କେବଳ ଏହି ଗୋଟିଏ ଜିନିଷ ଆପଣଙ୍କ ଶରୀରରୁ ସବୁ ଭାତୁଡିକୁ ସମୁଳ ଶେଷ କରିଦେବ – ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ
1 min readଆମେ ସମସ୍ତେ ଏହା ଚାହଁନ୍ତି କି ଆମର ଚେହେରା ବିଲକୁଲ୍ ଚନ୍ଦ୍ର ପରି ଚମକୁଥାଉ, ସେଥିରେ କୌଣସି ପ୍ରକାରର ଦାଗ ନ ଆସୁ, କିନ୍ତୁ ବହୁତଥର ଚେହେରାରେ କଳାଜାଇ କିମ୍ବା ଭାତୁଡିର ଦାଗ ଦେଖିବାକୁ ମିଳିଯାଏ , ଯାହା ବହୁତପ୍ରକାରର କଷ୍ଟ ହୋଇନଥାଏ , କିନ୍ତୁ ଆମର୍ ଚେହେରାର ସୁନ୍ଦରତାକୁ ବିଗାଡିଦିଏ, ଓ ଏହି ଭାତୁଡି ଗଳାର ପଛରେ ହୋଇଥାଏ ତେବେ ଚିନ୍ତାର ବିଷୟ ହୋଇନଥାଏ, କାରଣ ସେଠାରେ କାହାର ନଜର ପଡେନି, କିନ୍ତୁ ବହୁତଥର ଭାତୁଡି ଆମ ଚେହେରାର ଏମିତି ଜାଗାରେ ଆସିଯାଏ , ଯାହା ଅନ୍ୟଙ୍କୁ ସହଜରେ ଦେଖାଯାଏ । ଏହି ଭାତୁଡିଦେଖିବାକୁ ବିଲକୁଲ୍ ଭଲ ଲାଗେ ନାହିଁ , ଓ ଏହାର ସଠିକ୍ ଉପଚାର୍ ନକରାଗଲେ ଏହା ବହୁତଥର କ୍ୟାନ୍ସର୍ ରୁପ ନେଇଯାଏ , ଓ ଆମ ପାଇଁ ବିପଦପୁର୍ଣ୍ଣ ପରିସ୍ଥିତି ନେଇକରି ଆସିଥାଏ , ଏଥିପାଇଁ ଏଇତି ସ୍ଥିତି ଆପଣ ହେବାପୁର୍ବରୁ ଏହି ଭାତୁଡିକୁ ଶରୀରରୁ ହଟାଇଦିଅନ୍ତୁ ।
ଆଜି ଆମେ ଆପଣଙ୍କୁ ଭାତୁଡି ହଟାଇବାପାଇଁ ଏକ ଘରୋଇ ପ୍ରକିୟା କହିବୁ ଯାହାର୍ ପ୍ରୟୋଗରେ ଆପଣ ସହଜରେ ଭାତୁଡିକୁ ହଟାଇପାରିବେ , ଯାହାକି ବିନା କୌଣସି ସାଇଡ୍ ଇଫେକ୍ଟରେ , ପ୍ରଥମ ଯାହା ଆମ ଶରୀରରେ ଜନ୍ମରୁ ହୋଇଥାଏ, ସେମିତି ଯାହା ଆମ ଜନ୍ମର ପରେ କିଛି ସମୟପରେ ଅଚାନକ ଆମ ଶରୀରରେ ହୋଇଯାଏ , କିନ୍ତୁ କହିଦେବୁ କି ଯଦି ଏହା ଆପଣଙ୍କ ଶରୀରରେ ଆସିଯାଇଛି ତେବେଏହା କ୍ୟାନ୍ସର୍ ରୁପ ନେଇପାରେ, କେଉଁ ବ୍ୟକ୍ତିକୁ ୩୦ ବର୍ଷପରେ ଭାତୁଡି ହେଲେ ଏହା କ୍ୟାନ୍ସର୍ ବିପଦକୁ ଆହୁରି ଘନିଭୁତ କରିଦେଇଥାଏ । ଆମ ଶରିରରେ ଭାତୁଡି ତେବେ ହାନିକାରକ ହୋଇଯାଏ , ଯେବେ ଶରୀରରେ ଭାତୁଡି ରକ୍ତ ବାହାରେ , କାରଣ ତେବେ ଶରୀରରୁ ଏହା ଭାତୁଡି ଆହୁରି ହାନିକାରକ ହୋଇଥାଏ , ଯାହାକୁ ଆମେ ଅଣଦେଖା କରିବା ଉଚିତ୍ ନୁହେଁ , ଯଦି ଆପଣ ଭାତୁଡିରେ କୁଣ୍ତିଆ ହେଉଛି, ତେବେ ଏହି କୁଣ୍ତିଆକୁ ହାଲକାରେ ନ ନିଅନ୍ତୁ
