March 13, 2025

Odia Express

Here, There and Everywhere

ଟ୍ରକ୍ ପଛରେ Horn Ok Please ! କଣ ପାଇଁ ଲେଖା ହୋଇଥାଏ, ଆସନ୍ତୁ ଜାଣିବା ଏହାର ପଛରେ କାରଣ

1 min read

ଆପଣ ଟ୍ରକ୍ ପଛରେ ଲେଖା ହୋଇଥିବା ବହୁତ ସାୟେରୀ ଦେଖିଥିବେ, ପଢିବି ଥିବେ ବହୁତଥର ଏହି ସାୟେରୀକୁ ପଢି ମନେ ମନେ ହସିବି ଥିବେ , ଆପଣ ଗୋଟେ କଥା ଧ୍ୟାନ ଦେଇଥିବେ କି ଟ୍ରକ୍ ପଛରେ ଏହି ସାୟେରୀ ଲେଖା ସହ ଆଉ ଏକ ଜିନିଷ ଲେଖା ହୋଇଥାଏ ଯାହାକି ହେଲା Horn ok please କଣ ପାଇଁ ଲେଖା ହୋଇଥାଏ ଏହା ଜାଣିବାକୁ ଆପଣ ବି ଚାହିଁବେ । ତେବେ କହିଦେବୁ କି ଏହି ଲେଖା ଟ୍ରକର ପଛ ପଟେ ଲେଖା ହୋଇଥାଏ, ଏହି ଲାଇନ୍ ବହୁତ ସିମ୍ପଲ୍ ମତଲବ ଅଛି କି ଯେବେ ଆପଣ ଓଭରଟେକ୍ କରିବେ ତେବେ ହର୍ଣ୍ଣ ନିଶ୍ଚିତ ଭାବେ ବଜାଇବେ , ଯଦି ଏହାର ଏତିକି ମତଲବ ହୋଇଥାନ୍ତା ତେବେ ହର୍ଣ୍ଣ ପ୍ଲିଜ୍ ଲେଖିଦେଇଥିଲେ କାମ ହୋଇଯାଇଥାନ୍ତି କିନ୍ତୁ Ok ଶବ୍ଦକୁ ଯୋଡିବାର ତାପର୍ଯ୍ୟ କଣ ? ଏହି ବିଷୟରେ ଏକ ଥିଓରି ସାମ୍ନାକୁ ଆସିଲା

ଏହାର ମତଲବ ଏହାକି ପ୍ରଥମ ଆପଣ କେଉଁ ଟ୍ରକ୍ ବାଲାକୁ ଓଭର୍ ଟେକ୍ କରିବାପାଇଁ ହର୍ଣ୍ଣ ଦିଅନ୍ତି, ଓ ସାଇଡ୍ ଦେବାପରେ ଆପଣ ଲାଇଟ୍ କିମ୍ବା ଇଣ୍ତିକେଟର୍ ଦେଇକରି ଓଭରଟେକ୍ କରିବାକୁ ଅନୁମତି ଦିଏ, ଏହି ପ୍ରୋସେସ୍ କୁ ଓକେ କୁହାଯାଇଛି ।ଏହାର ମତଲବ୍ ସଫା କି ପ୍ରଥମେ ଆପଣ ହର୍ଣ୍ଣ ଦିଅନ୍ତୁ, ତାପରେ ଆପଣଙ୍କୁ ସହମତି ଦିଆଯିବ ତାପରେ ଆପଣ ଯାଇପାରିବେ , ଦ୍ୱିତୀୟ ଥିଓରି କହେ କି Ok ଲେଖିବାର ପ୍ରାରମ୍ଭ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହେଲା ଯେବେ ସେହି ଦିନରେ ଡିଜେଲ୍ ର ଭୟାନକ ଅଭାବକୁ ନେଇ ଟ୍ରକ୍ ରେ କିରୋସିନ୍ ବ୍ୟବହାର କରାଯାଉଥିଲା, କିରୋସିନ୍ କୁ ସେମିତି ଅସ୍ଥିର ଇନ୍ଧନ ବୋଲି ଜଣାଯାଏ ,ଯାହାକୁ ନେଇ ବହୁତ ଥର ଇଞ୍ଜିନ୍ ଫାଟିଯିବାର ଘଟଣା ବି ହେଉଥିଲା , ଏଥିପାଇଁ ଅନ୍ୟଙ୍କୁ ଚେତାବନୀ ଦେବାପାଇଁ OK ଲେଖାଯାଉଥିଲା , ଯାହାର ମତଲବ ହେଉଥିଲା Ok Kerosene.

ଟିକିଏ ଗଭୀରତାର ଏହି ବିଷୟରେ ରିସର୍ଚ୍ଚ କଲାଠୁ ଜଣାପଡିଲା କି ଟ୍ରକ୍ ପଛରେ ok ମତଲବ କଣ ହୋଇଥାଏ, ତେବେ ଜଣାପଡିଲା କି ପୁରୁଣା ସମୟରେ ସିଙ୍ଗଲ୍ ଲେନ୍ ଓ ସଂକୀର୍ଣ୍ଣ ରାସ୍ତାର ଜମାନାରେ ଟ୍ରକରେ Ok ଲେଖା ହେଉଥିଲା, ସେ ଲାଇଟ୍ ହେଉଥିଲା । ଯଦି କେଉଁ ବାହାନ ଚାଳକ ପଛରୁ ହର୍ଣ୍ଣ ବଜାଏ ତେବେ ଟ୍ରକ୍ ଡ୍ରାଇଭର୍ ଆଗକୁ ପଛକୁ ଦେଖିକରି ତାକୁ ଲାଇଟ୍ ଜଳାଉଥିଲା, ଓ ଓଭରଟେକ୍ କରିବାକୁ ଅନୁମତି ଦେଉଥିଲା, ଏହି ସୁରକ୍ଷା ଦୃଷ୍ଟିରୁ ବହୁତ ଗୁରୁତ୍ୱପୁର୍ଣ୍ଣ ତାହା ଥିଲା , ଧୀରେ ଧିରେ ରାସ୍ତା ଚଉଡା ହେବାକୁ ଲାଗିଲା ଓ ଏହାର ବଲବ୍ ବ୍ୟବହାର ଶେଷ ହୋଇଗଲା ।

Leave a Reply

Your email address will not be published. Required fields are marked *