October 25, 2024

Odia Express

Here, There and Everywhere

ଏହି ବ୍ୟକ୍ତି ହେଲେ ଅମ୍ବାନୀ ପରିବାରର ଜ୍ୱାଇଁ , ଆଜିଠାରୁ ପୁର୍ବରୁ କେବେ ଦେଖିନଥିବେ ଆପଣ..

କୁହନ୍ତି ଏହି ଦୁନିଆଁରେ ସମସ୍ତେ ଧନୀ ହେବାକୁ ଆଶା ରଖନ୍ତି । କିନ୍ତୁ ଧନୀ ହେବାର ସ୍ୱପ୍ନ ସମସ୍ତେ ଦେଖିଥାନ୍ତି , ଧନୀ ହେବାକୁ ଲୋକେ ବହୁତ ପରିଶ୍ରମ ବି କରେ , କିନ୍ତୁ ଯଦି ଆମେ କଥା ଧନୀ ହେବାର କରିଛେ ତେବେ ମୁକେଶ୍ ଅମ୍ବାନୀଙ୍କୁ କିପରି ପଛରେ ଛାଡିପାରିବା , ଅମ୍ବାନୀ ପରିବାର ପଇସା ପାଇଁ ଜଣାଯାଆନ୍ତି , ତାଙ୍କର ବ୍ୟବସାୟ କେବଳ ଦେଶ ମଧ୍ୟରେ ନୁହେଁ ବରଂ ବିଦେଶ ପର୍ଯ୍ୟନ୍ତ ଧନୀକ ହେବାର ଚର୍ଚ୍ଚା ରହିଛି । ଏବେ ପର୍ଯ୍ୟନ୍ତ ଆପଣ ଅମ୍ବାନୀ ପରିବାରର ବହୁତ ଜଣ ସଦସ୍ୟଙ୍କୁ ଦେଖିଥିବେ,  କିନ୍ତୁ ଆଜି ଆମେ ଯାହାଙ୍କ ବିଷୟରେ ଆଲୋଚନା କରିବାକୁ ଯାଉଛୁ ସେ ଅମ୍ବାନୀ ପରିବାରଙ୍କ ଜ୍ୱାଇଁ ଅଟନ୍ତି ଯାହାଙ୍କ ନାଁ ହେଲା ସୌରଭ ପଟେଲ୍ ଆପଣଙ୍କୁ କହିଦେବୁ କି ଅମ୍ବାନୀ ଫ୍ୟାମିଲିରେ ଜ୍ୱାଇଂମ୍ ସୌରଭ ପଟେଲ୍ ଗୁଜୁରାଟର ସବୁଠାରୁ ଧନୀ ବିଧାୟକ ଅଟନ୍ତି , ସୌରଭ ୟଶବନ୍ତ ଭାଇ ପଟେଲ୍ ଙ୍କ ସ୍ତ୍ରୀ ଇଲା ପଟେଲ୍ ମୁକେଶ ଓ ଅନିଲ୍ ଅମ୍ବାନୀଙ୍କ ଫାଷ୍ଟ କଜିନ୍ ଅଟନ୍ତି , ଇଲାଙ୍କ ବାପା ରମଣିକ୍ ଭାଇ ଅମ୍ବାନୀ ଧୀରୁଭାଇ ଅମ୍ବାନୀଙ୍କ ବଡ ଭାଇଥିଲେ , ଏହି ସଂମ୍ପର୍କରେ ସୌରଭ ପଟେଲ୍ ଅମ୍ବାନୀ ପରିବାର ଜ୍ୱାଇଁ ଅଟନ୍ତି ।

ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ୧୨୩ କୋଟି ମାଲିକ ସୌରଭ ପଟେଲ୍ ଗୁଜୁରାଟର ସବୁଠାରୁ ଧନୀ ବିଧାୟକ ଅଟନ୍ତି , ଗତ ବର୍ଷ ଡିସେମ୍ବରରେ ବିଧାନସଭା ନିର୍ବାଚନରେ ସେ ନିଜ ସଂମ୍ପତ୍ତି ଘୋଷଣା କରିଥିଲେ,  ସେ ବିଜେପିରୁ ଟିକେଟ୍ ପାଇଁ ଜିତ୍ ଦର୍ଜ କରିଥିଲେ,  ଆମେରିକାର ଫିଲେଡେଫ୍ଲିୟା କଲେଜରୁ ଟେକ୍ସଟାଇଲ୍ ମାର୍କେଟିଙ୍ଗ୍ ରୁ ଏମ୍ ବି ଏ କରି ସାରିଥିବା ସୌରଭ ପଟେଲ୍ ପେଶାରେ ବହୁତ ବଡ ବିଜନେସ୍ ମ୍ୟାନ୍ ଅଟନ୍ତି । ତାଙ୍କର ବାର୍ଷିକ ଆୟ ୧,୧ କୋଟି ଅଟେ, ସେମିତି ସ୍ତ୍ରୀ ଇଲା ବାର୍ଷିକ ୧,୫ କୋଟି କମାଇନିଅନ୍ତି , ଇଲା ପାଞ୍ଚ କୋଟିର ଗହଣାରେ ସବୁବେଳେ ସଜେଇ ହୋଇ ରୁହନ୍ତି , ତାଙ୍କ ପାଖରେ ୪୦ କୋଟିର୍ ବଣ୍ତସ୍ ଓ ସେୟାର୍ ଅଛି, ସୌରଭ ଙ୍କ ପାଖରେ ଗୁଜୁରାଟରେ ତିନୋଟି ବଙ୍ଗଳା ଅଛି, ଯାହାଙ୍କ କମ୍ପାଇଣ୍ତ ଦାମ୍ ୧୯,୨୨ କୋଟି ଅଟେ, ଏତେ ସଂମ୍ପତ୍ତି ଥାଇ ମଧ୍ୟ ଏହି ଦମ୍ପତ୍ତିଙ୍କ ପାଖରେ କୌଣସି କାର୍ ନାହିଁ ।

