October 24, 2024

Odia Express

Here, There and Everywhere

ଏହି ଦିନରୁ ଆରମ୍ଭ ହେଉଛି ଶ୍ରାବଣର ମାସ, ଜାଣନ୍ତୁ ତିଥି, ପୁଜା ବିଧି ଓ ମହତ୍ତ୍ୱ – କଣ କରିଲେ ମହାଦେବ ଙ୍କ କୃପା ପାଇବେ..

ଧାର୍ମିକ ଗ୍ରନ୍ଥର ଅନୁସାରେ ଶ୍ରାବଣ ମାସ ବହୁତ ଅଧିକା ପବିତ୍ର ମାନାଯାଈଛି । ଶ୍ରାବଣ ମାସରେ ଦେବଙ୍କର ଦେବ ମହାଦେବଙ୍କର ବିଶେଷ ଭାବେ ପୁଜା ଅର୍ଚ୍ଚନା କରାଯାଏ , ଶିବ ଭକ୍ତମାନେ ଏହି ଶ୍ରାବଣ ମାସକୁ ପୁରା ବର୍ଷ ଅପେକ୍ଷା କରିଥାନ୍ତି । ଶ୍ରାବଣର ଏହି ପବିତ୍ର ମାସରେ ବହୁତ ଧୁମଧାମର ସହ ଲୋକେ ପୁଜା ଅର୍ଚ୍ଚନା ଓ ବ୍ରତ ରଖନ୍ତି, ଶାସ୍ତ୍ରରେ ଏହି କଥାର ଉଲ୍ଲେଖ କରାଯାଇଛି କି ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ବହୁତ ପସନ୍ଦ ହୋଇଥାଏ , ଏହି ମାସ ସନାତନ ସଂସ୍କୃତିର ଯୋଡି ହୋଇଥିବା ଲୋକଙ୍କ ମଧ୍ୟରେ ବହୁତ୍ ମହତ୍ତ୍ୱ ରଖେ । ହିନ୍ଧୁ କ୍ୟାଲେଣ୍ତର୍ ଅନୁସାରେ ପଞ୍ଚମ ମାସ ହିଁ ଶ୍ରାବଣ ମାସ ହୋଇଥାଏ,  ଓ ଏହାର ପୁର୍ବରୁ ସୋମବାର ବିଶେଷ ମହତ୍ତ୍ୱ ଜଣାଯାଏ , ଆପଣଙ୍କୁ କହିଦେବୁ କି ଏହି ଥର ଶ୍ରାବଣ ମାସ ପ୍ରାରମ୍ଭ ୨୫ ଜୁଲାଇ ୨୦୨୧ ରୁ ହେବାର ଅଛି, ଓ ଏହି ୨୨ ଅଗଷ୍ଟ ୨୦୨୧ ଯାଏଁ ଚାଲିବ , ୨୬ ଜୁଲାଇକୁ ଏହାର ପ୍ରଥମ ସୋମବାର ପଡିବ , ଶ୍ରାବଣ ମାସର ପ୍ରଥମ ସୋମବାର କୁ ସବୁ ଶିବ ଭକ୍ତଙ୍କୁ ବିଧି ବିଧାନ ପୁର୍ବକ ଭଗବାନ ଶିବଙ୍କର ବ୍ରତ ରଖିବା ଉଚିତ୍ , ଆଜି ଆମେ ଏହି ଲେଖ ମାଧ୍ୟମରେ ଶ୍ରାବଣ ମାସ ପୁର୍ବରୁ ସୋମବାର ଦିନ କେଉଁ ପ୍ରକାରର ପୁଜା କରିବା ଉଚିତ୍ ଏହା ବିଷୟରେ କହିବାକୁ ଯାଉଛୁ ।

୧) ଆପଣଙ୍କୁ କହିଦେବୁ କି ଶ୍ରାବଣମାସରେ  ସୋମବାର ଦିନ ବ୍ରତରଦିନ ଭଗବାନ ଶିବଙ୍କ ସହ ମା ପାର୍ବତୀଙ୍କ ପୁଜା କରାଯାଏ ।

୨) ଶିବ ଭକ୍ତଙ୍କୁ ସୋମବାର ଦିନ ସକାଳ ସମୟରେ ଜଲଦି ଉଠିବା ଉଚିତ୍ , ଓ ସ୍ନାନ ଆଦିରୁ ନିବୃତ ହେବା ପରେ ଆପଣ ବ୍ରତର ସଂକଳ୍ପ ନିଅନ୍ତୁ ।

୩) ଯେବେ ଆପଣ ବ୍ରତର ସଂକଳ୍ପ ନେବେ ତେବେ ତାହାପରେ ଭଗବାନ ଶିବଜୀ ଓ ମା ପାର୍ବତୀଜୀ ଙ୍କ ମୁର୍ତ୍ତି ସ୍ଥାପନା କରନ୍ତୁ, ଓ ତାଙ୍କୁ ଜଳ ଅଭିଷେକ କରନ୍ତୁ ।

