October 23, 2024

Odia Express

Here, There and Everywhere

ବଲିଉଡ୍ ରେ ମାତ୍ର ୧୬ ବର୍ଷ ଏକ ମାତ୍ର ଏମିତି ଅଭିନେତ୍ରୀ ଯାହାଙ୍କ ଫିଲ୍ମ ପୁରା ବିଶ୍ୱରେ ୨୧୦୦ କୋଟି ଟଙ୍କାରୁ ଅଧିକା କରିଛନ୍ତି ଆୟ, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

1 min read

ଆମର ବଲିଉଡ୍ ରେ ଏମିତି ଅଭିନେତ୍ରୀମାନେ ରହିଆସିଛନ୍ତି ଯିଏକି ନିଜ ଅଭିନୟ ଦମରେ ନିଜ ଅଲଗା ପରିଚୟ ବନାଇନେଇଛନ୍ତି , ଏହା ସହ ବଲିଉଡ୍ ରେ ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯିଏକି କମ୍ ବୟସରେ ପୁରା ଇଣ୍ତଷ୍ଟ୍ରିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ବନାଇପାରିଥିଲେ , ଓ କମ୍ ବୟସରେ ସେ ବଡ ବଡ ଫିଲ୍ମରେ ଅଭିନୟ କରିପାରିଛନ୍ତି, ଏହି ବଲିଉଡ୍ ଅଭିନେତ୍ରୀଙ୍କ ମଧ୍ୟରୁ ସେହି ଅଭିନେତ୍ରୀ ଅଛନ୍ତି ଯାହାଙ୍କ ଫିଲ୍ମ କୋଟିଏ ଉପରେ ନିଜର ଆୟ କରିଛି, ଯେଉଁ ଅଭିନେତ୍ରୀଙ୍କ ବିଷୟରେ ଆମେ କହୁଛୁ ତାଙ୍କ ଫିଲ୍ମ କେବଳ ଭାରତରେ ୫୫୦ କୋଟିରୁ ଅଧିକା ଆୟ କରିଛି,  ସମୁଦାୟ ଦେଖିବାକୁ ଗଲେ ପ୍ରାୟ ଫିଲ୍ମଟି ୨୧୦୦ କୋଟି ଆୟ କରିଛି । ଯେଉଁ ଅଭିନେତ୍ରୀଙ୍କର ଆମେ କଥା ହେଉଛୁ ତାଙ୍କ ନାଁ ଜାୟରା ୱାସିମ୍ ଅଟେ, ଯେପରି ଆପଣଙ୍କୁ ସବୁ ମାଲୁମ୍ ଥିବ କି ଜାୟରା ୱାସିମ୍ ବଲିଉଡ୍ ରେ ଅମୀର ଖାନ୍ ଙ୍କ ସହ ଫିଲ୍ମ ଦଙ୍ଗଲରେ କାମ କରିଥିଲେ

ଫିଲ୍ମରେ ଜାୟରା ଗୀତା ଫୋଗାଟଙ୍କ ଅଭିନୟ କରିଥିଲେ ,ତାଙ୍କର ଅଭିନୟକୁ ଲୋକେ ବହୁତ ପସନ୍ଦ ବି କରିଥିଲେ , ଆପଣଙ୍କୁ ଜଣେଇଦେବୁ କି ଫିଲ୍ମ ଦଙ୍ଗଲ ୨୦୧୬ ରେ ରିଲିଜ୍ ହୋଇଥିଲା,  ଓ ସେହି ସମୟରେ ଜାୟରା କେବଳ ୧୬ ବର୍ଷୀୟ ହିଁ ଥିଲେ,  ଏହି ଫିଲ୍ମରେ କାମ କରିବାପାଇଁ ତାଙ୍କୁ ୬-୭ ମାସ କୁସ୍ତିର କଠିନ ପ୍ରଶିକ୍ଷଣ ନେବାକୁ ପଡିଲା , ପରିଶେଷରେ ଯେବେ ସେ ଫିଲ୍ମରେ କାମ କରିଲେ ତାଙ୍କୁ ଦେଖିକରି ଏହା ଲାଗେ କି ସେ କେଉଁ କୁସ୍ତି ପହଲିବାନରୁ କମ୍ ନୁହନ୍ତି । ଏହି ଫିଲ୍ମ ସୁପରହିଟ୍ ହେବାର ବଡ ହାତ ଅଭିନେତା ଅମୀର୍ ଖାନ୍ ଓ ଏହି ଫିଲ୍ମର ଶାନଦାର୍ କାହାଣୀ ଅଟେ, ସୁଚନାପାଇଁ କହିଦେବୁ କି ଏହି ଫିଲ୍ମ ଦୁଇ ଭଉଣୀଙ୍କ ସଚ୍ଚା କାହାଣୀକୁ ନେଇ ଆଧାରିତ, ସବୁଆଡୁ ଦେଖିଲେ ଏହି ଫିଲ୍ମ ୨୧୦୦ କୋଟି ଟଙ୍କାରୁ ଅଧିକା ଆୟ କରିଛି, ଏହି ରେକର୍ଡ ବଲିଉଡ୍ ରେ ଏକ ନୁଆ କୀର୍ତ୍ତିମାନ ବନାଇଛନ୍ତି ।

