October 25, 2024

Odia Express

Here, There and Everywhere

ପିଆଜର ଗୁଣ ଏମିତି ଅଛି ଏହାକୁ ସ୍ତ୍ରୀ ଓ ପୁରୁଷଙ୍କ ରୋଗରୁ ନେଇକରି କ୍ୟାନ୍ସର ପରି ରୋଗରେ ସଫଳତା ସହ ବ୍ୟବହାର୍ କରାଯାଏ

1 min read

ପିଆଜ ଅତି ଗୁଣକାରୀ ପରିବା ଅଟେ, ଏହା ପରିବା କମ୍ ଅଟେ ଓ ଔଷଧୀ ଅଧିକା ଅଟେ, ପିଆଜ ନାଡି ସଂସ୍ଥାନ, ଶାରରିକ, ମାନସିକ, କାମଶକ୍ତିକୁ ଶକ୍ତି ଦେଇଥାଏ । ପିଆଜ ଓ ଘି ର ସଂଯୋଗରେ ଗୁଣକାରୀ ହୋଇଥାଏ, ପିଆଜରେ ବହୁତ ଗଂମ୍ଭୀର ରୋଗର ପାଇଁ ରାମବାଣ ଅଟେ । ପିଆଜ୍ ଏପରି ପରିବା ଘି ର ଛୁଙ୍କ କରିବାରୁ ଅଧିକା ପୋଷ୍ଟିକ ଓ ସ୍ୱାଦିଷ୍ଟ ହୋଇଯାଏ, ପିଆଜର ରସ ଓ ଘିଅ ମିଶାଇକରି ପିଇଲେ ଶକ୍ତି ବଢିଥାଏ, କଞ୍ଚା ପିଆଜ ଖଣ୍ତରେ ଲେମ୍ବୁ ଚିପୁଡି ଖାଇଲେ ଭୋଜନ ଜଲଦି ହଜମ ହୋଇଯାଏ , ପିଆଜ ଓ ମହୁ ଦୁହେଁ ମିଶାଇକରି ଗରମ ପ୍ରକୃତି ହୋଇଯାଏ , ଅତଃ ଗର୍ଭବତୀ ସ୍ତ୍ରୀଙ୍କ ଦୁହେଁ ମିଶାଇକରି ସେବନ କରିବା ଉଚିତ୍ ନୁହେଁ , ସେ କେବଳ ପିଆଜ ହିଁ ଖାଆନ୍ତୁ । ପ୍ରୋଟିନ୍- ୧,୨ ଗ୍ରାମ୍ କାର୍ବୋହାଇଡ୍ରେଡ୍ ୧୧,୧ ଭିଟାମିନ୍ ୧୫ ମିଲିଗ୍ରାମ, ବସା ୦,୧ ଗ୍ରାମ୍ କ୍ୟାଲସିୟମ୍, ୪୬,୯ ମିଲିଗ୍ରାମ, ଭିଟାମିନ୍ ୧୧ ମିଲିଗ୍ରାମ ଖଣିଜ- ୦,୪ ଗ୍ରାମ ଫସଫରସ୍ ୫୦ ମିଲିଗ୍ରାମ୍ କ୍ୟାଲୋରୀ- ୫୦ ମିଲି ଗ୍ରାମ ଫାଇବର୍- ୦,୬ ଗ୍ରାମ୍ ଲୁହା ୦,୭ ମିଲିଗ୍ରାମ, ପାଣି ୮୬,୬ ଗ୍ରାମ ।

