October 17, 2024

Odia Express

Here, There and Everywhere

କୋଷ୍ଠକାଠିନ୍ୟର ଘରୋଇ ଓ ଆୟୁର୍ବେଦିକ ଉପାୟ – ନିଶ୍ଚୟ ଉପାୟ କରନ୍ତୁ ସବୁଦିନ ସକାଳୁ ଆପଣଙ୍କ ପେଟ ପୁରା ଖାଲି ହେଇଯିବ..

ଆଜି ଆମେ ପେଟ ସହିତ ଜଡିତ କିଛି ରୋଗ ବିଷୟରେ କଥା ହେବା ପେଟରେ କୋଷ୍ଠକାଠିନ୍ୟ ହୋଇଥାଏ ମାନେ ପେଟ ସଫା ହୋଇନଥାଏ।ପେଟରେ ମଳ ଜମା ହୋଇଥାଏ ଓ ବହାରକୁ ଯାଇ ନଥାଏ ଆଉ ଏହି ସମସ୍ୟା ପାଇଁ ବହୁତ ଭଲ ଔଷଧି ହେଉଛି ଜୁଆଣି।ଆଉ ଏହି ଜୁଆଣିକୁ ସଠିକ ଉପାୟରେ ଗ୍ରହଣ କଲେ ଆମ ଶରୀରର ପାଇଁ ବହୁତ ଲାଭ ଦାୟୀ ହୋଇଥାଏ।ଆଉ ଆପଣ ମାନଙ୍କ ସମସ୍ତଙ୍କ ଘରେ କଞ୍ଚା ଜୁଆଣି ନିଶ୍ଚିତଭାବରେ ଥିବ।ସେହି ଜୁଆଣିରୁ ଅଧା ଚାମୁଚ ନେଇଯିବା ଆଉ ସେଥିରେ ଗୋଟେ ଚାମୁଚ ଗୁଡ଼ ମିଶେଇ ନିଅ।ଆଉ ଏହି ଗୁଡ଼ ଆଉ ଜୁଆଣି ଦୁଇଟି ଜିନିଷକୁ ମିଶେଇ ଭଲ ଭାବରେ ଚୋବେଇକି ଖାଇନେବେ।ଆଉ ଏହି ଉପାୟକୁ ଆପଣ ରାତିରେ ଶୋଇବା ସମୟରେ କରିବେ।

ଆଉ ଏହାର ଫଳ ଆପଣ ସକାଳୁ ଉଠି ନିଶ୍ଚିତଭାବରେ ଦେଖି ପାରିବେ।ମାତ୍ର ଥରକରେ ଆଉ ବିନା ପରିଶ୍ରମରେ ଆପଣଙ୍କ ପେଟ ବହୁତ ସହଜରେ ସଫା ହୋଇଯିବ।ଏହି କୋଷ୍ଠକାଠିନ୍ୟ ଭଳି ଭୟାନକ ଓ କଷ୍ଟଦାୟୀ ରୋଗ ଠାରୁ ବଞ୍ଚିବା ପାଇଁ ଜୁଆଣି ଓ ଗୁଡ଼କୁ ଆମେ ସେବନ କରିବା ନିହାତି ଆବଶ୍ୟକୀୟ ହୋଇଥାଏ।ଆଉ ତାପରେ ଆପଣ ଏହି ଉପାୟକୁ କେବଳ ଗୋଟେ ସମୟରେ ଆପଣେଇବେ ଏହି ଉପାୟକୁ ଆପଣ କେବଳ ରାତିରେ ଆପଣେଇବେ।ଆଉ ତାପରେ ଏହାର ଫଳ ଆପଣ ତାପର ଦିନ ସକାଳୁ ନିଜେ ଅନୁଭବ କରିପାରିବେ।ତାପରେ କୋଷ୍ଠକାଠିନ୍ୟକୁ ଠିକ କରିବା ପାଇଁ ଆଉ ଏକ ବଢିଆ ଆୟୁର୍ବେଦିକ ଜିନିଷ ଆସିବାକୁ ଯାଉଛି ଯାହାର ନାମ ହେଲା ତ୍ରିଫଳା ଚୂର୍ଣ୍ଣ,ଏହା ମଧ୍ୟ ବହୁତ ଲାଭ ଦାୟୀ ହୋଇଥାଏ।ଏହି ତ୍ରିଫଳା ଚୂର୍ଣ୍ଣ ହରିଡ଼ା,ବାହାଡ଼ା,ଅଁଳା କୁ ନେଇ ପ୍ରସ୍ତୁତ ହୋଇଥାଏ।

