March 20, 2025

Odia Express

Here, There and Everywhere

ଛୁଆଙ୍କୁ ଶିଖାଇବା ଜରୁରୀ ଏହି ୬ ଟି କଥାଗୁଡିକ, ପ୍ରଥମ କଥା ହେଲା ସବୁଠାରୁ ଖାସ୍…

ଏଥିରେ କୌଣସି ସନ୍ଦେହ ନାହିଁ କି ଛୁଆଙ୍କ ହୃଦୟ ନିରିହ ଓ ଫୁଲପରି କୋମଳ ହୋଇଥାଏ , ଏମିତିରେ ଯଦି ଏହି ନିରିହ ଛୁଆ ଓ ତାଙ୍କ କୋମଳମତି ହୃଦୟର ଦାୟିତ୍ୱ ନ ରଖାଯାଏ , ତେବେ ସେମାନେ ଫୁଲପରି ମଉଳିପାରନ୍ତି , ଆପଣ ଏହି ଲୋକକଥା ତ ଶୁଣିଥିବେ କି ଛୁଆଙ୍କ ଦିମାଗ ଓଦା ମାଟିପରି ହୋଇଥାଏ , ଯାହାକି ସେହି ଓଦା ମାଟିକୁ ଆମେ ଯେ କୌଣସି ଛାଞ୍ଚରେ ପକାଇ ଆମେ ଯେ କୌଣସି ଆକାର ଦେଇପାରିବା,  ଠିକ୍ ସେପରି ଛୁଆଙ୍କୁ ଛୁଆବେଳରୁ ଭଲ କଥା ଶିଖାଇଲେ ତାଙ୍କ ଆସୁଥିବା ଭବିଷ୍ୟତ ବହୁତ ଭଲରେ କଟିବ , ଆଜି ଆମେ ଆପଣଙ୍କୁ ଛୁଆଙ୍କ ଜୀବନ ସଂବନ୍ଧିତ କିଛି ଏମିତି କଥା କହିବାକୁ ଯାଉଛୁ, ଯାହା ଛୁଆଙ୍କୁ ଛୁଆବେଳରୁ ସିଖାଈବା ଉଚିତ୍ ।

୧) ସବୁ ଛୁଆଙ୍କ ବାପାଙ୍କ ଏହି ଇଚ୍ଛା ହୋଇଥାଏ କି ତାଙ୍କ ଛୁଆ କେଉଁ ଭଲ ସ୍କୁଲରେ ଦାଖିଲା ନେଉ ଓ ତାର ପୁରା ଜୀବନ ଖୁସିରେ ଭରି ରହୁ, କିନ୍ତୁ ଏହି ସମୟରେ ଜଣେ ବାପା ଭୁଲିଯାଏ କି ଛୁଆଙ୍କ ପାଇଂ ବାପାଙ୍କ ନାଁ ଯେତେ ଜରୁରୀ ତାଙ୍କ ମାଙ୍କ ନାଁ ବି ସେତେ ଜରୁରୀ ହୋଇଥାଏ,  ଏଥିପାଇଁ ଆପଣଙ୍କୁ ଛୁଆବେଲରୁ ନିଜ ଛୁଆଙ୍କ ମା ବାପା ଦୁହେଁ ଗୁରୁତ୍ୱପୁର୍ଣ୍ଣ ବୋଲି ଜଣାଇବା ଉଚିତ୍ ।

