October 24, 2024

Odia Express

Here, There and Everywhere

କଣ ଆପଣ ବି ଚିନ୍ତିତ ଅଛନ୍ତି ଜଲଦି ଭୁଲିବା ରୋଗରୁ , ତେବେ କରନ୍ତୁ ଏହି ଅଦଭୁତ ଉପାୟ…

ପୃଥିବୀରେ ବହୁତ ପ୍ରକାର ଲୋକ ଅଛନ୍ତି , ଯାହାଙ୍କ ଦିମାଗ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ , ବହୁତ ଲୋକ ଏମିତି ହୋଇଥାଏ ଯାହାକୁ ଭୁଲିବାର ଅଭ୍ୟାସ ହୋଇଥାଏ , ଆଜି ସବୁ ବ୍ୟକ୍ତି ବହୁତ ବ୍ୟସ୍ତ ହୋଇଗଲାଣି, ଲୋକଙ୍କ ଜୀବନରେ ବହୁତ ଅଧିକା ବେଗରେ ଚାଲୁଛି, ଯାହାକୁ ନେଇ ତାଙ୍କ ଦିମାଗରେ ବହୁତ ସାରା କଥା ହୋଇଥାଏ , କିନ୍ତୁ ଏହି ସବୁ କଥାକୁ ମନେ ରଖିବାପାଇଁ ସକ୍ଷମ ହୋଇନଥାନ୍ତି , ବହୁତ ଲୋକ ଏମିତି ହୋଇଥାନ୍ତି ଯାହାଙ୍କ କଥାବାର୍ତ୍ତା କରୁଥିବା ସମୟରେ ବିଷୟର ଧ୍ୟାନ ଭଟକିଯାଇଥାଏ , ତଥା ସେ ଲୋକ ନାଁ ମନେ ରଖିପାରନ୍ତି ନାହିଁ , ତଥା ନିଜ ଦିନଚର୍ଚ୍ଚାରେ ଉପଯୋଗ ହେଉଥିବା ଛୋଟ ଛୋଟକଥାକୁ ଭୁଲି ଯାଆନ୍ତି , ବ୍ୟକ୍ତି ଧୀରେ ଧୀରେ ନିଜ ଅଭ୍ୟାସ ବନାଇନିଅନ୍ତି , କିଛି ସମୟ ପରେ ଏହି ଅଭ୍ୟାସ ଏକ ରୋଗ ରୁପରେ ସାମ୍ନା ଆସିଯାଏ ।

ଡାକ୍ତରଙ୍କ ମୁତାବିକ ସ୍ମରଣଶକ୍ତି କମ୍ ହେବା , କିମ୍ବା ସ୍ମରଣଶକ୍ତି ହରାଇବସିବା ଦୁହେଁ ଅଲଗା କଥା ଅଟେ,  ବୟସ୍କଙ୍କ ଏହି ସମସ୍ୟା ୬୦ ପରେ ହୋଇଥାଏ , ଯାହାକୁ ଡିମେଶିଆ କୁହାଯାଏ , ଯୁବାଙ୍କ ସ୍ମରଣଶକ୍ତି କମ୍ ହେବାର କାରଣ ଅଲଗା ହୋଇଥାଏ , ଯେପରି ଅଧିକା ଚିନ୍ତା, ସିଗାରେଟ୍, ଆଲକୋହଲ୍, କିମ୍ବା ଅନିୟମିତ ନିଦ, ମାର୍ଗ ଦୁର୍ଘଟଣା କିମ୍ବା ମସ୍ତିଷ୍କରେ ଟ୍ୟୁମର୍ କାରଣରୁ ସ୍ମରଣଶକ୍ତି ହରାଇବସନ୍ତି , କିନ୍ତୁ ଏହି ଦୁଇ କାରଣରୁ ସ୍ମରଣଶକ୍ତି ହରାଇବାର ବହୁତ ସର୍ଜିକାଲ୍ ଉପାୟ କୁହାଯାଇଛି, ଯଦି ଅନିୟମିତ ଦିନଚର୍ଚ୍ଚାରୁ ମନେ ରଖିବା କ୍ଷମତା କମ୍ ହୋଇଯାଏ , ତେବେ ମେଡିଟେସନ୍ ,ଯୋଗ କିମ୍ବା ଭଲ ଡାଇଟ୍ ରେ ଠିକ୍ କରାଯାଇପାରେ , ସ୍ମରଣଶକ୍ତି ବଢାଇବାପାଇଁ ଚିକିତ୍ସକ ମେଡିସିନ୍ ବ୍ୟବହାର ସଠିକ୍ ହୋଇନଥାଏ ।

