October 22, 2024

Odia Express

Here, There and Everywhere

ଆଜିଠାରୁ ୧୦ ବର୍ଷ ପର୍ଯ୍ୟନ୍ତ ଏହି ଚାରୋଟି ରାଶି ଉପରେ ରହିବ ମା କାଳୀଙ୍କର ବିଶେଷ କୃପା, ବର୍ଷିବ ଏତେ ଧନ କି ସଂମ୍ଭାଳିପାରିବେ ନାହିଁ ଆପଣ

1 min read

ଆମେ ମାନେ ନିଜ ଭବିଷ୍ୟକୁ ନେଇକରି ବହୁତ ସଜାଗ ରହିବାର ପ୍ରୟାସ କରିଥାଉ, ଓ ଏହି ଦୁନିଆଁରେ ସବୁ ବ୍ୟକ୍ତି ନିଜ ଭବିଷ୍ୟକୁ ଜାଣିବାରେ ଜିଜ୍ଞାସା ରଖିଥାଏ , ବ୍ୟକ୍ତି ନିଜ ଜୀବନରେ ଗ୍ରହର ଚାଲିଚଳଣରୁ ବହୁତ ପ୍ରଭାବିତ ହୋଇଥାଏ , କାରଣ ଏହି ଚାଲିଚଳନରୁ ଏହାର ସିଧା ପ୍ରଭାବ ତାର ଜୀବନ ଉପରେ ପଡିଥାଏ,  ଜ୍ୟୋତିଷ୍ୟଙ୍କ ଅନୁସାରେ ଏମିତି ମହାସଂଯୋଗ ହେଉଛି ଯେଉଁଥିରେ ଆସୁଥିବା ସମୟରେ ୧୦ ବର୍ଷ ପର୍ଯ୍ୟନ୍ତ ମା କାଳୀଙ୍କ କୃପା କିଛି ରାଶିଗୁଡିକ ଉପରେ ରହିବାର ଅଛି ,ଆଜିଠାରୁ ୧୦ ବର୍ଷ ପର୍ଯ୍ୟନ୍ତ ଏହି ରାଶିର ଲୋକେ ସବୁ ବିଗଡିଯାଇଥିବା କାମ ହେବାକୁ ଲାଗିବ , ମା କାଳୀଙ୍କ କୃପାରୁ ୪ ଟି ରାଶିର ଲୋକେ ଭାଗ୍ୟ ବଦଳାଇପାରିବେ , ମା କାଳୀଙ୍କ କୃପାରୁ ୪ ଟି ରାଶିର ଲୋକଙ୍କ ଭାଗ୍ୟ ଚମକିବ , ତେବେ ଆସନ୍ତୁ ଜାଣିବା ଏହି ରାଶିଗୁଡିକର ବିଷୟରେ । ମା କାଳୀଙ୍କର କୃପାରୁ ଏହି ୪ ଟି ରାଶିର ଲୋକଙ୍କୁ ବହୁତ ଶୁଭ ଫଳ ମିଳିବ,  ଏହି ସମୟର୍ ଲୋକେ ଅଧିକା ଫାଇଦାରେ ରହିବେ , ଆପଣ ଯାହା ବି କାମ କରିବେ ସେଥିରେ ସଫଳତା ମିଳିପାରିବ , ଏହି ରାଶିର୍ ଲୋକଙ୍କୁ ନିଜ ପରିଶ୍ରମରୁ କାମ ପୁରା ହୋଇଯିବ , ଯଦି କିଛି ନୁଆ କାମ ଆରମ୍ଭ କରିବାକୁ ଯାଉଛନ୍ତି , ତେବେ ଭଲ ଭାବେ ବୁଝିବିଚାରି କରନ୍ତୁ  । ମା କାଳୀଙ୍କ ନାଁ ନେଇକରି ଯାହାବି କାମ କରିବେ ସେଥିରେ ସଫଳତାପାଇବେ , ବେପାରରେ ଲାଭବାନ ହେବେ , ଓ ଆୟରେ ବୃଦ୍ଧି ହେବ , ପଇସା ସହ ଯୋଡି ହୋଇଥିବା ମାମଲାରେ ସାବଧନତା ରଖନ୍ତୁ , ଆପଣଙ୍କୁ ଅଚାନକ ଧନ ଲାଭ ହେବ , କେଉଁ କଥାକୁ ନେଇକରି ଚିନ୍ତିତ ହୋଇପାରନ୍ତି । ପରିବାରର ଖୁସିର ମାହୋଲ୍ ଦେଖାଦେଉଛି, ପଇସା ହିସାବରେ ଖର୍ଚ୍ଚ କରନ୍ତୁ ।

