October 20, 2024

Odia Express

Here, There and Everywhere

ଯଦି ସକାଳୁ ଉଠିକରି କରିନେବେ ଏହି କାମ, ତେବେ ହେବ ପଇସାର ବର୍ଷା , ଜାଣିନିଅନ୍ତୁ କଣ କରିବାକୁ ହେବ ଆପଣଙ୍କୁ

1 min read

ଏହି ଦୁନିଆଁରେ ସବୁ ବ୍ୟକ୍ତି ଏହା ଚାହିଁଥାଏ କି ତାହା ପାଖରେ ବହୁତସାରା ଧନ ଓ ଆରାମଦାୟକ ଜୀବନ ହେଉ , କେଉଁ ଜିନିଷର କମି ନଥାଉ, କିନ୍ତୁ ଏହି ଦୁନିଆଁରେ ଏମିତି ଦୁନିଆଁରେ ଏମିତି ବହୁତ କମ୍ ଲୋକ ଅଛନ୍ତି ଯାହାଙ୍କୁ ଦୁନିଆଁ ସାରା ସବୁ ସୁଖ ସୁବିଧା ମିଳିଥାଏ , କିନ୍ତୁ ଯେଉଁ ଲୋକଙ୍କୁ ଏହି ସବୁ ସୁଖ ସୁବିଧା ମିଳିପାରେ ନାହିଁ , ସେ ଲୋକ ବହୁତ୍ ପରିଶ୍ରମ କରିଥାନ୍ତି , ଓ ତାହା ସହ ବହୁତ ଅନ୍ୟ ଧାର୍ମିକ ପ୍ରୟୋଗ ବି କରିଥାନ୍ତି । ଯେମିତି ପୁଜା, ପାଠ ,ବ୍ରତ ଇତ୍ୟାଦି ।ଏହା ସହ କୁହାଯାଏ କି ମନ୍ତ୍ର ଜପ କରିଲେ ଆମର ଜୀବନରେ ବହୁତ୍ ସାରା ଚିନ୍ତାଗୁଡିକ ଦୁର ହୋଇଯାଏ , ଓ ତାହାସହ ଆମର ମନୋକାମନା ବି ପୁରା ହୋଇଯାଏ , କାରଣ ମନ୍ତ୍ର ଜପ ଦ୍ୱାରା ଆମ ନିଜ କଥା ଇଶ୍ୱରଙ୍କ ଯାଏଁ ପହଞ୍ଚାଇବାପାଇଁ ସକ୍ଷମ ହୋଇଥାଏ , କିନ୍ତୁ ମନ୍ତ୍ରର ଜପ କିଛି ନିୟମ ହୋଇଥାଏ , ଯାହା ଆମର ଜ୍ୟୋତିଷ୍ୟରେ ଏହାର ମହତ୍ତ୍ୱ କୁହାଯାଇଛି, ଆପଣଙ୍କୁ ଜଣେଇଦେବୁ କି ମନ୍ତ୍ରର ଜପରେ ଏମିତି ଏକ ଉପାୟ ଅଛି ଯାହା କେଉଁ ପ୍ରକାରର୍ ସମସ୍ୟାକୁ ଦୁର କରାଯାଈପାରିବ, ସବୁ ଶାସ୍ତ୍ରରେ ମନ୍ତ୍ରକୁ ବହୁତ ଶକ୍ତିଶାଳୀ ଓ ଚମତ୍କାରୀ କୁହାଯାଇଛି । ଆଜି ଆମେ ଆପଣଙ୍କୁ ଯେଉଁ ନିୟମ ବିଷୟରେ କହିବାକୁ ଯାଉଛୁ ତାହା ସୁଖଶାନ୍ତି , ସମୃଦ୍ଧି ସହ ଆପଣଙ୍କ ସ୍ୱାସ୍ଥ୍ୟରେ ସୁଧାର ଆଣିବ,  କିନ୍ତୁ ଧ୍ୟାନ ରଖିବେ କି ମନ୍ତ୍ର ଆସ୍ଥା ସହ ଯୋଡି ହୋଇଥାଏ , ଏଥିପାଇଁ ଯଦି ଆପଣଙ୍କ ମନ ଏହି ମନ୍ତ୍ରର ସ୍ୱିକାର କରିଥାଏ ତେବେ ଏହାର ଜପ କରନ୍ତୁ , ଅନ୍ୟଥା କରନ୍ତୁ ନାହିଁ ।

