October 22, 2024

Odia Express

Here, There and Everywhere

କଣ ପୃଥିବୀରେ ସତସତିକା ଅଲଗା ଦୁନିଆଁର କବାଟ୍ ଅଛି ? ଜାଣିନିଅନ୍ତୁ ଏହା ପଛରେ ଥିବା ରହସ୍ୟକୁ

ଦୁନିଆଁ ଅଜବ ଗଜବ ଅଟେ, ରହସ୍ୟମୟୀ , ଅଲଗା ଦୁନିଆଁର ଦ୍ୱାର ବି ଏମିତି ରହସ୍ୟମୟୀ ଚିହ୍ନ ଅଛି, ଯାହା ବିଷୟରେ ବହୁତପ୍ରକାରର୍ ଅନୁମାନ ଲାଗୁଛି, କିଛି ପ୍ରସିଦ୍ଧ ସ୍ଥଳ ଅଛି, ଯାହାର ଦ୍ୱିତୀୟ ଦୁନିଆଁ ପ୍ରବେଶ ଦ୍ୱାର ହିସାବରେ ଦେଖାଯାଏ ।ସବୁ ମଣିଷ ଏହା ଭାବେ ଓ ମାନିଥାଏ କି ଏହା ଅଲଗା ଦୁନିଆଁ ଅଟେ,  ଏହି ଅଲଗା ଦୁନିଆଁ ଯାହା ସୈତାନଙ୍କ ମାନାଯାଏ ଯାହାକୁ ନର୍କ କୁହାଯାଏ , କିଛି ଲୋକ ମାନନ୍ତି କି ଅଲଗା ଦୁନିଆଁ ମାଣେ ନର୍କର ଦ୍ୱାରା, ଏମିତି କିଛି ଲୋକଙ୍କର ଦାବି ଅଛି କି ସେ ନର୍କର କବାଟ ଖୋଜି ବାହାର କରନ୍ତି, ଏଠାରେ ଆମେ କହିବୁ କିଛି ଏମିତି ରହସ୍ୟମୟୀ ଯାଗା ଜାହାକୁ ନର୍କର ଦରବାଜା କହନ୍ତି ।  ଇଟିଲିର ନେପ୍ଲସ୍ ରେ ଥିବା ଏହି ଗୁମ୍ପା ଯାହା ୨୦୦୦ ବର୍ଷ ପୁର୍ବରୁ ଲେଖା ହୋଇଥିବା ଏକ କବିତାରେ ମିଳିଥାଏ, ୧୯୩୨ ରେ ଅର୍କିଓଲୋଜିଷ୍ଟ ଓମେଦୋ ମେଉରି ସବୁଠାରୁ ପ୍ରଥମେ ଏହାକୁ ନର୍କର ଦ୍ୱାର ବୋଲି ଘୋଷଣା କରିଥିଲେ

ଏବେ ପର୍ଯ୍ୟନ୍ତ ଏହି ଦ୍ୱାର ଦେଇ ଭିତରକୁ ଯିବାପାଇଁ କେହି ସାହାସ କରିନାହାନ୍ତି, କିନ୍ତୁ ଲୋକଙ୍କ ମଧ୍ୟରେ କଥା ଶୁଣିବାକୁ ଆସୁଛି କି ଏହି କବାଟ୍ ଭିତରକୁ ଯିବାପାଇଁ କାହାର ସାହାସ ନାହିଁ । ତୁର୍କୀର ପୁଲ୍ଟୋ ଗେଟ୍ ତୁର୍କୀ ର ଡେନିଜଲି ପ୍ରୋବିସ୍ ରେ ମହଜୁଦ୍ ପ୍ଲୁଟୋ ଗେଟ୍ ଏବେ ପୁରୁଣା ମନ୍ଦିରର ଖନନ ବେଳେ ଖନନବିଦ୍ କରିଥିଲେ , ତାଙ୍କର ଦାବି ଅଛି କି ଏହି ବାଟ ସେହି ପାର୍ ମହଜୁଦ୍ ସୁରଙ୍ଗ ବିଷାକ୍ତ୍ ଗ୍ୟାସ୍ ଛାଡେ, ଗ୍ରିକ୍ ଫିଲୋସଫର୍ ଷ୍ଟ୍ରେବୋ ଦାବି କରନ୍ତି କି ଯାହା ବି ଏହି ଗେଟ୍ ପାର୍ କରିବାକୁ ଚେଷ୍ଟ କରିବ ତାହାର ମୃତ୍ୟୁ ହୋଈଯିବ ।

