October 22, 2024

Odia Express

Here, There and Everywhere

ମଜାଦାର୍ ଓଡ଼ିଆ ଜୋକ୍ସ : ଝିଅଟି ମିନି ସ୍କଟ୍ ପିନ୍ଧିକରି ଅଟୋରେ ବସିଥିଲା, ଯେପରି ଅଟୋରୁ ଓହ୍ଲାଇଲା ଅଟୋବାଲା ଝିଅଟିକୁ ଯାହା କହିଲା ହସି ହସି ବେଦମ ହେଇଯିବେ ଆପଣ..

1 min read

କେଉଁ ଦୁଃଖ ହେଉ କିମ୍ବା ଖୁସି ଚେହେରାର ରଖିବା ଜରୁରୀ , ଚେହେରାରେ ଆସୁଥିବା ଏକ ଭଲ ହସ ପାଇଁ ନା କେବଳ ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ହସ ଫୁଟାଇ ଦେବ । ବରଂ ଆପଣଙ୍କୁ କିଛି ନୁଆ କରିବାପାଇଁ ପ୍ରେରିତ କରିଥାଏ , ଯେବେ ଚେହେରାରେ ଆସୁଥିବା ହସ ଏତେ କାମ କରିପାରିବ । ତେବେ ଟିକିଏ ଭାବନ୍ତୁ ଆପଣ ଖୋଲିକରି ହସିବେ ତେବେ କେତେ ସାରା ଫାଇଦା ହେବ , ସେ ପୁରୁଣା ଲୋକକଥା ଆପଣ ଶୁଣିଥିବେ ଲାଫଟର୍ ଇଜ୍ ଦି ବେଷ୍ଟ ମେଡିସିନ୍ ଚେହେରାରେ ଆସୁଥିବା ଏକ ହସ ବହୁତ ରୋଗର ମେଡିସିନ୍ ହୋଇଥାଏ , ହସିବା ସ୍ୱାସ୍ଥ୍ୟ ଓ ଚେହେରା ପାଇଁ ଭଲ ହୋଇଥାଏ , କିନ୍ତୁ ସମୟକୁ ନେଇ ଆପଣ ଖୋଲିକରି ହସିବାକୁ ଭୁଲିଯାଇଛନ୍ତି । ହସିବା ପ୍ରକୃତିର ଏକ ଦେଣ ଅଟେ, ଏହା ସ୍ୱାସ୍ଥ୍ୟ, ସୁଖୀଈ ପ୍ରସନ୍ନଚିତ ରଖିବାରେ ପ୍ରଭାବଶାଳୀ ଅଟେ, ଯେଉଁପରି ଅନ୍ଧକାର ଆଲୋକ ନେଇକରି ଆସେ ଠିକ୍ ସେହିପରି ହସ ସହ ରୋଗର ଉପରୋକ୍ତ କାରଣରୁ ଦୁର ହେବାକୁ ପଡିଥାଏ , ଏଥିପାଇଁ ଆଜି ଏଇ ପୋଷ୍ଟରେ ଆମେ ଆପଣଙ୍କୁ ହସାଇବାର କିଛି ନୁଆ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ କିଛି ସମୟ ପାଇଁ ଏହି ଚିନ୍ତାଭରା ଜୀବନରୁ ମୁକ୍ତି ପାଇପାରିବେ , ତେବେ ଡେରି କଣ ପାଇଁ ଚାଲନ୍ତୁ ହସିବା ହସାଇବାର ସିଲସିଲା ଆରମ୍ଭ କରିବା ମଜାଦାର୍ ଜୋକ୍ସ ସହ ।

୧) ଶିଲା ଏକେଲା ରାତିକୁ କେଉଁଆଡେ ଯାଉଥିଲା,  ପଛରୁ ମୋହିତ୍ ଆସିଲା- ଲିଫ୍ଟ ଦରକାର କି ? ଆପଣଙ୍କୁ ଘର ପର୍ଯ୍ୟନ୍ତ୍ ଛାଡିଦେବି, ଶିଲା- ପଳା ଏଠୁ ନହେଲେ ତୋର ମୁଣ୍ତ ଫଟାଇଦେବି, ତିନି ଦିନରୁ ଲିଫ୍ଟ ନେଇକରି ଯାଉଛି କିନ୍ତୁ ଏବେ ପର୍ଯ୍ୟନ୍ତ ଘରେ ପହଞ୍ଚିପାରୁନି ।

୨) ସର୍ଦାର୍ ନିଜ ସ୍ତ୍ରୀ ସହ କଫି ହାଉସ୍ ରେ ସର୍ଦାର୍- ଜଲଦି ପି, କଫି ଥଣ୍ତା ହୋଇଯୀବ, ସ୍ତ୍ରୀ-ତାପରେ କଣ ହେବ ? ସର୍ଦାର୍- ମୁର୍ଖ, ମେନୁ କାର୍ଡ ଦେଖ୍ , ହଟ୍ କଫି- ୧୫ ଟଙ୍କା , କୋଲଡ୍ କଫି-୪୫ ଟଙ୍କା ।

୩) ଗ୍ରାହକ- ଭାଇ ୭ ଟି ସିଙ୍ଗଡା ଦିଅ ଦୋକାନୀ- ଠିକ୍ ଅଛି, ପଲିଧିନ୍ ରେ ଦେବି କି ? ଗ୍ରାହକ-ନା ପେନଡ୍ରାଇଭ୍ ଆଣିଛି, ସିଙ୍ଗଡା ଫୋଲଡର୍ କରି ସେଥିରେ ପକାଇଦେ ଶଳା ।

୪) ବାପା- ତୁ ପୁଅ ଆମ ବାଘ ଛୁଆ ଟେ, ଓ ସେଇ ବାଘ ମୁଁ ଅଟେ , ପୁଅ- ବାପା ସ୍କୁଲ୍ ଶିକ୍ଷକ ବି ଏଇ କଥା କହୁଛନ୍ତି , କି ତୁ  କେଉଁ ପଶୁ ଛୁଆ?