୪) ଏବେ ଆପଣ ଶିବ ଲିଙ୍ଗର ପୁଜା କରନ୍ତୁ । ପୁଜାର ସମୟରେ ଆପଣ ଶିବଲିଙ୍ଗ୍ ଉପରେ ଫୁଲ, ଦୁଦୁରା,କ୍ଷୀର ଆଦି ଜିନିଷ ଅର୍ପଣ କରନ୍ତୁ, ତାହାପରେ ଆପଣ ମନ୍ତ୍ରକୁ ଉଚ୍ଚାରଣ କରି ଭଗବାନ ଶିବଙ୍କୁ ସୁପାରୀ ନଡିଆ, ବେଲ ପତ୍ର ଓ ପଞ୍ଚାମୃତ ଅର୍ପଣ କରନ୍ତୁ, ସେମିତି ମା ପାର୍ବତୀଙ୍କୁ ଶୋଳହ ଶୃଙ୍ଗାର କରୁଥିବା ଜିନିଷ ଚଢାନ୍ତୁ ।

୫) ଯେବେ ଆପଣ ଏହି ସବୁ କାର୍ଯ୍ୟ କରିନେବେ ତେବେ ପରେ ଭଗବାନ ଶିବଙ୍କର ପାଖରେ ରାଶିର ତେଲ ଦୀପ ଲଗାନ୍ତୁ, ଓ ଧୁପ ଅଗରବତୀ ଜଳାନ୍ତୁ ।

୬)ଯେବେ ଦୀପ ଜଳାଇବେ ତେବେ ଭଗବାନ ଶିବଙ୍କର ସାମ୍ନାରେ ବସି ଓଁ ନମଃ ଶିବାୟ ମନ୍ତ୍ରର ଜପ କରନ୍ତୁ, ପରିଶେଷରେ ଭଗବାନ ଶିବଙ୍କର ଆରତୀ କରନ୍ତୁ, ଓ ଶିବ ଚାଳିଶା ପାଠ ଶ୍ରଦ୍ଧା ପୁର୍ବକ କରନ୍ତୁ ।

୭) ଯେବେ ଆପଣଙ୍କ ପୁଜା ଶେଷ ହୋଇଯିବ, ତେବେ ଆପଣ ପ୍ରସାଦ ସବୁ ଭକ୍ତଜନଙ୍କ ମଧ୍ୟରେ ବାଣ୍ଟିଦିଅନ୍ତୁ ।

୮) ଭଗବାନ ଶିବଜୀଙ୍କ ପୁଜା ପୁରା ହେବାପରେ ଆପଣ ସୋମବାର ବ୍ରତ କଥା ନିଶ୍ଚିତ ଶୁଣନ୍ତୁ ।

୯) ଆପଣଙ୍କୁ ଏହି କଥାର ଧ୍ୟାନ ରଖିବାକୁ ହେବ କି କମ୍ ସେ କମ୍ ଦୁଇଥର ଭଗବାନ ଶିବଙ୍କୁ ପ୍ରାର୍ଥନା କରିବେ , ସଂନ୍ଧ୍ୟା ସମୟରେ ପୁଜା ଶେଷ ହେବାପରେ ଆପଣ ବ୍ରତ ଖୋଲିପାରିବେ ,ଓ ସାମାନ୍ୟ ଭୋଜନ ସେବନ କରିପାରିବେ ।

ଉପରୋକ୍ତ ଆପଣଙ୍କୁ ଶ୍ରାବଣ ମାସ କେବେ ଆରମ୍ଭ ହେଉଛି, ଓ ଶ୍ରାବଣ ମାସ ପ୍ରଥମ ସୋମବାର ପୁଜା ବିଧି ବିଷୟରେ ସୁଚନା ଦିଆଯାଇଛି , ଆପଣଙ୍କୁ କହିଦେବୁ କି ଭଗବାନ ଶିବ ଶିଘ୍ର ପ୍ରସନ୍ନ ହେଉଥିବା ଦେବତା ବୋଲି ଜଣାଯାଆନ୍ତି, ଓ ଶ୍ରାବଣ ମାସ ଭଗବାନ ଶିବଙ୍କର ପୁଜା ଅର୍ଚ୍ଚନା କରିବାପାଈଁ ବିଶେଷ ମହତ୍ତ୍ୱ ରଖିଥାଏ, ଯଦି ଆପଣ ଶ୍ରଦ୍ଧା ପୁର୍ବକ ଭଗବାନ ଶିବଙ୍କର ପୁଜା କରିବେ ତେବେ ଆପଣଙ୍କ ସବୁ ମନୋକାମନା ନିଶ୍ଚିତ ପୁରା ହେବ ।

Leave a Reply

Your email address will not be published. Required fields are marked *