ପିଆଜ ଲାଭଦାୟକ ହୋଇଥିବା ବେଳେ କେଉଁ କେଉଁ ଏହାକୁ ହାନି ପ୍ରତୀକ ହୋଇଥାଏ, ଗ୍ୟାସ୍ ହୋଇଯାଏ , ଭୋଜନ କରିବାପରେ ପେଟରେ ପୀଡା ହୋଇଥାଏ , ଭୋଜନ କରିବା ପୁର୍ବରୁ ପାକାଶୟ ପୀଡା ଅନୁଭବ ହୋଇଥାଏ, ଶୋଷ ଲାଗିଥାଏ, ପିଆଜ ଖାଇପାରିବା ନାହିଁ, ଏହି ପରି ଦୁସପ୍ରଭାବ କୁ ହୋମିଓପେଥିକ୍ ମେଡିସିନ୍ ଥୁଜା ୨୦୦ ର ତିନି ଖୁରାକ୍ ସବୁଦିନ ଦୁଇ ଦିନ ପୁର୍ବରୁ ଦେବାର ଲାଭ ହୋଇଥାଏ, ସେ ପିଆଜ ଖାଇପାରିବେ , ହଜମ କରିପାରିବେ , ଆପଣଙ୍କୁ ଏହା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଗୋଟେ ପିଆଜରେ ଦୁଇ ଅଣ୍ତା ପରି ଶକ୍ତି ହୋଇଥାଏ ।

ସବୁଦିନ ପିଆଜ ଖାଇଲେ ରୁକ୍ଷ ତ୍ୱଚା କୋମଳ ଓ ଚିକଣ ହୋଇଯାଏ ,ରକ୍ତ ସଫା ହୋଇଥାଏ ,ଗୋରାପଣ ହୋଇଯାଏ , ଯୁବକ ଯୁବତୀ ପାଞ୍ଚ ଚାମଚ ପିଆଜର ରସ ଓ ଦଶ ଚାମଚ ମହୁ ସବୁଦିନ ଚାଟନ୍ତୁ, ଚେହେରା ଚମକି ଉଠିବ । ଶରୀରରେ କେଉଁଠି କଳାଦାଗ ଥିଲେ ପିଆଜ ରସ ଲଗାଇଲେ ଏହା ଦୁର ହୋଇଯାଏ । ଯାହାଙ୍କ ସ୍ମରଣଶକ୍ତି କମ୍ ଜୋର୍ ଅଛି ତାଙ୍କୁ ପିଆଜ ଓ ଅଦାର ରସ ଓ ଘିଅ ପ୍ରତ୍ୟେକ ୧-୧ ଚାମଚ ମିଶାଇକରି ସବୁଦିନ ଦୁଇଥର କିଛି ସପ୍ତାହ ପିଅନ୍ତୁ, ଏଥିରେ ସ୍ମରଣ ଶକ୍ତି ବଢିବ , ୩ ଚାମଚ ପିଆଜର ରସ ଓ ଏକ ଚାମଚ ମହୁ ମିଶାଇ ପିଇଲେ ମହିଳାଙ୍କ ମାସିକ ଧର୍ମରେ ଅନିୟମିତତା ସମୟରେ ହେଉଥିବା ପୀଡାରୁ ମୁତ୍କି ମିଳିଥାଏ ।

