October 21, 2024

Odia Express

Here, There and Everywhere

ମଜାଳିଆ ପ୍ରଶ୍ନ ଓ ତାହାର ଉତ୍ତର – ଫୋଟୋ ଦେଖିକି କୁହନ୍ତୁ ପ୍ରଶ୍ନ ର ସଠିକ ଉତ୍ତର କଣ ହେବ – କହିରଖୁଛୁ ଉତ୍ତର ୬ ହେବ ନାହିଁ – ସଠିକ ଉତ୍ତର ଦେଖି ନିୟନ୍ତୁ ଏବେ ଓ କମେନ୍ଟ କରନ୍ତୁ..

1 min read

ନମସ୍କାର,ଆଜି ଏଠାରେ ଆମେ ଆପଣ ମାନଙ୍କ ପାଇଁ କେତେକ ମଜାଳିଆ ଓ ଚତୁର ପ୍ରଶ୍ନ ଓ ଉତ୍ତର ନେଇ ଆସିଅଛୁ ଯାହାଦ୍ୱାରା ଆପଣମାନଙ୍କ ଜ୍ଞାନ ବଢିବା ସହିତ ଆପଣ ମାନଙ୍କର ବୁଦ୍ଧିର ବିକାଶ ମଧ୍ୟ ହେବାକୁ ଲାଗିବ ତେବେ ଚାଲନ୍ତୁ ଜାଣିବା ସେ ପ୍ରଶ୍ନ ଓ ଉତ୍ତର ଗୁଡିକୁ ଆମେ ଏଠାରେ ଆପଣଙ୍କୁ ୫ ଟି ପ୍ରଶ୍ନ ପଚାରିବୁ।ତେବେ ଚାଲନ୍ତୁ ଜାଣିବା ସେ ପ୍ରଶ୍ନ ଓ ଉତ୍ତର ସମୂହ ଗୁଡିକୁ।

ତେବେ ଆସନ୍ତୁ ଜାଣିବା ଏକ ନମ୍ବର୍ ପ୍ରଶ୍ନ :-  ପ୍ରଶ୍ନ ନମ୍ବର୍ ୦୧:-କୁହନ୍ତୁ ଆପଣଙ୍କର ମାଆଙ୍କର ଭାଇଙ୍କର ଜିଜୁଙ୍କର ବାପା ଆପଣଙ୍କର ସମ୍ପର୍କରେ କଣ ହେବେ ?

ଉତ୍ତର:-ଏହାର ସଠିକ ଉତ୍ତର ଗୁଡିକ ହେଲା ସେ ଆପଣଙ୍କର ସମ୍ପର୍କରେ ଜେଜେବାପା ହେବେ ମାନେ ଦେଖିବାକୁ ଗଲେ ମାଆଙ୍କର ଭାଇ ହେଉଛନ୍ତି ତମ ମାମୁଁ ଆଉ ମାମୁଁଙ୍କର ଜିଜୁ ମାନେ ଖିବାକୁ ଗଲେ ତମ ବାପା ଆଉ ତାଙ୍କର ବାପା ହେଉଛନ୍ତି ତମ ଜେଜେବାପା।ତେଣୁ ଏହାର ଉତ୍ତର ହେଲା ଜେଜେବାପା।

ତେବେ ଆସନ୍ତୁ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ :-  ପ୍ରଶ୍ନ ନମ୍ବର୍ ୦୨:-ଗୋଟେ ରୁମରେ ବା କୋଠରୀରେ ୪୦୦ ଲୋକ ଥିଲେ ,ଆଉ ତାଙ୍କ ଭିତରୁ ୨ ଜଣ ଶୋଇ ପଡିଲେ ତାହାଲେ କୁହନ୍ତୁ ସେ ରୁମରେ କେତେ ଲୋକ ରହିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୪୦୦ ଲୋକ।କାରଣ ଯେତବେଳେ ସେ ଦୁଇଜଣ ଲୋକ ଶୋଇଲେ ସେହି ରୁମ ଭିତରେ ବା କୋଠରୀ ଭିତରେ ଶୋଇଲେ ତା ବାହାରକୁ ଯାଇ ନାହାନ୍ତି ନା ତେଣୁ ଏହାର ସଠିକ ଉତ୍ତର ହେଲା ୪୦୦ ଲୋକ ଥିଲେ।

