October 19, 2024

Odia Express

Here, There and Everywhere

ଏବେ କେବଳ ଗୋଟେ ମିନିଟ୍ ମଧ୍ୟରେ ନିଜ ପଙ୍କଚର୍ ଟାୟାର୍ କୁ ଏହି ଗୋଟେ ଜିନିଷର ବ୍ୟବହାର କରି କରିପାରିବେ ଠିକ୍, ଥରେ ଜାଣିନିଅନ୍ତୁ କେଉଁ ଜିନିଷ ଅଟେ ତାହା

ସେମିତି ଲୋକଙ୍କ ପାଇଁ ଯାତାୟତ ସାଧନ ପାଇଁ ନିଜର କାର୍ କିମ୍ବା ମୋଟରସାଇକେଲ୍ କିମ୍ବା ସ୍କୁଟରର ବ୍ୟବହାର କରିଥାନ୍ତି , ପଙ୍କଚର୍ ଏକ ସାଧାରଣ ସମସ୍ୟା ଅଟେ, ଯେଉଁଥିରେ କେବେ ନା କେବେ ସମସ୍ତଙ୍କୁ କିଛି ଖର୍ଚ୍ଚ କରିବାକୁ ପଡିଥାଏ , ଆଜି ଆମେ ଆପଣଙ୍କୁ ଏମିତି ଏକ ଜିନିଷ ବିଷୟରେ କହିବୁ ଯାହାର ବ୍ୟବହାରରେ ଆପଣ କେବଳ ଗୋଟିଏ ମିନିଟ୍ ରେ ହିଁ ନିଜ ବାଈକ୍ କାର୍ କିମ୍ବା ସ୍କୁଟରର ପଙ୍କଚର୍ ବନାଇପାରିବେ , ତେବେ ଆସନ୍ତୁ ଆପଣଙ୍କୁ କହିବୁ କେଉଁ ସେହି ଜିନିଷ ଯାହାର ବ୍ୟବହାରରେ ଆପଣଙ୍କ ପଙ୍କଚର୍ ଗୋଟିଏ ମିନିଟ୍ ରେ ଠିକ୍ ହୋଇଯିବ ।ଆପଣଙ୍କୁ କହିଦେବୁ କି ଯେଉଁ ଜିନିଷ ଆପଣଙ୍କ ପଙ୍କଚରକୁ ଏକ ମିନିଟ୍ ରେ ଠିକ୍ କରିଦେବ ସେ ଜିନିଷ ଆଉ କିଛି ନୁହେଁ ବର୍ଂ ଏକ ଲିକ୍ୱିଡ୍ ସ୍ପ୍ରେ ଅଟେ, ଯାହା ପଙ୍କଚରକୁ କେବଳ ଗୋଟିଏ ମିନିଟ୍ ରେ ବନାଇପାରିବ, ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ଏହା କି ଏହାର ବ୍ୟବହାରରେ ଆପଣଙ୍କୁ କେଉଁ ମେକାନିକ ପାଖକୁ ଯିବାକୁ ପଡିନପାରେ, କହିଦେବୁ କି କିଛି ସମୟ ମଧ୍ୟରେ ଏହି ଲିକ୍ୱିଡ୍ ମାଧ୍ୟମରେ ଆପଣଙ୍କ ପଙ୍କଚର୍ ଏକଦମ୍ ଠିକ୍ ହୋଇଯିବ

ଆପଣ ଭାବୁଥିବେ କି ଏମିତି ସେ କେଉଁ ସ୍ପ୍ରେ ତାହା ଯାହା କିଛି ମିନିଟ୍ ରେ ପଙ୍କଚର୍ କୁ ଠିକ୍ କରିଦେଇପାରିବ,  କହିଦେବୁ କି ଏବେ ମାର୍କେଟରେ ଏମିତି ଏକ ଲିକ୍ୱିଡ୍ ଆସିଯାଇଛି ଯାହାର ବ୍ୟବହାର ଆପଣ ଏକ ମିନିଟ୍ ମଧ୍ୟରେ ପଙ୍କଚରକୁ ଠିକ୍ କରିପାରିବ, ଯାହାକି ବିନା କେଉଁ ମେକାନିକର ସହାୟତାରେ । କହିଦେବୁ କି ଏହି ଲିକ୍ୱିଡ୍ ସ୍ପ୍ରେ ଆପଣଙ୍କୁ ନିଜ ଗାଡି ପଙ୍କଚର୍ ଟାୟାରରେ ପକାଇ ସ୍ପ୍ରେ କରିବାର ଅଚି , ଏହାର ସ୍ପ୍ରେ କେବଳ ଏକ ମିନିଟ୍ ମଧ୍ୟରେ ଆପଣଙ୍କ ଟାୟାର୍ ରେଡି ହୋଈଯିବ, ଏହି ଲିକ୍ୱିଡ୍ ସ୍ପ୍ରେ ଅସୁବିଧାର ସମୟରେ ଆପଣ କେଉଁଠି ଦୁର ଜାଗାରେ ଫସିରହିଥିଲେ ଓ ମେକାନିକ୍ ନ ମିଳିବା ସ୍ଥିତିରେ କାମରେ ନେଇପାରିବେ , କହିଦେବୁ କି ଏହି ସ୍ପ୍ରେ ଏକ କମ୍ପ୍ରେସଡ୍ ଏୟାର୍ ଜାରରେ ଭରା ହୋଇଥାଏ, ଯେଉଁଥିରେ ବିଲକୁଲ୍ ପବନ ଯାଈପାରେନାହିଁ , ଓ ଏହି ପ୍ରକାରରେ କିଛି ସମୟ ମଧ୍ୟରେ ପଙ୍କଚର୍ ଠିକ୍ ବି କରିଦିଏ , ଓ ଟାୟାରରେ ପବନ ଭରିକରି ଠିକ୍ କରିଦିଏ ।

ଆପଣ ଭାବୁଥିବେ ଏହି ସ୍ପ୍ରେ ଏତେ ଜଲଦି କାମକରୁଛି ତେବେ ଏହାର ମତଲବ ଏହାର ଦାମ୍ ନିଶ୍ଚିତ ଅଧିକା ହୋଇଥିବ, କିନ୍ତୁ ଏମିତି ହୋଇନଥାଏ,  ଏହା ପୁରା ଭାବେ ଆପଣଙ୍କ ବଜେଟ୍ ରେ ଆସିପାରେ,  ଆପଣଙ୍କୁ କହିଦେବୁ କି ଏହି ଲିକ୍ୱିଡ୍ ସ୍ପ୍ରେ ଦାମ୍ କେବଳ ଦୁଇ ଶହରୁ ତିନିଶହ ଟଙ୍କା ମଧ୍ୟରେ ଅଟେ, ଯାହା ସହଜରେ କେଉଁ ହାଇୱେ ସପ୍ ରେ ମିଳିଯିବ,  ତେବେ ଆପଣ ଜାଣିପାରିଥିବେ କି କିପରି ଆପଣ ବିନା ମେକାନିକର ସାହାଯ୍ୟ ନ ଲୋଡି ଆପଣ ନିଜ ଗାଡିର ପଙ୍କଚର୍ ଠିକ୍ କରିପାରିବେ

Leave a Reply

Your email address will not be published. Required fields are marked *