October 28, 2024

Odia Express

Here, There and Everywhere

ଏହି ୪ ନାମର ଝିଅ ହୋଇଥାନ୍ତି ସବୁଠାରୁ ଅଧିକା ଭାଗ୍ୟଶାଳୀ, ଯେଉଁଠିକୁ ଯାଆନ୍ତି ସେଠାରେ ହୋଇଥାଏ ଲକ୍ଷ୍ମୀଙ୍କର ବାସ

1 min read

ଏହି ଦୁନିଆଁରେ ସବୁ ବ୍ୟକ୍ତି ଜଣେ ଅନ୍ୟଙ୍କ ଠାରୁ କେଉଁ ପ୍ରକାରର ଭିନ୍ନ ହୋଇଥାନ୍ତି , ସମସ୍ତଙ୍କ ବ୍ୟବହାର ଅନ୍ୟଙ୍କ ଠାରୁ ଭିନ୍ନ ହୋଇଥାଏ , ସେମିତି ଆମର ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ନାମର ପ୍ରଥମ ଅକ୍ଷର ବ୍ୟକ୍ତି ବିଷୟରେ କିଛି କହିଥାଏ , ଆପଣ ଠିକ୍ ଶୁଣିଛନ୍ତି , ବ୍ୟକ୍ତିର ପ୍ରଥମ ଅକ୍ଷର ମାଧ୍ୟମରୁ ବ୍ୟକ୍ତିର ସ୍ୱଭାବ ଓ ତାହାର ବ୍ୟକ୍ତିତ୍ୱ ବିଷୟରେ ପତ୍ତା ଲଗାଇପାରିବେ , ଯଦି ଆମେ ନିଜ ନାମ ଅନୁସାରେ ଜୀବନସାଥୀ ବାଛିବା ତେବେ ଆମର ଅଭ୍ୟାସ ପରସ୍ପର ମେଳ ଖାଇବ , ଯାହା ବହୁତ ହିଁ ଭଲ ହୋଇଥାଏ , ଯଦି ଦୁହେଁଙ୍କ ଅଭ୍ୟାସ ମେଳ ଖାଇବ , ତେବେ ଜୀବନରେ ବହୁତ ଭଲ ତରିକାରେ କଟିବ । ଶାସ୍ତ୍ର ଅନୁସାରେ କିଛି ନାମ ବାଲା ବହୁତ ହିଁ ଭାଗ୍ୟଶାଳୀ ହୋଇଥାନ୍ତି , ଏମାନଙ୍କ ଜୀବନରେ ସୁନ୍ଦରତା ହୋଇଥାଏ କିନ୍ତୁ ଯାହାଙ୍କୁ ବିବାହ କରନ୍ତି , ତାଙ୍କ ଜୀବନ ଖୁସିରେ ଭରିଯାଇଥାଏ , ଆଜି ଆମେ ଏହି ଲେଖ ମାଧ୍ୟମରେ ଏମିତି ୩ ଟି ନାମ ବାଲି ଝିଅଙ୍କ ବିଷୟରେ କହିବାକୁ ଯାଊଛୁ, ଯାହାଙ୍କ ଭାଗ୍ୟବାନ ଲୋକଙ୍କ ସହ ହୋଇଥାଏ ।

D ନାମକ ଝିଅ- କହିଦେବୁ କି ଯେଉଁ ଝିଅଙ୍କର ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ , ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି , ଏମାନେ ଯେଉଁ ଘରକୁ ଯାଆନ୍ତି , ସେଠାରେ ଧନ ବର୍ଷ ହେବାରେ ଲାଗିଥାଏ , ମାନେ ସିଧା ଶବ୍ଦରେ କହିଲେ ଏହି ଝିଅ ନିଜ ଶଶୁରଘରେ ସୁଖ ସମୃଦ୍ଧି ନେଇଆସନ୍ତି , ଯେଉଁ ଘରେ ଏହି ଝିଅଙ୍କର ବିବାହ ହୋଇଥାଏ , ସେହି ଘରର ଭାଗ୍ୟ ବଦଳିଯାଇଥାଏ , ଏହି ଝିଅଙ୍କର ସ୍ୱଭାବ ବହୁତ ଭଲ ହୋଇଥାଏ , ଓ ଏମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ସଦୈବ ରହିଥାଏ ।

