October 22, 2024

Odia Express

Here, There and Everywhere

ଖତରନାକ ହୋଇପାରେ ସ୍ୟାନିଟାଇଜର୍ ର ଅଧିକା ବ୍ୟବହାର, ଉପଯୋଗ କରିବା ପୁର୍ବରୁ ନିଶ୍ଚିତ ପଢିନିଅନ୍ତୁ ଏହି ଖବର

1 min read

କୋରନାର ପୁର୍ବରୁ ସାନିଟାଇଜର୍ ର ବ୍ୟବହାର ତେବେ କରୁଥିଲେ ଯେବେ ଆମେ ମେଡିକାଲ୍ ରେ ଥିଲେ,  କିମ୍ବା କେଉଁ ବସ୍ତୁକୁ ଛୁଉଁଥିଲେ ଯାହା ଶରୀରକୁ ହାନି ପହଞ୍ଚାଉଥିଲା , ଏବେ କୋରନା କାଳରେ ସାନିଟାଇଜର୍ ଭାଇରସ୍ ର ରକ୍ଷା ପାଇଁ ବ୍ୟବହାର କରାଯାଉଛି, କିନ୍ତୁ ଏହାର ବ୍ୟବହାର ବହୁତ୍ ମାତ୍ରାରେ କଲେ ବିପଦପୁର୍ଣ୍ଣ ହୋଇପାରେ,ସାନିଟାଇଜର୍ ଅଧିକା ଉପଯୋଗ କରିଲେ ସ୍କିନ୍ ଡ୍ୟାମେଜ୍ ହେବାର ପୁରା ଚ୍ୟାନ୍ସ ଅଛି । କୋଭିଡ୍ ସମୟରେ ଲୋକେ ସାନିଟାଇଜର୍ ସାବୁନ୍ ଅଧିକା ବ୍ୟବହାର କରୁଥିଲେ , କିନ୍ତୁ ମାଇକ୍ରୋ ବ୍ୟାକ୍ଟେରିଆଲ୍ ଏକ୍ସପର୍ଟସ୍ ଙ୍କ ବିଲକୁଲ୍ ନ କରିବାର ଉପଦେଶ ଦିଅନ୍ତି , ପୁଣେରେ ICMR ନ୍ୟାଶାନାଲ୍ ଏଡ୍ସ ରିସର୍ଚ୍ଚ ଇନଷ୍ଟିଟ୍ୟୁଡ୍ ରେ ମାଇକ୍ରୋ ବାୟୋଲିଜି ଏକ୍ସପର୍ଟ ରାଜିବ୍ ନିମା କହନ୍ତି କି ସାନିଟାଇଜର୍ ତୁଳନାରେ ସାବୁନ୍ ରେ ହାତ ଧୋଇବା ଭଲ ହୋଇଥାଏ, ସାନିଟାଇଜର୍ ବ୍ୟବହାର ତେବେ କରନ୍ତୁ ଯେବେ ଆପଣଙ୍କ ହାତ ଧୋଇବାପାଇଁ କିଛି ବିକଳ୍ପ ନଥିବ ,

୧) ସାନିଟାଇଜର୍ ର କାମ କଣ ?- ସାଗର ସ୍ଥିତ ହରି ସିଂ ଗୌର୍ ୟୁନିଭରସିଟି ରେ ମାଇକ୍ରୋ ବାୟୋଲୋଜିର ପ୍ରଫେସର୍ ନବୀନ୍ କାଙ୍ଗୋ କହନ୍ତି କି ସାନିଟାଇଜର୍ ବେସିକ୍ କନସେପ୍ଟ କେଉଁ ପ୍ରକାରର ଷ୍ଟେରଲାଇଜଡ୍ କରିବା ହୋଇଥାଏ , ସାନିଟାଇଜର୍ କେଉଁ ପ୍ରକାରର ଭାଇରସ୍, ବ୍ୟାକ୍ଟେରିଆ, ଫଙ୍ଗସ୍ ପରି ଜିନିଷ ଫ୍ରୀ କରିଦେଇଥାଏ , ଏହା ପର୍ଯ୍ୟନ୍ତ ଡିଏନ୍, ଆଇରନ୍, ପରି ବାରିକ୍ ଜିନିଷ ସଫା ହୋଇଯାଏ ।