ପେଟ ପୀଡା ଓ ଅପଚ,ଗ୍ୟାସ ଭୋକ କମ୍ ଲାଗିବା ଆଦି ପିଆଜ , ରସୁଣ, ଅଦାର ରସ ସବୁ ଏକ ଚାମଚ ତିନି ଚାମଚ ମହୁ ମିଶାଇକରି ଖାଇଲେ ପେଟରୁ ପୋକ ମରିଯାଆନ୍ତି, ପିଆଜର ରସ ନାଭିରେ ଲେପ କଲେ ପତଳାଝାଡା ଦୁର ହୋଇଯାଏ , ଯଦି ହଜମରେ ଅସୁବିଧା ହେଉଛି ତେବେ ପିଆଜର ରସରେ ଏକ ଟିକିଏ ଲୁଣ ମିଶାଇକରି ସେବନ କରିପାରିବେ । ପିଆଜ ରସ ପେଟ ପାଇଁ ଫାଇଦାଦାୟକ ହୋଇଥାଏ, ପିଆଜ ଖାଇଲେ କବଜ୍ ଦୁର ହୋଈଯାଏ , ସେଥିପାଇଁ କଞ୍ଚା ପିଆଜର ସେବନ କରନ୍ତୁ । ଯଦି ପାଇଲ୍ସ ସମସ୍ୟା ହେଉଛି ତେବେ ଧଳା ପିଆଜ ଖାଇବା ଆରମ୍ଭ କରିଦିଅନ୍ତୁ, ପାଇଲ୍ସ ସମସ୍ୟା ହେଲେ ପିଆଜକୁ ୪-୫ ଚାମଚ ରସରେ ମିଶ୍ରୀ ଓ ପାଣି ମିଶାଇକରି ନିୟମିତ ସେବନ କରନ୍ତୁ, ରକ୍ତ ଆସିବା ବନ୍ଦ ହୋଇଯିବ । ପରିଶ୍ରା ବନ୍ଦ ହୋଇଗଲେ ଦୁଇ ଚାମଚ ପିଆଜର୍ ରସ ଓ ଅଟା ନେଇକରି ହାଲୱା ବନାଇଦିଅନ୍ତୁ, ହାଲୱାକୁ ଗରମ୍ କରି ପେଟରେ ଲେପ ଲଗାଇଲେ ପରିଶ୍ରା ଆସିବା ଆରମ୍ଭ ହୋଇଯାଏ , ୫୦ ଗ୍ରାମ ପିଆଜ ଖଣ୍ତରେ ଏକ ଲିଟର ପାଣିରେ ୧୦ ମିନିଟ୍ ପର୍ଯ୍ୟନ୍ତ ସିଝାନ୍ତୁ, ଏହାକୁ ଛାଣିକଇର୍ ସ୍ୱାଦନୁସାରେ ମହୁ ମିଶାଇ ତିନିଥର୍ ପିଅନ୍ତୁ, ଲାଭ ହେବ

ଅଟକି ଅଟକି ପରିଶ୍ରା ହେଉଥିଲେ ପିଆଜରସ କୁ ପେଟରେ ହାଲକା ମାଲିସ୍ କରିବେ । ଏକ ଲିଟର ପାଣିରେ ଅଧା କିଲୋ ପିଆଜ ଖଣ୍ତ ଚାରି ଶହ ଗ୍ରାମ ବୁର ମିଶାଇକରି ଭଲ ଭାବରେ ସିଝାଇ ଥଣ୍ତାକରି ଛାଣିକରି ପଚାଶ ଗ୍ରମ ମହୁ ମିଶାଇକରି ବୋତଲରେ ଭର୍ତ୍ତି କରିଦିଅନ୍ତୁ, ସବୁଦିନ ଦୁଇ ଦୁଇ ଚାମଚ ଚାରିଥର୍ ପିଅନ୍ତୁ, କାଶ ଠିକ୍ ହୋଈଜିବ , ନାକରେ ରକ୍ତ ବାହାରୁଥିଲେ କଞ୍ଚା ପିଆଜକୁ କାଟିକରି ସୁଙ୍ଘିଦିଅନ୍ତୁ ଆରାମ ମିଳିବ  ପିଲିଆ ରୋଗ ହେଲେ ତିନି ଚାମଚ ପିଆଜ ରସରେ ଦୁଇ ଚାମଚ ମହୁ ମିଶାଇକରି ସବୁଦିନ ଖାଲି ପେଟରେ ଚାଟନ୍ତୁ, ଫାଇଦା ହେବ । ସବୁଦିନ୍ ପିଆଜ ଖାଇଲେ ଇନସୁଲିନ୍ ହୋଇଥାଏ , ଯଦି ଆପଣ ଡାଇବେଟିଜ୍ ରୋଗୀ ଅଟନ୍ତି ତେବେ ସବୁଦିନ ଏହାକୁ ସାଲାଡ୍ ରୁପରେ ଖାଆନ୍ତୁ । କଞ୍ଚା ପିଆଜରେ ବ୍ଲଡ୍ ପ୍ରେସର୍ ନିୟନ୍ତ୍ରଣ ରହେ, ଏଥିରେ ମିଥାଇଲ୍ ସଲଫାଇଡ୍ ଓ ଅମିନୋ ଏସିଡ୍ ହୋଇଥାଏ, ଏଥିପାଇଁ କୋଲେଷ୍ଟ୍ରୋଲ୍ କୁ କାବୁ କରିଥାଏ , ଓ ହୃଦରୋଗରୁ ରକ୍ଷା କରେ । ଶରୀରରେ କେଉଁଠି ଜଳିଯାଇଥିଲେ ପିଆଜର ଚଟଣି ଲେପ ଲଗାଇଲେ ଫାଇଦା ହେବ

