୁରଙ୍କୁ ଏକ ଅନୁରୋଧ କଲେ, ସେ ଅଭିନେତ୍ରୀଙ୍କୁ ମଞ୍ଚରେ ଆସିକରି ଫିଲ୍ମ ରାଜା ହିନ୍ଦୁସ୍ଥାନୀର କିଛି ସ୍ମରଣୀୟ ମୁହୁର୍ତ୍ତ ସାକାର କରିବାକୁ କହିଲେ, ଓ କରିସ୍ମା କାପୁର୍ ବି ଦାନିଶ୍ ଙ୍କ ଇଚ୍ଛାକୁ ସ୍ୱିକାର କଲେ, ଯାହାପରେ ଦୁହେଁ ମିଶିକରି ଏହି ଫିଲ୍ମର ଲୋକପ୍ରିୟ ଗୀତ ଆୟେ ହୋ ମେରି ଜିନ୍ଦେଗୀ ମେ ଗୀତରେ ଡ୍ୟାନ୍ସ କଲେ ।

ଦାନିଶ୍ ଏହି ସମୟରେ କହିଲେ କି ମୋତେ ଲାଗିଲା ଯେପରି କେଉଁ ସ୍ୱପ୍ନରେ ରହୁଛି, କରିସ୍ମା ମ୍ୟାମ୍ ଙ୍କ ସହ ଷ୍ଟେଜ୍ ରେ ଡ୍ୟାନ୍ସ କରି ମୁଁ ନିଜକୁ ଉତ୍ସାହ ମନେ କରୁଛି, ସେ ଗଜବ୍ ଡ୍ୟାନ୍ସର ଅଟନ୍ତି, ସେ ଆମ ସମସ୍ତଙ୍କ ପ୍ରତି ବିନମ୍ର ଓ ଉଦାର୍ ବି ଅଟନ୍ତି, ଆପଣଙ୍କୁ କହିଦେବୁ କି ବଲିଉଡ୍ ର ଲୋକପ୍ରିୟ ଡାଇରେକ୍ଟର ୟଶ ଚୋପ୍ରା ପର୍ଦାରେ ଯେଉଁ ବଢିଆ ଭୁମିକା ଓ ଇମୋଶନ୍ ଦେଖାଇଛନ୍ତି ସେ ଲୋକଙ୍କ ହୃଦୟକୁ ଛୁଇଁଯାଇଛି, ୧୯୯୭ ରେ ସାହାରୁଖ୍ ଖାନ୍ , କରିସ୍ମା କାପୁର୍ ଓ ମାଧୁରୀ ଦିକ୍ଷିତ ଷ୍ଟାରର୍ ଫିଲ୍ମ ଦିଲ୍ ତୋ ପାଗଲ୍ ହେ ସେ ହିଁ ବନାଇଥିଲେ, ଓ ଏହି ଫିଲ୍ମ ସୁପରହିଟ୍ ବି ପ୍ରମାଣିତ ହୋଇଥିଲା ।

Leave a Reply

Your email address will not be published. Required fields are marked *