୨) ବଜାରରେ କେତେ ପ୍ରକାରର ସାନିଟାଇଜର୍ ବିକ୍ରି ହେଉଛି ? – ରାଜିବ୍ ନିମା କହନ୍ତି କି ବଜାରରେ ଦୁଇପ୍ରକାରର ସାନିଟାଇଜର୍ ଅଛି, ଏହା ଆଲକୋହଲ୍ ବେଷଡ୍, ଓ ଏହି ଆଣ୍ଟି ବ୍ୟାକ୍ଟେରିଆଲ୍ ହୋଇଥାଏ, ଆଲକୋହଲ୍ ବେସଡ୍ ସାନିଟାଇଜରସ୍ କୋଭିଡ୍ ପାଇଁ ଅଧିକା କାରଗର ହୋଇଥା,ଏ, ସାନିଟାଇଜର୍ ରେ ଆଲକୋହଲ୍ ୭୦ ପ୍ରତିଶତରୁ ଅଧିକା ଅଛି, ସେମିତି ୯୫ ପ୍ରତିଶତ ଆଲକୋହଲ୍ ସବୁଠାରୁ ଅଧିକା ପ୍ରଭାବଶାଳି ହୋଇଥାଏ

୩) ଆଲକୋହଲ୍ ବେସଡ୍ ସାନିଟାଇଜର୍- ଏଥିରେ ୬୦ ରୁ ୯୫ ପ୍ରତିଶତ ଆଲକୋହଲ୍ ଥା,ଏ ଯାହା ଏଥେନୋଲ୍, ପ୍ରୋପେନଲ୍, ଆଇସୋ ପ୍ରୋପେନଲ୍ ମିଶିକରି ହୋଇଥାଏ , ଏହା କିଟାଣୁ ସୁରକ୍ଷା କରିଥାଏ,  ଏହାର ବ୍ୟବହାର ମେଡିକାଲ୍ ଡିସଇନଫେକ୍ଟମେଣ୍ଟ ରେ ବି କରାଯାଏ ।

୪) ଆଲକୋହଲ୍ ଫ୍ରୀ ସାନିଟାଇଜର୍- ଏଥିରେ ଆଣ୍ଟିସେପଟିକ୍ ମିଶିକରି ଥାଏ, ଯାହା ଆଣ୍ଟିମାଇକ୍ରୋବାୟଲ୍ ଏଜେଣ୍ଟ କିମ୍ବା ବେଜାକୋନିୟମ୍ କ୍ଲୋରାଇଡ୍ ହୋଇଥାଏ, ଏହା କିଟାଣୁକୁ ପୁରା ଭାବେ ସଫା କରିଦିଏ , ଏଥିରେ ଗୁଲ ମେହେନ୍ଦୀ ବି ମିଶିଥାଏ, ଯାହା ଆମର୍ ହାତକୁ ନରମ କରିଦିଏ , ତାହା ସହ ଭଲ ବାସ୍ନାଦାର ହୋଇଥାଏ ।

୫) ସାନିଟାଇଜର୍ କଣପାଇଁ ବ୍ୟବହାର କରାଯାଏ – ପ୍ରୋଫେସର୍ ନବୀନ୍ କହନ୍ତି କି ଯଦି ପେଟରେ କିଛି ରୋଗ ଅଛି ତେବେ ଆମେ ଆଣ୍ଟିବାୟୋଟିକ୍ ଖାଇଥାଉ, ଘା ହୋଇଥିଲେ ଆଣ୍ଟିସେପଟିକ୍ ବ୍ୟବହାର କରିଥାଉ, ଏହିପରି ଯେବେ ଆମେ କେଉଁ ସରଫେସ୍ ରେ କିମ୍ବା ନିର୍ଜୀବ କିମ୍ବା ଡେଡ୍ ସେଲ୍ସ କିମ୍ବା ବ୍ୟାକ୍ଟେରିଆ ଭାଇରସ୍ ଆଦି ହଟାଇବାକୁ ଚାହିଁଥାଉ, ତେବେ ଡିସଇନଫେକ୍ଟ ବ୍ୟବହାର କରିଥାଉ, ଏଥିରେ ସାନିଟାଇଜର୍, ଲାଇଜୋଲ୍, ପରି କାରଗର ହୋଇଥାଏ ।

