October 22, 2024

Odia Express

Here, There and Everywhere

ସିରିଆଲ୍ ମହାରଣା ପ୍ରତାପର ମହାରାଣୀ “ଅଜବଦେ” ଏବେ ବଡ ହୋଇକରି ଦେଖାଯାଉଛନ୍ତି ବହୁତ ବୋଲଡ୍ ଓ ସୁନ୍ଦର ଦେଖନ୍ତୁ ଫଟୋଗୁଡିକ

ଫିଲ୍ମ ଓ ଟିଭି ସିରିଆଲ୍ ଗୁଡିକରେ ଶିଶୁ କଳାକାରଙ୍କ କ୍ରେଜ୍ ସବୁବେଳେ ରହି ଆସିଛି, ଯେଉଁ ଭଳି ଲୋକ ଫିଲ୍ମର୍ ଅଭିନେତ୍ରୀଙ୍କୁ ଦେଖିଥାନ୍ତି ଠିକ୍ ସେପରି ନିଜ ଭଲ କଳାକାରି ଓ ଶିଶୁ କଳାକାରମାନେ ଲୋକଙ୍କ ହୃଦୟରେ ଏକ ଅଲଗା ଜାଗା ବନାଇନେଲେ , ଏହି ଦିନରେ ବହୁତଥର ଆମେ କେଉଁ ନା କେଉଁ ଶିଶୁ କଳାକାରଙ୍କ ବିଷୟରେ ଶୁଣୁଛେ ଓ ଦେଖିଥାଉଆଜି ଆମେ କହିବାକୁ ଯାଉଛୁ ଏମିତି ଏକ ଶିଶୁକଳାକାରଙ୍କ ବିଷୟରେ ଯିଏକି ସୋନୀ ଚ୍ୟାନେଲରେ ପ୍ରସାରିତ ଏକ ସିରିଆଲ୍ “ଭାରତ କେ ବୀର ପୁତ୍ର ମହାରାଣା ପ୍ରତାପ”ରେ ନଜର ଆସିଥିଲେ,  ସେ ଶିଶୁ କଳାକାରଙ୍କ ନାଁ ରୋଶନୀୱାଲିଆ ଅଟେ , ଭାରତ କେ ବୀର ମହାରାଣା ପ୍ରତାପରେ ନଜର ଆସିଥିବା ରୋଶନୀ ୱାଲିଆ ରାଣୀ ଅଜବଦେ ରୁପରେ ଅଭିନୟ କରିଥିଲେ,  ଯାହାକି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା,  ତାଙ୍କର ବଡ ଫ୍ୟାନ ଫଲୋଇଙ୍ଗ୍ ଲିଷ୍ଟ ବି ହୋଇଗଲା , ଏବେ ରୋଶନୀ ବଡ ହୋଇଯାଇଛନ୍ତି ଓ ବଡ ହେବା ସହ ତାଙ୍କ ଲୁକ୍ସରେ ଯାହା ପରିବର୍ତ୍ତନ ଆସିଛି ଏବେ ଏହା ଆପଣ ଫଟୋଗୁଡିକ ଦେଖିଲେ ଚକିତ ହୋଇଯିବେ ।

ଆପଣଙ୍କୁ କହିଦେବୁ କି କାର୍ଯ୍ୟକ୍ରମ ଶେଷ ହେବାପରେ ରୋଶନୀ ଏକ ଲମ୍ବା ସମୟ ପାଇଁ ଗାୟବ ହୋଇଯାଇଥିଲେ , ତେବେ ରୋଶନୀ ଏକ ଛୋଟ କଳାକାର ଥିଲେ , ପାଠ ପଢାକୁ ଆଗକୁ ସେ ସ୍କୁଲରେ ବି ଟାଇମ୍ ଦେଉଥିଲେ , ଓ ନିଜ ଅଭିନୟରୁ ବି ସେ ନିଜ ସ୍କୁଲିଙ୍ଗ୍ ଶେଷ କରିଦେଲେ , ଏବେ ସେ ବଡ ହୋଇସାରିଛନ୍ତି , ଓ ତାଙ୍କ ପୁରା ଫୋକସ୍ ଆସୁଥିବା ଫିଲ୍ମ ଆଡକୁ ଅଛି । ରୋଶନୀ ୱାଲିଆଙ୍କ ଜନ୍ମ ୨୦ ସେପ୍ଟେମ୍ବର  ୨୦୦୧ ମସିହାରେ ଉତ୍ତର ପ୍ରଦେଶର ଜିଲ୍ଲା ଇଲାହାବାଦରେ ହୋଇଥିଲା,  ଏହି ସମୟରେ ତାଙ୍କ ବୟସ ୧୭ ବର୍ଷ ଅଟେ, ରୋଶନୀ ଏଣ୍ଟରଟେନମେଣ୍ଟ୍ ଇଣ୍ତଷ୍ଟ୍ରିରେ ନିଜ କ୍ୟାରିୟର୍ ବନାଇବାର ଆଶାରେ ନିଜ ମା ଓ ଭଉଣୀଙ୍କ ସହ ମୁମ୍ବାଇରେ ରହୁଛନ୍ତି

