October 25, 2024

Odia Express

Here, There and Everywhere

କର୍ପୁର ଏହି ଚମତ୍କାରୀ ଓ ସହଜ ଉପାୟରୁ ଗାୟବ ହୋଇଯିବ ଚେହେରାର ଦାଗ ଚିହ୍ନ, ଓ ଚମକିଯିବ ଚେହେରା

କୁହନ୍ତି କି ବ୍ୟକ୍ତିର ଚେହେରା ତାହାର ମନର ଆଇନା ହୋଇଥାଏ ଯଦି ଏହି ସୁନ୍ଦର ଆଇନାରେ ଦାଗ ଲାଗିଯାଏ , ତେବେ ବିଶ୍ୱାସ କରନ୍ତୁ ବିଲକୁଲ୍ ଭଲ ଲାଗିବ ନାହିଁ , ବ୍ୟକ୍ତିର ଚେହେରା ସେମିତି କେତେ ବି ସୁନ୍ଦର ହୋଇଥାଉ କିମ୍ବା ଗୋରା ହୋଇଥାଉ କିନ୍ତୁ ଚେହେରାରେ ଦାଗ ଚିହ୍ନ ରହିଗଲେ ବାସ୍ତବରେ ଏହା ଚେହେରାର ସୁନ୍ଦରତାକୁ ବିଗାଡିଦେଇଥାଏ,  ସେମିତି ଆଜିକାଲିର ପ୍ରଦୁଷଣ ଏତେ ବଢିଯାଇଛି କି ଏହାର ବେଶୀ ଖରାପ ପ୍ରଭାବ ଆମର ଚେହେରାରେ ପଡିଥାଏ, ଏହା ଛଡା ଆଜିକାଲି ଲୋକ ବାହାର ଖାଦ୍ୟକୁ ବେଶୀ ଆପଣାଇ ନେଇଛନ୍ତି , ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି କିନ୍ତୁ ଏହି ବାହାର ଖାଦ୍ୟ ଆମ ଚେହେରାରେ ପ୍ରଭାବ ପକାଇଥାଏ , ବୋଧେ ଏହି କାରଣରୁ ଏହି ସମସ୍ୟା କେବଳ ଝିଅମାନଙ୍କର ନୁହେଁ ବରଂ ପୁଅ ବି ବହୁତ ଚିନ୍ତିତ ଅଛନ୍ତି । ସେମିତି ବହୁତଥର ଲୋକଙ୍କ ଚେହେରାରେ ବ୍ରଣ ଆସିଯାଏ , ଏମିତିରେ ଯେବେ ଲୋକଙ୍କ ଚେହେରାରେ ବ୍ରଣ ହଟାଇବାରେ ଚେଷ୍ଟା କରନ୍ତି ତେବେ ତାଙ୍କ ଦାଗ ଆମର ଚେହେରାରେ ରହିଯାଏ , ଯାହା ଆମର ଚେହେରାରେ କେଉଁଠି ଅଧିକା ଖରାପ କରିଦିଅନ୍ତି

