October 24, 2024

Odia Express

Here, There and Everywhere

ମେଡିସିନ୍ ଓ ଜୋତାର ଡବାରେ ବନ୍ଦ ଛୋଟ ଏହି ପ୍ୟାକେଟ୍ ର ସତ୍ୟତା ଜାଣିଲେ ଏହାକୁ ଆଉଥରେ ଫିଙ୍ଗିବାର ଭୁଲ୍ କରିବେ ନାହିଁ ଆପଣ

ଆମର ସବୁଦିନର ଜୀବନରେ ବହୁତଥର ଏମିତି ହୁଏ କି ଆମେ ବେକାର ଜିନିଷକୁ ଦେଖିକରି ଅଣଦେଖା କରିଦେଉ ଯେବେ କି ଏହି ବେକାର ଜିନିଷ ଆଗକୁ ଯାଇକରି କାମକୁ ଆସିଥାଏ,  ଆଜି ଆମେ ଆପଣଙ୍କୁ ଏମିତି ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ବେକାର୍ ଭାବିକରି ଫିଙ୍ଗିଦେଉଥିଲେ , କିନ୍ତୁ ଆପଣଙ୍କୁ ଜଣେଇଦେବୁ କି ଏହି ଜିନିଷ ବହୁତ କାମରେ ଆସିବାର ଅହି, ଜୋତାର ଡବାରେ କିମ୍ବା ମେଡିସିନ୍ ଡବାରେ ଏକ ଛୋଟ କାଗଜର ପାଉଚ୍ ମିଳିଥାଏ, ଯାହାକୁ ଆମେ କୌଣସି କାମକୁ ନଥିବା ଦେଖି ପକାଇଦେଇଥାଉ, ଏହି ପାଉଚ୍ କୁ ଛୁଇଁଲେ ଏମିତି ଲାଗିଥାଏ କି ଏଥିରେ ନିଶ୍ଚିତ ଲୁଣପରି କିଛି ଜିନିଷ ଥିବ । ଏବେ ଏଥିରେ କୌଣସି ସନ୍ଦେହ ନାହିଁ କି ଆମେ ଯେବେ ବି ମେଡିସିନ୍ ,ଜୋତା କିମ୍ବା ବୋତଲ କିଣୀଥାଉ, ତେବେ ଡବାରେ ମହଜୁଦ୍ କାଗଜର ଦୁଇଟି ପାଉଚ୍ କୁ ବାହାର କରି ଫିଙ୍ଗିଦେଇଥାଉ , ଯାହାପରେ ଆମେ ନୁଆ ଜିନିଷ ବ୍ୟବହାର କରିବାରେ ବ୍ୟସ୍ତ ହୋଇଯାଉ, କିନ୍ତୁ ଏହି ସମୟରେ ଆମେ ଭୁଲିଯାଉ କି ଯଦି ଏହି ପାଉଚ୍ ଡବାରେ ମହଜୁଦ୍ ହୋଇଥାଏ

ତେବେ ନିଶ୍ଚିତ କିଛି କାରଣ ଥିବ , ଆମେ କେବେ ଏହି ବିଷୟରେ ଭାବିନେ , କାରଣ କେବେ ବି ଏହି ବିଷୟରେ ଭାବିବାକୁ ପଡିନି, ଏଥିପାଇଁ ଆମେ ଆପଣଙ୍କୁ କହିବୁ କଣ ପାଉଚ୍ ଡବାରେ ଥାଏ, ଓ ଏହାପଛରେ କଣ ଅଛି, ଏହାର ପୁରାସତ ଜାଣିଲେ ଆପଣ ଚକିତ ହୋଇଯିବେ,  ତେବେ ଆସନ୍ତୁ ଜାଣିବା କଣ ସେହି ଜିନିଷ । ସେମିତି ଆପଣଙ୍କୁ କହିଦେବୁ କି ଏହାକୁ ସିଲିକା ଜେଲ୍ କହନ୍ତି , ବାସ୍ତବରେ ଏହା ମୋୟଶ୍ଚରକୁ ଶୋଖିବାରେ କାମ କରିଥାଏ , ଏହାର ମତଲବ ଏହା ଜିନିଷକୁ ସୁରକ୍ଷିତ ରଖିଥାଏ,  ଓ ମୋୟଶ୍ଚର କାରଣରୁ ଖରାପ ହୁଏନି, ସେଥିପାଇଂ ଭୁଲରେ ଏହାକୁ ନ ପକାଇ ଏହାକୁ ବ୍ୟବହାର କରନ୍ତୁ , ଏହା ଛଡା ଯେବେ ଆମର ମୋବାଇଲ୍ ବର୍ଷାରେ ଓଦା ହୋଇଯାଏ କିମ୍ବାପାଣିରେ ଓଦା ହୋଇଯାଏ , ତେବେ ଏହାର ବ୍ୟବହାର୍ କରିପାରିବେ , ଏହାପାଇଁ ମୋବାଇଲ୍ ର ବ୍ୟାଟେରିକୁ ବାହାରକ୍ ଅରି ତାହାକୁ ସୁଖିଲା କପଡାରେ ପୋଛିଦିଅନ୍ତୁ ।

ଏହାପରେ ମୋବାଇଲ୍ କୁ କେଉଁ ପଲିଥିନ୍ ରେ ପକାଇ ସେଥିରେ ସିଲିକା ଜେଲ୍ ଦୁଇ ଚାରୋଟି ପାଉଚ୍ ପକାଇଦିଅନ୍ତୁ , ଏହାପରେ ପଲିଥିନ୍ କୁ ବନ୍ଦ୍ କରି ଦୁଇ ତିନି ଦିନ ପାଇଁ ଏମିତି ଛାଡିଦିଅନ୍ତୁ , ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟଲାଗିବ କି ଏହା ଆପଣାଙ୍କ ମୋବାଇଲ୍ ରୁ ସବୁ ମୋୟଶ୍ଚର କୁ ଶୋଷିନେବ , ହଁ ଆଜ୍ଞା ଏହାର ଦ୍ୱାରା ମୋବାଇଲ୍ ଆଉ ଆଗଭଳି ଓଦା ରହିବ ନାହିଁ, ଏହା ସହ ଏହା ଧାତୁରେ ଜଙ୍କ୍ ଲାଗିବାରୁ ବି ରକ୍ଷାକରେ,  ଏହା ଛଡା ଆପଣ ଏହାକୁ ରୋଷେଇ ଘରେ ବି ବ୍ୟବହାର କରିପାରିବେ , ଏହାକୁ ଆପଣଙ୍କ ରୋଷେଇ ଘରେ ମସଲା କିମ୍ବା ଡ୍ରାଇ ଫ୍ରୁଟ୍ କୁ ଶୁଖାଇବାପାଇଁ ବ୍ୟବହାରରେ ନେଇପାରିବେ

Leave a Reply

Your email address will not be published. Required fields are marked *