October 18, 2024

Odia Express

Here, There and Everywhere

ଆଜିର ପ୍ରଶ୍ନ – ସେ କେଉଁ କାମ ଅଟେ ଯେଉଁଥିରେ ପୁରୁଷ ୨୦ ମିନିଟ୍ ରେ ଥକି ଯାଇଥାଏ , ଯେବେ କି ମହିଳା ଅଧିକା କରିବାକୁ ଚାହେଁ – ଉତ୍ତର କେବଳ ବୁଦ୍ଧିମାନ ଲୋକ ଦେଇ ପାରିବେ…

1 min read

ବନ୍ଧୁଗଣ, ଯେପରି ଆପଣ ମାନେ ଜାଣିଛନ୍ତି କି ଭଗବାନ ଏହି ଦୁନିଆଁରେ ଦୁଇ ପ୍ରକାରର ମଣିଷ ବନାଇଛନ୍ତି , ମହିଳା ଓ ପୁରୁଷ ଏହି ଦୁହେଁ ଦେଖିବାକୁ ଏକାଭଳି ହୋଇଥାନ୍ତି କିନ୍ତୁ ଏମାନଙ୍କ ଅଭ୍ୟାସ ଅଲଗା ଅଲଗା ହୋଇଥାଏ,  କିନ୍ତୁ ଜଣେ ବ୍ୟକ୍ତି ଓ ମହିଳା ମଧ୍ୟରେ ସବୁ ଜିନିଷର ଅନ୍ତର ଆସିଯାଏ , ଖାସ୍ କରି ଖାସ୍ କାମ କରିବାରେ ଏକ ପୁରୁଷ ଓ ମହିଳା ନିଜ ଅଲଗା ଅଲଗା ରାୟ ଦିଅନ୍ତି , ଏହି ମହିଳା ଓ ପୁରୁଷଙ୍କ ବିଚାରର ଆଧାରରେ ବହୁତସାରା ଚୁଟକୁଲା ଓ ପହେଲିଗୁଡିକ ଲେଖାଯାଇଥାଏ , ପହେଲିଗୁଡୀକ ବୁଝିବା ଦିମାଗି କସରତ ପାଇଁ ଭଲ ହୋଇଥାଏ , ବହୁତଥର ଏହି ଦିମାଗୀ ଖେଳରେ ବହୁତ ପ୍ରକାରର ପ୍ରତିଯୋଗୀତା ଓ ଇଣ୍ଟରଭ୍ୟୁ ପଚାରାଯାଇଥାଏ , ଏମିତିରେ ଆଜି ଆମେ ଆପଣଙ୍କୁ କିଛି ଖାସ୍ ଓ ରୋଚକ ପହେଲି ଗୁଡୀକ ବିଷୟରେ କହିବାକୁ ଯାଉଛୁ, ତେବେ ଆସନ୍ତୁ ଜାଣିବା ସେହି ପହେଲିଗୁଡିକ ବିଷୟରେ ।

୧) ଏମିତି କେଉଁ ଜିନିଷ ଅଛି ଯାହା ସବୁ ଜିନିଷକୁ ଦୁଇଗୁଣା କରିଦେଇଥାଏ ।

ଉତ୍ତର- ଆଇନା ,କାରଣ ଆଇନା ସାମ୍ନାରେ ଯାହା ରଖିଦେବେ ତାହା ଡବଲ୍ ହୋଇଯାଏ ।

୨) ସେ କେଉଁ ଜିନିଷ ଅଟେ ଯାହା ଆପଣଙ୍କୁ ଦେବାପୁର୍ବରୁ ଆପଣଙ୍କ ଠାରୁ ନିଆଯାଏ ?

ଉତ୍ତର- ଫଟୋ , କାରଣ ଯେବେ ଆପଣ ଫଟୋ ଉଠାଯାଏ , ତେବେ ପ୍ରଥମେ କ୍ୟାମେରାରେ ନିଆଯାଏ , ଓ ପରେ ଆପଣଙ୍କୁ ଦିଆଯାଏ ।

୩) ସେ କେଉଁ ଜିନିଷ ଅଟେ ଯାହା ଖାଇବାପାଇଁ କିଣିଥାଉ କିନ୍ତୁ କେବେ ଖାଇନଥାଉ ?

ଉତ୍ତର ପ୍ଲେଟ୍, ଆମେ ଖାଇବାପାଇଁ ବ୍ୟବହାର କରିଥାଉ କିନ୍ତୁ କେବେ ଖାଇନଥାଉ ?

୪) ସେ କେଉଁ କାମ ଅଛି ଯାହାକୁ କରିଲେ ପୁରୁଷ ୨୦ ମିନିଟ୍ ରେ ଥକିଯାଏ , କିନ୍ତୁ ମହିଳା ଅଧିକା କରିବାକୁ ଚାହିଁଥାଏ ?

ଉତ୍ତର- ସପିଙ୍ଗ୍, ମହିଳାମାନେ ସପିଙ୍ଗ୍ କରିବାରେ ସଉକ ରଖନ୍ତି ଏହା ସମସ୍ତେ ଜାଣିଛନ୍ତି , ଯଦି ତାଙ୍କୁ ମଉକା ମିଳେ ତେବେ ସେ ବହୁତ୍ ଘଣ୍ଟା ଯାଏଁ ଲଗାତାର ସପିଙ୍ଗ୍ କରିବାକୁ ଲାଗିବେ , ଏହି କାମରେ ୨୦-୩୦ ମିନିଟ୍ ମଧ୍ୟରେ ସେ ଥକି କରି ବୋର୍ ହୋଈଯାଆନ୍ତି ।

ଯଦି ଆପଣ ଏହି ପ୍ରଶ୍ନ ଏବଂ ଉତ୍ତରଗୁଡିକ ପସନ୍ଦ କରନ୍ତି, ତେବେ ସେମାନଙ୍କୁ ଅନ୍ୟମାନଙ୍କ ସହିତ ଅଂଶୀଦାର କରନ୍ତୁ ଏବଂ ସେମାନଙ୍କର ମନ ପରୀକ୍ଷା କରନ୍ତୁ |

Leave a Reply

Your email address will not be published. Required fields are marked *