ସିରିଆଲ୍ “କୁମ୍ କୁମ୍ ଭାଗ୍ୟ” ର ଅଭି ଙ୍କ ରିୟଲ୍ ଲାଇଫ୍ ସ୍ତ୍ରୀ ଅଟନ୍ତି ବହୁତ ସୁନ୍ଦର, ଦେଖିଲେ ଚକିତ ହୋଇଯିବେ ଆପଣ
ଆସିବା ଦିନରୁ ଆପଣ ବଲିଉଡ୍ କିମ୍ବା ଟିଭି ଜଗତର ଯୋଡି ହୋଇଥିବା ଏମିତି ବହୁତ ଖବର୍ ବିଷୟରେ ଶୁଣିଥିବେ ଯାହାପ୍ରକୃତରେ ବହୁତ ଆଶ୍ଚର୍ଯ୍ୟଜନକ ଲାଗେ, ସେମିତି ଏହି କଥା ବି ସତ କି ଏକ ଚମକଦାର୍ ଦୁନିଆଁରେ ଷ୍ଟାରଙ୍କ ରିୟଲ୍ ଲାଇଫ୍ ବିଷୟରେ ଜାଣିବାକୁ ସମସ୍ତଙ୍କ ଉତ୍ସୁକତା ରହିଥାଏ, ଆଜିର ସମୟରେ ଯେଉଁ ପ୍ରକାରର ବଲିଉଡ୍ ଷ୍ଟାରଙ୍କ ପପୁଲାରିଟି ଅଛି ଠିକ୍ ସେହିପରି ଇଣ୍ତଷ୍ଟ୍ରିରେ ଦିନ ପ୍ରତିଦିନ ପପୁଲାର୍ ହେଉଛି । ଆଜି ଆମେ ଆପଣଙ୍କୁ ଟିଭି ଇଣ୍ତଷ୍ଟ୍ରି ସହ ଯୋଡି ହୋଇଥିବା ଖବର ବିଷୟରେ କହିବାକୁ ଯାଊଛୁ ,ଯାହା ପ୍ରକୃତରେ ରୋଚକ ଅଟେ , ହଁ ଆଜ୍ଞା ଆପଣ ବହୁତ ଏମିତି ସିରିଆଲ୍ ଦେଖିଥିବେ ଯାହା ବହୁତ୍ ଲୋକପ୍ରିୟ ହୋଇଛି, ଓ ତାଙ୍କ ଷ୍ଟାର୍ ବି ବହୁତ ପପୁଲାରିଟି ପାଇଛନ୍ତି , ଯାହାର କାରଣରୁ ଦୁନିଆଂରେ ନିଜ ଅଲଗା ପରିଚୟ ବନାଇଛନ୍ତି , ଓ ଏହି ଟିଭି ଷ୍ଟାର୍ସଙ୍କ ପପୁଲାରିଟି କେଉଁ ବଲିଉଡ୍ ସେଲିବ୍ରେଟିରୁ କମ୍ ନୁହେଁ । ଆପଣଙ୍କୁ କହିଦେବୁ କି ଆଜିକାଲି ସବୁ ବଡ ବଲିଉଡ୍ ଷ୍ଟାର୍ ବି ଟେଲିଭିଜନ୍ ଦୁନିଆଁକୁ ଆସୁଛନ୍ତି
ସେମିତି ଏହି କଥାରେ ଆପଣ ବିଶ୍ୱାସ କରିବେନି ଆପଣ କିନ୍ତୁ ଏହା ସତ ଅଟେ କହିଦେବୁ କି ଏହା କରିଲେ ଏହାର ଏକ କାରଣ ଅଛି, ଟିଭିରେ ନାଁ ଓ ପଇସା ଦୁହେଁ ମିଳେ, ସେମିତି ଏହା ବି ଏକ ଫାଈଦା ଅଛି କି ବହୁତ ଏମିତି ଶୋ ଅଛି ଯାହା ବର୍ଷ ବର୍ଷ ଧରି ଚାଲେ , ସେମିତି ଏହି ଶୋରେ କାମ କରୁଥିବା କଳାକାର ସମସ୍ତେ ନିଜର ଏକ ଅଲଗା ପରିଚୟ ବନାଇନେଇଛନ୍ତି , ଆଜି ଆମେ ଆପଣଙ୍କୁ ଏମିତି ଏକ ଲୋକପ୍ରିୟ ଶୋର ପ୍ରସିଦ୍ଧ କଳାକାରଙ୍କ ରିୟଲ୍ ଲାଇଫ୍ ବିଷୟରେ କହିବାକୁ ଯାଊଛୁ, ହଁ ଆଜ୍ଞା ଆମେ ଆଜି କୁମ୍ କୁମ୍ ଭାଗ୍ୟର ବିଷୟରେ କହିବାକୁ ଯାଉଛୁ , ସେମିତି ଏହି ଶୋ ବିଷୟରେ ଆପଣ ସମସ୍ତେ ଜାଣିଥିବେ । ଏହି ଶୋରେ ସମସ୍ତଙ୍କ ଭୁମିକା ବହୁତ ଭଲ ଲାଗେ, ସେମିତି ଏହି ଶୋରେ ଏବେ ଅଭି ମେହେରା ଭୁମିକା ନିଭାଉଥିବା ଅଭିନେତା ଶବବୀର୍ ଆଲୁବାଲିଆ ଅଛନ୍ତି, ଯିଏକି ନିଜ ଲୁକ୍ସ କାରଣରୁ ଲକ୍ଷାଧିକ ଫ୍ୟାନ୍ସଙ୍କ ହୃଦୟରେ ଜାଗା ବନାଇଛନ୍ତି
ଆଜି ଆମେ ସେହି ସିରିଆଲ୍ ର ମୁଖ୍ୟ ଭୁମିକା ନିଭାଇଥିବା ଅଭିନେତାଙ୍କ ପର୍ସନାଲ୍ ଲାଇଫ୍ ବିଷୟରେ କହିବାକୁ ଯାଉଛୁ, ପ୍ରସିଦ୍ଧ ଟିଭି ଶୋର ଅଭିନେତା ଅଭି ରିୟଲ୍ ଲାଇଫ୍ ବିଷୟ ବହୁତ ସୁନ୍ଦର ଅଟେ, ଅଭିଙ୍କ ରିୟଲ୍ ଲାଇଫ୍ ରେ ନାଁ ହେଲା ସବୀର୍ ଅହଲୁ ବାଲିଆ, ତାଙ୍କ ସ୍ତ୍ରୀଙ୍କ ନାଁ କାଣ୍ଚି କଲ୍ , ଆପଣଙ୍କୁ କହିଦେବୁ କି କାଞ୍ଚି କଲ୍ ଏକ ଭଲ ଅଭିନେତ୍ରୀ ବି ଅଟନ୍ତି ଯିଏକି ଛୋଟ ପର୍ଦାରେ ଏକ ବହୁତ ସାରା ସିରିଆଲ୍ ରେ କାମ କରିସାରିଛନ୍ତି । ଆପଣ କାଞ୍ଚିଙ୍କୁ ଜିଟିଭିର ପ୍ରସାରିତ ହେଉଥିବା ଶୋ ମାୟକାରେ ଦେଖିଥିବେ, ତେବେଏମିତି ବହୁତ ସିରିଆଲ୍ ଅଛି ଯେଉଁଥିରେ କାଞ୍ଚି ନିଜ ଭଲ ଭୁମିକା ନିଭାଇଥିଲେ , କାଞ୍ଚି କୋଲ୍ ସୁନ୍ଦର ଅଭିନେତ୍ରୀ ଅଟନ୍ତି ଯିଏକି ନିଜ ଷ୍ଟାଇଲ୍ ଓ ଫ୍ୟାସନ୍ ପାଇଁ ଛୋଟ ପର୍ଦାରେ ନଜର ଆସନ୍ତି , ଏହି ଦୁହେଁଙ୍କ ବିବାହ ୨୦୧୧ ରେ ହୋଇଥିଲା, ଓ ଏବେ ତାଙ୍କର ଦୁଇଟି ଛୁଆ ଅଛନ୍ତି , କିନ୍ତୁ ସେମିତି ଯଦି କଥା ହେବା କାଞ୍ଚିଙ୍କ ସୁନ୍ଦରତା ତ ସେ ଆଜି ବି ବହୁତ ସୁନ୍ଦର ଦେଖାଯାଊଛନ୍ତି ।
ଆଜି ତାଙ୍କ ସୁନ୍ଦରତା ପାଇଁ ଲକ୍ଷାଧିକ ଲୋକଙ୍କରମନରେ ଜାଗା ହୋଇସାରିଛି, କାଞ୍ଚି ଆଜି ସେମିତି ଏହି ଇଣ୍ତଷ୍ଟ୍ରିରୁ ଦୁରେଇ ଯାଇଛନ୍ତି , କିନ୍ତୁ ଆଜି ବି ଲୋକେ ସେତିକି ଭଲ ପାଇବା ଦେଉଛନ୍ତି ଯେତେ ଆଗରୁ ଦେଇଥିଲେ ।