ଏବେ ଏମିତି ଚେହେରାରେ ଦାଗ ଚିହ୍ନକୁ ହଟାଇବାପାଇଁ ଝିଅମାନେ ନାନାପ୍ରକାରର ମହଙ୍ଗା ପ୍ରଡକ୍ଟ ବ୍ୟବହାର କରିଥାନ୍ତି , କିନ୍ତୁ ସେ ଏଥିରୁ କିଛି ଫାଇଦା ପାଇନଥାନ୍ତି , ବରଂ ଏଥିରେ ତ୍ୱଚାକୁ ଅଧିକା କ୍ଷତି ସହିବାକୁ ପଡେ , ଏଥିପାଇଁ ଆଜି ଆମେ ଆପଣଙ୍କୁ ଚେହେରାରୁ ଜିଦ୍ଦି ଦାଗ ହଟାଇବାର ଏକ ଘରୋଇ ପ୍ରକିୟା କହିବୁ, ଯାହା ଆପଣଙ୍କ ଚେହେରା ଚମକାଇବାକୁ ଲାଗିବ , କହିଦେବୁ କି ଆପଣ ଏହି ଘରୋଇ ଉପାୟରେ କିଛି ଖାସ୍ କରିବାକୁ ହେବନାହିଁ , ଖାଲି କେବଳ କର୍ପୁର ବ୍ୟବହାର କରିବାର ଅଛି ହଁ ଆଜ୍ଞା ସେହି କର୍ପୁର ଯାହା ମନ୍ଦିରରେ ବ୍ୟବହାର କରାଯାଏ । କର୍ପୁରରେ ଏମିତି ଔଷଧୀୟ ଗୁଣ ମିଳିଥାଏ,  ଯାହା ଆମେ ସ୍କିନ୍ ର ସମସ୍ୟାରୁ ମୁକ୍ତି ଦେଇପାରିବ , ତେବେ ଆସନ୍ତୁ ଆମେ ଆପଣଙ୍କୁ କହିବୁ ଏହାକୁ କିପରି ବ୍ୟବହାର କରିବେ

କର୍ପୁରର ବ୍ୟବହାର କରିବା ସମୟରେ ଏହି କଥାକୁ ଧ୍ୟାନ କରିବେ କି କେବେ କର୍ପୁର ସିଧା ହିସାବରେ ଚେହେରାରେ ନ ଲଗାନ୍ତୁ , କାରଣ ଏଥିରେ ଆପଣଙ୍କ ଚେହେରାରେ ଇନଫେକ୍ସନ୍ ହେବ, ହଁ ଆଜ୍ଞା ସବୁବେଳେ ନଡୀଆର ତେଲ ମିଶାଇକରି ନିଜ ଚେହେରାରେ ଲଗାନ୍ତୁ । କିଛି ଦିନ ଲଗାତାର ନିଜ ଚେହେରାରେ ଲଗାଇଲେ ଚେହେରାରୁ ଦାଗ ଦୁର ହୋଇଇଯିବ , ସେମିତି ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି କର୍ପୁରର ବ୍ୟବହାର କେବଳ ଚେହେରାରେ ନୁହେଁ ବରଂ ଅନ୍ୟ ବହୁତ ତରିକାରେ କରାଯାଏ , ସେମିତି ଆପଣ ନିଜ ଫାଟିଯାଈଥିବା ଗୋଇଁଠିକୁ ନରମ କରିବାକୁ ଚାହୁଁଛନ୍ତି , ତେବେ ଗରମ ପାଣି ଟିକିଏ କର୍ପୁର ଓ ଲୁଣ ପକାଇଦିଅନ୍ତୁ, ଓ ତାହାକୁ ଟିକିଏ ସମୟ ପାଇଂ ନିଜ ପାଦରେ ବୁଡାଇକରି ରଖନ୍ତୁ , ଓ ତାହାପରେ ପାଦରେ କ୍ରିମ୍ ଲଗାଇଦିଅନ୍ତୁ , ବିଶ୍ୱାସ କରିବେ କି ଏହା ଏକ ଦମ୍ ମୁଲାୟମ୍ ହୋଇଯିବ ।

ଆପଣ ଚେହେରାକୁ ସୁନ୍ଦର ବନାଇବାପାଇଁ ଏବେ ପର୍ଯ୍ୟନ୍ତ ବହୁତପ୍ରକାରର ମହଙ୍ଗା ପ୍ରଡକ୍ଟ ବ୍ୟବହାର କରିଥିବେ କିନ୍ତୁ ଏହି ଘରୋଇ ପ୍ରକିୟା ବ୍ୟବହାର କରି ଦେଖିନିଅନ୍ତୁ , କାରଣ ହୋଇପାରେ କି ଆପଣଙ୍କ ଚେହେରା ପୁର୍ବ ଅପେକ୍ଷା ଅଧିକା ସୁନ୍ଦର ହୋଇଯାଉ

Leave a Reply

Your email address will not be published. Required fields are marked *