ରୋଶନୀ କିଛି ଟିଭି ଶୋ ଓ ଫିଲ୍ମର ଛଡା ବହୁତ ଟିଭି ଆଡ୍ ରେ କାମ କରିସାରିଛନ୍ତି , ରୋଶନୀ ନିଜ କ୍ୟାରିୟର ଆରମ୍ଭରୁ ଟିଭି ଶୋ ମୈଁ ଲକ୍ଷ୍ମୀ ତେରେ ଆଙ୍ଗନ୍ କି ରୁ ଆରମ୍ଭ କରିଥିଲେ , ଯେଉଁଥିରେ ସେ ଜିୟାନା ଅଭିନୟରେ ନଜର ଆସିଥିଲେ,  ଓ ତାପରେ ସେ ଭାରତ କେ ବୀର ମହାରଣାପ୍ରତାପ, ଗୁମରାହ୍, ଏଣ୍ତ ଅଫ୍ ଇନୋସେନ୍ସ, ୟହ୍ ବାଦା ରାହା ରେ ନଜର ଆସିଥିଲେ । ରୋଶନୀଙ୍କୁ ଅସଲ ପରିଚୟ ସୋନୀ ଟିଭିରେ ପ୍ରସାରିତ ଭାରତ କେ ବୀର ମହାରଣାପ୍ରତାପରୁ ମହାରାଣୀ ଅଜଦବେ ଭୁମିକାରୁ ମିଳିଥିଲା , ଏହି ଅଭିନୟ ପାଇଁ ରୋଶନୀ ଜଣେ ବେଷ୍ଟ ଶିଶୁ କଳାକାର କ୍ୟାଟୋଗୋରୀରେ ଇଣ୍ତିଆନ୍ ଟେଲି ଆୱାର୍ଡସ୍ ପାଇଁ ନୋମିନେଟ୍ ହୋଇଥିଲେ,  ଟିଭି ଜଗତ ସହ ରୋଶନୀ ବଲିଉଡ୍ ରେ ଜଲୱା ଦେଖାଇଛନ୍ତି , ରୋଶନୀ ବଲିଉଡ୍ ରେ ଫିଲ୍ମ ମାଇଁ ଫ୍ରେଣ୍ତ ଗଣେଷା ୪ , ମଛଲି ଜଲ୍ କି ରାଣୀ ହେ, ଫିରଙ୍ଗୀ ରେ ନଜର ଆସିଥିଲେ ।

ଏହି ସବୁ ଫିଲ୍ମରେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରାଯାଇଥିଲ୍, ରୋଶନୀ ଏବେ ଟିଭି ଶୋରେ ନଜର ଆସୁନାହାନ୍ତି , ସେ ଫିଲ୍ମରେ ଆକ୍ଟିଭ୍ ଅଛନ୍ତି କିନ୍ତୁ ସୋସିଆଲ୍ ସାଇଡ୍ ରେ ସେ ବହୁତ ଆକ୍ଟିଭ୍ ରହୁଛନ୍ତି , ଇନଷ୍ଟାଗ୍ରାମରେ ରୋଶନୀଙ୍କ ଫଲୋଅର୍ସ ସଂଖ୍ୟା ୪ଲକ୍ଷ ୭୦ ହଜାର ଅଛନ୍ତି , ଯାହା ଦର୍ଶାଇଥାଏ କି ଲୋକେ ତାଙ୍କୁ କେତେ ପସନ୍ଦ କରୁଛନ୍ତି , ଇନଷ୍ଟାଗ୍ରାମରେ ଆସିବାଦିନରୁ ନିଜ ହଟ୍ ଫଟୋ ଅପଲୋଡ୍ କରନ୍ତି , ଯାହା ବହୁତ ଶାନଦାର୍ ହୋଇଥାଏ । ଛୋଟ ସହରରୁ ଆସିଥିବା ରୋଶନୀ ୱାଲିଆ ଆଜି ଟେଲିଭିଜନ୍ ଦୁନିଆଁରେ ନୁଆ ତାରକା ହୋଇସାରିଛନ୍ତି , ତେବେ କାର ରୋଶନୀ ୱାଲିଆ ଓ ଏବେ କାର ରୋଶନୀ ୱାଲିଆରେ ଆକାଶ ପାତାଳ ଫରକ ଆପଣ ନିଜେ ଜାଣିପାରୁଥିବେ ।

 

Leave a Reply

Your email address will not be published. Required fields are marked *