October 22, 2024

Odia Express

Here, There and Everywhere

ମୟୁର ପୁଚ୍ଛର ଏହି ଉପାୟରୁ ଦୁର ହୋଇଯାଏ , ସବୁ ପ୍ରକାରର ଗ୍ରହର ଦୋଷ, ଥରେ ନିଶ୍ଚିତ ଆପଣାନ୍ତୁ

1 min read

ଭଗବାନ ଶ୍ରୀକୃଷ୍ଣଙ୍କ ପରିଚୟ କଥା କହିଲେ ତେବେ ମୁଖ୍ୟତଃ ତାଙ୍କୁ ବଇଂଶୀ ଓ ମୟୁର ପୁଚ୍ଛ ପାଇଁ ଜଣାଯାଏ , ଓ ଏହି ଦୁହେଁରୁ ସେ ମୟୁରପୁଚ୍ଛ ସେ ସ୍ୱୟଂ ନିଜେ ମୁଣ୍ତରେ ଧାରଣ କରିଥାନ୍ତି , ଯାହାର କାରଣରୁ ମୟୁରପୁଚ୍ଚକୁ ମାନ୍ୟତା ଅନୁସାରେ ଅଧିକା ମହତ୍ତ୍ୱ ଦିଯାଆଈଛି , ଆମେ ମାନେ ମୟୁରପୁଚ୍ଛକୁ ନିଜ ଘରେ ରଖିଥାନ୍ତି , ଯାହାର କାରଣ ଏହା କି ମୟୁରପୁଚ୍ଛ ରଖିଲେ କିଟ୍ ପତଙ୍ଗ ଦୁରରେ ରୁହନ୍ତି , କିନ୍ତୁ ଏହାକୁ ସଠିକ୍ ତରିକା ଓ ସଠିକ୍ ସ୍ଥାନରେ ରଖିଲେ ଏହାର ଅନ୍ୟ ବହୁତ ଫାଇଦା ବି ହୋଇଥାଏ , ଯାହାକୁ ଆମେ ନିଜ ଜୀବନରେ ବ୍ୟାପ୍ତ ବହୁତ ସାରା ଅସୁବିଧା ସୁବିଧା ପ୍ରାପ୍ତ କରିପାରିବା , ସଠିକ୍ ବିଧିରୁ ପୁଚ୍ଛକୁ ଘରେ ସ୍ଥାପିତ କରାଗଲେ , ବାସ୍ତୁ ଦୋଷ ଦୁର ହୋଇଯାଏ , ଓ କୁଣ୍ତଳୀରେ ସବୁ ଗ୍ରହର ଦୋଷ ଶାନ୍ତ ହୋଇଯାଏ ।

ରାହୁ ଦୋଷ- ରାହୁ ରୁ ଘର ପରିବାର ସଂମ୍ପର୍କ, ଶରିରରେ କେଉଁ ପ୍ରକାରର ସମସ୍ୟା ଆସିପାରେ , ଯଦି କୁଣ୍ତଳିରେ ରାହୁ ଦୋଷ ଅଛି ତେବେ ଏକ ତାବିଜ୍ ରେ ମୟୁରପୁଚ୍ଛ ନିଜ ଡାହାଣ ହାତରେ ପିନ୍ଧିଦିଅନ୍ତୁ , ଏହା ଦ୍ୱାରା ଦୋଷ ଶେଷ ହୋଇଯିବ , ତାହା ସହ କେଉଁ ଶାରରୀକ ରୋଗ ହେବନାହିଁ ।

କେତୁ ପାଇଁ ଉପାୟ- ଶନିବାର ସୁର୍ଯ୍ୟ ଅସ୍ତ ହେବାପରେ ଏକ ମୟୁରପୁଚ୍ଚ ନେଇ ପୁଚ୍ଚର ତଳ ସ୍ଲେଟି ରଙ୍ଗରେ ଫିତା ବାନ୍ଧିଦିଅନ୍ତୁ , ଏକ ଥାଳୀରେ ପୁଚ୍ଛ ସହ ଏକ ମଧୁରୀ ରଖିଦିଅନ୍ତୁ , ଗଙ୍ଗାଜଳ ଛିଞ୍ଚନ କରି ୨୧ଥର ଏହି ମନ୍ତ୍ରର ଜପ କରନ୍ତୁ , ଓଁ କେତବେ ନମଃ ଜାଗ୍ରୟ ସ୍ଥାପୟ ସ୍ୱାହା ।

ସୁର୍ଯ୍ୟଦୋଷ ଶାନ୍ତି- ରବିବାର ଦିନ ମୟୁରପୁଚ୍ଛ ନେଇକରି ପୁଚ୍ଚର ତଳେ ବିଶେଷ କରି ମେରୁନ୍ ରଙ୍ଗର୍ ଫିତା ବାନ୍ଧିଦିଅନ୍ତୁ , ଏହାପରେ ଏକ ଥାଳୀରେ ପୁଚ୍ଛକୁ ନଅଟି ମଧୁରୀ ରଖିକରି ସେଥିରେ ଗଙ୍ଗାଜଳ ଛିଞ୍ଚନ କରି ୨୧ ଥର ଏହି ମନ୍ତ୍ରର ଜପ କରନ୍ତୁ , ଓଁ ସୁର୍ଯ୍ୟାୟ ନମଃ , ଜାଗ୍ରୟ ସ୍ଥାପୟ ସ୍ୱାହା, ଏହାପରେ ସୁର୍ଯ୍ୟଦେବତାଙ୍କୁ ଦୁଇଟି ନଡିଆ ଦିଅନ୍ତୁ , ଏହାଦ୍ୱାରା କୁଣ୍ତଳୀରେ ସୁର୍ଯ୍ୟ ସଂବନ୍ଧିତ ଦୋଷରୁ ମୁକ୍ତି ମିଳିବ ।

