October 25, 2024

Odia Express

Here, There and Everywhere

୯୯ % ଲୋକଙ୍କୁ ଜଣାନଥିବ କି ଷ୍ଟାପଲର୍ ବ୍ୟବହାର ଏମିତି ବି ହୋଇପାରେ – ଜାଣିନିଅନ୍ତୁ ଏହି ବିଷୟରେ..

1 min read

ଷ୍ଟାପଲର୍- ଏକ ଏମିତି ଜିନିଷ ଅଟେ ଯାହା ସମସ୍ତଙ୍କ ଘରେ ସହଜରେ ମିଳିଯାଇଥାଏ , ଓ ତାହା ସହ ଏହା ବି ଏକ ଉପଯୋଗି ବସ୍ତୁ ଅଟେ,  ଆପଣ ସ୍କୁଲ୍ କିମ୍ବା ଅଫିସରେ ଏହାର ବ୍ୟବହାର ଅଧିକା କରିଥିବେ , କେବେ କାଗଜକୁ ଯୋଡିବାରେ କେବେ ବହିର କପି କୁ କଭର୍ କରିବାରେ ଷ୍ଟାପଲର୍ ର ବ୍ୟବହାର ଆମର କାମକୁ ଆହୁରି ସହଜ ହୋଇଯାଏ , ସବୁଠାରୁ ଫାଇଦାର କଥା ଏହା କି ଏଥିରେ ଆମର ଜରୁରୀ କାମ ଓ କାଗଜପତ୍ର ସଠିକ୍ ଭାବେ ଲାଗିଯାଏ , ଓ ତାହା ସହ ବ୍ୟବସ୍ଥିତ ଢଙ୍ଗରେ ରଖିବାରେ ସହାୟତା ମିଳିଥାଏ । ଆମର ଜୀବନରେ ପୁର୍ବର ମୁକାବଲାରେ ସବୁ କାମ ସହଜ ହୋଇଯାଈଛି, ସବୁ ଛୋଟ ବଡ କାମ କିଛି ମିନିଟ୍ ରେ ଶେଷ ହୋଇଯାଏ , ଓ ତାହା ସହ ଆମର ଜୀବନ ଆହୁରି ବେଗ ହୋଇଯାଇଛି, ପୁର୍ବରୁ ଛୁଆ ନିଜ କପି ବହିର କଭର୍ ଚଢାଉଥିଲେ , ତେବେ ସେହି ସମୟରେ ସେହି କଭରକୁ ଷ୍ଟାପଲ୍ କରିବାପାଇଁ ହୋଇପାରୁନଥିଲା , ଓ ଏଥିପାଇଁ ଛୁଆ ଟପ୍ କଭର୍ କରି ତାକୁ ଲଗାଇଦେଉଥିଲେ

ଯାହାର କାରଣରୁ ବହିର କଭର୍ ଅଧିକା ଚାଲି ପାରୁନଥିଲା,  ଓ ଟେପ୍ କଭର୍ କରିବାରେ ନାନାଦି ଅସୁବିଧା ହେଉଥିଲା । କିନ୍ତୁ ଆଜିର ସମୟରେ ଷ୍ଟାପଲର୍ ହେବା କାରଣରୁ ଆହୁରି ସହଜ ହୋଇଯାଈଛି, ଓ ସଠିକ୍ ଢଙ୍ଗରେ ବହିର କଭର୍ ଚଢାଇପାରୁଛେ , ଓ ତାହା ସହ ସମୟ ବି କମ୍ ଲାଗୁଛି , ଅଫିସ୍ କିମ୍ବା ବ୍ୟାଙ୍କ୍ ଆଦିରେ ଷ୍ଟାପଲର୍ ଏକ ବହୁତ ବଡ ଦରକାର ହୋଇଥାଏ,  ଯାହାର ବିନା ଦିନର କାମ ହୋଇପାରେ ନାହିଁ । ଷ୍ଟାପଲର୍ ଧାତୁରେ ବହୁତପ୍ରକାରର ବିଶେଷ୍ୱତା ହୋଇଥାଏ,  ସବୁଠାରୁ ଖାସ୍ କଥା ଏହା କି ଏହାକୁ ଆମେ ୧୮୦ ଡିଗ୍ରୀ ବି ବୁଲାଇପାରିବା, ଏମିତି କରିବାପରେ ଷ୍ଟାପଲର୍ ବ୍ୟବହାର କରିବା ସମୟରେ ପିନ୍ ଯେବେ ଲାଗିବ ତେବେ କିଛି ନୁଆ ଦେଖିବାକୁ ମିଳିବ

ଯେବେ ଆପଣ ପିନ୍ ପେପର୍ ରେ ଲଗାଇବେ ତେବେ ତା ଭିତରକୁ ଆଉ ମୋଡିହେବନାହିଁ , ବରଂ ସେ ଦୁହେଁ ପାଖରେ ସାଇଡ୍ ରେ ମୋଡି ହୋଇଯିବ , ଯଦି ଆପଣ ଏବେ ପର୍ଯ୍ୟନ୍ତ କେବଳ ଭିତରେ ମୋଡି ହୋଇଥିବା ପିନ୍ ବ୍ୟବହାର କରୁଥିବେ , ଏବେ ବାହାର ସାଇଡ୍ ଉପଯୋଗ କରିଦେଖିନିଅନ୍ତୁ, ଆପଣ୍ ଗୋଟେ ଜିନିଷ ଦେଖିବେ କି ଆପଣ ଯେବେ ଆପଣ ପିନ୍ କୁହାଯାଇଥିବା ତରିକାରେ ମାନେ ବାହାରଆଡକୁ ମୋଡିକରି ଲଗାଇବେ ତେବେ ଭିତର ଆଡକୁ ମୋଡି ହୋଇଥିବାପିନ୍ ଅଧିକା ଦିନ ଯାଏଁ ଲାଗିବ , ଓ ତାହା ସହ ପିନ୍ ର ପକଡ୍ ଅଧିକା ଦିନ ମଜବୁତ୍ ରହିବ ।

Leave a Reply

Your email address will not be published. Required fields are marked *