ଏହି ସ୍ଥିତିରେ ଥରେ ଚିକିତ୍ସକ ସହ ନିଶ୍ଚିତ ଦେଖାକରିବା ଉଚିତ୍ , କାରଣ ବର୍ତ୍ତମାନ ଯେବେ କ୍ୟାନ୍ସର୍ ଏତେ ସାମାନ୍ୟ ରୋଗ ହୋଇସାରିଛି, ଚିକିତ୍ସକ ସହ ଦେଖାକରିବା କୌଣସି ଭୁଲ୍ କଥା ନୁହେଁ । ଭାତୁଡିର କାରଣ ପେପିଲୋମା ନାମକ ଏକ ଭାଇରସ୍ ଯୋଗୁଁ ହୋଇଥାଏ , ତ୍ୱଚାରେ ପେପିଲୋମା ଭାଇରସ୍ କାରଣରୁ ଛୋଟ କଠୋର ଦାନାପରି ବାହାରି ଆସେ ଯାହାକୁ ଆମେ ଭାତୁଡି କହିଥାଉ, ଏହା ଆରମ୍ଭ ହେବାର୍ ମୁଖ୍ୟକାରଣ ଇନଫେକ୍ସନ୍ ହୋଇଥାଏ , ସାମାନ୍ୟ ହିସାବରେ ଭାତୁତି କଳା ଓ ବାଦାମୀ ରଙ୍ଗର ହୋଇଥାନ୍ତି, କିନ୍ତୁ ବହୁତଥର ତ୍ୱଚାରୁ ରଙ୍ଗ ସହ ସମାନ ହୋଇଥାନ୍ତି , ଯାହାର୍ କାରଣରୁ ଆମକୁ ଜଲଦି ଦେଖାଯାଏ ନାହିଁ
ଏହି କାରଣରୁ ଲୋକେ ଅଣଦେଖାକରିଦିଅନ୍ତି, ଯାହାପରେ ହାନିକାରକ ହୋଇପାରେ, ଭାତୁଡିର୍ ପ୍ରାୟ ୮ ରୁ ୧୨ ପ୍ରକାରର ହୋଇଥାନ୍ତି , ଆପଣ ଭାତୁଡିକୁ ମେଡିକାଲ୍ ଟ୍ରିଟମେଣ୍ଟ ବା ଘରୋଇ ଉପାୟରେ ସବୁଦିନ ପାଇଁ ଶେଷ କରିପାରିବେ , କିନ୍ତୁ ସ୍ଥିତି ଗଂମ୍ଭୀର ହେଲେ ଡାକ୍ତରଙ୍କୁ ଦେଖାଇବା ଉଚିତ୍ । ବହୁତଥର ଦେଖାଯାଏ କି କିଛି ଲୋକ ଭାତୁଡିକୁ ନିଜେ କାଟିବା ବା ଫଟାଇବାକୁ ଲାଗନ୍ତି, ଏମିତି କରିବା କିନ୍ତୁ ଉଚିତ୍ ନୁହେଁ , କାରଣ ଭାତୁଡି କାଟିଲେ ଓ ଫଟାଇଲେ ଭାତୁଡିର ଭାଇରସ୍ ବ୍ୟାପିପାରେ , ଯାହାଦ୍ୱାରା ଅଧିକା ଭାତୁଡି ହୋଇପାରେ, ବହୁତଥର ଏମିତିହୁଏ କି ଭାତୁଡି ର ଭାଇରସ୍ ଗୋଟେ ବ୍ୟକ୍ତିରୁ ଅନ୍ୟ ଏକ ବ୍ୟକ୍ତିର ତ୍ୱଚାକୁ ଚାଲିଯାଏ
ପିଆଜ ଦ୍ୱାରା କରନ୍ତୁ ଭାତୁଡିର ନିବାରଣ- ଆମେ ସମସ୍ତେ ଜାଣିଛେ କି ପିଆଜ ସବୁ ପ୍ରକାରର ଫାଇଦା ହୋଇଥାଏ, ଖାଇବାରୁ ନେଇକରି ଏହାର ରସ ଲଗାଇଲେ ଆମ ଶରିରରେ ବହୁତ ଫାଇଦା ପହଞ୍ଚାଇଥାଏ, ସବୁଠାରୁ ବଡକଥା ହେଲା ପିଆଜ ଭାତୁଡିପରି ଖତରନାକ ରୋଗ ପାଇଁ ରାମବାଣ ଚିକିତ୍ସା ଅଟେ, ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଭାତୁଡି ସମସ୍ୟା ଦୁର ହୋଇଯାଉ ତେବେ ହୋଇପାରିବ ଯଦି ଏହାପାଇଁ ଆପଣଙ୍କୁ ୨୦-୩୦ ଦିନ ଯାଏଁ ପିଆଜର୍ ରସ ଭାତୁଡିରେ ଲଗାଇବାର ଅଛି, ଓ ଯେବେ ସମୟ ମିଳିବ ପିଆଜକୁ କାଟିକରି ନିଜ ଭାତୁଡିରେ ରଗଡିବେ , ଆପଣ ଦିନରେ ଦୁଇତିନିଥର ଏହି ପରି ପିଆଜକୁ ଭାତୁଡିରେ ଲଗାଇଲେ ଭାତୁଡିର ଭାଇରସ୍ ମରିଯିବେ , ଯାହାର କାରଣରୁ ଆପଣଙ୍କ ଭାତୁଡି ହେବା ସମସ୍ୟା ଶେଷ ହୋଇଯିବ ।