October 25, 2024

Odia Express

Here, There and Everywhere

ଶୀତ ଦିନର ଫାଟି ଯାଇଥିବା ଗୋଇଁଠିକୁ ଫୁଲ ପରି ମୁଲାୟମ୍ ବନାଇବାପାଇଁ ଆପଣାନ୍ତୁ ସହଜ ପ୍ରକିୟା – ଶୀତ ରେ ଆପଣଙ୍କ ଗୋଡ ଆଉ କେବେ ଫାଟିବ ନାହିଁ..

1 min read

ଥଣ୍ତାର ଦିନ ପାଦ ଓ ଗୋଇଁଠି ଫାଟିବା ସମସ୍ୟା ବହୁତ ହିଁ ସାଧାରଣ କହା ଅଟେ ,ସମସ୍ତେ ଏହି ସମସ୍ୟାରେ ଚିନ୍ତିତ ରୁହନ୍ତି , ବହୁତଥର ଗୋଇଁଠି ଏହିପରି ଫାଟିଯାଏ , ଯାହାଦ୍ୱାରା ସେଥିରୁ ରକ୍ତ ବାହାରିଥାଏ , ଯଦି ଆପଣଙ୍କ ପାଦ ସହ ଯୋଡି ହୋଇଥିବା ସମସ୍ୟା ଥଣ୍ତାଦିନରେ ହୋଇଥାଏ , ତେବେ ଆପଣ ତଳେ କୁହାଯାଇଥିବା ପ୍ରକିୟାକୁ ଆପଣାନ୍ତୁ, ଏହି ପ୍ରକିୟା ଦ୍ୱାରା ଫାଟିଯାଇଥିବା ଗୋଇଁଠି ଏକଦମ୍ ଠିକ୍ ହୋଇଯିବ, ଓ ମୁଲାୟମ୍ ହୋଇଯିବ ।

ତେଲ ମାଲିସ୍ କରନ୍ତୁ –ଗୋଇଁଠି ଫାଟିଯାଇଥିଲେ ଏହାକୁ ନଡିଆ ତେଲ ମାଲିସ୍ କରନ୍ତୁ, ପାଦରେ ଗରମ ନଡିଆ ତେଲ ଲଗାଇଲେ ଏହା ନରମ ହୋଇଯାଏ , ଓ ଏହାର ରୁକ୍ଷାପଣ ଦୁର ହୋଇଯାଏ , ଏହାସହ ଫାଟିଯାଇଥିବା ଏଡି ବି ସଠିକ୍ ହୋଇଯାଏ , ଆପଣ ଗାଧୋଇବା ସମୟରେ ନିଜ ପାଦକୁ ଭଲ ଭାବରେ ସୁଖାଇଦିଅନ୍ତୁ, ତାପରେ ଏଥିରେ ନଡିଆର ତେଲକୁ ମାଲିସ୍ କରନ୍ତୁ , ତେଲକୁ ଭଲ ଭାବରେ ସୁଖିବାକୁ ଦିଅନ୍ତୁ ।

ପେଟ୍ରୋଲିୟମ୍ ଜେଲି ଲଗାନ୍ତୁ- ଯଦି ଆପଣଙ୍କ ପାଦ ଅଧିକା ସୁଖିଯାଇଛିଓ ଗୋଇଁଠି ଅଧିକା ଫାଟିଛି, ତେବେଏଥିରେ ପେଟ୍ରୋଲିୟମ୍ ଜେଲି ଲଗାଇନିଅନ୍ତୁ, ରାତିରେ ଶୋଇବାପୁର୍ବରୁ ଏହା ଉପରେ ପେଟ୍ରୋଲିୟମ୍ ଜେଲି ଭଲ ଭାବରେ ଲଗାନ୍ତୁ , ତାହାପରେ ମୋଜା ପିନ୍ଧନ୍ତୁ, ଏହି ପ୍ରକିୟା ସବୁଦିନ କରନ୍ତୁ , କେବଳ ଗୋଟିଏ ସପ୍ତାହରେ ଆପଣଙ୍କ ପାଦ ସଠିକ୍ ହୋଇଯିବ , ସେମିତି ସକାଳୁ ଗାଧୋଇବା ସମୟରେ ଆପଣ ପାଦରେ ପେଟ୍ରୋଲିୟମ୍ ଜେଲି ଲଗାଇପାରିବେ ।