ଆପଣଙ୍କୁ ରାତିରେ ଶୋଇବା ସମୟରେ ମାତ୍ର କେବଳ ଗୋଟେ ଚାମୁଚ ଏହି ତ୍ରିଫଳା ଚୂର୍ଣ୍ଣର ସେବନ କରିବାର ଅଛି ଆଉ ତାପରେ ଦେଖିବେ ଏହି ତ୍ରିଫଳା ଚୂର୍ଣ୍ଣର ଔଷଧୀୟ ଗୁଣ ବହୁତ ସହଜରେ ଆପଣଙ୍କ ପେଟ ସଫା କରିଦେବ।ତାପରେ ଆଉ ଏକ ଘରୋଇ ଉପାୟ ଆସୁଛି ସେ ହେଉଛି ଡାଳିମ୍ବ ରସ,ଆପଣ ଯଦି ଡାଳିମ୍ବର ରସ ପିଉଛନ୍ତି ତାହେଲେ ଆପଣଙ୍କ ପେଟ ବହୁତ ସହଜରେ ସଫା ହୋଇଯିବ।ନହେଲେ ଆପଣ ଡାଳିମ୍ବର ମଞ୍ଜିକୁ ଚୋବେଇ ଚୋବେଇ ବହୁତ ଭଲ ଭାବରେ ଖାଇ ନିଅ ନିଜର ପେଟ ବହୁତ ଭଲ ଭାବରେ ସଫା ହୋଇଯିବ।ତାପର ଜିନିଷ ଆସିବ ପିଜୁଳି,ଆପଣ ପିଜୁଳୀକୁ ବହୁତ ଭଲ ଭାବରେ ଚୋବେଇ ଚୋବେଇ ଖାଇବେ ଆପଣଙ୍କ କୋଷ୍ଠକାଠିନ୍ୟ ଜନିତ ସମସ୍ୟା ବହୁତ ସହଜରେ ଠିକ ହୋଇଯିବ।

ତାପରେ ଆପଣ ଯଦି ଚାହୁଁଛନ୍ତି ଆପଣଙ୍କ ପେଟ ସଫା ହେଉ ଆପଣଙ୍କୁ ମଳ ତ୍ୟାଗ କରିବାରେ କୌଣସି ଅସୁବିଧା ନହେଉ ତାହେଲେ ଆପଣ ନିଜର ଦୈନନ୍ଦିନ ଖାଇବା ଗ୍ରହଣ କରିବା ସହିତ ଆପଣ ସେଥିରେ କାକୁଡି ଓ ଟମାଟର ଗ୍ରହଣ କରି ପାରିବେ।ଆଉ ବିଶ୍ୱାସ କରନ୍ତୁ ସକାଳୁ ଉଠୁ ଉଠୁ ଆପଣଙ୍କ ପେଟ ବହୁତ ସହଜରେ ସଫା ହୋଇଯିବ।ଆଉ ଏକ ସହଜ ଉପାୟ ଯାହା ହେଉଛି ନିଜ ପେଟ ସଫା କରିବା ପାଇଁ ସେ ହେଉଛିକି ଆପଣ ନିଯେ ଖାଉଥିବା ଖାଦ୍ୟକୁ ବହୁତ ଭଲ ଭାବରେ ଚୋବେଇ ଚୋବେଇ ଖାଇବା ଉଚିତ।

ଆଉ ଆପଣ ଏହାର ଫଳ ନିଶ୍ଚିତଭାବରେ ଦେଖିବାକୁ ପାଇ ପାରିବେ,ଆପଣଙ୍କ କୋଷ୍ଠକାଠିନ୍ୟ ବହୁତ ସହଜରେ ଭଲ ହୋଇଯିବ।ଆଉ ଏକ ଉପାୟ ହେଉଛି ଯାହାଦ୍ୱାରା ଆପଣ ନିଜର କୋଷ୍ଠକାଠିନ୍ୟକୁ ଠିକ କରିପାରିବ ସେ ହେଉଛି ଆପଣ ଯଦି ପାଣି ପିଇବା ସମୟରେ ଢକ ଢକ କରି ନପିଇ ଚା ପିଇଲା ଭଳି ପିଇବେ ତାହେଲେ ଆପଣଙ୍କ କୋଷ୍ଠକାଠିନ୍ୟ ଭଳି ସମସ୍ୟା ହେବ ନାହିଁ।ଯେତେ ମାତ୍ରାରେ ଲାଳ ଆପଣଙ୍କ ପେଟକୁ ଜୀଵ ଆପଣଙ୍କ ମୁହଁ ସେତେ ସଫାହେବ।

Leave a Reply

Your email address will not be published. Required fields are marked *