ଜାଣିନିଅନ୍ତୁ ଏହି ରୋଗରୁ ସ୍ମରଣ ଶକ୍ତି ବଢାଇବାର ନାନାଦି ଉପାୟ –

୧) ଯଦି ଆପଣଙ୍କ ସ୍ମରଣଶକ୍ତି ଦୁର୍ବଳ ଅଚି ତେବେ ଆପଣ ଗେହୁର ଜୁସ୍ ପିଅନ୍ତୁ, ତଥା ଗହମର ତିଆରି ଜୁସ୍ ରେ ଚିନି ଓ ବାଦାମ୍ ମିଶାଇକରି ପିଅନ୍ତୁ , ଏଥିରେ ସ୍ମରଣଶକ୍ତି ବଢିବ ।

୨) ସ୍ମରଣଶକ୍ତି ବଢାଇବାପାଇଁ ଗୋଟା ଗୁଆ ଖାଆନ୍ତୁ , କାରଣ ଗୁଆରେ ଆଣ୍ଟୀଏକ୍ସିଡେଣ୍ଟ୍ସ ଭିଟାମିନ୍ ଇ ଭରପୁର୍ ମାତ୍ରା ମିଳିଥାଏ,  ଯାହା ଶରୀରରେ ମହଜୁଦ୍ ପ୍ରାକୃତିକ ରସାୟନ ଦ୍ୱାରା ରୋଗରୁ କମ୍ କରିବାରେ ସହାୟକ ହୋଇଥାଏ , ଏଥିପାଇଁ ପ୍ରତିଦିନ ଗୁଆର ସେବନ କରିବା ଉଚିତ୍ ।

୩) ସ୍ମରଣଶକ୍ତି ବଢାଇବାପାଇଁ ଲାଲ୍ ଓ ନୀଳ ରଙ୍ଗର ଫଳର ସେବନ କରିବା ଉଚିତ୍ , ଏଥିରେ ସ୍ମରଣଶକ୍ତି ବଢିବ , ସେଓ ଓ ବ୍ଲୁବେରି ଖାଇଲେ ଦିମାଗ୍ ତେଜ୍ ହୋଇଥାଏ , ଓ ଭୁଲିବା ରୋଗ ଦୁର ହୋଇଯାଏ ।

୪) କେଉଁ ବି ବ୍ୟକ୍ତି ସ୍ମରଣଶକ୍ତି ତେଜ୍ କରିବାପାଇଁ ବ୍ରାହ୍ମୀ ରସ କିମ୍ବା ଚୁର୍ଣ୍ଣ ପାଣି ଅଥବା ମିଶ୍ରୀ ସହ ନେଲେ ଫାଇଦା ହୋଇଥାଏ, ଏହାର ତେଲ ମୁଣ୍ତରେ ମାଲିସ୍ କରିଲେ ଦିମାଗ୍ ମଜବୁତ୍ ରହିଥାଏ ।

୫) ସ୍ମରଣଶକ୍ତି ତେଜ୍ କରିବାପାଈଁ ପରିବା ରୁପରେ ବାଇଗଣର ସେବନ କରିବା ଉଚିତ୍ , ବାଇଗଣା ଦିମାଗକୁ ତେଜ୍ କରିବାରେ ଫାଇଦାଦାୟକ ହୋଇଥାଏ,  କାରଣ ବାଇଗଣରେ ମିଳୁଥିବା ପୋଷକ ତତ୍ତ୍ୱ ଦିମାଗର ଟିଶୁକୁ ସୁସ୍ଥ୍ୟ ରଖିବାରେ ସାହାଯ୍ୟକାରୀ ଅଟେ, ତଥା ବିଟ୍ ଓ ପିଆଜ ବି ଦିମାଗକୁ ବଢାଇବାରେ କାମ କରିଥାଏ । ଶୋଇବାପୁର୍ବରୁ ଥରେ ଦିନ ସାରା କରାଯାଇଥିବା କାମକୁ ଦୋହରାଇବାରୁ ସ୍ମରଣଶକ୍ତି କମଜୋର୍ ହୋଇନଥାଏ , ନିଜ ସବୁ ଦିନଚର୍ଚ୍ଚା ମନେ କରିପାରିନଥାଉ, ତେବେ ଏହା ସ୍ମରଣଶକ୍ତି କମ୍ ହେବାର ଆରମ୍ଭ ଅଟେ, ଦିମାଗର ଜିନିଷର ଚିତ୍ରଣ କରି ଆମେ କେଉଁ ଜିନିଷ କିମ୍ବା କଥାରେ ନିଜ ଏକାଗ୍ରତା ବଢାଇପାରିବା କାମର ଏକ ଲିଷ୍ଟ ବନାନ୍ତୁ, ଓ ତାହାକୁ କେଉଁ ଜିନିଷ ସହ ସମଯୋଜିତ କରନ୍ତୁ , ଏହା ସେହି ଜିନିଷକୁ ମନେ କରିବାର ସେହି ସଂବନ୍ଧିତ କାମ ମନେ ଆସିଯିବ

Leave a Reply

Your email address will not be published. Required fields are marked *