ହଳଦୀ- ଫାଟି ଯାଇଥିବା ଗୋଇଁଠି ରୁ ରକ୍ତ ବାହାରିଲେ ଗର୍ମ ପାଣି କରିନିଅନ୍ତୁ, ଓ ଏହି ପାଣି ଭିତରେ ହଳଦୀ ନଡିଆ ତେଲକୁ ପକାନ୍ତୁ , ନିଜ ପାଦକୁ ୧୦ ମିନିଟ୍ ରଖନ୍ତୁ , ଏମିତି କରିଲେ ରକ୍ତ ବାହାରିବାକମ୍ ହୋଇଯିବ , ଓ ପାଦ ବି ନରମ ହୋଇଯିବ , ହଲଦୀ ଏକ ଆଣ୍ଟିଫଙ୍ଗଲ୍ ଓ ଆଣ୍ଟିସେପ୍ଟିକ୍ ଗୁଣ ଥାଏ, ଯାହା ଗୋଇଁଠି ସଠିକ୍ କରିବାରେ କାର୍ଯ୍ୟ କରେ । ସେମିତି ଆପଣ ଚାହିଁଲେ ହଳଦୀର ପାଣିରେ ପାଦକୁ ରଖିଲେ ହଳଦୀର ଲେପ ବି ଲଗାଇପାରିବେ ,ପାଦରେ ହଳଦୀର ଲେପ ଲଗାଇକରି ଏଥିରେ ନଡିଆ ତେଲ ମିଶାଇଦିଅନ୍ତୁ , ଏହି ଲେପ ପାଦରେ ଲଗାଇଲେ ଏହା ଭଲ ଭାବରେ ସୁଖିବାକୁ ଓ ଗୁଣଗୁଣା ପାଣି ରେ ଏହାକୁ ସଫାକରିଦିଅନ୍ତୁ ।

ମହୁ ମିଶାନ୍ତୁ- ବହୁତଥର ଗାଧୋଇବାପରେ ପାଦ ଏକଦମ୍ ରୁକ୍ଷ୍ୟ ହୋଇଯାଏ , ଏଥିପାଇଁ ଗାଧୋଇବାପରେ ନିଜ ପାଦରେ ମହୁ ଲଗାଇଦିଅନ୍ତୁ , ମହୁ ପାଦରେ ଲଗାଇଲେ ପାଦରେ ନରମ ରହିଥାଏ , ଗାଧୋଇବାପରେ ପାଣିରେ ଏକ ଚାମଚ ମହୁ ମିଶାଇଦିଅନ୍ତୁ , ଓ ଏହି ପାଣିକୁ ଧୋଇଦିଅନ୍ତୁ , ଆପଣଙ୍କ ପାଦ ନରମ ହୋଇଯିବ , ଆପଣ ଚାହିଁଲେ ମହୁ ନିଜ ଶରୀରରେ ବି ଲଗାଇପାରିବେ ।ଉପରୋକ୍ତ୍ କୁହାଯାଇଥିବା ପ୍ରକିୟା ଥଣ୍ତାଦିନରେ ନିଶ୍ଚିତ ଆପଣାନ୍ତୁ , ଏହାର ସାହାଯ୍ୟରେ ପାଦଗୁଡିକ ନରମ ହୋଇଯିବ , ଓ ଫାଟିଯାଇଥିବା ଗୋଇଁଠି ଭିତରୁ ଠିକ୍ ହୋଇଯିବ , ସେମିତି ଅଧିକା ଗୋଇଁଠି ଫାଟିଲେ ଏଥିରୁ ରକ୍ତ ଆସିଲେ ଡାକ୍ତରଙ୍କୁ ସଂମ୍ପର୍କ କରନ୍ତୁ

Leave a Reply

Your email address will not be published. Required fields are marked *