୬) ଦିନରେ କେତେ ଥର ସାନିଟାଇଜର୍ ବ୍ୟବହାର କରିବା ଉଚିତ୍ – ରାଜିବ୍ କହନ୍ତି କି କିଛି ଖାଇବା ପୁର୍ବରୁ ସାନିଟାଇଜର୍ ବ୍ୟବହାର କରିପାରିବା,  ଯଦିଆପଣଙ୍କ ହାତ ଧୋଇହେବାର ବିକଳ୍ପ ନାହିଁ , କିମ୍ବା ତେବେ ସାନିଟାଇଜର୍ ବ୍ୟବହାର କରିବେ ଯେବେ ବସ୍ କିମ୍ବା ଟ୍ରେନରେ ସାର୍ବଜନିକ ବାହାନରେ ଯାତ୍ରା କରୁଛନ୍ତି , କାରଣ ଆପଣ ବାରମ୍ବାର ହ୍ୟାଣ୍ତେଲ୍ ଧରିଥାନ୍ତି , ସିଟ୍ ଟଚ୍ କରିଥାନ୍ତି , ଯଦି ଆପଣ ଘରେ ଅଛନ୍ତି ତେବେ ସାନିଟାଇଜର୍ ବ୍ୟବହାର କରିବା ଦରକାରପଡେନି, ଘରେ କେବଳ ସାବୁନ୍ ହାତରେ ଧୋଇବେ,  ବଡିରେ ସାନିଟାଇଜର୍ ତେବେ ସ୍ପ୍ରେ କରନ୍ତୁ, ଯେବେ ଆପଣ ବାହାରରୁ ଘରୁ ପ୍ରବେଶ କରିବେ , ଏହି ସମୟରେ ସ୍ପ୍ରେ କପଡାରେ ଲାଗିଥିବା ବ୍ୟାକ୍ଟେରିଆ ମରିଯିବ

୭) ସାନିଟାଇଜର୍ ବ୍ୟବହାର ପରେ କଣ ଆପଣ ଖାଇପିଇପାରିବେ ? ରାଜିବ୍ କହନ୍ତି କି ସାନିଟାଇଜର୍ ହାତରେ ଖାଇବା ଖାଇଲେ କିମ୍ବା ପିଇଲେ କିଛି ବିପଦ ନାହିଁ , କାରଣ ଏହା ଏହା ଲଗାଇବାର କିଛି ମିନିଟ୍ ପରେ ଉଡିଯାଇଥାଏ, ଓ ସେମିତି ଆଲକୋହଲ୍ ଟିକିଏ ମାତ୍ରାରେ ଶରୀରରେ ଗଲେ କିଛି ବିପଦ ହୋଇନଥା,ଏ କିନ୍ତୁ ଯଦି ଆପଣ ଦିନରେ ୧୦-୨୦ ଥର ଏହାର ବ୍ୟବହାର କରନ୍ତି, ତେବେ ଏହାର ମାତ୍ରା ବଢିଯିବ ।

୮) ସାନିଟାଇଜର୍ ଭାଇରସ୍ କୁ କେମିତି ମାରିଥାଏ ? ପ୍ରୋଫେସର୍ ନବିନ୍ କହନ୍ତି କି ଭାଇରସ୍ ପ୍ରୋଟିନ୍ ଓ ଆର୍ ଏନ୍ ଏ ଅଟେ , ଏହା ଫେଣରୁ ମରିଯାଏ , ଏଥିପାଇଁ ଯେପରି ଆମେ ସାବୁନ୍ କିମ୍ବା ସାନିଟାଇଜର୍ ବ୍ୟବହାର୍ କରିଥାଉ, ତେବେ ସେ ମରିଯାଏ , ସାନିଟାଇଜର୍ ରେ ୭୦ ଏଥେନୋଲ୍, ଆଇସୋ ପ୍ରୋପେନଲ୍ ହୋଇଥାଏ, ଏଥିପାଇଁ ଭାଇରସ୍ ପ୍ରୋଟିନ୍ କୁ ମାରିଦେଇଥାଏ, କିଛି ସାନିଟାଇଜର୍ ଇଫେକ୍ଟିଭ୍ ହୋଇଥାନ୍ତି , କିନ୍ତୁ ସ୍କିନ୍ କୁ କ୍ଷତି ପହଞ୍ଚାନ୍ତି , ବଜାରରେ କିଛି ବାସ୍ନାଦାର୍ ସାନିଟାଇଜର୍ ଆସିଯାଇଛି, କିନ୍ତୁ ଏଥୋନୋଲ୍ ବେଷ୍ଟଡ୍ ସାନିଟାଇଜର୍ ଭଲ ହୋଇଥାଏ ।

