October 24, 2024

Odia Express

Here, There and Everywhere

ମଜାଦାର୍ ଜୋକ୍ସ : ସ୍ତ୍ରୀ- ମୋତେ ଗୋଟେ ନୁଆ ଶାଢୀ କିଣିବାର ଅଛି ସ୍ୱାମୀ- କଣପାଇଁ? ତୁମର ଆଲମୀରା ତ ଶାଢୀରେ ଫୁଲ୍ ହେଇଛି ତାପରେ ସ୍ତ୍ରୀ ଯାହା କହିଲେ ଶୁଣିକି ସ୍ୱାମୀ ବେହୋସ..

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲିଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଆଜି ବହୁତଦିନ ପରେ ପୁରୁଣା ପ୍ରେମିକ ସହ କଥା ହେଲା , ତାଙ୍କୁ ପଚାରିଲି କେମିତି ଅଛ ? ସେ କହିଲେ – ଆଖିରେ ଆଘାତ, ହୃଦୟରେ ଜ୍ୱଳନ ନିଶ୍ୱାସ ଏବେ କିଛି ଧମି ଧମିକି ଅଛି, ସବୁଆଡେ ଧୁଆଁ ଧୁଆଁ ସେ କହିଲେ – ଏବେ ବି ଭଲ ପାଉଛ ମୋତେ ମୁଁ କହିଲି- ନା ଦିଲ୍ଲୀରେ ।

୨) ଝିଅଘର ଲୋକେ ନିଜ ଝିଅପାଇଁ ପୁଅ ଦେଖିବାକୁ ଗଲେ- ବାପା-ମାସକୁ କେତେ କମାଉଛ ? ପୁଅ- ଏହି ମାସରେ ୨ କୋଟି କମାଇଲି, ବାପା-କଣ ହେଲା ? ପୁଅ- କଣ ଆଉ ହେବ ମୋବାଇଲ୍ ରେ ତିନ୍ ପତି ହ୍ୟାଙ୍ଗ୍ ହୋଇଗଲା ଓ ସବୁ ଆୟ ଚାଲିଗଲା ବାପା-ବେହୋସ୍ ।

୩) ମୁଁ ଆଜି ଗାର୍ଲଫ୍ରେଣ୍ତକୁ କହିଲି ତୁମର ନାଁ ହାତରେ ଲେଖିବି କି ହୃଦୟରେ ? ତେବେ ସେ କହିଲା ପ୍ରେମ ତ କରୁଛ, ପ୍ରୋପଟି ପେପରରେ ଲେଖିଦେଉନ ! ଏହି ଝିଅମାନେ ବି ଷ୍ଟାର୍ ପ୍ଲସ୍ ଦେଖି ଦେଖିକରି ଚାଲାକ୍ ହୋଇଗଲେଣି ।

୪) ସର୍ଦାର୍- ପରଦିନ ମୋ ସ୍ତ୍ରୀ କୁଅରେ ପଡିଗଲା । ବହୁତ ଖଣ୍ତିଆ ଖାବରା ହେଲା ବିଚାରିକୁ ସେ ବହୁତ ଚିଲ୍ଲାଉଥିଲା ବନ୍ଧୁ- ଏବେ କେମିତି ଅଛନ୍ତି ? ସର୍ଦାର୍- ଏବେ ଠିକ୍ ଅଛି କାଲି ଠାରୁ କୁଅରୁ ଆବାଜ୍ ଆସୁନି ଆଉ ।

୫) ମଙ୍ଗଳ ହେଉ ହନି ସିଂ ଓ ଜନ୍ ସିନାଙ୍କର ଯିଏ ଆଜି ବି ଛୁଆଙ୍କୁ ଫ୍ୟାସନ୍ ନାଁରେ ବାଳକୁ ଭଲରେ ଛୋଟ ରଖିବା ସିଖାଇଦେଇଛନ୍ତି, ଆମର ସବୁଠାରୁ ଅଧିକା ମାଡ ବାଳକୁ ନେଇ ହେଉଥିଲା, ଆମେ ଦିଲଜଲେ ର ଅଜୟ ଦେବଗନ ହୋଇ ବୁଲୁଥିଲୁ, ଓ ଯେଉଁଦିନ ବାପାଙ୍କ ଆଗରେ ପଡିଯାଉଥିଲୁ ସେହି ଦିନ ବାରିକ ଦୋକାନରେ କ୍ରାନ୍ତିବୀର ନାନାପାଟେକର ହୋଇ ଘରକୁ ଫେରୁଥିଲୁ

୬) ଝିଅ ନିଜ ବୟଫ୍ରେଣ୍ତକୁ –ତୁମେ ମୋତେ “ରଇସ୍” ଫିଲ୍ମ ଦେଖେଇବାକୁ ନେଇଚାଲ । ପୁଅ- ମୁଁ ଏହା ପାଇଁ “କାବିଲ୍ “ ହୋଇନି, ଝିଅ- ତେବେ “କାବିଲ୍” ଫିଲ୍ମ ହିଁ ଦେଖେଇଦିଅ, ପୁଅ- ମୁଁ ଏତେ ବି “ରଇସ୍” ହୋଇନି ।

