October 25, 2024

Odia Express

Here, There and Everywhere

ଖୋଲିଗଲା ରହସ୍ୟ ପଛରୁ ପର୍ଦା, ସଲିମ୍ ଖାନ୍ କହିଲେ ସଲମାନଙ୍କ ବିବାହ ନ କରିବାର ରାଜ୍, କାରଣ ଜାଣିଲେ ଆପଣ ବି ଚକିତ୍ ହୋଇଯିବେ

ଆଜି ଆମେ ସେହି ଅଭିନେତାଙ୍କ ବିଷୟରେ କହିବାକୁ ଯାଊଛୁ ଯାହାକୁ ବଲିଉଡ୍ ଜଗତରେ ଦବଙ୍ଗ ଖାନ୍ ଭାବେ ଜାଣିଛନ୍ତି , ହଁ ଆଜ୍ଞା, ମାନେ ଆଜି ଆମେ ଆପଣଙ୍କୁ ସଲମାନ ଖାନ୍ ଙ୍କ ବିଷୟରେ କହିବାକୁ ଯାଉଛୁ, ଏବେ ଏମିତି ସମସ୍ତଙ୍କୁ ମାଲୁମ୍ ଥିବ କି ସଲମାନଙ୍କ ବାହାଘର ହେବାର ଅପେକ୍ଷା କେବଳ ଫ୍ୟାନ୍ସ ନୁହେଁ ବରଂ ତାଙ୍କ ପରିବାରକୁ ବି ଅଛି, ଆପଣଙ୍କୁ ଜଣେଇଦେବୁ କି ସଲମାନଙ୍କ ମା ନିଜେ ଚାହୁଁଛନ୍ତି କି ଏବେ ସେ ଜଲଦି ବିବାହ କରିନିଅନ୍ତୁ, କାରଣ ସେ ଚାହୁଁଛନ୍ତି କି ତାଙ୍କ ବାହାଘର ହୋଇଗଲେ ସେ ଖୁସିରେ ରହିବେ , କିନ୍ତୁ ସଲମାନ ଏତେ ବ୍ୟସ୍ତ ହୋଇଯାଇଛନ୍ତି କି ତାଙ୍କ ପାଖରେ ବିବାହ କରିବାକୁ ବି ସମୟ ନାହିଁ,  ଏହା ଛଡା ଏକ ଇଣ୍ଟରଭ୍ୟୁରେ ସଲମାନଙ୍କ ବାପା ସଲିମ୍ ଖାନ୍ ତାଙ୍କ ବିବାହ ନକରିବାର କାରଣ ବିଷୟରେ କହିଥିଲେ । ହଁ ଆଜ୍ଞା କହିଦେବୁ କି ଇଣ୍ଟରଭ୍ୟୁ ସୋସିଆଲ୍ ମିଡୀଆରେ ବହୁତ ଭାଇରାଳ୍ ହୋଇଥିଲା, ଏହା ତ୍ ଆପଣ ବହୁତଥର ଦେଖିଥିବେ କି ଯେବେ କେଉଁ ସଲମାନଙ୍କ ବିବାହ କରିବାର ପ୍ରଶ୍ନ ପଚାରିଥଏ,  ତେବେ ସେ ସବୁବେଲେ ଏହା କଥାକୁ ବୁଲେଇଦିଅନ୍ତି,  କିନ୍ତୁ ତାଙ୍କ ବାପା ଏହି ରହସ୍ୟ ଉପରୁ ପର୍ଦା ଉଠାଇସାରିଛନ୍ତି , ତେବେ ଆସନ୍ତୁ କହିବୁ କଣ ପାଇଁ ସଲମାନ ଙ୍କ ବାପା ସଲମାନଙ୍କ ବିବାହକୁ ନେଇ କହିଥିଲେ,  ଏହି ବିଷୟରେ ସଲିମ୍ ଜୀ କହିଥିଲେ କିଯେବେ ସେ କେଉଁ ଫିଲ୍ମର ସୁଟିଙ୍ଗ୍ ପାଇଁ ଯାଆନ୍ତି , ତେବେ ତାଙ୍କୁ ସେହି ଫିଲ୍ମର ଅଭିନେତ୍ରୀ ସହ ପ୍ରେମ ହୋଇଯାଏ ।