ଓ ଏହି ମନ୍ତ୍ରକୁ ଦୋହରାଇବା କିମ୍ବା ଉଚ୍ଚାରଣ କରିବା ମନ୍ତ୍ର କୁହାଯାଏ , ଓ ଏହି କଥା ବିଲକୁଲ୍ ସତ୍ୟ ଅଟେ ଆମେ ସବୁ କେବେ ନାକେବେ ,ଜଣାଅଜଣାରେ କେଉଁ ନା କେଉଁ ସମୟରେ ମନ୍ତ୍ରର ଉଚ୍ଚାରଣ କରିଥାନ୍ତି , ଓ ଏହା ସଚ୍ଚା ଜପ ଅଟେ । ମନ୍ତ୍ରର ଜପ ଅର୍ଥ ଏହା କି ଯାହାର ମନନ କରିଲେ ସଂସାରର ଯଥାର୍ଥ ସ୍ୱରୁପ ବିଦିତ ହୋଇଥିବ, ଭାବବନ୍ଧନରୁ ମୁକ୍ତି ମିଳେ , ଓ ଯିଏ ସଫଳତା ମାର୍ଗରେ ଅଗ୍ରସର୍ କରିବ , ତାକୁ ମନ୍ତ୍ର କହନ୍ତି , ମନ୍ତ୍ର ଜପରୁ ମନମୁତାବିକ ବସ୍ତୁପ୍ରାପ୍ତି କରାଯାଇପାରିବ ,ହିନ୍ଦୁ ଧର୍ମରେ ମନ୍ତ୍ରର ବିଶେଷ ମହତ୍ତ୍ୱ ଅଛି ,ମନ୍ତ୍ରର ମାଧ୍ୟମରେ ଅନେକ କଠିନ କାମ ସହଜରେ କରାଯାଇପାରିବ , ଆଜି ଆମେ ଆପଣଙ୍କୁ ଏମିତି ୧୦ ଟି ମନ୍ତ୍ର ବିଷୟରେ କହିବାକୁ ଯାଊଛୁ, ଯାହା ସକାଳୁ ଉଠିବାରୁ ନେଇକରି ରାତିରେ ଶୋଇବା ପର୍ଯ୍ୟନ୍ତ କରିବା ଉଚିତ୍ ।

୧) ଯେବେ ସକାଳୁ ଉଠିବେ ତେବେ ସବୁଠାରୁ ପ୍ରଥମେ ଦୁହେଁ ହାତକୁ ଦେଖିକରି ଏହି ମନ୍ତ୍ରକୁ ଉଚ୍ଚାରଣ କରନ୍ତୁ, ଏହି ମନ୍ତ୍ରକୁ ଦର୍ଶନ ମନ୍ତ୍ର କୁହାଯାଏ ।

“କରାଗ୍ରେ ବସତେ ଲକ୍ଷ୍ମୀ : କରମଧ୍ୟେ ସରସ୍ୱତୀ ॥ କରମୂଳେ ତୁ ଗୋବିନ୍ଦ : ପ୍ରଭାତେ କରଦର୍ଶନମ୍ ।।

୨) ମାଟିରେ ପାଦ ପକାଇଲେ ପ୍ରଥମେ ଏହି ମନ୍ତ୍ର କୁହନ୍ତୁ  “ସମୁଦ୍ରବସନେ ଦେବୀ ପର୍ବତସ୍ତନମଣ୍ତଳେ ବିଷ୍ଣୁପତ୍ନୀ ନମସ୍ତୁଭୟଂ ପାଦସ୍ପର୍ଶ କ୍ଷମସ୍ୱମେ “

୩) ଦାନ୍ତ ଘସିବା କରିବା ପୁର୍ବରୁ ଏହି ମନ୍ତ୍ର ଜପ କରନ୍ତୁ :- ଆୟୁର୍ବେଲଂ ୟଶୋ ବର୍ଚ : ପ୍ରଜା: ପଶୁବସୁନି ଚ ॥ ବ୍ରହ୍ମ ପ୍ରଜ୍ଞା ଚ ମେଧାଂ ତ୍ୱଂ ନୋ ଦେହି ବନସ୍ପତେ ॥

୪) ସ୍ନାନକରିବା ପୁର୍ବରୁ ଏହି ମନ୍ତ୍ରର ଉଚ୍ଚାରଣ କରନ୍ତୁ – ସ୍ନାନ ମନ୍ତ୍ର ଗଙ୍ଗେ ଚ ଯମୁନେ ଚୈବ ଗୋଦାବରୀ ସରସ୍ୱତୀ, ନର୍ମଦେ ସିନ୍ଧୁ କାବେରୀ ଜଳେ ଅସ୍ମିନ୍ ,ସନ୍ନିଧିମ୍ କୁରୁ ॥