ମଙ୍ଗଳ ଗ୍ରହ ପାଇଁ ଉପାୟ- ମଙ୍ଗଳବାରକୁ ସାତଟି ମୟୁର ପୁଚ୍ଛ ନେଇକରି ଆସନ୍ତୁ , ପୁଚ୍ଛର ତଳେ ଲାଲ ରଙ୍ଗରଫିତା ବାନ୍ଧିଦିଅନ୍ତୁ , ଏହାପରେ ଏକ ଥାଳୀରେ ପୁଚ୍ଛ ସହ ସାତଟି ମଧୁରୀ ରଖିଦିଅନ୍ତୁ , ଗଙ୍ଗାଜଳ ଛିଞ୍ଚନ କରି ୨୧ ଥର ଏହି ମନ୍ତ୍ରର ଜପ କରନ୍ତୁ , ଓଁ ଭୁ ପୁତ୍ରାୟ ନମହ୍ ଜାଗ୍ରୟ ସ୍ଥାପୟ ସ୍ୱାହା ।

ବୁଧଗ୍ରହ ପାଇଁ ଉପାୟ- ବୁଧଙ୍କୁ ଛଅଟି ମୟୁର ପୁଚ୍ଚ ନେଇକରି ଯାଆନ୍ତୁ , ପୁଚ୍ଛର ତଳେ ସବୁଜ ରଙ୍ଗର ଫିତା ବାନ୍ଧିଦିଅନ୍ତୁ , ଏକ ଥାଳୀରେ ପୁଚ୍ଛ ସହ ଛଅଟି ମଧୁରୀ ବାନ୍ଧିଦିଅନ୍ତୁ , ଗଙ୍ଗାଜଳ ଛିଞ୍ଚି ୨୧ଥର ଏଇ ମନ୍ତ୍ରର ଜପ କରନ୍ତୁ , ଓଁ ବୁଧାୟ ନମଃ ଜାଗ୍ରୟ ସ୍ଥାପୟ ସ୍ୱାହା ।

ଗୁରୁ ଗ୍ରହ ପାଇଁ ଉପାୟ- ଗୁରୁବାରକୁ ପାଞ୍ଚଟି ମୟୁର ପୁଚ୍ଛ ନିଅନ୍ତୁ , ପୁଚ୍ଛର ତଲେ ହଳଦିଆ ରଙ୍ଗ ଫିତା ବାନ୍ଧିଦିଅନ୍ତୁ , ଏକ ଥାଳୀରେ ପୁଚ୍ଛର ସହ୍ ପାଞ୍ଚଟି ମଧୁରୀ ନିଅନ୍ତୁ , ଗଙ୍ଗାଜଳ ଛିଞ୍ଚିକରି ୨୧ ଥର ଏହି ମନ୍ତ୍ର ଜପ କରନ୍ତୁ , ଓଁ ବ୍ରହ୍ମସ୍ପତେ ନମଃ ଜାଗ୍ରୟ ସ୍ଥାପଥ ସାହା ।

ଶୁକ୍ରଗ୍ରହ ପାଇଁ ଉପାୟ- ଶୁକ୍ରବାର ଦିନ ଚାରୋଟି ମୟୁରପୁଚ୍ଛ ନେଇକରି ତଳେ ଗୋଲାପି ରଙ୍ଗର ଫିତା ବାନ୍ଧିଦିଅନ୍ତୁ , ଏକ ଥାଳୀରେ ପୁଚ୍ଛର ସହ ଚାରୋଟି ମଧୁରୀ ରଖିଦିଅନ୍ତୁ , ଗଙ୍ଗାଜଳ ଛିଞ୍ଚନ କରି ୨୧ଥର ଏହି ମନ୍ତ୍ରର ଜପ କରନ୍ତୁ , ଓଁ ଶୁକ୍ରାୟ ନମଃ ଜାଗ୍ରୟ ସ୍ଥାପୟ ସ୍ୱାହା ।

ଶନିଦେବଙ୍କ ପାଇଁ ଉପାୟ – ଶନିବାର ଦିନ ତିନୋଟି ମୟୁରପୁଚ୍ଛ୍ ନିଅନ୍ତୁ , ପୁଛର ତଳେ କଳାରଙ୍ଗର ଫିତା ବାନ୍ଧିଦିଅନ୍ତୁ , ଏକ ଥାଳୀରେ ପୁଚ୍ଛର ସହ ତିନୋଟି ମଧୁରୀ ରଖନ୍ତୁ , ଗଙ୍ଗାଜଳ ଛିଞ୍ଚନ କରି ୨୧ଥର ଏହି ମନ୍ତ୍ରର ଜପ କରନ୍ତୁ , ଓଁ ଶନିଶ୍ଚରୟ ନମଃ ଜାଗ୍ରୟ ସ୍ଥାପୟ ସ୍ୱାହା

Leave a Reply

Your email address will not be published. Required fields are marked *