October 23, 2024

Odia Express

Here, There and Everywhere

ଓଡ଼ିଆ ପଜଲ – ଚିତ୍ର ଅଛି କପ ଓ ଅନ୍ୟ ଚିତ୍ରଟିରେ ଲେଖାଯାଇଛି Pill – ଏବେ ଆପଣ କୁହନ୍ତୁ ପୁଅଟିର ନାମ କଣ ହେବ? ଫୋଟରୁ ଦେଖି କୁହନ୍ତୁ କଣ ହେବ ଉତ୍ତର, ୧୦୦ ରୁ ୯୦% ଲୋକ ଫେଲ ହେଇଯିବେ..

1 min read

ନମସ୍କାର ବଂଧଗଣ | ଆପଣାକୁ ଆଉ ଏକ ମଜାଦାର ପଜାଲ କୁ ସ୍ୱାଗତ |ତେବେ ଆପଣ ଏହି ବୁଦ୍ଧି ନିର୍ଣ୍ଣାୟକ ପ୍ରଶ୍ନ ଗୁଡିକ ମନ ଦେଇକି ଉତ୍ତର ଦେଉଥିବାରୁ ଆପଣାକୁ ଧନ୍ୟବାଦ |ତେବେ ଆପଣ ଏହାକୁ ଉତ୍ତର ଦେଉଛନ୍ତି ଅର୍ଥାତ ଆପଣ ନିଶ୍ଚୟ ଜଣେ ଜ୍ଞାନୀ ଲୋକ ତେବେ କେତେ ଟି ସଠିକ ଉତ୍ତର ଦେଲେ ତାହା ଯେତିକି ଗୁରୁତ୍ୱ ନୁହଁ ଆପଣ ଏହି ପ୍ରଶ୍ନ କୁ ସାମ୍ନା କରିବାକୁ ଚେଷ୍ଟା କରୁଛନ୍ତି ଏଥିରୁ ସ୍ପଷ୍ଟ ଯେ ଆପଣ ନିଶ୍ଚୟ ଜଣେ ଜ୍ଞାନୀ ଲୋକ ହେବ ପାଇଁ ଇଚ୍ଛା କରୁଛନ୍ତି |ତେବେ ଚାଲନ୍ତୁ ଆଜିର ପ୍ରଶ୍ନ ଉତ୍ତର ଗୁଡିକ ଏବେ ଜାଣି ନେବା

ଫଜଲ ନମ୍ବର ୧-ତାପରେ ଦିଆଯାଇଛି ଏକ ବୁଟ, ତାପରେ ଦିଆଯାଇଛି ଏକ ମଣିଷର ଚିତ୍ର।ଏବେ ଆପଣ କୁହନ୍ତୁ ତାହାଲେ ସେହି ଝିଅଟିର ନାମ କଣ ହେବ?

ଉତ୍ତର-ଏହିସବୁ ଜିନିଷ ଦେଖିଲା ପରେ ଜଣାପଡୁଛି ଝିଅଟିର ନାମ ସୁମନ ହେଇଥିବ।କାରଣ ପ୍ରଥମ ଚିତ୍ରରେ ଆପଣଙ୍କୁ ବୁଟ ଦେଖାଯାଇଛି ଯାହାର ଇଂରାଜୀ ନାମମ Shoee ଓ ଅନ୍ୟ ମଣିଷ ଚିତ୍ରର ଇଂରାଜୀ ନାମ ମ୍ୟାନ ତେବେ ଝିଅଟିର ନାମ ସୁମନ।

ଫଜଲ ନମ୍ବର୨-ଏବେ ପ୍ରଥମ ଚିତ୍ର ଅଛି କପ ଓ ଅନ୍ୟ ଚିତ୍ରଟିରେ ଲେଖାଯାଇଛି ପିଲ।ଏବେ ଆପଣ କୁହନ୍ତୁ ପୁଅଟିର ନାମ କଣ ହୋଇପାରେ?

