March 20, 2025

Odia Express

Here, There and Everywhere

ନିଜ ଫୋନର ବ୍ୟାକ୍ କ୍ୟାମେରାରେ କରନ୍ତୁ ଏହି ମ୍ୟାଜିକ୍ ଟ୍ରିକ୍, ଏହା ବିଷୟରେ କେହି ଜାଣନ୍ତି ନାହିଁ

ଆଜିର ସମଅୟ୍ରେ ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ୍ ହୋଇଥାଏ , ଓ ସେଥିରେ ଏକ ବ୍ୟାକ୍ କ୍ୟାମେରା ହୋଇଥାଏ, କିନ୍ତୁ କିଛି ଲୋକ ଏହାକୁ କେବଳ ଫଟୋ ଉଠାଇବା ପାଈଁ ବ୍ୟବହାର କରନ୍ତି, ଏଥିରୁ କିଛି ଖାସ୍ ଉପଯୋଗ ହୋଇନଥାଏ, କିନ୍ତୁ ଫୋନର ବ୍ୟାକ୍ କ୍ୟାମେରାରୁ ଏମିତି ଏକ ମ୍ୟାଜିକ୍ ଟ୍ରିକ୍ ଅଛି ଯାହା କେହି ଜାଣିନାହାନ୍ତି, ଆଜି ଆମେ ସେହି ଟ୍ରିକ୍ ବିଷୟରେ କହିବୁ , ଏହି ଟ୍ରିକ୍ କୁ ଜାଣିବାପରେ ଆପଣ ଚକିତ ହୋଇଯିବେ କି ଯେବେ ଏହି ଟ୍ରିକ୍ ଆପଣଙ୍କ ସାଙ୍ଗଙ୍କୁ ଦେଖାଇବେ ତେବେ ସେ ଚକିତ ହୋଇଯିବେ , ମାନିନିଅନ୍ତୁ ଆପଣଙ୍କ ପାଖରେ କିଛି ଏମିତି ପ୍ରୋଜେକ୍ଟ ଅଛି ଯାହାବିଷୟରେ ଆପଣଙ୍କୁ ଜଣାନାହିଁ ତେବେ ତାହାର ନାଁ ଓ କେଉଁଠାରୁ ମିଳିଥାଏ ଏହା କିଛି ଜାଣିପାରନ୍ତି ନାହିଁ ।

ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ନିଜ ମୋବାଇଲ୍ ଫୋନର ବ୍ୟାକ୍ କ୍ୟାମେରାର ସାହାଯ୍ୟରେ କେଉଁ ବି ପ୍ରୋଜେକ୍ଟ ବିଷୟରେ ସଂପୁର୍ଣ୍ଣ ସୁଚନାପାଇପାରିବେ, ହଁ ଆଜ୍ଞା ବ୍ୟାକ୍ କ୍ୟାମେରାର ଏହି ମ୍ୟାଜିକ୍ ଟ୍ରିକ୍ ରୁ, କିନ୍ତୁ ଏଥିପାଇଁ ଆପଣଙ୍କୁ ପ୍ଲେ ଷ୍ଟୋରରୁ ଏକ ଆପ୍ ଡାଉନଲୋଡ୍ କରିବାକୁ ହେବ, ଯାହାର ନାଁ ଇମେଜ୍ ଅଟେ, ଏହି ଆପ୍ କୁ ଇନଷ୍ଟାଲ୍ କରିବାପରେ ଆପଣଙ୍କୁ ଏହାକୁ ଓପନ୍ କରିବାକୁ ହେବ, ଓ ଆପଣ ନିଜ ମୋବାଇଲ୍ ରୁ ଫଟୋ ସିଲେକ୍ଟ୍ କରି ପ୍ରୋଜେକ୍ଟ ବିଷୟରେ ପତ୍ତା କରିପାରିବେ, ଓ ତାହା ସହ ଆପଣ କ୍ୟାମେରାକୁ ଓପନ୍ କରି ଫଟୋ ନେଇକରି ବି ଚେକ୍ କରିପାରିବେ ।

ଏବେ ଆପଣଙ୍କୁ କ୍ୟାମେରା ଖୋଲିକରି ଫଟୋ ନେବାର ଅଛି, ଯାହା ବିଷୟରେ ଆପଣ ଜାଣିବାକୁ ଚାହୁଁଛନ୍ତି, ଫଟୋ ନେବାପରେ ଆପଣ କଣ୍ଟିନ୍ୟୁ ଉପରେ କ୍ଲିକ୍ କରିବେ , ଓ ଦେଖିବେ ଏହି ଆପ୍ ସେହି ପ୍ରୋଜେକ୍ଟ ବିଷୟରେ ସର୍ଚ୍ଚ କରିବାଆରମ୍ଭ କରିଦେବ, ଏହାପରେ ଆପଣ ସେହି ପ୍ରୋଜେକ୍ଟ ବିଷୟରେ ସବୁ ତଥ୍ୟ ହାସିଲ୍ କରିପାରିବେ, ଯେପରି ପ୍ରୋଜେକ୍ଟର ନାଁ , ଏହା କେଉଁଠାରୁ ମିଳିବ, ଓ କେତେଟଙ୍କାରେ ମିଳିବ, ଏହା ସବୁ ଜାଣିପାରିବେ , ଓ ତାହା ସହ ଏହି ଆପ୍ ର ଲିଙ୍କ୍ ରେ ଆସିଲେ ଜାଣିବେ କି ଆପଣ ସେହି ପ୍ରୋଜେକ୍ଟକୁ କେତେ ଟଙ୍କାରେ କିଣିପାରିବେ, ତେବେ ଏହି ତରିକାରେ ଆପଣ କେଉଁ ବି ପ୍ରୋଜେକ୍ଟରୁ ପୁରା ସୁଚନା ପାଇପାରିବେ , ଓ ଏହି ଟ୍ରିକ୍ ସାହାଯ୍ୟରେ ଆପଣ ନିଜ ବନ୍ଧୁଙ୍କୁ ଚକିତ କରିଦେବେ , ଏହି ଆପ୍ ବିଷୟରେ ପୁରା ସୁଚନାପାଇବାପାଇଁ ତଳେ ଦିଆଯାଇଥିବା ଲିଙ୍କ୍ ରୁ ଭିଡିଓ ଦେଖନ୍ତୁ ।

Leave a Reply

Your email address will not be published. Required fields are marked *