୨୦୧୨ ରେ ଶେଷଥର ବିଧାନସଭା ନିର୍ବାଚନ ପରେ ଗୁଜୁରାଟରେ ତୃତୀୟଥର ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ,  ସେ ଶପଥଗ୍ରହଣ ସମାରୋହରେ ବିଜେପି ଅଧ୍ୟକ୍ଷ୍ୟ ଅମିତ୍ ଶାହଙ୍କ ସହ ବହୁତ କେନ୍ଦ୍ରୀୟ ମନ୍ତ୍ରୀ ଓ ବିଜେପି ଶାସିତ ପ୍ରଦେଶର ମୁଖ୍ୟମନ୍ତ୍ରୀ ଆସିଥିଲେ, କୁହାଯାଏ କି ମୋଦୀଙ୍କ ସେ ବହୁତ ଘନିଷ୍ଠ ଅଟନ୍ତି, ଓ ସେ ୨୦୦୨ ରୁ ମୋଦୀଙ୍କ ମୁଖ୍ୟମନ୍ତ୍ରୀ ପଦର ସମୟରେ ମନ୍ତ୍ରୀ ପଦରେ ଥିଲେ । ସେହି ସମୟରୁ ସେ ଏବେ ପର୍ଯ୍ୟନ୍ତ ସବୁ ବଡ ମନ୍ତ୍ରାଳୟ ସଂମ୍ଭାଳିଛନ୍ତି , ଯେଉଁଥିରେ ବିତ୍ତ ,ଉର୍ଜା, ପେଟ୍ରୋକେମିକାଲ୍ସ, ଓ ଉଦ୍ୟୋଗ ବି ସାମିଲ୍ ଅଛି, ଏହା ଛଡା ସୌରଭ ଭାଇବ୍ରେଟ୍ ଗୁଜୁରାଟ କାର୍ଯ୍ୟକ୍ରମର ମୁଖ୍ୟ ଚେହେରା ରହିଛନ୍ତି

ତାଙ୍କର କାର୍ଯ୍ୟକ୍ରମ ଜାନୁୟାରୀ ୨୦୧୭କୁ ହୋଇଥିଲା, ଏହି ସବୁ ସହ ସୌରଭ ପଟେଲି କେଉଁ ଅନ୍ୟ କାର୍ଯ୍ୟରୁ ଚର୍ଚ୍ଚାରେ ରହିଛନ୍ତି । ସୌରଭଙ୍କ ପାଇଁ ଏହି ଖବର ଅଛି କି ୨୦୧୪ ରେ ଅରବିନ୍ଦ କେଜେରିୱାଲ୍ ଙ୍କ ଉପରେ ଆରୋପ୍ ଲଗାଇଥିଲେ କି ସୌରଭ ପଟେଲ୍ ଅମ୍ବାନୀଙ୍କ ଜ୍ୱାଇଁ ଅଟନ୍ତି , ଏହି କାରଣରୁ ସେ ଗୁଜୁରାଟ ସରକାର ମିନିଷ୍ଟର ପଦ ଦେଇଥିଲେ , ଏହି ହିସାବରେ ସୌରଭ ପଟେଲ୍ ଜବାବରେ କହିଥିଲେ କି ଅମ୍ବାନୀ ପରିବାର ସହ ମୁଁ ସଂବନ୍ଧ ରଖେ କିନ୍ତୁ ଧୀରୁ ଭାଇ ଅମ୍ବାନୀଙ୍କ ବଡ ଭାଇର ଝିଅଙ୍କ ମୁଁ ସ୍ୱାମୀ ଅଟେ, ଏହା ଛଦା ମୋର ଆଉ କିଛି ସଂମ୍ପର୍କ ନାହିଁ , ଏହି କାରଣରୁ ମୋତେ ମନ୍ତ୍ରାଳୟ ମିଳିଲା ଏହା କହିବା ଭୁଲ୍ ଅଟେ, ସୌରଭ ପଟେଲ୍ ବୋତାଦ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଜିତିକରି ଆସିଛନ୍ତି

Leave a Reply

Your email address will not be published. Required fields are marked *