୯) ହ୍ୟାଣ୍ତ ସାନିଟାଇଜର୍ ଭାଇରସ୍ ରୁ କିପରି ରକ୍ଷା କରିବାରେ କାରଗର ହୋଇଥାଏ ? ସାନିଟାଇଜର୍ ବ୍ୟବହାର ତୁରନ୍ତ ପ୍ରଭାବଶାଳି ହୋଇଥାଏ , ସେମିତି ସାନିଟାଇଜର୍ ୯୯ ପ୍ରତିଶତ ବ୍ୟାକ୍ଟେରିଆ କୁ ମାରିଦେଇଥାଏ, କିନ୍ତୁ କୋଭିଡ୍ ମାମଲାରେ ୧୦୦ ପ୍ରତିଶତ କାରଗର ଅଟେ, ପୋଛା ଲଗାଇବାରେ ହାଇପୋକ୍ଲୋରାଇଡ୍ ରୁ ତିଆରି ଡିସଇନଫେକ୍ଟ ବ୍ୟବହାର୍ କରିବା କାରଗର୍ ହୋଇଥାଏ, ସାନିଟାଇଜର୍ ଓ ସାବୁନ୍ ତୁଳନାରେ କରିଲେ ତେବେ ସାବୁନ୍ ବ୍ୟାକ୍ଟେରିଆ କିମ୍ବା ଭାଇରସ୍ କୁ ମାରିବାରେ ଅଧିକା ଭଲ ହୋଇଥାଏ,  କାରଣ ସାବୁନ୍ ହାତରେ ଓ ଆଙ୍ଗୁଠିରେ ସବୁ ସ୍ଥାନରେ ଲଗାଯାଇପାରିବ,  ତାପରେ ପାଣିରେ ଧୋଇଲେ ହାତ ପୁରା ସଫା ହୋଇଯାଏ , କିନ୍ତୁ ସାନିଟାଇଜର୍ ସହ ଏମିତି ହୋଇନଥାଏ ।

୧୦) ନକଲି ସାନିଟାଇଜର୍ କୁ କିପରି ଚିହ୍ନଟ କରିବା- ଆଲକୋହଲିକ୍ ସ୍ମେଲ୍ ଆସିବା ଦରକାର, କଲର୍ ଦେଖିକରି ଆପଣ ବୁଝିପାରିବେନାହିଁ , ଏହା ନିଶ୍ଚିତ ଦେଖନ୍ତୁ କି ସାନିଟାଇଜର୍ ମାନକ ଏଜେନ୍ସି ଦ୍ୱାର ସାର୍ଟିଫାଏଡ୍ ହୋଇଛି କି ନାହିଁ , ସାଧାରଣ ବ୍ୟକ୍ତି ଇନଗ୍ରୀଡିଏନ୍ସ ଦେଖିକରି ଖାଲି ବୁଝିପାରିବ ।

୧୧) ସାନିଟାଇଜର୍ ଉପରେ ଭରସା କିପରି କରିବା- ଏକ୍ସପର୍ଟ କହନ୍ତି କି ଏହି ସମୟରେ ବଜାରରେ ନାନାଦି ପ୍ରକାରର ସାନିଟାଇଜର୍ ବିକ୍ରି ହେଉଛି, ଏଥିରେ ବହୁତ ନକଲି ମିଳାମିଶା ସାନିଟାଇଜର୍ ଅଛି, ଏମିତିରେ ସାନିଟାଇଜର୍ କିଣିବା ସମୟରେ ଖାସ୍ ସାବଧନତା ରଖିବା ଜରୁରୀ, ମିଳାମିଶା ସାନିଟାଇଜର୍ ରେ ଭାଇରସ୍ ମରେ ନାହିଁ , ଓ ସଂକ୍ରମିତ ହେବାର ବିପଦ ଅଧିକା ବଢିଯାଏ ।