ପିଆଜ ସେବନରେ କ୍ୟାଲସିୟମ ପୁର୍ତ୍ତି ହୋଇଥାଏ, ଦାନ୍ତ ବାହାରୁଥିଲେ ଅଧା ଚାମଚ ପିଆଜ ରସରେ ମହୁ ମିଶାଇ ସବୁଦିନ ପିଇଲେ ଲାଭ ମିଳିବ  ।ଦାନ୍ତରେ ପାଇରିଆ ଅଛି ,ତେବେ ପିଆଜର ଖଣ୍ତକୁ ତାୱାରେ ଗରମ କରନ୍ତୁ  ଓ ଦାନ୍ତର ତଳେ ଦବାଇକରି ମୁହଁ ବନ୍ଦକରିଦିଅନ୍ତୁ, ଏହି ପ୍ରକାର ୧୦-୧୨ ମିନିଟ୍ ଲାଳ ମୁହଁରେ ଏକାଠି ହୋଇଯିବ, ଓ ମୁହଁରେ ତାହାକୁ ଚାରିପଟେ ବୁଲାନ୍ତୁ, ଦିନରେ ୪-୫ ଥର ୮-୧୦ ଦିନ ଯାଏଁ କରନ୍ତୁ, ପାଇରିଆ ଜଡରୁ ଶେଷ ହୋଇଯିବ, ଦାନ୍ତରୁ ପୋକ ମରିଯିବେ , ଓ ମାଢି ବି ମଜବୁତ୍ ପ୍ରାପ୍ତ୍ ହେବ । ପିଆଜକୁ ଗରମ ନିଆଁରେ ଭାଜିକରି ତାହାର ପାଣି କାନରେ ପକାଇଲେ କାନର ପିଡାରୁ ମୁକ୍ତି ମିଳେ  । ପିଆଜ ରସ, ମହୁ , ଭିମସେନି କପୁର୍ ତିନୋଟି ସବୁ ମିଶାଇ ଲଗାଇଲେ ମୋତିଆବିନ୍ଦୁ ଉପରେ ପ୍ରଭାବ ପକାଏ ନାହିଁ , ପିଆଜର ସେବନ କଲେ ଆଖିର ଜ୍ୟୋତି ବଢିଥାଏ , ଯଦି ଆପଣଙ୍କ ଶରୀରରେ କେଉଁଠି ବାରୁଦ ଦ୍ୱାରା ଜଳିଯାଇଛି, ତେବେ ସେହି ସ୍ଥାନରେ ପିଆଜର ରସ୍ ଲଗାଇଲେ ଉପଶମ ମିଳିଥାଏ , ଧଳା ପିଆଜର ରସକୁ ମହୁ ମିଶାଇକରି ସେବନ କରିଲେ ଦମା ରୋଗ ଭଲ ହୋଇଯାଏ , ପିଆଜର ପେଷ୍ଟକୁ ଫାଟିଯାଇଥିବା ଗୋଇଁଠିରେ ଲଗାଇଲେ ଉପଶମ ହୋଇଥାଏ ।