୫) ଗୋଟେ ଫ୍ଲାଇଟ୍ ରେ ଏକ ସୁନ୍ଦର ମହିଳା ସାଥିରେ ବସିଥିବା ଦେଖି ଜଣେ ବ୍ୟକ୍ତିକୁ ପଚାରିଲା , ଭଲ ପରଫ୍ୟୁମ୍ କେଉଁ ପରଫ୍ୟୁମ୍ ଏଇଟା ? ମୁଁ  ମୋର ସ୍ତ୍ରୀକୁ ଗିଫ୍ଟ କରିବାକୁ ଚାହୁଁଛି , ସେହି ମହିଳା କହିଲା ଛାଡନ୍ତୁ ଗିଫ୍ଟ କରନ୍ତୁ ନାହିଁ । ନହେଲେ କେଉଁ ଗଧକୁ ତାଙ୍କ ସହ କଥା ବାର୍ତ୍ତା କରିବାକୁ ମିଳିଯିବ ।

୬) ଗୋଟେ ଆକ୍ସିଡେଣ୍ଟ ହୋଇଗଲା ବହୁତ ଭିଡ ଜମା ହୋଇଗଲା,  କାଳୁକୁ ଦେଖିବାକୁ ମଉକା ମିଳୁନଥିଲା ସେ ବହୁତ ଚେଷ୍ଟା କଲା କିନ୍ତୁ ଦେଖିପାରୁନଥିଲା,  କାଳୁ ଦିମାଗ ଲଗାଇକରି କହିଲା ହଟିଯାଅ ସମସ୍ତେ ମୋର ବାପା ଅଛନ୍ତି , ଭିଡ ପଛକୁ ହଟିଲା ତ ଦେଖିଲା ଏକ କୁକୁରମରି ପଡିଛି,

୭) ସ୍ୱାମୀ- ଡାକ୍ତର୍ ସାର୍ ମୋର ସ୍ତ୍ରୀ ଆପେନଡିକ୍ସରେ ଭୟାନକ କଷ୍ଟ୍ ସହୁଛି, ଡାକ୍ତର- ମୁର୍ଖ ମୁଁ ଗୋଟେ ବର୍ଷ ପୁର୍ବରୁ ତୁମ ସ୍ତ୍ରୀର ଆପେନଡିକ୍ସ ଅପରେସନ୍ କରି ବାହାର୍ କରିଦେଇଥିଲି, ଏହି ସଂସାରରେ ଏମିତି ଗୋଟେ ବି ମଣିଷ ନାହିଁ ଯାହାର ଦୁଇଟି ଆପନଡିସ୍କ ଥିବ , ସ୍ୱାମୀ- ଠିକ୍ ଅଛି, ଆପଣଙ୍କ କଥା ଏକଦମ୍ ଠିକ୍ ଅଛି ଡାକ୍ତର ସାହେବ, କିନ୍ତୁ କିଛି ଲୋକଙ୍କ ପାଖରେ ଦ୍ୱିତୀୟ ସ୍ତ୍ରି ବି ହୋଇପାରେ, ଡାକ୍ତର ବେହୋସ୍ ।

୮) ଝିଅ ମିନି ସ୍କର୍ଟ ପିନ୍ଧିକରି ଅଟୋରେ ବସିଲା ଓ ଯେପରି ସେ ଓହ୍ଲାଇଲା ଅଟୋବାଲା- ମ୍ୟାଡାମ୍ ଶୁଣନ୍ତୁ ସେ ଆପଣଙ୍କ ଝିଅ- କଣ ଆପଣଙ୍କ, ମୋର ପୁର୍ବରୁ ବୟଫ୍ରେଣ୍ତ ଅଛି, ବୁଝିଲ , ଅଟୋବାଲା- ମ୍ୟାଡାମ୍ ଆପଣଙ୍କ ପର୍ସ ତଳେ ଗଳିପଡିଛି, ପ୍ରଥମେ ପୁରା କଥା ତ ଶୁଣିନିଅନ୍ତୁ ।

୯) ଆନନ୍ଦ ମଦ ପିକରି ନମ୍ବର ଡାଏଲ୍ କରିଥାଏ, ତେବେ ଝିଅର ଆବାଜ୍ ଆସେ କଥା ବାର୍ତ୍ତା କରିବାପାଇଁ ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ବ୍ୟାଲାନ୍ସ ନାହିଁ କୃପୟା ରିଚାର୍ଜ କରନ୍ତୁ, ଆନନ୍ଦ ଖାଲି ଜାନେମନ୍ ତୁମ ସହ୍ କଥା ହେଇଗଲି ଏତିକି ବାସ୍ ମୋ ପାଇଁ ସବୁକିଛି ।

Leave a Reply

Your email address will not be published. Required fields are marked *