ଉତ୍ତର-ଏହି ଚିତ୍ର ସବୁ ଦେଖିଲା ପରେ ଲାଗୁଛି ପୁଅଟିର ନାମ ହୋଇଥିବ କପିଲ।କାରଣ ପ୍ରଥମ ଚିତ୍ରରେ ଅଛି କପ ଓ ଆନ୍ୟ ଚିତ୍ରରେ ଲେଖାଯାଇଛି ପିଲ ଏହାର ଅର୍ଥ ପୁଅଟିର ନାମ ଅଟେ କପିଲ।

ଫଜଲ ନମ୍ବର୩-ପ୍ରଥମ ଚିତ୍ର ଅଛି ଗୋଟିଏ ସିଟିପିନ ଓ ଅନ୍ୟ ଚିତ୍ରରେ ରହିଛି ଏକ ଚାବି।ଏବେ ଆପଣ କୁହନ୍ତୁ କଣ ହେବ ଝିଅଟିର ନାମ?

ଉତ୍ତର- ଏହାକୁ ଦେଖିବା ପରେ ଲାଗୁଛି ଝିଅଟିର ନାମ ହୋଇଥିବ ପିଙ୍କି ।କାରଣ ପ୍ରଥମ ଚିତ୍ରରେ ଅଛି ପିନ ଓ ଅନ୍ୟ ଚିତ୍ର ଚାବିର ଇଂରାଜୀ ନାମ କି ଏହାର ଅର୍ଥ ଝିଅଟିର ନାମ ପିଙ୍କି।

ଫଜଲ ନମ୍ବର୪-ପ୍ରଥମ ଚିତ୍ରରେ ଲେଖାଯାଇଛି କା ଓ ଅନ୍ୟ ଚିତ୍ରରେ ଏକ ଗ୍ଲାସ ପାଣି ଅଛି।ଏବେ କୂହନ୍ତୁ କଣ ଅଟେ ଝିଅଟିର ନାମ?

ଉତ୍ତର-ଦେଖିଲା ପରେ ଜଣାପଡୁଛି ଝିଅଟିର ନାମ ହୋଇଥିବ କାଜଲ।କାରଣ ପ୍ରଥମ ଚିତ୍ରରେ ଲେଖାଯାଇଛି କା ଓ ଅନ୍ୟ ପାଣି ଗ୍ଲାସରେ ଅଛି ପାଣି ଯାହାର ଅର୍ଥ ଜଳ ତେଣୁ ଝିଅଟିର ନାମ କାଜଲ।

ଫଜଲ ନମ୍ବର୫-ପ୍ରଥମ ଚିତରେ ଅଛି ଏକ ତାଲା ଓ ଅନ୍ୟ ଚିତ୍ରରେ ଅଛି ଏକ ଚାବି ତେବେ କଣ ଅଟେ ପରିବାଟିର ନାମ?

ଉତ୍ତର-ତେବେ ଦେଖିଲା ପରେ ଜଣାପଡୁଛି ପରିବାର ନାମ ହେଉଛି ଲୌକି ।କାରଣ ପ୍ରଥମ ଚିତ୍ରରେ ଅଛି କୋଲପ କାହାର ଇଂରାଜୀ ନାମ ଲକ ଓ ଅନ୍ୟ ଚିତ୍ର ଚାବିର ଇଂରାଜୀ ନାମ ହେଉଛି କି ଏହାର ଅର୍ଥ ପରିବାର ନାମ ଲୌକି।

ଫଜଳ ନମ୍ବର ୬-ପ୍ରଥମ ଚିତ୍ରରେ ଦେଖାଯାଉଛି ଚାବି ଓ ଦ୍ୱିତୀୟ ଚିତ୍ରରେ ଲେଖାଯାଇଛି ଭି।ଏବେ କୁହନ୍ତୁ କଣ ଅଟେ ଫଳର ନାମ?

