October 25, 2024

Odia Express

Here, There and Everywhere

ଏହି ଫଟୋରେ ଲୁଚି ରହିଛି ଦୁଇଟି ଫୋନ୍ , ଦମ୍ ଅଛି ତ ଖୋଜିକରି ଦେଖାଅ, ସଠିକ୍ ଜବାବ୍ ପାଇଁ ଏହି ଖବରକୁ ନିଶ୍ଚିତ ପଢନ୍ତୁ

ମସ୍ତିଷ୍କ ଏମିତି ଏକ ଜିନିଷ ଅଟେ ଯାହାର ଯେତେ ତେଜ୍ ହୋଇଥାଏ ତାର ଜୀବନରେ ସେତେ ଅଧିକା ଫାଇଦା ମିଳିଥାଏ , ଯଦି ଆପଣଙ୍କ ଦିମାଗ୍ ବାକି ଲୋକଙ୍କର ମୁକାବଲାରେ ଅଧିକା କାମ କରିଥାଏ , ତେବେ ଏହାର ଲାଭ ଆପଣଙ୍କୁ ନିଜ ଜୀବନରେ ବହୁତ ଜାଗାରେ ମିଳିଯିବ,  ଦିମାଗ୍ ତେଜ୍ କରିବାପାଇଁ ଆପଣଙ୍କ ପ୍ରେଜେନ୍ସ ଅଫ୍ ମାଇଣ୍ତ ମାନେ ଉଚିତ୍ ସ୍ଥାନରେ ବୁଦ୍ଧିର ପ୍ରୟୋଗ ରହିବା ବହୁତ ଜରୁରୀ ହୋଇଥାଏ,  ସମସ୍ତଙ୍କ ଦିମାଗର ସ୍ପିଡ୍ କାମ କରିନଥାଏ , ସମସ୍ତଙ୍କ ଦିମାଗର କ୍ଷମତା ଅଲଗା ଅଲଗା ହୋଇଥାଏ,  କିନ୍ତୁ ଆପଣ ଚାହିଁଲେ ଏହାକୁ ଆହୁରି ତେଜ୍ କରିପାରିବେ , ଓ ଅଧିକା ବୁଦ୍ଧିମାନ ହୋଇପାରିବେ , ଏହାପାଇଁ ଆପଣଙ୍କ ନିଜ ଦିମାଗକୁ କସରତ୍ କରିବାକୁ ପଡିବ । ଯେଉଁଭଳି ଭଲ ବଡି ଓ ମସଲସ୍ ପାଇବାପାଇଁ ଜିମ୍ ଯାଇକରି ପରିଶ୍ରମ କରିଥାଉ, ଝାଳ ବୁହାଉ , ସେହି ପ୍ରକାର ଦିମାଗ ଅଧିକା ଶକ୍ତିଶାଳୀ କରିବାପାଇଁ ଆପଣଙ୍କୁ କିଛି ଖାସ୍ ବ୍ୟାୟାମ୍ କରିବାକୁ ହେବ,  ଦିମାଗ୍ ତେଜ୍ କରିବାପାଇଁ ଆମେ ଅଲଗା ଅଲଗା ପହେଲିଗୁଡିକ ସମାଧାନ କରିବା ଉଚିତ୍ , ଏହି ପହେଲିକୁ ସମାଧାନ କରିବାପାଇଁ ଆପଣଙ୍କ ଦିମାଗରେ ଜୋର୍ ପଡିଥାଏ , ଓ ଧୀରେ ଧୀରେ ଅଧିକା କଠିନ ଓ କଷ୍ଟକର ପ୍ରଶ୍ନକୁ ସମାଧାନ କରିବାରେ ଟ୍ରେନ୍ କରିନେଇଥାଏ ।

