July 20, 2024

Odia Express

Here, There and Everywhere

ଆଜି ରାତିରୁ ଏହି ୧ ରାଶିର ଉପରେ ଭଗବାନ ଶିବ ହେବେ ମେହେରବାନ୍ , ଚମକିବାର ଅଛି ଭାଗ୍ୟ , ଆସୁଥିବା ବଂଶଧର ହେବେ କୋଟିପତି

1 min read

ଯେପରି ଆମେ ସମସ୍ତେ ଜାଣିଛେ କି ହିନ୍ଦୁ ଧର୍ମରେ ଗ୍ରହ ଓ ନକ୍ଷତ୍ର ଓ ରାଶିର ବହୁତ ଅଧିକା ମହତ୍ତ୍ୱ ଦିଆଯାଇଥାଏ , ଓ ତା ସହ ଯଦି ନବଗ୍ରହରେ କିମ୍ବା କେଉଁ ନକ୍ଷତ୍ରରେ କେଉଁ ପ୍ରକାରର ଛୋଟ କିମ୍ବା ବଡ ପ୍ରଭାବ ହୋଇଥାଏ ତେବେ ଏହାର ସିଧା ପ୍ରଭାବ ରାଶିଗୁଡିକ ଓ ରାଶିର ବ୍ୟକ୍ତି ଉପରେ ପଡିଥାଏ,  କିନ୍ତୁ ଏହି ଗ୍ରହର ପରିବର୍ତ୍ତନ କାରଣରୁ କେଉଁ ରାଶିର ବ୍ୟକ୍ତିତ୍ୱ ଉପରେ ଭଲ ପ୍ରଭାବ ପଡିଥାଏ,  ତେବେ କିଛି ରାଶିର ବ୍ୟକ୍ତିଙ୍କ ଉପରେ ଏହାର ଖରାପ ପ୍ରଭାବ ପକାଇଥାଏ ।

ବଢୁଥିବା ସମୟର ସାଥିରେ ଲୋକଙ୍କ ଜୀବନରେ ବହୁତ ପ୍ରକାରର ପରିବର୍ତ୍ତନ ଆସିଥାଏ , ଓ ଆସିବାରୁ କିଛି ପରିବର୍ତ୍ତନ ଏହି ପ୍ରକୃତିର ମୁଖ୍ୟ ନିୟମ ଅଟେ, ଓ ଏଥିପାଇଁ କୁହାଯାଏ କି ସବୁ ବ୍ୟକ୍ତିଙ୍କ ଭଲ ଓ ଖରାପ ଆସିଥାଏ ଓ ଯାଇଥାଏ, ଯେପରି ଆମେ ଆପଣଙ୍କୁ କହିଛୁ କି ଗ୍ରହ ନକ୍ଷତ୍ରରେ ହୋଇଥିବା ଏହି ପରିବର୍ତ୍ତନ ସିଧା ପ୍ରଭାବ ସବୁ ବ୍ୟକ୍ତିର ଜୀବନରେ ପଡିଥାଏ । ହିନ୍ଦୁ ଧର୍ମରେ ବହୁତ ସାରା ଦେବାଦେବୀ ଅଛନ୍ତି କିନ୍ତୁ ଏମାନଙ୍କ ମଧ୍ୟରୁ ଶିବ ମାନେ ଭୋଳାନାଥ ସବୁଠାରୁ ଅଧିକା ଶକ୍ତିଶାଳୀ ଦେବତା ଭାବେ ଜଣାଯାଆନ୍ତି , ଏହି କାରଣରୁ ଭାରତରେ ଅଧିକାଂଶ ମନ୍ଦିର ଶିବାଳୟ ଅଟେ, ଶିବଙ୍କୁ ପ୍ରସନ୍ନ କରିବାକୁ କୋଟିଏ ଭକ୍ତ ସବୁଦିନ ପୁଜା ଆରଧନା କରନ୍ତି , ଏମିତିରେ ଶିବଙ୍କୁ ଏକାସହ କୃପା ଦୃଷ୍ଟି ବରଷାଇବାପାଇଁ ସମୟ ସମୟରେ ସମସ୍ତଙ୍କୁ ଏହାର ଲାଭଦିଅନ୍ତି ।