ସେମିତି ଅନ୍ୟ ପଟେ ସବୁ ଅଭିନେତ୍ରୀଙ୍କର ସ୍ୱପ୍ନ ରହିଥାଏ କି ସେ ନିଜ ଫିଲ୍ମ କ୍ୟାରିୟରରେ ଉଚ୍ଚତାକୁ ଯାଇ ବହୁତ ନାଁ କମାଉ, ସେମିତି ଏହା ଭାବିବାରେ କୌଣସି ଅସୁବିଧା ନାହିଁ , କାରଣ ସବୁ ଅଭିନେତ୍ରୀ ଏକ ସଫଳ ଅଭିନେତ୍ରୀ ହେବାରେ ସ୍ୱପ୍ନ ନିଶ୍ଚିତ ଦେଖନ୍ତି, କିନ୍ତୁ ଯେବେ ସଲମାନ ଖାନ୍ କେଉଁ ଅଭିନେତ୍ରୀଙ୍କ ପାଖକୁ ଆସନ୍ତି , ତେବେ ସେହି ଅଭିନେତ୍ରୀରେ ନିଜ ମାଙ୍କୁ ଖୋଜିଥାନ୍ତି ।

ମାନେ ସଲମାନ ଖାନ୍ ଏହା ଚାହଁନ୍ତି କି ସେ ଯାହାକୁ ବିବାହ କରିବେ , ସେ ଝିଅ ତାଙ୍କ ମା ପରି ଘର ସଂମ୍ଭାଳନ୍ତୁ , ଓ ଘରର କାମ କରନ୍ତୁ, ଛୁଆଙ୍କ ଧ୍ୟାନ ରଖିବେ , ଓ ତାଙ୍କ ପାଠପଢାରେ ଯତ୍ନ ନେବେ , ଏମିତିରେ ସଲିମ୍ ଖାନ୍ ଙ୍କ କହିବା କଥା କି ଯଦି ସଲମାନ କେଉଁ ଘରୋଇ ଝିଅକୁ ବିବାହ କରିବେ , ତେବେ ବୋଧେ ଏହା ସବୁ ହୋଇପାରିବ, କିନ୍ତୁ ଯଦି କେଉଁ ଅଭିନେତ୍ରୀଙ୍କୁ ବିବାହ କରିବେ ତେବେ ଏହା ସଂମ୍ଭବ ହୋଇପାରିବ ନାହିଁ , କାରଣ କେଉଁ ବି ଅଭିନେତ୍ରୀ ନିଜ କ୍ୟାରିୟର୍ ଛାଡି ଘର କାମ କରିବାକୁ ରାଜିହେବନାହିଁ । ବୋଧେ ଏହି କାରଣରୁ ସଲମାନ ଖାନ୍ ନାଁ ଏତେ ଅଭିନେତ୍ରୀଙ୍କ ସହ ଯୋଡି ହେବା ପରେ ବି କେଉଁ ଅଭିନେତ୍ରୀଙ୍କୁ ବିବାହ କରିବାକୁ ଚାହଁନ୍ତି ନାହିଁ

ଏହା ସହ ସଲମାନ ଖାନ୍ ଥରେ କହିଥିଲେ କି ତାଙ୍କ ଉପରେ କେସ୍ ଚାଲୁଛି, ଓ ତାଙ୍କୁ ନିଜେ ବି ଜଣାନାହିଁ କି କେବେ ସେ ଜେଲ୍ ଯାଇପାରନ୍ତି , ଏଥିପାଇଁ କେଉଁ ଝିଅକୁ ବିବାହ କରି ତାଙ୍କ ଜୀବନ ବର୍ବାଦ କରିବାକୁ ଚାହୁଁନାହାନ୍ତି , ହଁ ଆଜ୍ଞା ସଲମାନ ଖାନ୍ କହିଲେ କି ଯେବେ ପୁରା କେସ୍ ଶେଷ ହୋଇଯିବ, ତେବେ ସେ ବିବାହ କୁ ନେଇ ଭାବିବେ । ଏହି ବୟାନକୁ ପଢିବାପରେ ଆମେ ଏହା କହିବା କି ସଲମାନଙ୍କ ବିବାହ କରିବାର କୌଣସି ଇରାଦା ନାହିଁ । ଓ ସେ ଜୀବନରେ କୁଆଁରା ରହିବାକୁ ପସନ୍ଦ କରୁଛନ୍ତି ।

Leave a Reply

Your email address will not be published. Required fields are marked *