ସେମିତି ଇଣ୍ଟରନେଟ୍ ରେ ଆପଣଙ୍କୁ ବହୁତ ପ୍ରକାରର ପହେଲିଗୁଡିକ ଓ ସାଧାରଣ ଜ୍ଞାନ ସହ୍ ଯୋଡି ହୋଇଥିବା ପ୍ରଶ୍ନ ମିଳିଯିବ , କିନ୍ତୁ ଯଦି ଆପଣ ନିଜ ଦିମାଗକୁ ବୁଦ୍ଧିମାନ କରିବାକୁ ଚାହୁଁଛନ୍ତି ଓ ଭାବିବାର ଶକ୍ତିକୁ ଦୁଇଗୁଣା କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଫଟୋରେ ଯୋଡି ହୋଇଥିବା ପହେଲିକୁ ସମାଧାନ କରିବାକୁ ହେବ , ଏହା ଆପଣଙ୍କ ଭାବିବା ଓ ବୁଝିବା ଶକ୍ତିକୁ ବଢାଇବ , ଓ ତାହା ସହ ନଜର ବି ତେଜ୍ କରିଦେବ , ଓ ଜିନିଷକୁ ଅଧିକା ସ୍ପଟ୍ କରିବା ଶିଖାଇବ , ତାହା ସହଫଟୋ ବାଲା ଗେମ୍ ମଜାଦାର୍ ହୋଇଥାଏ , ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କ ପାଇଁ ମଜାଦାର୍ କିନ୍ତୁ ମୁସକିଲ୍ ପହେଲି ନେଇକରି ଆସିଛୁ, ଆମେ ତଳେ ଆପଣଙ୍କୁ ଏକ ଫଟୋ ଦେଖାଇବାକୁ ଯାଉଛୁ, ଯେଉଁଠି ଫଟୋରେ ଏକ ଟେବୁଲ୍ ଅଛି , ଓ ତା ସହ ବ୍ଲାକ୍ କାରପେଟ୍ ଅଛି, ଏହା ଏକ ରୁମ୍ ର ଫଟୋ ଅଟେ, ଯାହା ଭିତରେ ଗୋଟେ ନୁହେଁ ଦୁଇଟି ମୋବାଇଲ୍ ଫୋନ୍ ରଖାଯାଇଛି, ଏବେ ଆପଣଙ୍କ ଆଖି ଓ ଦିମାଗର ସାହାଯ୍ୟ ନେଇ ଏହି ଦୁହେଁ ମୋବାଇଲ୍ କୁ ଖୋଜିବାର ଅଛି , ତେବେ ଆସନ୍ତୁ ଆପଣ ଏହି ଫଟୋକୁ ଭଲରେ ଧ୍ୟାନ ଦେଇଦେଖନ୍ତୁ ।

ଯଦି ଆପଣ ଏହି ଫଟୋରେ ଲୁଚି ରହିଥିବା ଦୁଇଟି ମୋବାଇଲ୍ କୁ ଖୋଜିନେଇଛନ୍ତି , ତେବେ ଆପଣ ବହୁତ ବୁଦ୍ଧିମାନ ଅଟନ୍ତି , ଯଦି ଏହାକୁ ଆପଣ ଖୋଜିପାରିନାହାନ୍ତି , ତେବେ ଆମେ ସାହାଯ୍ୟ କରିଦେବୁ , ଏହି ଫଟୋରେ ପ୍ରଥମ ମୋବାଇଲ୍ ବାମ କଡ ଟେବୁଲର ପାଦରେ ଅଛି , ଓ ଦ୍ୱିତୀୟ ଫୋନ୍ ଡାହାଣକଡ ଟେବୁଲର ପାଦରେ ଅଛି , ଏହି ଦୁହେଁ ଫୋନ୍ ଓଲଟା କାରପେଟ୍ ରେ ରଖାଯାଇଛି ଏହି ମୋବାଇଲ୍ ବ୍ୟାକ୍ କଭର୍ କାରପେଟ୍ ସହ ମ୍ୟାଚ୍ କରିଥାଏ, ଏଥିପାଇଁ ଏହି ଫଟୋରେ ସେ କାରପେଟ୍ ସହ ପୁରା ମିଶିଯାଉଛି, ଯଦି ଆପଣ ଧ୍ୟାନରେ ଦେଖିବେ ତେବେ ମୋବାଇଲ୍ ର ବ୍ୟାକ୍ କଭର୍ ରଙ୍ଗ କାରପେଟ୍ ରଙ୍ଗରୁ ଟିକିଏ ଡାର୍କ ଅଟେ, ଏହାର ଫୁଲର ପ୍ରିଣ୍ଟ ବାଲା ଡିଜାଇନ୍ ଟିକିଏ ଅଲଗା ଅଛି

Leave a Reply

Your email address will not be published. Required fields are marked *