ଉତ୍ତର- ଜଣାପଡୁଛି ଫଳର ନାମ ଅଟେ କିବି।କାରଣ ଚାବିର ଇଂରାଜୀ ନାମ କି ଓ ଅମୟ ଚିତ୍ରରେ ଲେଖାଯାଇଛି ଭି ଏହାର ଅର୍ଥ ଫଳର ନାମ କିଭି।

ଫଜଲ ନମ୍ବର୭-ପ୍ରଥମ ଚିତ୍ର ଟି ହେଉଛି ଏକ କାନ୍ଦୁଥିବା ଇମୋଜି ଓ ଦ୍ୱିତୀୟ ଚିତ୍ରଟି ଅଟେ ଶନି ଗ୍ରହ।ତେବେ ଝିଅଟିଏ ନାମ କଂ ଅଟେ?

ଉତ୍ତର- ଜଣାପଡୁଛି ଝିଅଟିର ନାମ ଅଟେ ରୋସନି।କାରଣ ପ୍ରଥମ ଚିତ୍ର ଅଟେ କାନ୍ଦୁଥିବା ଯାହାର ହିନ୍ଦୀ ଅର୍ଥ ରୋଉ ଓ ଅନ୍ୟ।ଚିତ୍ରଟି ଅଟେ ଶନି ଗ୍ରହର ତେବେ ଝିଅଟିର ନାମ ରୋସନି ଅଟେ।

ଫଜଲ ନମ୍ବର ୮-ପ୍ରଥମ ଚିତ୍ରଟି ଅଟେ ଏକ ହଂସର ଓ ଅନ୍ୟ ଚିତ୍ରଟିରେ ଏକ ଲେଖାଯାଇଛି।ତେବେ କୁହନ୍ତୁ ଝିଅଟିର ନାମ କଂ ଅଟେ?

ଉତ୍ତର- ଦେଖିଲା ପରେ ଜଣାପଡୁଛି ଝିଅଟିର ନାମ ହଂସୀକା ।କାରଣ ପ୍ରଥମ ଚିତ୍ରରେ ଅଛି ହଂସ ଓ ଅନ୍ୟ ଚିତ୍ରରେ ଏକ ଲେଖାଯାଇଛି ଯାହାର ଅର୍ଥ ହଂସୀକା।

ଫଜଲ ନମ୍ବର୯-ପ୍ରଥମ ଚିତ୍ରରେ ଲେଖାଯାଇଛି ହୋ ଓ ଅନ୍ୟ ଚିତ୍ରଟି ଅଟେ ଏକ ଚାବି।ତେବେ କୁହନ୍ତୁ କଣ ଅଟେ ଖେଳଟିର ନାମ?

ଉତ୍ତର- ଦେଖିଲା ପରେ ଜଣାପଡୁଛି ଖେଳଟିର ନାମ ଅଟେ ହକି କାରଣ ପ୍ରଥମ ଚିତ୍ରରେ ଲେଖାଯାଇଛି ହୋ ଓ ଅନ୍ୟ ଚିତ୍ର ଚାବିର ଇଂରାଜୀ ନାମ କି ଏହାର ଅର୍ଥ ଖେଳ ହେଉଛି ହକି।

ଫଜଲ ନମ୍ବର ୧୦- ପ୍ରଥମ ଚିତ୍ରଟି ଅଟେ ଏକ ଦୀପର ଓ ଅନ୍ୟ ଚିତ୍ରରେ ଲେଖାଯାଇଛି ପା।ତେବେ କଣ ଅଟେ ଝିଅଟିର ନାମ?

ଉତ୍ତର- ଜଣାପଡୁଛି ଝିଅଟିର ନାମ ହେଉଛି ଦୀପା।କାରଣ ପ୍ରଥମ ଚିତ୍ରରେ ଅଛି ଏକ ଦୀପ ଓ ଅନ୍ୟ ଚିତ୍ରରେ ଲେଖାଯାଇଛି ପା ଏହାର ଅର୍ଥ ଝିଅଟିର ନାମ ଦୀପା ଅଟେ।

Leave a Reply

Your email address will not be published. Required fields are marked *