October 21, 2024

Odia Express

Here, There and Everywhere

ସାକ୍ଷାତ କରନ୍ତୁ ଦେଶର ଅଲଗା ଅଲଗା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ, କାହାର ନାହିଁ ସନ୍ତାନ ତ କିଏ ଅଟେ ୫ ଟି ଛୁଆଙ୍କ ବାପା

ଆମର ଦେଶରେ ଲଗାତାର ଜନସଂଖ୍ୟା ବଢିବାରେ ଲାଗିଛି, ଆମ ଦେଶ ଦ୍ୱିତୀୟ ସବୁଠାରୁ ବଡ ଜନସଂଖ୍ୟା ବାଲା ଦେଶ ଅଟେ ।  ଏହି ଭାଗରେ ସରକାର ବି ଆକ୍ସନ ନେବାପାଇଁ ମୁଡ୍ ରେ ଲାଗୁଛି, ଏମିତି ଲାଗୁଛି କି ଜଲଦି ହିଁ ପୁରା ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ୍ ଆଣିପାରନ୍ତି । ଏକ ବଡ ସଂଖ୍ୟାରେ ଲୋକେ ଏହି ପ୍ରକାରର ଆସିଥିବା ଆଇନ୍ ପାଈଁ ପକ୍ଷ ଧରି ଛନ୍ତି, ଯେଉଁଠି ଜନସଂଖ୍ୟା ନିୟନ୍ତ୍ରଣ ଆଇନ୍ ଚର୍ଚ୍ଚାର ବିଷୟ ହୋଇଛି, ସେମିତି ଗୋଟେ ପଟେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜନସଂଖ୍ୟା ନିୟନ୍ତ୍ରଣ ଆଇନ୍ ର୍ ଡ୍ରାଫ୍ ବି ପ୍ରସ୍ତୁତ କରାଯାଇଛି, ଆପଣଙ୍କୁ କହିଦେବୁ କି ଏହି ନୁଆ ଆଇନ୍ ଯଦି ହୋଈଯାଏ ତେବେ ଦୁଇରୁ ଅଧିକା ଛୁଆ ବାଲା ଲୋକ ସରକାରୀ ଚାକିରି ପରି ସୁବିଧାରୁ ବାଦ୍ ପଡିଯିବେ, ଏବେ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ୍ ଉପରେ ଯୁକ୍ତି ତେଜ୍ ହୋଇଯାଇଛି, କିନ୍ତୁ ଆଯି ଏହି ଯୁକ୍ତି ମଧ୍ୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଦେଶରେ କେଉଁ କେଉଁ ମୁଖ୍ୟମନ୍ତ୍ରୀଙ୍କ କେତୋଟି ଛୁଆ ଅଛନ୍ତି, ଓ କେଉଁ ମୁଖ୍ୟମନ୍ତ୍ରୀ ବିନା ସନ୍ତାନର ଅଛନ୍ତି ।

ଆପଣଙ୍କୁ କହିଦେବୁ କି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପା ଙ୍କ ୫ ଟି ଛୁଆଙ୍କ ବାପା ଅଟନ୍ତି , ତାଙ୍କର ତିନୋଟି ପୁଅ ଓ ଦୁଇଟି ଝିଅ ଅଛନ୍ତି ।

ସେମିତି ଯଦି ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ କହିବା ତେବେ ମୁଖ୍ୟମନ୍ତ୍ରୀ ଭୁପେଶ ବେଘେଲ୍ ଙ୍କର ୪ ଟି ଛୁଆ ଅଛନ୍ତି, କହିଦେବୁ କି ଏମାନଙ୍କ ଭିତରୁ ଜଣେ ପୁଅ ଓ ତିନୋଟି ଝିଅ ଅଛନ୍ତି ।

ଗୁଜୁରାଟ ରାଜ୍ୟର ଭାଜପା ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଛୁଆଙ୍କ କଥା କହିଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣିଙ୍କ ତିନୋଟି ଛୁଆ ଅଛନ୍ତି ।

ସୁଚନା ପାଇଁ ଆପଣଙ୍କୁ କହିଦେବୁ କି ଦୁଇ ଛୁଆ ବାଲା ମୁଖ୍ୟମନ୍ତ୍ରିଙ୍କ ସଂଖ୍ୟା ଅଧିକା ଅଛି, ଏହି ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବହୁତ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ୍ ଅଛନ୍ତି, ଆପଣଙ୍କୁ କହିଦେବୁ କି ଏଥିରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ସାମିଲ୍ ଅଛନ୍ତି, ଉଦ୍ଧବ ଠାକରେ ବି ନାଁ ଆସେ । ସେମିତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ଦୁଇଟି ଛୁଆ ଅଛନ୍ତି, କହିଦେବୁ କି ଆସାମର ହେମନ୍ତ ବିସବା ସରମା ଓ ଦିଲ୍ଲୀର ଅରବିନ୍ଦ କେଜରିୱାଲ୍ ଙ୍କ ବି ଦୁଇଟି ଛୁଆ ଅଛନ୍ତି ।

ଆପଣଙ୍କୁ ବୋଧେ ଏହି କଥା ଜଣାନଥିବ କି ଦେଶର ୪ ଟି ରାଜ୍ୟର ମୁଖ୍ୟମନ୍ତ୍ରିଙ୍କ ବିଲକୁଲ୍ ସନ୍ତାନ ନାହିଂ, ଆପଣଙ୍କୁ କହିଦେବୁ କି ଏହି ଚାରୋଟି ମୁଖ୍ୟମନ୍ତ୍ରୀ କେବେ ବାହା ହୋଇନାହାନ୍ତି, ସବୁଠାରୁ ପ୍ରଥମେ ଓଡିଶାର ମୁଖ୍ୟମନ୍ତ୍ରି ନବୀନ ପଟ୍ଟନାୟକନାଁ ଆସେ , ଦ୍ୱିତୀୟ ନମ୍ବର ଆସେ ପଶ୍ଚିମ ବଙ୍ଗଲାର ମୁଖ୍ୟମନ୍ତ୍ରି ମମତା ବାନାର୍ଜୀ ଅଟନ୍ତି, ଏହା ଛଡା ଉତ୍ତର ପ୍ରଦେଶର ମୁଖମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ବି ଏହି ସୁଚିରେ ସାମିଲ୍ ଅଛନ୍ତି ।

 

Leave a Reply

Your email address will not be published. Required fields are marked *