୧୨) ସାନିଟାଇଜର୍ କେବେ ଏକ୍ସପାୟର୍ ହୋଇଥାଏ ? ରାଜିବ୍ ନିମା କହନ୍ତି କି ସାନିଟାଇଜର୍ ରେ ସେମିତି କମ୍ ଖରାପ ହୋଇଥାଏ, ଅଧିକାଂଶ ସାନିଟାଇଜର୍ ଏକ୍ସପାରୀ ଡେଟ୍ ତିନି ବର୍ଷର ହୋଇଥା,ଏ ସାନିଟାଇଜର୍ କିଣିବା ସମୟରେ ଗୋଟେ କଥାକୁ ଧ୍ୟାନ ରଖିବେ କି ସେଥିରେ ଆଲକୋହଲ୍ ମାତ୍ରା ୬୦ ପ୍ରତିଶତରୁ କମ୍ ହୋଇନଥିବ ।

୧୩) ସାନିଟାଇଜର୍ ବ୍ୟବହାର ସମୟରେ କେଉଁ କଥାକୁ ସାବଧନତା ରଖିବେ ? ଆଲକୋହଲ୍ ବ୍ୟବହାର କରୁଥିବା ସମୟରେ ନିଆଁରୁ ଦୁରେଇ ରଖିବା ଉଚିତ୍ , କାରଣ ଆଲକୋହଲ୍ ଜଳନଶୀଳ ହୋଇଥାଏ, ସାନିଟାଇଜର୍ ହାତରେ ରଗଡିକରି ତୁରନ୍ତ ହାତ ମୁହଁ ,ନାକ, ଆଖି କୁ ନ ଛୁଅନ୍ତୁ , ଏଥିରେ ସାଇଡ୍ ଇଫେକ୍ଟ ହୋଇପାରେ  ।

୧୪) ବଜାରରେ ଟପ୍ ହ୍ୟାଣ୍ତ୍ ସାନିଟାଇଜର୍ ଏବେ କିଏ ଅଛନ୍ତି ? ଡାବର୍ ସାନିଟାଇଜ୍ ହ୍ୟାଣ୍ତ ସାନିଟାଇଜର୍ , ହିମାଳୟା ପ୍ୟୋର୍ ହ୍ୟାଣ୍ତ, ଲାଇଫବୟ୍ ଆଣ୍ଟି ବ୍ୟାକ୍ଟେରିଆଲ୍ ହ୍ୟାଣ୍ତ ସାନିଟାଇଜର୍, ଇନଷ୍ଟାଣ୍ତ ଆଣ୍ଟି ବ୍ୟାକ୍ଟେରିଆଲ୍ ଜର୍ମସ୍ କିଲ୍ ସ୍ପ୍ରେ, ସେଭଲୋନ୍ ସରଫେସ୍ ଡିସଇନଫେକ୍ଟ ସ୍ପ୍ରେ,

୧୫) ବଜାରରେ ସାନିଟାଇଜର୍ ଦାମ୍ କେତେ ଅଟେ ? ବଜାରରେ ଅଲଗା ଅଲଗା ପ୍ରକାରର ସାନିଟାଇଜର୍ ମିଳୁଛି, ଏହାର ଆରମ୍ଭିକ ଦାମ୍ ୫୦ ଟଙ୍କାରୁ ଆରମ୍ଭ ହୋଇ ୫୦୦ ଟଙ୍କା ପର୍ଯ୍ୟନ୍ତ ଅଛି, ବହୁତ ସାରା ସାନିଟାଇଜର୍ ଅନଲାଇନ୍ ରେ ବି ମିଳୁଛି ,କମ୍ପାନୀ ଡିସକାଉଣ୍ଟ ବି ଦେଉଛନ୍ତି

Leave a Reply

Your email address will not be published. Required fields are marked *