October 10, 2024

Odia Express

Here, There and Everywhere

ବାସ୍ତବରେ କଣ ହୋଇଥାଏ ଯେବେ ଆପଣ ହାତ ପାଦର ଆଙ୍ଗୁଠିକୁ ଫୁଟାଇଥାନ୍ତି, ଜାଣନ୍ତୁ କେତେ ଖତରନାକ ଅଟେ

1 min read

ବହୁତଥର ଆମ ସହ ଏମିତି ହୋଇଥାଏ କି ଯେବେ ଆମେ ବିନା ଅଟକି ଲଗାତାର କିଛି କାମ କରିଥାନ୍ତି, ତେବେ ଆମ ଶରୀରର କିଛି ଅଙ୍ଗ ଏମିତି ହୋଇଥାଏ , ଯାହା ଥକିଯାଇଥାଏ , ଓ ଯାହାଙ୍କୁ ଆରାମର ବହୁତ ଦରକାରିତା ଥାଏ ,କିନ୍ତୁ ଆମ ଶରୀର ବିଷୟରେ କେହି ଭାବନ୍ତି ନାହିଁ , ନିଜ କାମ ଭଲ ଓ ପୁରା ରଖିବା ଚକ୍କରରେ ନିଜ ଶରୀରର ଖରାପ ଅବସ୍ଥା କରିବସନ୍ତି , ଆଜିକାଲି ଏହି କର୍ମବ୍ୟସ୍ତ ଜୀବନରେ ମଣିଷ ନିଜ କାମରେ ବ୍ୟସ୍ତ ରହୁଛି, ସେ ମୋବାଇଲ୍ କିମ୍ବା ଲାପଟପ୍ ଯାହା ଲୋକ ଘଣ୍ଟାଏ ପର୍ଯ୍ୟନ୍ତ କାମ କରିଥାନ୍ତି , ଓ ଲୋକେ ଥକି ଯାଈଥାନ୍ତି ଓ ସେମାନେ ଆଙ୍ଗୁଠି ଫୁଟାଇବାକୁ ମନ କରିଥାଏ,  ଓ ଯେବେ ଆମେ ଆଙ୍ଗୁଠି ଫୁଟାଇଥାଉ, କିନ୍ତୁ ଅଫିସ୍, ମିଟିଙ୍ଗ୍ ରେ ବସିଥିଲେ ଏମିତି କରିଲେ ଟିକିଏ ଅସହଜ ପରି ମନେ ହୁଏ , କିନ୍ତୁ ଏମିତି କରିଲେ ବହୁତ ମଜା ଆସିଥାଏ , ଓ ବୋଧେ ଆପଣଙ୍କୁ ଏମିତି ମଜା ଆସୁଥିବ , ଆଙ୍ଗୁଠି ଫୁଟାଇଲେ ଆଖପାଖ ମାଂସପେଶୀ ବହୁତ ଆରାମ ମିଳିଥାଏ , ଏଥିପାଇଁ ଆଙ୍ଗୁଠି ଫୁଟାଇବା ଅଭ୍ୟାସରୁ ସବୁ ଲୋକଙ୍କୁ ହୋଇଥାଏ , କିନ୍ତୁ କଣ ଆପଣଙ୍କୁ ଜଣାଅହି କି ଏହି ଅଭ୍ୟାସ ଗଣ୍ଠିଆ ରୋଗକୁ ଜନ୍ମ ଦେଇଥାଏ ।