ପିଆଜ କାଟିବା ସମୟରେ ଆଖିରୁ ଲୁହ ବାହାରେ, ଏମିତି ପିଆଜରେ ମହଜୁଦ୍ ସଲଫର୍ କାରଣରୁ ହୋଇଥାଏ ,ଏହି ସଲଫରରେ ଏକ ତେଲ ଥାଏ ଯାହା ଏନିମିଆ ରୋଗକୁ ଠିକ୍ କରିଆରେ ସହାୟକ ହୁଏ , ଖାଇବା ତିଆରି କରୁଥିବା ସମୟରେ ସଲଫର୍ ଜଳିଯାଏ , ତେବେ କଞ୍ଚା ପିଆଜ ଖାଆନ୍ତୁ । ପିଆଜ ରେ ସଲଫର୍ ତତ୍ତ୍ୱ ଅଧିକା ହୋଇଥାଏ, ସଲଫର୍ ଶରିରରେ ପେଟ, କୋଲୋନେ, ବ୍ରେଷ୍ଟ୍ ଫୁସ୍ ଫୁସ୍, ଓ ପ୍ରୋଷ୍ଟେସ୍ କ୍ୟାନ୍ସର୍ ରୁ ରକ୍ଷା କରେ , ଯଦି ଆପଣଙ୍କ ଘରେ କାହାକୁ ଗଣ୍ଠିବାତ ରୋଗ ଅଛି ତେବେ ପିଆଜର ରସ ତେଲକୁ ମାଲିସ୍ କରନ୍ତୁ ଆରାମ ମିଳିବ ,ପିଆଜ ରସରେ ସୋରିଷ ତେଲ ମିଶାଇକରି ମାଲିସ୍ କଲେ ଆରାମ ମିଳିବ । ଯଦି ଆପଣଙ୍କୁ ଷ୍ଟୋନ୍ ହୋଇଛି, ତେବେ ପିଆଜର ରସକୁ ସକାଳ ସମୟରେ ଖାଲି ପେଟରେ ଦୁଇ ଚାମଚ କରି ପିଇଲେ ମୁକ୍ତି ମିଳିବ ।

ଯଦି ଆପାଣଙ୍କ ବାଳ ଝଡୁଛି ତେବେ ପିଆଜର ରସ ବହୁତ କାମରେ ଆସିବ, ପିଆଜ ରସରେ ଦହି, ତୁଳସୀର ରସ , ଲେମ୍ବୁର ରସ ମିଶାଇକରି ବାଳରେ ଲଗାନ୍ତୁ, ଏଥିରେ ବାଲ ଝଡିବା ବନ୍ଦ ହୋଈଯିବ, ଓ ରୁପି ସମସ୍ୟା ହେବ ନାହିଁ , ୧) ସବୁଜ ପିଆଜ ଖାଇଲେ କୋଲେଷ୍ଟ୍ରୋଲ୍ ସ୍ତର୍ କମ୍ ହୋଇଥାଏ, ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ୍ ଗୁଣ ହୋଇଥାଏ, ଯାହାର କାରଣରୁ ପାଚନରେ ସୁଧାର ଆସେ , ସବୁଜ ପିଆଜରେ କ୍ରୋମିୟମ୍ ଥାଏ । ୨) ସବୁଜ ପିଆଜ ଖାଇଲେ ଇମ୍ୟୁନିଟି ପାୱାର୍ ବଢେ, ସବୁଜ ପିଆଜ ଚେହେରାରୁ ବୟସ ଦାଗ ଦୁର କରେ , ଏହାକୁ ଖାଇଲେ ଆଖିରେ ଦୁଷ୍ଟି ଶକ୍ତି ବଢେ, ସବୁଜ ପିଆଜରେ ମ୍ୟାକ୍ରୋନ୍ୟୁଟ୍ରିସନ୍ ବନାଇଥାଏ, ସବୁଜ ପିଆଜରେ ଆଣ୍ଟି ଇମ୍ପ୍ଲାମେଣ୍ଟାରି  ଆଣ୍ଟି ହିଷ୍ଟାମାଇନ୍ ଗୁଣ ହୋଇଥାଏ, ଏଥିପାଇଁ ଗଣ୍ଠି ଓ ଆସ୍ତମା ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ, ପିଆଜ କୁ କାଟିକରି ରଖିଲେ ଏହା ବାତାବାରଣରେ ମହଜୁଦ୍ ବ୍ୟାକ୍ଟେରିଆକୁ ଶୋଷିନିଏ, ଏଥିପାଇଁ ଅଧିକା ସମୟ ପୁର୍ବରୁ କଟା ହୋଇଥିବା ପିଆଜ ସେବନ କରିବା ଉଚିତ୍ ନୁହେଁ ।

Leave a Reply

Your email address will not be published. Required fields are marked *