୧) କନ୍ୟା ରାଶି- ମା କାଳୀଙ୍କର କୃପାରୁ ଏହି ରାଶି ଉପରେ ସବୁଠାରୁ ଭଲ କୃପା ଦୃଷ୍ଟି ମିଳିବ , ବହୁତ ବର୍ଷରୁ ଅଟକିଥିବା କାମ ଅତି ଶିଘ୍ର ସଂମ୍ପାଦନ ହୋଇପାରିବ,  ଆପଣଙ୍କୁ ଯାତ୍ରା କରିବାକୁ ପଡିପାରେ,  ଯାହା ଆପଣଙ୍କ ପାଇଁ ଲାଭଦାୟକ ସିଦ୍ଧ ହେବ , ପରିବାରରେ ଆପଣଙ୍କୁ ଭରପୁର୍ ସହଯୋଗ ମିଳିପାରିବ , ଓ ଆପଣ ନିଜ ପରିବାରର ଆର୍ଥିକ ହିସାବରେ ମଜବୁତ୍ କରିବାପାଇଁ ଯଥା ସଂମ୍ଭବ ପ୍ରୟାସ କରିବେ , ଯେଉଁଥିରେ ସଫଳତା ମିଳିବାର ଯୋଗ ନଜର ଆସୁଛି ।

୨) ମିଥୁନ ରାଶି- ଏହି ମହାସଂଯୋଗରୁ ୧୦ ତାରିଖ ପର୍ଯ୍ୟନ୍ତ ମା କାଳୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ଅଧିକା ରହିବ, ଯାହାର୍ କାରଣରୁ ଆପଣଙ୍କ ଦୈନିକ କାର୍ଯ୍ୟରେ ଅପାର ସଫଳତା ପ୍ରାପ୍ତି ହେବ , ଆପଣଙ୍କ ମନ ପ୍ରସନ୍ନ ର୍ହିବ , ବେପାର କ୍ଷେତ୍ରରେ ଅଧିକା ପ୍ରଗତି କରି ଆଗକୁ ବଢିବେ , ଆପଣଙ୍କ ପରିବାରରେ ବଡ ବୟସ୍କଙ୍କ ସହଯୋଗ ଅଧିକା ମିଳିବ , ଆପଣଙ୍କ ବଡ ବୟସ୍କଙ୍କ ମଧ୍ୟରେ ମତଭେଦ ହୋଇପାରେ,  ବେପାର କ୍ଷେତ୍ରରେ ଆପଣ ସଫଳତା ପାଇବାରେ ନୁଆ କିର୍ତ୍ତ୍ତିମାନ ସ୍ଥାପନ କରିବେ ।

୩) ସିଂହ ରାଶି- ମହାଲକ୍ଷ୍ମୀଙ୍କର ଦୟା ଦୃଷ୍ଟି ଆପଣଙ୍କ ଉପରେ ରହିବ, ଯାହାଦ୍ୱାରା ଆର୍ଥିକ ଲାଭ ମିଳିବ , ମନ ପ୍ରସନ୍ନ ରହିବ, ମା କାଳିକା ଆପଣଙ୍କ ଜୀବନରେ ସଫଳତାର ନୁଆ ମାର୍ଗ ଦେଖାଇବେ , ଜୀବନରୁ ସବୁ କଷ୍ଟର ନିବାରଣ ହେବ , ସଚ୍ଚାମନରେ ମା କାଳିଙ୍କ ସ୍ମରଣ କଲେ ସବୁ ଅସୁବିଧା ଦୁର ହୋଇଯିବ , ଶିକ୍ଷାକ୍ଷେତ୍ରରେ ଅପାର ସଫଳତା ହାସିଲ୍ କରିବେ , ଆପଣଙ୍କୁ ଅଲଗା ପରିଚୟ ମିଳିପାରିବ,  ଯାହାକି ଆପଣ ଜୀବନରେ ଭଲ ଓ ମନ୍ଦ ଚିହ୍ନଟ କରିପାରିବେ , କ୍ରୋଧରେ ଆସିକରି ନେଇଥିବା ଡିସିଜନ୍ ଆପଣଙ୍କ ପାଇଁ ହାନିକାରକ ପ୍ରମାଣିତ ହୋଇପାରିବ ।

୪) କୁମ୍ଭ ରାଶି- ମା କାଳୀକା କୃପାରୁ ଆପଣଙ୍କ ଉପରେ ରହିବ , ଏହି ମହାସଂଯୋଗରୁ ବର୍ଷର ଯୋଗ ହେଉଛି, ଯାହାର କାରଣରୁ ମା କାଳୀଙ୍କ କୃପା ଦୃଷ୍ଟି ମିଳିପାରିବ , ମା କାଳିକାଙ୍କ ସ୍ମରଣ ଆପଣଙ୍କ ଜୀବନରେ ପରିବର୍ତ୍ତନ ଆସିବ , ମା କାଳିକା ସବୁ ଚିନ୍ତା ଦୁର କରିବେ , ଖରାପ ଶକ୍ତି ଆପଣଙ୍କ ପାଖରେ ଭଟକିବ ନାହିଁ , ମା କାଳିକାଙ୍କ ଛତ୍ରଛାୟା ରେ ଆପଣଙ୍କ ଦିନ ଦୁଇଗୁଣା ଓ ରାତି ଚାରିଗୁଣା ଉନ୍ନତିର ରାହାରେ ଆଗକୁ ବଢିଚାଲିବ

Leave a Reply

Your email address will not be published. Required fields are marked *