G ନାମକ ଝିଅ- କହିଦେବୁ କି ଯେଉଁ ଝିଅମାନଙ୍କର ଏହି ଅକ୍ଷରରୁ ନାଁ ହୋଇଥାଏ, ସେମାନେ ଭାଗ୍ୟବାନ ହୋଇଥାନ୍ତି , ଏହା ଛଡା ଏହି ଝିଅ ବହୁତ ହସମୁଖ ସ୍ୱଭାବର ହୋଇଥାନ୍ତି , ଏମାନଙ୍କ ଚାରିପଟେ ଖୁସି ବାଣ୍ଟିବା ପସନ୍ଦ ହୋଇଥାଏ , ବୋଧେ ଏହି କାରଣରୁ ଭାଗ୍ୟ ସବୁବେଳେ ଏମାନଙ୍କ ସାଥ୍ ଦେଇଥାଏ  ନିଜ ହସମୁଖ ସ୍ୱଭାବ କାରଣରୁ ଏହି ଝିଅମାନେ ନିଜ ଶଶୁରଘରେ ଖୁସିମୟ ପରିବେଶ ବଜାୟ ରଖନ୍ତି  ।

S ନାମକ ଝିଅ- ଯେଉଁ ଝିଅମାନଙ୍କର ଏହି ଅକ୍ଷରରୁ ନାଁ ଆରମ୍ଭ ହୋଇଥାଏ ,ସେମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି , ଓ ଏହା ସହ ହୃଦୟ ରୁ ବହୁତ ସଫା ହୋଇଥାନ୍ତି , ଏହି ଝିଅଙ୍କର ଯାହା ସହ ବିବାହ ହୋଇଥାଏ , ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି , ଏମାନେ ନିଜ ଜୀବନସାଥୀ ପ୍ରତି ଇମାନଦାର୍ ରହିଥାନ୍ତି , ଓ ନିଜ ଜୀବନସାଥୀକୁ କେବେ ଧୋକା ଦିଅନ୍ତି ନାହିଁ । ଯଦି ଆପଣଙ୍କୁ ଏହି ନାଁ ବାଲି କେଉଁ ଝିଅ ବିବାହ କରିବାକୁ ପ୍ରସ୍ତାବ ଦେବେ କେବେ ମନା କରିବେ ନାହିଁ ।

Y ନାମକ ଝିଅ- ଯେଉଁ ଝିଅମାନଙ୍କର ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ , ସେମାନେ ଭାଗ୍ୟରୁ ଧନୀ ହୋଇଥାନ୍ତି , ଏହି ଝିଅଙ୍କର ଇରାଦା ମଜବୁତ୍ ହୋଇଥାଏ , ଓ ନିଜ ଜୀବନସାଥୀଙ୍କୁ ନେଇକରି ପରିବାରର ଭଲ ଦାୟିତ୍ୱ ନେଇଥାନ୍ତି , ଓ ଯାହାକୁ କଥା ଦେଇଦିଅନ୍ତି ତାହା ନିଭାଇଥାତ୍ତି , ଓ ନିଜ ଜୀବନସାଥୀ ଖୁସି ପାଇଁ ସେ ଯଥା ସଂମ୍ଭବ ଚେଷ୍ଟିତ ରୁହନ୍ତି , ଓ ସେ ସବୁ ଭଲ ଖରାପର ଦାୟିତ୍ୱ୍ ବି ରଖନ୍ତି , ଏଥିପାଇଁ କୁହାଯାଏ କି ଏହି ନାଁର ଝିଅଙ୍କୁ ବିବାହ କରିବା ଭାଗ୍ୟର କଥା ହୋଇଥାଏ ।

Leave a Reply

Your email address will not be published. Required fields are marked *