ସେଣ୍ଟ୍ରାଲ୍ ଆମେରିକା ବେଲିଜର ଗୁମ୍ପା ସେଣ୍ଟ୍ରାଲ୍ ଆମେରିକାର ବେଲିଜ୍ ରେ ଏକ ଏମିତି ଗୁମ୍ପା ଅଛି ଯାହା ବିଷୟରେ କୁହାଯାଏ କି ସେଠାରେ ଅଲଗା ଦୁନିଆଁର କବାଟ ଖୋଲେ, ଅକୁତୁନ୍ ଟୁନିସିଲ୍ ମୁକନାଲ୍ କେବ୍ କୁ ନେଇକରି ଲୋକଙ୍କ୍ କହିବା କଥା କି ଏଠାରେ ଏହାକୁ ମୃତ୍ୟୁର ଦେବତା କହନ୍ତି, ଏବେ ଏଠାରୁ ୧୮ ବର୍ଷର ଝିଅର କଙ୍କାଳ ମିଳିଥିଲା< କହନ୍ତି କି ଏକ ହଜାର ବର୍ଷ ପୁର୍ବରୁ ଏହି ଝିଅ ବଳି ଚଢାଯାଇଥିଲା ।

ଆୟରଲ୍ୟାଣ୍ତର ସେଣ୍ଟ୍ ପୋଟ୍ରିକ୍ ଚର୍ଚ୍ଚ ତଳେ ଆୟରଲ୍ୟାଣ୍ତରେ ହୋଇଥିବା ସେଣ୍ଟ୍ ପୋଟ୍ରିକ୍ ଚର୍ଚ୍ଚ ତଳେ ନର୍କ ଥିବାର ଦାବି କରାଯାଏ,  ଏହି ଚର୍ଚ୍ଚ ଆୟରଲ୍ୟାଣ୍ତର ଛୋଟ୍ ଜାଗାରେ ଅଛି କହନ୍ତି କି ଯେବେ ସେଣ୍ଟ ପୋଟ୍ରିକ୍ ଏହି ଆଇଲ୍ୟାଣ୍ତ ଆସିଥିଲେ ତେବେ ଯିଶୁ ସେହି ଜାଗାକୁ ପଠାଇଥିଲେ, ପରେ ଏହି ନର୍କର ଦ୍ୱାର ବନ୍ଦ କରିବାପାଈଁ ଚର୍ଚ୍ଚ ବନାଇଦେଇଥିଲେ ।

ଦି ଗେଟସ୍ ଅଫ୍ ଗିନିବୁଡୁ ମାଇଥୋଲୋଜି ର ବିଷୟରେ କୁହାଯାଏ ଯେ ମୃତ୍ୟୁର ପରେ ଗେଟ୍ସ ଅଫ୍ ଗିନିରେ ଆତ୍ମା ଶୁଦ୍ଧି କରିବାକୁ ଆସନ୍ତି, ସ୍କେନ୍ୟୁ ଅରଲିୟନ୍ସ ରେ ଲୋକଙ୍କର କହିବା କଥା କି ସିଟି ର ଫ୍ରେଞ୍ଚ କ୍ୱାର୍ଟର ପାଖରେ ଥିବା ଏହି କବାଟ ସେହି ପାର୍ କେବଳ ଆତ୍ମା ହିଁ ଯାଇପାରିବେ ।

Leave a Reply

Your email address will not be published. Required fields are marked *