October 25, 2024

Odia Express

Here, There and Everywhere

ଆଜି ପର୍ଯ୍ୟନ୍ତ ହୋଇନାହିଁ ମିଛ ଏହି ସ୍ୱପ୍ନର ଫଳ , ଯିଏ ବି ଦେଖିଛି ଆଜି ହୋଇଛି ମାଲାମାଲ..

1 min read

କୁହନ୍ତି କି ରାତିରେ ଆସିଥିବା ସ୍ୱପ୍ନ ଆମକୁ ବହୁତ କିଛି କହିଥାଏ , କୁହନ୍ତି କି ସବୁ ସ୍ୱପ୍ନ ସତ ହୋଇଥାଏ , ସେମିତି ଗୋଟେ ସ୍ୱପ୍ନରେ ଅଲଗା ଅଲଗା ମତଲବ ହୋଇଥାଏ, ସବୁ ସ୍ୱପ୍ନର ଏକ ଅନୋଖା ମତଲବ ହୋଇଥାଏ ,ମାନାଯାଏ କି ସ୍ୱପ୍ନ କହିଦେଇଥାଏ କି ଆପଣଙ୍କ ଜୀବନରେ କଣ ହେବାର ଅଛି, ଓକଣ ହେବ , ସ୍ୱପ୍ନ ଅନୁସାରେ ଆପଣ ଜାଣିପାରିବେ କି ଆପଣଙ୍କ ଭବିଷ୍ୟରେ କଣ ହେବ , ଏହି ଦୁନିଆଁରେ ସବୁ ବ୍ୟକ୍ତି ସ୍ୱପ୍ନ ଦେଖିଥାଏ , ଏମିତିରେ କେଉଁ ବ୍ୟକ୍ତି ନାହିଁ କି ଯିଏ ସ୍ୱପ୍ନ ଦେଖିନଥିବ, ଯେଉଁ ବ୍ୟକ୍ତି ସ୍ୱପ୍ନ ଦେଖିଥାଏ , ତାହାର ବି ଫଳ ହୋଇଥାଏ ।ଦେଖିବାକୁ ଗଲେ ସ୍ୱପ୍ନ ଦୁଇ ପ୍ରକାରର ହୋଇଥାଏ,  ଗୋଟେ ସ୍ୱପ୍ନ ହୋଇଥାଏ କି ଯିଏ ଶୋଇବାପରେ ଗଭୀର୍ ନିଦ୍ରାରେ ଦେଖାଯାଏ , ଓ ଦ୍ୱିତୀୟ ସ୍ୱପ୍ନ ହେଲା ଯାହା ସୁନେଲି ଭବିଷ୍ୟ ବିଷୟରେ ଭାବିଥାଏ, ଏହି ସ୍ୱପ୍ନ କେବେ ସତ ହୁଏ ନାହିଁ , ବରଂ ଏକ ଭାବନା ହୋଇଥାଏ , ଯାହା ବ୍ୟକ୍ତି ଚାହିଁଥାଏ ଭବିଷ୍ୟରେ ତାକୁ ମିଳିଯାଉ , ଯାହା ସ୍ୱପ୍ନରେ ଆମେ ନିଦରେ ଦେଖିଥାଉ, ତାହା ଆମର୍ ଜୀବନରେ କେଉଁଠି ନା କେଉଁଠି ସଂବନ୍ଧ ନିଶ୍ଚିତ ହୋଇଥାଏ , ଏମିତି ମାନାଯାଏ କି ଆମର ଦବିଯାଇଥିବା ଭାବନା ଆମକୁ ସ୍ୱପ୍ନ ହୋଇକରି ଦେଖାଦେଇଥାଏ , କିଛି ବି କାର୍ଯ୍ୟ ଯାହା ଆମର ପହଞ୍ଚରୁ ଦୁରରେ ଅଛି, କିମ୍ବା ଆର୍ଥିକ ସାମାଜିକ ସ୍ଥିତି ତାହା ଆଜ୍ଞା ଦେଇପାରେ ନାହିଁ , ସମୟ ଆସିଲେ ତାହା ସ୍ୱପ୍ନର ରୁପ ନେଇଯାଏ ।