୭) ସ୍ୱାମୀ “ଦଙ୍ଗଲ୍” ଫିଲ୍ମ ଦେଖିକରି ଆସିଲା, ଓ ଫିଲ୍ମର୍ ଗୀତ “ଐସି ଧାକଡ୍ ହୈ ଧାକଡ୍ ହୈ “ଘରେ ଗୁଣ୍ ଗୁଣ୍ ହେଉଥିଲା କିନ୍ତୁ ମୁହଁରେ ଗୁଟଖା ହେବାର କାରଣରୁ ଆବାଜ୍ ଏପରି ଆସୁଥିଲା, “ଐସି ଡାକଣ୍ ଐସି ଡାକଣ୍ ଅଟେ” ବାହାରୁଥିଲା ସ୍ତ୍ରୀ ଏହା ଶୁଣିଦେଲା, ସ୍ୱାମୀର ଆପୋଲୋ ହସ୍ପିଟାଲ୍ ଚିକିତ୍ସା ଚାଲୁଛି ଏବେ ।

୮) ଏକ ଡାକ୍ତର ରିସର୍ଚ୍ଚ କରି ଏକ ଆଇସକ୍ରିମ୍ ର ଆବିଷ୍କାର୍ କରିଥିଲେ, ଯିଏ କେଉଁ ସ୍ତ୍ରୀ ୧୦୦ ଏମ୍ ଏଲ୍ ସବୁଦିନ ଖାଏ ତ ୪୦ ବର୍ଷର ସ୍ତ୍ରୀ ୨୦ ବର୍ଷର ଲାଗିବ । ସାଙ୍ଗ- ତେବେ ବହୁତ ବିକ୍ରି ହେଉଥିବ ତ, ପୁରା ମାର୍କେଟ୍ ତୁମର, ବହୁତ ଡିମାଣ୍ତ ରହୁଥିବ , ଡାକ୍ତର- ଭାଇ ବିକ୍ରି ହେଲେ ତ, ଯେବେ କେଉଁ ସ୍ତ୍ରୀ ନିଜକୁ ୪୦ ବର୍ଷର ନିଜକୁ ଭାବିଲେ ।

୯) ସ୍ତ୍ରୀ ନିଜ ସ୍ୱାମୀକୁ କହିଲା- ରାତିରେ ତୁମେ ମୋତେ ସ୍ୱପ୍ନରେ ଗାଳି ଦେଉଥିଲ, ଓ ମୋର ମା ବାପାଙ୍କୁ ସୋଦୁଥିଲ କାହିଁକି ? ସ୍ୱାମୀ କହିଲା- ମିଛ କହୁଛ ତୁମେ, ମୁମ୍ଁ ସେହି ସମୟରେ ଶୋଇ ହିଁ ନଥିଲି ।

୧୦) ପୁଅ- ମୋତେ ବାହା ହେବ ? ଝିଅ- ନା ମୋତେ ଆଉ ଅଲଗା ପୁଅ ଦରକାର, ପୁଅ- କିପରି ଦରକାର, ଝିଅ- ଯାହାର କାରୋବାର୍ ଉଚ୍ଚ ଥିବ, ପୁଅ- ଆରେ ମୋର ପାହାଡରେ ଚାହାର ଦୋକାନ ଅଛି , ଏବେ ତ କରିନେ ।

୧୧) ଗୋଟେ ପୁଅ ମେଡିକାଲ୍ କଲେଜର ଛାତ୍ରୀକୁ ଏକ ଚିଠି ଲେଖିଲା, ଚିଠି ମୁଁ ଲେଖୁଛି ରକ୍ତରେ ପେନର କାଳି ଭାବୁବୁନି, ଓ ଏହାର ଜବାବ୍ ଦେବାପାଈଁ ବିଳମ୍ବ କରିବୁନି ଆଗାମୀ ଦିନ ତାହା ପାଖକୁ ଏକ ଚିଠି ଆସିଲା ଯେଉଁଥିଲେ ଲେଖା ହୋଇଥିଲା ଏ ପଜେଟିଭ୍ ହିମୋଗ୍ଲୋବିନ୍ ର ଅଭାବ ।

୧୨) ସ୍ତ୍ରୀ- ମୋତେ ଗୋଟେ ନୁଆ ଶାଢୀ କିଣିବାର ଅଛି- ସ୍ୱାମୀ- କିନ୍ତୁ ତୁମର ତ ଆଲମୀରାରେ ପୁରା ଶାଢୀ ଫୁଲ୍ ହୋଇକି ଅଛି, ସ୍ତ୍ରୀ-ଆରେ ସେ ଶାଢୀ ତ ସାହିର ସ୍ତ୍ରୀ ଲୋକ ଦେଖିସାରିଲେଣି, ଏହା ଶୁଣିକରି ସ୍ୱାମୀ ରାଗିଗଲା କହିଲା- ତୁମକୁ ନୁଆ ଶାଢୀ ନେବାର୍ କଣ ଦରକାର୍ ଅଛି, ଆମେ ଏହି ସାହି ହିଁ ବଦଳାଇଦେବା ନା ଆଉ କଣ କହୁଛ ?

୧୩) ଖାଦ୍ୟ ଖାଇବା ସମୟରେ ସ୍ୱାମୀ ସ୍ତ୍ରୀକୁ ଡାକିଲା, ସ୍ୱାମୀ- ଆରେ ଶୁଣ ଭାଗ୍ୟମତୀ, ଏଇ ତୁମେ ଯେଉଁ ତରକାରୀ କରିଛ ଏହାକୁ କଣ କହନ୍ତି ? ସ୍ତ୍ରୀ-କଣହେଲା କି କଣପାଇଁ ପଚାରୁଛ? ସ୍ୱାମୀ-ଆରେ ମୋତେ ସ୍ୱର୍ଗରେ ପଚରାଯିବ କି କଣ ଖାଇକରି ମରିଥିଲ ?

Leave a Reply

Your email address will not be published. Required fields are marked *