October 19, 2024

Odia Express

Here, There and Everywhere

ମଜାଦାର୍ ଜୋକ୍ସ : ପପୁ- ତୁମର ସ୍ତ୍ରୀ କଣ ଦେଖାଯାଉନାହାନ୍ତି ? ମାଲିକ- ନା ମୁଁ ତାକୁ ପାର୍ଟିରେ ଆଣେ ନାହିଁ, ପପୁ- କଣପାଇଁ ?କାରଣ ଶୁଣିଲେ ହସି ହସି ଗଡିବେ ଆପଣ

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧)ଟିଙ୍କୁ- ଟିକିଏ ହୋସିୟାରି ଦେଖାଇ- ଲୁହା ଲୁହାକୁ କାଟେ ହିରା ହିରାକୁ କାଟେ, ତେବେ ସେତେବେଳେ ପଛପଟୁ ଏକ କୁକୁର ଆସିକି କାମୁଡିଦେଲା, ଏବେ ମେଡିକାଲ୍ ରେ ଚିକିତ୍ସା ଚାଲୁଛି ତାର ।

୨) ଭାରତରେ ସମୁଦାୟ ୨୨୫୪୬୪୬୪୩୭୨ ଲୋକ ଅଳସୁଆ ଅଛନ୍ତି । ଏଥିରୁ ତ କିଛି ଏତେ ଅଳସୁଆ କି ସେ ଏବେ ଉପରେ ଲେଖାଯାଇଥିବା ସଂଖ୍ୟା ବି ପଢିନାହାନ୍ତି । ନା ପୁଅ ନା ଆଉ ଏବେ ପଢନି ତୋର ଗଣନା ଏଇଥିରେ ହୋଇଯାଇଛି ।

୩) ଶିକ୍ଷକ- ତୁମେ ଏତେ ଡେରିରେ ସ୍କୁଲ କଣପାଇଁ ଆସିଛ ? ଛୁଆ- ମା ବାପା ଝଗଡା କରୁଥିଲେ, ଶିକ୍ଷକ- ସେ ଝଗଡା କରୁଥିଲେ ତୁମେ ଡେରିରେ କଣପାଇଁ ଆସିଲ ? ଛୁଆ- ମୋର ଗୋଟେ ଜୋତା ମାଙ୍କ ପାଖରେ ଓ ଅନ୍ୟଟି ବାପାଙ୍କ ପାଖରେ ଥିଲା ।

୪) ଅଧିକାରୀ- ଏମିତି କେଉଁ ମହିଳା ଅଛନ୍ତି ? ଯାହାଙ୍କୁ ୧୦୦ ପ୍ରତିଶତ ଜଣାହୋଇଥିବ କି ତାଙ୍କର ସ୍ୱାମୀ କେଉଁଠି ଅଛନ୍ତି ? ସାନ୍ତା-ମୁଣ୍ତକୁ କୁଣ୍ତାଇ କହିଲା- ବିଧବା ମହିଳା  ଅଧିକାରୀ –ବେହୋସ୍

୫) ଥରେ ଜଣେ ଅଜା ଆଇଙ୍କ ଜବାନୀ ଦିନକୁ ମନେ ପକାଇବାର ଫଇସଲା କଲେ, ଆଗାମୀ ଦିନ ଅଜା ଫୁଲ୍ ନେଇକରି ସେଠାରେ ପହଞ୍ଚିଲେ ଜବାନୀରେ ଯେଉଁଠି ଦେଖାକରୁଥିଲେ, ସେଠାରେ ଠିଆ ହୋଇ ପାଦରେ ପୀଡା ଆସିଗଲା, କିନ୍ତୁ ଆଇ ଆସିଲେ ନାହିଁ , ଘରକୁ ଯାଇକରି ଅଜା ରାଗରେ, ଆସିଲନି କଣପାଇଁ ? ଆଇ ଲାଜେଇକରି- ମା ଯିବାକୁ ମନା କଲେ ।

୬) ଛୁଆ ନଳରେ ପାଣି ଆସିବାର ଦେଖି କହିଲା- ବାପା ପାଣି କେଉଁଠୁ ଆସେ ? ବାପା- ପୁଅ ନଦୀରୁ ପୁଅ- ତେବେ ମୋତେ ବି ନଦୀ ଦେଖିବାର ଅଛି, ବାପା ତାର ସେ ନଦୀକୁ ଦେଖେଇବାକୁ ନେଇଯାଉଥିଲେ ତେବେ ସେ ଛୁଆ ନଦୀରେ ଥକ୍କା ମାରିକରି ପକାଇଦିଏ, ଓ ଦୌଡିକରି ଘରେ ଆସିକରି କହେ, ମା ଜଲଦି ନଳ ଖୋଲ, ବାପା ଆସୁଥିବେ ।

୭) ଶଶୁର ମୋର୍ ଝିଅର ଯତ୍ନ ନେବ, ତାର୍ ଆଖିରେ ଲୁହ ନ ଆସୁ ଜ୍ୱାଇଁ- ଠିକ୍ ଅଛି ପିଆଜ କାଟିଦେବି କିନ୍ତୁ ବାସନ ତାଙ୍କୁ ହିଁ ଧୋଇବାକୁ ହେବ ।

୮) ସାନ୍ତା- ସାର୍ଟ ପାଇଁ ଏକ ଭଲ କପଡା ଦେଖାନ୍ତୁ, ସେଲ୍ସ ମ୍ୟାନ୍- ପ୍ଲେନ୍ ରେ ଦେଖାଇବି ? ସାନ୍ତା- ନା ହେଲିକାପ୍ଟର ଦେଖାଅ, ସଳା ମାଙ୍କଡ ଏଠାରେ ଦେଖା ।

୯) ରୋଗୀ- ଡାକ୍ତର୍ ସାର୍ ମୋର ରୋଗ ହୋଇଛି, ଖାଇବାପରେ ଭୋକ ଲାଗୁନି, ଶୋଇବାପରେ ନିଦ ବି ଆସୁନି କାମ କଲେ ଥକି ଯାଉଛି, ଡାକ୍ତର- ସବୁ ରାତିରେ ଖରାରେ ବସିଯାଅ ଠିକ୍ ହୋଇଯିବ ।

୧୦)ଗୋଟେ ପାର୍ଟିରେ ପପୁ ନିଜ ମାଲିକକୁ- ସାର୍- ଆପଣଙ୍କ ସ୍ତ୍ରୀ କଣ ଦେଖାଯାଉନାହାନ୍ତି ? ମାଲିକ- ନା ମୁଁ ତାଙ୍କୁ ପାର୍ଟିରେ ଡକାଏ ନାହିଁ, ପପୁ-କଣପାଇଁ ସାର୍ ? ମାଲିକ –ସେ ଗାଁରୁ ନା ସେଥିପାଇଁ । ପପୁ- ଓହଃ କ୍ଷମା କରିବେ ମୋତେ ଲାଗିଲା କି ମ୍ୟାଡାମ୍ କେବଳ ଆପଣଙ୍କର ପପୁ- ମେଡିକାଲ ରେ ଆଡମିଟ୍ ଅଛି ।

Leave a Reply

Your email address will not be published. Required fields are marked *