୨) ଏହା ଛଡା ଏମିତି ହୋଇଥାଏ କି ମା ବାପା ନିଜ ଛୁଆଙ୍କୁ ନେଇ ଟିକିଏ ଅଧିକା ଉପେକ୍ଷା କରିଥାନ୍ତି , ଓ ସେହି କାରଣରୁ ଛୁଆ ସେହି ମଧ୍ୟରେ ଦବି ଯାଏ , ମା ବାପାଙ୍କ ଆଶା ପୁରା କରିବାପାଇଁ ସେ ଭାବିକରି ନିଜ ଇଚ୍ଛାକୁ ଧୁଳିଶାତ କରିଦିଏ , ଏଥିପାଇଁ ଜରୁରୀ ଅଟେ କି ଆପଣ ଛୁଆର କେଉଁ ଜିନିଷକୁ ନେଇକରି ପ୍ରେସର୍ ପକାନ୍ତୁ ନାହିଁ , ଓ ତାକୁ ନିଜ ଇଚ୍ଛାରେ କାମ କରିବାକୁ ଦିଅନ୍ତୁ ।

୩) ଯଦି ଆପଣ ନିଜ ଛୁଆଙ୍କୁ ଆଗକୁ ବଢାଇବାକୁ ଚାହୁଁଛନ୍ତି ତେବେ ତାଙ୍କୁ ସବୁବେଳେ ପ୍ରୋତ୍ସାହନ ଦିଅନ୍ତୁ , ଏହା ସହ ଯେ କୌଣସି କାମରେ କମି ଆସିଲେ ତାଙ୍କୁ ସାବାସି ଦିଅନ୍ତୁ , ଓ ତାକୁ କହନ୍ତୁ କି ଯାହା ବି କରୁଛ ଫୁଲ ଦମରେ କର, ସେ ଭଲ ଅଟେ, ଯାହାଦ୍ୱାରା ଛୁଆ ଅଧିକାରୁ ଅଧିକା ଭଲ କାମ କରିବାରେ ଚେଷ୍ଟା କରିପାରିବ ।

୪) ଏହା ସହ ଏହି କଥାକୁ ଧ୍ୟାନରେ ରଖିବେ କି ଛୁଆଙ୍କ ତୁଳନା କେଉଁ ଛୁଆ ସହ୍ କରନ୍ତୁ ନାହିଁ , ହଁ ଆଜ୍ଞା କହିଦେବୁ କି ନିଜ ଛୁଆଙ୍କ ଦିମାଗ ଓ ତାଙ୍କ ଜୀବନରେ ଏହା ନକରାତ୍ମକ ଓ ଖରାପ ପ୍ରଭାବପକାଇପାରେ ।

୫) ଆପଣଙ୍କ ଛୁଆଙ୍କ ମଧ୍ୟରେ ଏମିତି ଭାବନା ସୃଷ୍ଟି କରନ୍ତୁ , ଯାହାକି ବାକି ଛୁଆଙ୍କ ଠାରୁ ଭଲ ହୋଇଥିବ , ଯାହାଦ୍ୱାରା ଛୁଆ ପ୍ରେରିତ ହୋଇକରି ଜୀବନରେ ସବୁବେଳେ ସଫଳତା ହାସିଲ୍ କରିପାରୁ ।

୬) ଆପଣଙ୍କ ସକରାତ୍ମକ ଶବ୍ଦ ଆପଣଙ୍କ ଛୁଆଙ୍କ ଜୀବନରେ ଗଭୀର ପ୍ରଭାବ ପକାଇଥାଏ , ଏଥିପାଇଁ ଜରୁରୀ ଏହା କି ଆପଣଙ୍କ ଛୁଆ କିଛି ଭୁଲ୍ କରିଲେ ତାକୁ ଗାଳିଦେବାପରିବର୍ତ୍ତେ ତାକୁ ଭଲସେ ବୁଝାନ୍ତୁ, ଓ ତାକୁ ଭଲରେ ଭୁଲ୍ କାମ ଆଉଥରେ ନକରିବାପାଇଁ ଉପଦେଶ ଦିଅନ୍ତୁ , ବିଶ୍ୱାସ କରିବେ ଦିନେ ନା ଦିନେ ସେ ଭଲ ଯତ୍ନରେ ବଢି ନିଶ୍ଚିତ ଆପଣଙ୍କ ନାଁ ଉଜ୍ଜଳ କରିବ ।

Leave a Reply

Your email address will not be published. Required fields are marked *