ଜାୟରା ୱାସିମ୍ ଭାରତୀୟ ଶିଶୁ କଳାକାର ଅଟନ୍ତି, ଘାଟିର ବାହାରି ଏହି କ୍ଷେତ୍ରରେ ଜାୟରା ଅମୀର୍ ଖାନ୍ ଙ୍କ ଦଙ୍ଗଲ୍ ଫିଲ୍ମ ୨୦୧୬ ରୁ ନିଜ ପରିଚୟ ବନାଇଥିଲେ , ମାତ୍ର ୧୫ ବର୍ଷର ଆୟୁରେ ସେ ବଢିଆ ଅଭିନୟ କରିଥିଲେ,  ଜାୟରାଙ୍କ ଜନ୍ମ ଜମ୍ମୁ କାଶ୍ମୀର ରାଜଧାନୀ ଶ୍ରୀନଗରରେ ଏକ ମୁସଲିମ୍ ପରିବାରରେ ୨୩ ଅକ୍ଟୋବର ୨୦୦୦ କୁ ହୋଇଥିଲା,  ଜାୟରା ୱାସିଙ୍ଗଙ୍କ ବୟସ ଏବେ ୨୦ ବର୍ଷର ହୋଇସାରିଲାଣି । କିନ୍ତୁ ତାଙ୍କ ବାପା ମା ଚାହୁଁନଥିଲେ କି ତାଙ୍କ ଝିଅ ଗୀତ ନାଚ କାମ କରିବେ , କିନ୍ତୁ ଜାୟରା ୱାସିଙ୍ଗ୍ ନିଜ ଅଭିଭାବକଙ୍କୁ ନ ମାନି ଫିଲ୍ମରେ କାମ କରିଥିଲେ , ଜାୟରା ଏବେ ପର୍ଯ୍ୟନ୍ତ ଦଙ୍ଗଲରେ କାମ କରିଛନ୍ତି , ଯାହାକି ତାଙ୍କୁ ସର୍ବଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପାଇଁ ପୁରସ୍କୃତ କରାଯାଇଛି ।

ଏହି ସମୟରେ ଜାୟରା ଶ୍ରୀନଗରର ପାଲ ଇଣ୍ଟରନ୍ୟାଶାନାଲ୍ ଏକାଡେମୀରେ ଅଧ୍ୟୟନ କରୁଛନ୍ତି , ଅଭିନୟ ସହ ପାଠ ପଢା ଓ ଜଣେ ମେଧାବୀ ଛାତ୍ରି ବି ଅଟନିତ୍ ରାଜ୍ୟ ୧୦ମ ବୋର୍ଡ ମେରିଟ୍ ସୁଚିରେ ସ୍ଥାନ ପାଇଛନ୍ତି , ସେ ଦଶମରେ ୯୦ ପ୍ରତିଶତ ଅଙ୍କ ପ୍ରାପ୍ତ କରିଥିଲେ , ଦଙ୍ଗଲରେ କାମ କରିବାପରେ ସେ ବହୁତ ଟିଭି ବିଜ୍ଞାପନରେ କାମ କରିବାକୁ ସୁଯୋଗ ମିଳିଲା , ଗତ ବର୍ଷ ଟାଟା ସ୍କାଇ ଓ ମାଇକ୍ରୋସୋଫ୍ଟର ବିଜ୍ଞାପନରେ ଦେଖାଯାଇଥିଲେ , ଭଲ ଲୋକପ୍ରିୟ କଳାକାର ହେବା ପରେ ତାଙ୍କ ଫ୍ରେଣ୍ତ ସର୍କଲ ଛୋଟ ଅଛି , ଅଭିନୟ ଛଡା ସେ ଗୀତ ଗାଇବାର ସଉକ ରଖନ୍ତି , ଭଲ ଗୀଟାର୍ ବି ବଜାନ୍ତି

Leave a Reply

Your email address will not be published. Required fields are marked *