ଯଦି ସୁର୍ଯ୍ୟଦୟ ହେବା ପୁର୍ବରୁ ବ୍ରହ୍ମ ମୁହୁର୍ତ୍ତରେ ଦେଖାଯାଏ ସ୍ୱପ୍ନ ତେବେ ତାହାର ଫଳ ୧୦ ଦିନରେ ଆପଣଙ୍କ ସାମ୍ନାରେ ଆସିଯାଏ , ରାତିର ପୁର୍ବରୁ ଦେଖାଯାଇଥିବା ସ୍ୱପ୍ନର ଫଳ ଏକ ବର୍ଷ ପରେ ଆସିଥାଏ,  ଦ୍ୱିପହରରେ ଦେଖାଯାଇଥିବା ସ୍ୱପ୍ନ ୬ ମାସ ପରେ ଆସିଥାଏ,ତୃତୀୟ ପହରରେ ଦେଖିଥିବା ସ୍ୱପ୍ନ ୩ ମାସ ପରେ ଆସିଥଏ, ଓ ଶେଷ ପହରରେ ସ୍ୱପ୍ନ ୧ ମାସ ମଧ୍ୟରେ ଆସେ । ଏମିତି କୁହାଯାଏ କି ଯେଉଁ ସ୍ୱପ୍ନ ସକାଳ ସମୟରେ ଦେଖିଲେ ତାହା ସତ ହୋଇଯାଏ , ଆଂଏ ଏହି କଥା ଜାଣିନେ କି ଏଥିରେ କେତେ ସତ୍ୟତା ଅଛି କିନ୍ତୁ ଯାହା ସ୍ୱପ୍ନ ଦେଖିଛେ ସବୁ ଜିନିଷ ବସ୍ତୁର ଘଟଣାର କିଛି ନା କିଛି ଗଭୀର ମତଲବ ନିଶ୍ଚିତ ହୋଇଥାଏ । ଆଜି ଆମେ ଆପଣଙ୍କୁ କିଛି ସ୍ୱପ୍ନ ବିଷୟରେ କହିବୁ ଯାହା ଆପଣଙ୍କୁ ଧନି କରିପାରେ ।

୧) ସ୍ୱପ୍ନରେ ପିଜୁଳି ଦେଖିବା- ଆପଣଙ୍କୁ କହିଦେବୁ କି ସ୍ୱପ୍ନରେ ପିଜୁଳିଦେଖିବା ଶୁଭ ହୋଇଥାଏ , ଯଦି ଆପଣ ସ୍ୱପ୍ନରେ ପିଜୁଳିକୁ ଖାଉଛନ୍ତି ତେବେଏହାର ମତଲବ ହୁଏ କି ଆସୁଥିବାସମୟରେ ଅଚାନକ ଧନର ପ୍ରାପ୍ତି ହେବ ।

୨) ସ୍ୱପ୍ନରେ ଆମ୍ବ ଦେଖାଦେବା- ଯଦି ଆପଣଙ୍କ ସ୍ୱପ୍ନରେ ଆମ୍ବ ଦେଖାଯାଏ , ତେବେ ଏହା ବି ବହୁତ ଶୁଭ ହୋଇଥାଏ ।ଆପଣ ଯଦି ରାଜା ଆମ୍ବକୁ ସ୍ୱପ୍ନରେ ଦେଖନ୍ତି ତେବେ ଏହାର ମତଲବ ହୋଇଥାଏ କି ବହୁତ ଅଧିକା ଲାଭ ହେବାର ଅଛି ଓ ଏହା ସହ ଆମ୍ବର ଗଛ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ , ମାନାଯାଏ କି ଏହା ଧନଯୋଗର ରାସ୍ତା ବନାଇଥାଏ ।

୩) ନିଜକୁ ବୁଡିଯାଉଥିବାର ଦେଖିବା- ଯଦି ସ୍ୱପ୍ନରେ  ଆପଣ ନିଜକୁ ବୁଡିଯାଉଥିବାର ଦେଖିଲେ ତେବେ ଏହା ଶୁଭ ଫଳ ହୋଇଥାଏ,  ଓ ଜ୍ୟୋତିଷ୍ୟଶାସ୍ତ୍ରନୁସାରେ ଏହି ସ୍ୱପ୍ନର୍ ଅର୍ଥ ହୋଇଥାଏ କି ଭବିଷ୍ୟରେ ଏମିତି କିଛି କାମ କରିବେ , ଯାହା ସମାଜରେ ଆପଣଙ୍କୁ ମାନସମ୍ମାନ ପ୍ରାପ୍ତି କରାଇବ ।

୪) କୁଅର ପାଣି- ସ୍ୱପ୍ନରେ କୁଅର ପାଣି ଦେଖିବା ଧନ ଯୋଗ ହେବାର ସଙ୍କେତ ଅଟେ ।

୫) ବାଲଟିରେ ଭରା ପାଣି ଦେଖିବା- ବାଲଟିରେ ପାଣୀ ଭରିକରି ଥିବା ଦେଖିଲେ ଏହାର ଅର୍ଥ ଏହା କି ଆପଣ କାହାଠାରୁ ଆର୍ଥିକ ସାହାଯ୍ୟ ପାଇବେ

Leave a Reply

Your email address will not be published. Required fields are marked *