ହିନ୍ଦୁ ଧର୍ମରେ ଭୋଳାନାଥଙ୍କ ପୁଜା ବଡ ଆସ୍ଥାଓ ବିଶ୍ୱାସର ସହ କରାଯାଏ , ଓ ଏମିତି ମାନାଯାଏ କି ଯେଉଁ ଲୋକଙ୍କର ଉପରେ ଭୋଳାନାଥଙ୍କ କୃପା ରହିଥାଏ , ତାଙ୍କୁ ଜୀବନରେ କେଉଁ ବି ଅସୁବିଧାର ସାମ୍ନା କରିବାକୁ ପଡିନଥାଏ, ଓ ଆମେ ଆପଣଙ୍କୁ କହିଦେବୁ କି ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ଆଜି ଠାରୁ ଗୋଟେ ରାଶି ଉପରେ ତାଙ୍କର କୃପା ଦୃଷ୍ଟି ଅଛି , ଯାହାଦ୍ୱାରା ତାଙ୍କ ଭାଗ୍ୟୋଦୟ ହେବ , ଓ ମନୋକାମନା ଶିବଙ୍କ୍ କୃପାରୁ ଜଲଦି ପୁରାହୋଇପାରିବ । ଆପଣଙ୍କୁ କହିଦେବୁ କି ଭୋଳାନାଥଙ୍କ କୃପାରୁ ଏହି ରାଶିର ଲୋକଙ୍କୁ ଅଧିକା ଆର୍ଥିକ ଲାଭ ମିଳିବାର ଯୋଗ ହେଉଛି , ଏହି ଶୁଭ ଏମାନଙ୍କ ଜୀବନରେ ସବୁ କଷ୍ଟ୍ ଓ ଚିନ୍ତାକୁ ଦୁର କରିବ, ଏମାନଙ୍କ ଜୀବନରେ ଅପାର ସଫଲତା ମିଳିପାରିବ , ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ବିଷୟରେ ।

କୁମ୍ଭ ରାଶି- ଆପଣଙ୍କୁ କହିଦେବୁ କି କୁମ୍ଭ ରାଶିଙ୍କ ଉପରେ ଭୋଳାନାଥଙ୍କ ବିଶେଷ କୃପା ମିଳିପାରିବ,  ଯେଉଁଥିରେ ତାଙ୍କ ଶୋଇଥିବା ଭାଗ୍ୟ ଆଉଥରେ ଚମକିଯିବ,  ଓ ଏହି ସମୟରେ ସବୁ ବିଗଡିଯାଇଥିବା କାମ ପୁରା ହୋଇଯିବ , ଏହି ରାଶି ବାଲାଙ୍କ ପାଇଁ ଆମର ଏହି ଉପଦେଶ ଅଛି କି ସେ ପ୍ରତ୍ୟେକ ସୋମବାର ଦିନ୍ ଶିବଙ୍କୁ ସଚ୍ଚା ମନରେ ମନେ ପକାନ୍ତୁ , ଓ ତାଙ୍କ ପାଖରେ ନିଜ ମନୋକାମନା ମାନସିକ କରନ୍ତୁ,  ଓ ତାହା ସହ୍ କୁମ୍ଭ ରାଶିର ଲୋକେ ପ୍ରତ୍ୟେକ ସୋମବାର ଭୋଳାନାଥଙ୍କ ନାଁରେ ଉପବାସ ରଖନ୍ତୁ , ଖାଲି ଏତିକି କଲେ ଆପଣଙ୍କୁ ବହୁତ ଫାଇଦା ହେବ , ଓ ସବୁବେଳେ ଭୋଳାନାଥଙ୍କ ଆଶିର୍ବାଦ ମିଳିପାରିବ । ଆଜିଠାରୁ ଆପଣଙ୍କ ଶୁଭ ସମୟ ଆରମ୍ଭ ହୋଇସାରିଛି,  ଓଏହାର ପ୍ରଭାବରୁ ପୁରୁଣା ଅଟକି ଥିବା ପଇସା ଫେରିପାରିବେ , ଓ ଯେଉଁମାନେ ଚାକିରି ପେଶାରେ ଅଛନ୍ତି ସେମାନଙ୍କୁ ପଦୋନ୍ନତି ମିଳିବ,  ଓ ଯେଉଁମାନେ ଚାକିରି ଖୋଜାରେ ଅଛନ୍ତି ତାଙ୍କୁ ଚାକିରି ମିଳିବ , ଓ ସମୟ ଭଲରେ କଟିବ

Leave a Reply

Your email address will not be published. Required fields are marked *