October 28, 2024

Odia Express

Here, There and Everywhere

ଆପଣଙ୍କ ମୁଣ୍ତ ହିଁ ନୁହେଁ ପେଟ ବି ହୋଇପାରେ ମାଇଗ୍ରେନର ଶିକାର, ନିଶ୍ଚିତ ଜାଣନ୍ତୁ କଣ ଅଟେ ପେଟରେ ମାଇଗ୍ରେନ୍ ହେବାର ଲକ୍ଷଣ

ଆପଣଙ୍କୁ ଥରେ ଏହା ଶୁଣିକରି ଆଶ୍ଚର୍ଯ୍ୟ ଲାଗୁଥିବ କି କିପରି ପେଟକୁ ମାଇଗ୍ରେନ୍ ହୋଇପାରିବ,  ଏକ ରିସର୍ଚ୍ଚରୁ ଜଣାଯାଉଛି କି ଆଜିକାଲି ବହୁତ ଲୋକଙ୍କର ଆବନର୍ମାଲ୍ ମାଇଗ୍ରେନ୍ ହେଉଛି, ହଁ ଆଜ୍ଞା ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଊଛୁ, ଏହା କଣ ଅଟେ, ଓ ଏହାର କଣ ଲକ୍ଷଣ ହୋଇଥାଏ , ତେବେ ଆସନ୍ତୁ କହିବୁ କଣ ଅଟେ ପେଟରେ ହେଉଥିବା ମାଇଗ୍ରେନର ଅସୁବିଧା ଏଥିରୁ କିପରି ରକ୍ଷାପାଇପାରିବେ ।ମାଇଗ୍ରେନ୍ ନାଁ ଶୁଣିଲେ ଲୋକଙ୍କର ମନରେ ଏହି ଧାରଣା ଆସେ କି ଏହାର ମତଲବ ମୁଣ୍ତରେ ଭୟାନକ ମୁଣ୍ତବିନ୍ଧା, ଆପଣଙ୍କୁ କହିଦେବୁ କି ଅସଲରେ ଲୋକେ ଆଜିକାଲି ପେଟରେ ମାଇଗ୍ରେନ୍ ସମସ୍ୟା ହେଉଛି , ଯାହାକୁ ଆବନୋର୍ମାଲ୍ ମାଇଗ୍ରେନ୍ କୁହାଯାଏ , ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ପେଟରେ ହେଉଥିବା ମାଇଗ୍ରେନ୍ ପ୍ରାୟତଃ ହେରିଡିଟେରି ହୋଇଥାଏ

ପେଟରେ ମାଇଗ୍ରେନ୍ ସମସ୍ୟା ହେଲେ ସାଧାରଣତଃ ଲୋକଙ୍କ ପେଟରେ ବହୁତ ପୀଡା ହେବାର ଅସୁବିଧା ଆସିଯାଏ , ଓ ଏହା ସହ୍ ପେଟରେ ପେଟ କାମୁଡିବା ଭଳୀ ସମସ୍ୟା ଦେଖାଯାଏ , ଏହା ସହ କହିଦେବୁ କି ଆବନର୍ମାଲ୍ ମାଇଗ୍ରେନ୍ ହେଲେ ବଡିରେ ଥକାପଣ ଓ ବାନ୍ତି ଆସିବାର ସମସ୍ୟା ଆସିଯାଏ ।କହିଦେବୁ କି ଆବନର୍ମାଲ୍ ମାଇଗ୍ରେନ୍ ହେବାରୁ ଅଧିକା ବିପଦ ଅସଲରେ ଛୁଆଙ୍କୁ ହୋଇଥାଏ,  ଆପଣଙ୍କୁ ଏହା ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ଛୁଆଙ୍କ ମଧ୍ୟରେ ହେଉଥିବା ଆଜିକାଲି ଏହି ରୋଗ ଯାହା ଖାସ୍ କରି ଛୁଆଙ୍କୁ ଗ୍ରାସ କରୁଛି, ଏହା ଖାସ୍ କରି ଝିଅମାନଙ୍କର୍ ମଧ୍ୟରେ ଦେଖାଯାଇଛି, ଏହି ରିସର୍ଚ୍ଚରୁ ଜଣାଯାଇଛି କି ଝିଅଙ୍କୁ ଅଧିକା ମାଇଗ୍ରେନ୍ ହେବାର ଚ୍ୟାନ୍ସ ଅଧିକା , ଆବନର୍ମାଲ୍ ମାଇଗ୍ରେନ୍ ସମସ୍ୟା ଛୁଆଙ୍କୁ ତେବେ ହୋଇଥାଏ ଯେବେ ଛୁଆଙ୍କ ଶରୀରରେ ଖାସ୍ କରି ହିଷ୍ଟାମାଇନ୍ ଓ ସେରୋ ଟୋନିନ୍ ନାମକ ତତ୍ତ୍ୱ ବଢିଯାଏ

କହିଦେବୁ କି ଶରୀରରେ ଏହି ତତ୍ତ୍ୱ ଖାସ୍ କରି ଚାଇନିଜ୍ ଖାଇବା ଓ ନୁଡଲ୍ସ ଅଧିକା ଖାଇବା ଓ ଚକଲେଟ୍ ଖାଇବାରୁ ହୋଇଥାଏ, ଏଥିପାଇଁ ଆବନର୍ମାଲ୍ ମାଇଗ୍ରେନ୍ ସମସ୍ୟା ପ୍ରାୟତଃ ଛୁଆଙ୍କୁ ଦେଖାଯାଇଛି, ଏହା ଛଡା ରୋଗ ଆନୁବଂଶିକ ମାନେ ଯଦି କେଉଁ ଛୁଆର ମା ବାପାଙ୍କୁ ମାଇଗ୍ରେନ୍ ସମସ୍ୟା ହେଇଛି, ତେବେ ଆଗକୁ ଯାଇକରି ଛୁଆଙ୍କୁ ହୋଇପାରେ । ଏହା ସାଧାରଣତଃ ପେଟରେ ଅତ୍ୟାଧିକ ପେଟ ପୀଡା, ପୁରା ଦିନ ଥକାପଣ, ଓ ସୁସ୍ତିରେ ରହିବା , ପେଟ ହଳଦିଆ ଦେଖାଦେବା, ଭୋକ ନ ଲାଗିବା< ଓ ଖାଇଆ ପିଇବାରେ ମନ  ନ ଲାଗିବା ।ଏହି ମାଇଗ୍ରେନ୍ ହେବା ଦ୍ୱାରା ଛୁଆଙ୍କୁ ଆଖି ଖାଲୁଆ ହୋଇଯାଏ , କିନ୍ତୁ ବହୁତଥ ଏହା ଦୁଇତିନିଦିନ ହୋଇଥାଏ, ଏହାର ଚିକିତ୍ସାପାଇଁ ମନରେ ଛୁଆଙ୍କୁ ପେନକିଲର୍ ଦେବାପରିବର୍ତ୍ତେ, ତାଙ୍କୁ କେଉଁ ଡାକ୍ତରନକ୍ ସହ ପରାମର୍ଶ କରିଦିଅନ୍ତୁ

Leave a Reply

Your email address will not be published. Required fields are marked *