February 9, 2025

Odia Express

Here, There and Everywhere

ଆସିଗଲା ମାରୁତି ୮୦୦ ଇଲେକ୍ଟିକ୍ କାର୍, ଥରେ ଫୁଲ୍ ଚାର୍ଜକରିଲେ ଚାଲିବ ୧୨୦ କିମି, ଜାଣନ୍ତୁ ଦାମ୍

1 min read

ଭାରତରେ ମାରୁତି ସୁଜୁକି ପ୍ରସିଦ୍ଧ ହେଚବ୍ୟାକ୍ କାର୍ ମାରୁତି ୮୦୦ ର ବହୁତ ଲୋକ ଦିୱାନା ଅଟନ୍ତି, ଓ ଆଜିବି ଏହାକୁ କିଣିବାକୁ ଲୋକେଇଚ୍ଛା ରଖନ୍ତି , ଭାରତୀୟ ବଜାରରେଏହି କାର୍ ହିଟ୍ ଅଟେ, କମ୍ପାନୀ ଏହାକୁ ୧୯୮୩ ରେ ଲଞ୍ଚ କରିଥିଲା, ଓ ୨୦୧୪ ରେ ଏହି କାରକୁ ଅଧିକାରିକ ହିସାବରେ ଡିସକଣ୍ଟିନ୍ୟୁ କରିଦେଲା, ଆଜିର ସମୟରେ ଦେଶରେ ଇଲେକ୍ଟ୍ରିକ୍ ବାହାନର ଡିମାଣ୍ତ ଅଧିକା ଅଛି, ଓ ଏହା ଲଗାତାର ଏହାର ବୃଦ୍ଧି ହେଉଛି, ବହୁତ ଲୋକ ଇଲେକ୍ଟ୍ରିକ୍ କାର୍ କିଣିବାରେ ସିଫ୍ଟ ହେଉଛନ୍ତି, ଏହି ମଧ୍ୟରେ ମାରୁତି ୮୦୦ ଲବର୍ସଙ୍କ ପାଇଁ ଏକ ବଡ ଖବର ଅଟେ, ଏବେ ପର୍ଯ୍ୟନ୍ତ ଏହି କାର୍ କୁ ଅଲଗା ଅଲଗା ତରିକାରେ ମୋଡିଫାଇ କରିଥିବାର ଦେଖିଥିବେ, କିନ୍ତୁ କଣ ଆପଣ କେବେ ଭାବିଛନ୍ତି ମାରୁତି ୮୦୦ ଇଲେକ୍ଟ୍ରିକ୍ କାର୍ ହୋଇପାରେ , ହଁ ଆଜ୍ଞା ଏବେ ଏହି କାର୍ ଇଲେକ୍ଟ୍ରିକ୍ କାର୍ ହୋଇସାରିଛି

ଆପଣଙ୍କୁ କହିଦେବୁ କି ଇଲେକ୍ଟ୍ରିକ୍ ମାରୁତି ୮୦୦ କୁ ହେମଙ୍କ ଡଭାଡେ ଦ୍ୱାରା ପ୍ରସ୍ତୁତ କରାଯାଇଛି, ଯାହାକି ପୁର୍ବରୁ ବହୁତ ବାହାନକୁ ଇଲେକ୍ଟ୍ରିକ୍ ଯାନ କରିସାରିଛନ୍ତି, ହେମଙ୍କ ଏହି ଥର ମାରୁତି ୮୦୦ କୁ ଇଲେକ୍ଟ୍ରିକ୍ ରୁପ ଦେଇ ଛନ୍ତି, ଓ ପେଟ୍ରୋଲ୍ ଡିଜେଲ୍ ଲଗାତାର୍ ବଢୁଥିବା ଦାମ୍ ରେ ସେ ଏହି କାର୍ କୁ ଆଉଥରେ ପୁନଃ ଜୀବିତ୍ କରିଦେଇଛନ୍ତି । ରିପୋର୍ଟ୍ ଅନୁସାରେ ଏହି କାର୍ ପୁରୁଣା ମାରୁତି ୮୦୦ ବ୍ୟବହାରରୁ ହିଁ ପ୍ରସ୍ତୁତି କରାଯାଇଛି, ଏକ ଅନୁମାନ ଅନୁସାରେ ଏହି କାର୍ ୭୫,୦୦୦ ହଜାର ଟଙ୍କା କୁହାଯାଉଛି

ଆପଣଙ୍କୁ କହିଦେବୁ କି ସେ ଏହି କାର୍ କୁ ଫ୍ରଣ୍ଟ ବୋନଟ୍ ରୁ ଇଞ୍ଜିନ୍ ବାହାର୍ କରି ତାହା ଜାଗାରେ ୧୯ କିଲୋୱାଟ୍ ବିଶିଷ୍ଟ ଇଲେକ୍ଟ୍ରିକ୍ ମୋଟର୍ ପ୍ରୟୋଗ କରିଛନ୍ତି, ତାହା ସହ ୧୩,୨ କିଲୋୱାଟ୍ ର ବ୍ୟାଟେରି ବ୍ୟବହାର କରିଛନ୍ତି, ଏହି କାର୍ ଫାଷ୍ଟଚାର୍ଜିଙ୍ଗ୍ ସିଷ୍ଟମ୍ ଦିଆଯାଇଛି, ଓ ଏହାକୁ ଫୁଲ୍ ଚାର୍ଜ କରିଲେ କେବଳ ୪-୪,୫ ଘଣ୍ଟାରେ ଫୁଲ୍ ଚାର୍ଜ ହୋଇଯାଏ, ସବୁଠାରୁ ଖାସ୍ କଥା ଏହା କି ଏହି କାର୍ କୁ ଥରେ ଚାର୍ଜକରିଲେ ପ୍ରାୟ ୧୨୦ କିମି ପର୍ଯ୍ୟନ୍ତ ଯାଇପାରେ, ଏହାର ଟପ୍ ସ୍ପିଡ୍ ୮୦-୮୫ କିମି ପ୍ରତି ଘଣ୍ଟା ଅଟେ ।

ମାରୁତି ୮୦୦ କୁ ଇଲେକ୍ଟ୍ରିକ୍ କାର୍ ଟେକନିକ୍ ରେ କରିବାପରେ ଏହାର ଟର୍କ ବହୁତ ବଢିଯାଇଛି, ସୁଚନା ଅନୁସାରେ ଏହି କାର୍ ୩୭୮ ଏନ୍ ଏମ୍ ଟର୍କ ଜେନେରେଟ୍ କରୁଛି, ଯାହା ଟୋୟଟା ଫର୍ଚୁନର୍ ୨୪୫ ଏନ୍ ଏମ୍ ରୁ ବି ଅଧିକା ଅଛି, ଇଲେକ୍ଟ୍ରିକ୍ ବାହାନରେ ପରିବର୍ତ୍ତନ କରିବା ସହ ଏହି କାର୍ ରେ ରେସିଙ୍ଗ୍ ସିଟ୍ସ ଓ ଡାର୍କ ଷ୍ଟିୟରିଙ୍ଗ୍ ହ୍ୱିଲ୍ସ ଦେବା ସହ ବ୍ବହୁତ ପରିବର୍ତ୍ତନ କରାଯାଈଛି ।

Leave a Reply

Your email address will not be published. Required fields are marked *