ବହୁତଥର ଆପଣ ଦେଖିଥିବେ କି ଅଫିସ୍ କିମ୍ବା ବସି ବସି କିଛି ପଢୁଥିବା ବେଳେ ଲୋକେ ନିଜ ଆଙ୍ଗୁଠି ଫୁଟାଇବାକୁ ଲାଗନ୍ତି , ଓ ଏମିତି ଦେଖିଲେ ପ୍ରାୟ ସବୁ ଲୋକ କରିଥାନ୍ତି , ଓ ଏଥିରୁ ବହୁତ ଆରାମ ଲାଗିଥାଏ, ଓ ବହୁତ ଲୋକ ଅଛନ୍ତି ଯିଏ କି ବେକ ହାତ ସକାଳୁ ସକାଳୁ ଫୁଟାଇଥାନ୍ତି  ଯେବେ କି ହାଡକୁ କିମ୍ବା ଆଙ୍ଗୁଠିକୁ ଫୁଟାଇବା ଆପଣଙ୍କ ପାଇଁ କ୍ଷତିକାରକ ଅଟେ । ଆଙ୍ଗୁଠିର ଯୋଡା ଓ ଆଣ୍ଠୁ ଓ କହୁଣୀର ଯୋଡା ଏକ ଖାସ୍ ପ୍ରକାରର ଲିକ୍ୱିଡ୍ ମିଳିଥାଏ, ଏହାର ନାଁ ହୋଇଥାଏ ହେସିନୋବିଅଲ୍ ଫ୍ଲୁଇଡ୍ ଏହି ଲିକ୍ୱିଡ୍ ଆମର ହାଡି ଯୋଡାରେ ଗ୍ରୀସ୍ ପ୍ରକାର କାମ କରିଥାଏ,  ହାଡକୁ ଗୋଟେ ଅନ୍ୟ ସହ ରଗଡିବାରେ ବଞ୍ଚାଇଥାଏ , ଠିକ୍ ସେପରି ଯେପରି ଗାଡିରେ ଗ୍ରିସ୍ ଦିଆଯାଏ , ସେହି ଲିକ୍ୱିଡ୍ ରେ ମହଜୁଦ୍ ଗ୍ୟାସ୍ ପରି କାର୍ବନ୍ ଡାଇ ଅକ୍ସସାଇଡ୍ ନୁଆ ଜାଗା ବନାଇଥାଏ , ଏଥିରେ ଫୋଟକା ହୋଇଯାଏ । ଓ ଯେବେ ଆମେ ହାଡକୁ ଫୁଟାଇଥାଉ ତେବେ ସେହି ଫୋଟକା ଫୁଟିଯାଇଥାଏ, ଓ ତେବେ ଯାଇ ଆମକୁ ହାଡ ଫୁଟିଲା ଭଳି ଆବାଜ୍ ଆସିଥାଏ ।

ଡାକ୍ତରଙ୍କ ଏକ ରିପୋର୍ଟ ମୁତାବିକ ହାଡ ପରସ୍ପର ଲିଗାମେଣ୍ଟ ସହ ଯୋଡି ହୋଇଥାଏ, ବାରମ୍ବାର ଆଙ୍ଗୁଠି ଫୁଟାଇଲେ ତାଙ୍କ ମଧ୍ୟରେ ପରସ୍ପର ଲିଗାମେଣ୍ଟ ଯୋଡି ହୋଇଥାଏ, ଓ ବାରମ୍ବାର ଆଙ୍ଗୁଠି ଫୁଟାଇଲେ ତାଙ୍କ ମଧ୍ୟରେ ଥିବା ଲିକ୍ୱିଡ୍ କମ୍ ହେବାକୁ ଲାଗିଥାଏ , ଯଦି ପୁରା ଶେଷହୋଇଯାଏ ତେବେ ଗଣ୍ଠିରୋଗ ବାହାରିଥାଏ, ଏହା ସହ ଆଣ୍ଠୁଗଣ୍ଠିରେ ପୀଡା ଆସିଯାଏ , ଯେବେ ଥରେ ଆଣ୍ଠୁଗଣ୍ଠିରେ ଫୋଟକା ଫୁଟିଯାଇଥାଏ, ତେବେ ତାପରେ ଲିକ୍ୱିଡ୍ ରେ ପୁଣି ଗ୍ୟାସ୍ ମିଶିବାରେ ୧୫-୩୦ ମିନିଟ୍ ସମୟ ଲାଗିଥାଏ,  ଏଥିପାଇଁ ଥରେ ଯେବେ ଆଙ୍ଗୁଠି ଫୁଟିଯାଇଥାଏ, ତେବେ ଆଉଥରେ ଫୁଟାଇବାରେ ଆବାଜ୍ ଆସେ ନାହିଁ । ସେମିତି ଯେତେ ଚେଷ୍ଟାକଲେ ଆଉ ତାହା ଫୁଟିନଥାଏ, କି ଆବାଜ୍ ଆସେନାହିଁ , କିଛି ଲୋକ ଏହା ବି କହନ୍ତି କି ଆଙ୍ଗୁଠି ଫୁଟାଇଲେ ଗଣ୍ଠିଆ ପରି ରୋଗ ହୋଇପାରେ ।

Leave a Reply

Your email address will not be published. Required fields are marked *