୫) ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ସମୟରେ ମନ୍ତ୍ର କୁହନ୍ତୁ – ଓଁ ଭାସ୍କରାୟ ବିଦମହେ , ମହାତେଜାୟ ଧିମହି, ତନ୍ନୋ ସୁର୍ଯ୍ୟୋ ପ୍ରଚୋଦୟାତ୍ ॥

୬) ଭୋଜନ କରିବାପୁର୍ବରୁ ଏହି ମନ୍ତ୍ରର ଜପ କରନ୍ତୁ – ଓଁ ସହ ନାବବତୁ, ସହ ନୋ ଭୁନକ୍ତୁ , ସହ ବିର୍ଯ୍ୟ କରବାବହେ , ତେଜସ୍ୱୀ ନାବଧିତମସ୍ତୁ ମା ବିଦ୍ୱିଷାବହେ, ଓଁ ଶାନ୍ତି ଶାନ୍ତି ଶାନ୍ତି , ଅନ୍ନପୁର୍ଣ୍ଣୈ ସଦାପୁର୍ଣ୍ଣେ ଶଙ୍କର ପ୍ରାଣ ବଲ୍ଲ୍ଲଭେ , ଜ୍ଞାନ ବେରାଗ୍ୟ ସିଦ୍ଧୟର୍ଥ ଭିକ୍ଷାଂ ଦେହି ଚ ପର୍ବାତି , ବ୍ରହ୍ମାର୍ପଣଂ ବ୍ରହ୍ମାହବିବ୍ରହ୍ମାଗ୍ନୌ ବ୍ରହ୍ମଣା ହୁତମ୍, ବ୍ରହ୍ମେବ ତେନ ଗନ୍ତବ୍ୟଂ ବ୍ରହ୍ମକର୍ମ ସମାଧିନା ॥

୭) ଭୋଜନ ଶେଷ କଲେ ଏହି ମନ୍ତ୍ର ଜପ କରନ୍ତୁ – ଅଗସ୍ତମ କୁମ୍ଭକର୍ଣ୍ଣମ୍ ଚ ଶନି ଚ ବଡବାନନଳନମ୍ , ଭୋଜନଂ ପରିପାକରଥ ସ୍ମରେତ ଭିମଂ ଚ ପଞ୍ଚମ, ଅନ୍ନାଦ ଭବନ୍ତି ଭୁତାନିପର୍ଜନ୍ୟାଦନ୍ନସଂମ୍ଭବଃ , ଯଜ୍ଞାଦ ଭବତି ପର୍ଯ୍ୟନ୍ୟୌ ଯଜ୍ଞ କର୍ମ ସମୁଦ ଭବଃ ,

୮) ପାଠ ପଢା ପୁର୍ବରୁ ଏହି ମନ୍ତ୍ରର ଜପ କରନ୍ତୁ – ଓଁ ଶ୍ରୀ ସରସ୍ୱତୀ ଶୁକ୍ଳବର୍ଣ୍ଣା ସସ୍ମିତାଂ ସୁମନୋହରାମ୍ ॥କୋଟିଚନ୍ଦ୍ରପ୍ରଭାମୁଷ୍ଟପୁଷ୍ଟଶ୍ରୀଯୁକ୍ତବିଗ୍ରହମ୍ ॥

୯) ସଂନ୍ଧ୍ୟା ସମୟରେ ପୁଜ୍ କରୁଥିବା ବେଳେ ଏହି ମନ୍ତ୍ରର ଜପ କରନ୍ତୁ – ଓଁ ଭୁର୍ଭବଃ ସ୍ୱଂ ତସ୍ୟବିତୁବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହି ଧିୟୋ ୟୋନଂ ପ୍ରଚୋଦୟାତଃ ।

୧୦) ରାତ୍ରୀରେ ଶୋଇବା ପୁର୍ବରୁ ଏହି ମନ୍ତ୍ରକୁ କୁହନ୍ତୁ , ବିଶେଷ ବିଷ୍ଣୁଙ୍କ ଶୟନ ମନ୍ତ୍ର- ଅଚୁତଂ କେଶବଂ ବିଷ୍ଣୁ ହରି ସୋମଂ ଜନାର୍ଦନମ୍। ହସଂ ନାରାୟଣଂ କୃଷ୍ଣଂ ଜପତେ ଦୁଃ ସ୍ୱପ୍ରଶାନ୍ୟୟେ

Leave a Reply

Your email address will not be published. Required fields are marked *