October 23, 2024

Odia Express

Here, There and Everywhere

ଯଦି ଆପଣଙ୍କ ନାମ S,R,P,B,M ଓ N ନାମରୁ ଆରମ୍ଭ ଅଟେ ତେବେ ଏହି ଖବରକୁ ଥରେ ନିଶ୍ଚିତ ପଢନ୍ତୁ – ଜାଣିରଖନ୍ତୁ ଆପଣଙ୍କ ଭିତରେ କଣ ସ୍ପେସିଆଲ ରହିଛି..

1 min read

ଏହି ସଂସାରରେ ଯେବେ କେଉଁ ଛୁଆ ଜନ୍ମ ନେଇଥାଏ ତେବେ ତାର ନାଁ ଗ୍ରହର ଆଧାରରେ କରାଯାଇଥାଏ , କିନ୍ତୁ ବହୁତ ଲୋକ ଜ୍ୟୋତିଷ୍ୟ କିମ୍ବା ପଣ୍ତିତଙ୍କୁ ବିନା ଛୁଆଙ୍କ ନାଁ ରଖିଦିଅନ୍ତି , ଯାହାକୁ ଶାସ୍ତ୍ରରେ ଭୁଲ୍ କୁହାଯାଇଛି, କେବେ ଆମେ ଛୁଆଙ୍କ ନାଁ କେଉଁ ପଣ୍ତିତ କୁ ବିନା ପଚାରି ରଖିଦେଉ, ଆଜି ଆମେ ଆପଣଙ୍କୁ କହିବୁ କିଛି ନାଁ ସହ ଯୋଡି ହୋଇଥିବା ଗୁପ୍ତ ରହସ୍ୟ ବିଷୟରେ ଯାହାକୁ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ ।

S ନାମକ ଲୋକ- ଏହି ଅକ୍ଷରରୁ ଆରମ୍ଭ ହୋଇଥିବା ଲୋକ କଥାରେ ଧନୀ ବୋଲି ଜଣାଯାଆନ୍ତି , ସେ କାହାକୁ ବି ନିଜ ଆଡକୁ ଆକର୍ଷିତକରିପାରନ୍ତି , ସେମାନେ ସବୁ କାମ ଭଲରେ ଭାବିଚିନ୍ତି କାମ କରନ୍ତି , ଏହାସହ ନିଜ କିଛି ଜିନିଷ କେଉଁ ଅନ୍ୟଙ୍କ ସହ ବାଣ୍ଟିବା ପସନ୍ଦ କରନ୍ତି ନାହିଁ , ଏମାନଙ୍କ ହରକତ୍ ଏମାନଙ୍କୁ ଅନ୍ୟଙ୍କ ସାମ୍ନାରେ ଖରାପ କରିଦିଏ , ଯେବେ ଏମାନଙ୍କୁ କାହା ସହ ପ୍ରେମ ହୋଇଯାଏ , ତେବେ ସେ ତାଙ୍କ ପାଇଂ ବହୁତ ସିରିୟସ୍ ହୋଇଯାଆନ୍ତି ।

P ନାମକ ଲୋକ- ଏହି ଅକ୍ଷରରୁ ଆରମ୍ଭ ହୋଇଥିବା ଲୋକ ବହୁତ ପରିଶ୍ରମୀ ହୋଇଥାନ୍ତି , ଏହି ଲୋକ ନିଜ ସହ ଆଖପାଖ ଲୋକଙ୍କର ବହୁତ ଦାୟିତ୍ୱ ନେଇଥାନ୍ତି , ଏମାନେ ଖୋଲା ବିଚାରର ହୋଇଥାନ୍ତି , କେବେ କେବେ ଅନ୍ୟଙ୍କୁ ବି ନିଜ ବିଚାର ଥୋପିବାରେ ଲାଗିଥାନ୍ତି ଯାହାଦ୍ୱାରା ତାଙ୍କର ରାଗ ଚାଲିଆସେ ।

R ନାମକ ଲୋକ- ଏହି ଅକ୍ଷରର ନାମକ ଲୋକ ଖୋଲିକରି ବଞ୍ଚିବାପସନ୍ଦକରନ୍ତି , ଏମାନେ ଯାହା କରିବାକୁ ଚାହଁନ୍ତି ତାହାକୁ କରିଥାନ୍ତି , ଏମାନେ ପାଠପଢାରେ ମନ ଦିଅନ୍ତି ନାହିଁ , ଏହା ସହ୍ ଏମାନେ ଦେଖିବାକୁ ବହୁତସୁନ୍ଦର ହୋଇଥାନ୍ତି ଯାହା ଉପରେ ସେମାନେ ନିଜ ଗର୍ବ ରଖନ୍ତି , ଓ ବହୁତ ଜଲଦି ଧନୀ ହୋଇଯାଆନ୍ତି ।

M ନାମକ ଲୋକ- ଏହି ଅକ୍ଷରରୁ ଆରମ୍ଭ ହେଉଥିବା ଲୋକ ନିଜ ମନର କଥା କାହାକୁ କହିବାକୁ ପସନ୍ଦ କରନ୍ତି ନାହିଁ , ଏମାନେ ନିଜ ପରିବାର ଲୋକଙ୍କୁ ଅଧିକା ପ୍ରେମ କରନ୍ତି , ଏହି ଲୋକ ଏକେଲା ନିଜ ମଞ୍ଜିଲ୍ ହାସିଲ୍ କରିପାରନ୍ତି , ଏମାନେ କାହାର ହୃଦୟକୁଆଘାତ ଦିଅନ୍ତି ନାହିଁ ।

B ନାମକ ଲୋକ- ଏହି ଅକ୍ଷରରୁ ଆରମ୍ଭ ହେଉଥିବା ଲୋକ ଜୀବନରେ କିଛି ଅଲଗା କରିବାକୁ ପସନ୍ଦ କରନ୍ତି , ଏହି ଲୋକ ଲକ୍ଷ୍ୟରେ ନୁଆ ରାସ୍ତା ଖୋଜିବାକୁ ଲାଗନ୍ତି , ଏମାନେ ଅଧିକା ଲୋକଙ୍କ ସହ ବନ୍ଧୁତା ରଖିବାକୁ ପସନ୍ଦ କରନ୍ତି ନାହିଁ , କିନ୍ତୁ ଯାହାଙ୍କୁ ସାଙ୍ଗକରିଦିଅନ୍ତି ତାଙ୍କ ଉପରେ ଜୀବନ ଦେବାଯାଏଁ କଥା ଆସିଯାଏ ।

N ନାମକ ଲୋକ- ଏହି ଲୋକଙ୍କୁ ବୁଝିବା ସମସ୍ତଙ୍କ ପକ୍ଷେ ସଂମ୍ଭବପର୍ ହୋଇନଥାଏ, ଏହି ଲୋକେ କେବେ କଣ କରିବେ କେହି କହିପାରିବେ ନାହିଁ , ଯଦି କେଉଁ କାମ କରିବା ପସନ୍ଦ ହୋଇନଥାଏ ତେବେ ତାଙ୍କୁ ଲଢିବାରେ ବିଳମ୍ବକରନ୍ତି ନାହିଁ , ଓ ନିଜ ବ୍ୟକ୍ତିଗତ ଆକର୍ଷଣ ରୁ କାହାକୁ ବି ନିଜ ଆଡକୁ ଆକର୍ଷିତ କରିପାରନ୍ତି

Leave a Reply

Your email address will not be published. Required fields are marked *