ତେବେ ଆସନ୍ତୁ ଜାଣିବା ତିନି ନମ୍ବର୍ ପ୍ରଶ୍ନ :-  ପ୍ରଶ୍ନ ନମ୍ବର୍ ୦୩:-ଗୋଟେ ଘରେ ଚାରି ଜଣ ଭଉଣୀ ଥିଲେ,ସବୁ ଭଉଣୀଙ୍କର ଗୋଟେ ଗୋଟେ ଭାଇ ଥିଲେ,ବର୍ତ୍ତମାନ ତାଙ୍କର ମା ଓ ବାପା ଘରେ ନାହାନ୍ତି ତାହେଲେ କୁହନ୍ତୁ ଘରେ କେତେ ଲୋକ ଅଛନ୍ତି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପାଞ୍ଚ ଜଣ ଲୋକ।କାରଣ ଚାରି ଜଣ ଭଉଣୀଙ୍କର ଗୋଟେ ଭାଇ ଥିଲେ ନା ତେଣୁ ସେ ଚାରି ଭଉଣି ଓ ଗୋଟେ ଭାଇଙ୍କୁ ମିସେଇ ସମୁଦାୟ ପାଞ୍ଚଜଣ ଲୋକ ହେଲେ।

ତେବେ ଆସନ୍ତୁ ଜାଣିବା ଚାରି ନମ୍ବର୍ ପ୍ରଶ୍ନ :-  ପ୍ରଶ୍ନ ନମ୍ବର୍ ୦୪:-ଗୋଟେ ରସିକୁ ଥରେ କାଟିଲେ ଏହାର ଦୁଇ ଖଣ୍ଡ ହୋଇଥାଏ ? ତାହାଲେ କୁହନ୍ତୁ ସେ ରସିକୁ ତିନିଥର କାଟିଲେ ତାର କେତେ ଖଣ୍ତ ହେବ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଚାରି ଖଣ୍ଡ।

ତେବେ ଆସନ୍ତୁ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ :-  ପ୍ରଶ୍ନ ନମ୍ବର୍ ୦୫:-ଗୋଟେ ପ୍ରଶ୍ନ ଅଛି ସେ ହେଉଛି ଏକ ତଳେ ଦୁଇ ଟାପାଝରେ ତିନି ତଳେ ଚାରି ଆଉ ତାପାଖରେ ପାଞ୍ଚ ତଳେ କଣ ଆସିବ କିନ୍ତୁ ଛଅ ଆସିବ ନାହିଁ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଆର (R) ଏହାର ମାନେ ରିଭର୍ସ କାରଣ ଏମୁଟି କେଵଳ ଚାରି ଚକିଆ ଗାଡିର ଗିଅର ପରିବର୍ତ୍ତନ କରିବା ସ୍ଥାନରେ ଲେଖା ହୁଏ ଆଉ ଗାଡିର ଗିଅର କେତେ ଅଛି ଏହାକୁ ଦେଖି ଜଣାପଡେ।ଆଉ ଏହି ଆରର ମାନେ ରିଭର୍ସ ଅଟେ।ତେଣୁ ଏହାର ସଠିକ ଉତ୍ତର ଆର ହେବ।ତଳ ଫୋଟୋ ଦେଖିଲେ ଆପଣ ଜାଣି ପାରିବେ

ଏହା ଥିଲା କେତେକ ଜ୍ଞାନ ବର୍ଦ୍ଧକ ପ୍ରଶ୍ନ ଓ ଉତ୍ତର ଗୁଡିକ।

Leave a Reply

Your email address will not be published. Required fields are marked *