October 24, 2024

Odia Express

Here, There and Everywhere

ମହାସଂଯୋଗ, ଦିପାବଳୀର ପୁର୍ବରୁ ୪ ଟି ରାଶି ହୋଇଯିବେ କୋଟିପତି, ରାତାରାତି ବଦଳିଯିବ ଭାଗ୍ୟ

1 min read

ହିନ୍ଦୁ ଉତ୍ସବ ମଧ୍ୟରେ ପାଳନ ହେଉଥିବା ସବୁ ଉତ୍ସବ ମଧ୍ୟରୁ ଗୋଟେ ଉତ୍ସବ ଦିପାବଳୀର ହୋଇଥାଏ,  ଯାହାକୁ ବହୁତ ଧୁମ୍ ଧାମରେ ପାଳନ କରାଯାଏ , ଦିପାବଳୀ ଆସିବା ପୁର୍ବଉ ଲୋକେ ଘରର ସଫାସଫି କରନ୍ତି , ଓ ବଜାରରୁ ଜିନିଷ ଆଣିବା ଆରମ୍ଭ କରିଦିଅନ୍ତି , ଏହି ବର୍ଷ ଦିପାବଳୀ ନଭେମ୍ବର ୧୪ ୨୦୨୦ କୁ ପଡୁଛି, ଯାହାକି ବହୁତ ଭଲ ସମୟ ଅଟେ, ଏହି ଶୁଭ ସମୟରେ ମା ଲକ୍ଷ୍ମୀ ନିଜେ ୪ ଟି ରାଶିର ଜାତକରେ ନିଜ କୃପା ବୃଷ୍ଟିକରିବେ , ଏହି ରାଶିକୁ ଅଚାନକ ଭାଗ୍ୟ ବଦଳିଯିବ, ଓ ଏମାନଙ୍କ ଜୀବନରେ ଅପାର ଧନର ବର୍ଷା ହେବ । ଆସନ୍ତୁ ଜାଣିବା ସେହି ୪ ଟି ଭାଗ୍ୟଶାଳୀ ବିଷୟରେ ,

୧) କୁମ୍ଭ ରାଶି- ଆସୁଥିବା କିଛି ସମୟ ପରେ ଏହି ରାଶିର ଜାତକର ଜୀବନରେ ଏକ ବଡ ପରିବର୍ତ୍ତନ ଆସିବାର ଅଛି, ଯାହା ବିଷୟରେ ଆପଣ କେବେ ଭାବିନଥିବେ । ଏମାନଙ୍କ ଆୟର ସାଧନ ବଢିବ ଓ ଧନ ଲାଭ ହେବ , ପ୍ରେମୀଙ୍କ ପାଇଁ ଏବେ ଅପେକ୍ଷାର ସମୟ ଶେଷ ହେବାକୁ ଯାଊଛି , ଏମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ରହିବ , ଓ ଜୀବନରେ ଖୁସିର ବାହାର ଆସିଯିବ ।

୨) ସିଂହ ରାଶି – ଏହି ରାଶିର ଲୋକଙ୍କୁ ଏବେ ପର୍ଯ୍ୟନ୍ତ ଯେତେ ବି କାମ ଅଟକି ପଡିଛି, ତାହା ପୁରା ହେବାର ସମୟ ଆସିଯାଇଛି, ବେପାରିଙ୍କ ବେପାରରେ ଲାଭ ହେବ,  ଆସୁଥିବା ସମୟରେ ଆପଣ ଯାହା ବି କାମ କରିବେ ସେଥିରେ ମା ଲକ୍ଷ୍ମୀଙ୍କର ସାଥ୍ ମିଳିବ,  ଓ ନିଜ ଆପଣଙ୍କ ସବୁ ସ୍ୱପ୍ନ ସାକାର ହୋଇଯିବ , ଦିପାବଳୀ ଆସିବାପୁର୍ବରୁ ଖୁସି ଆପଣଙ୍କ ଦ୍ୱାର ନିକଟରେ ଦସ୍ତକ ଦେବ ।

୩) ତୁଳା ରାଶି-ଆସୁଥିବା ସମୟରେ ଏହି ରାଶିର ଜାତକରେ ଜୀବନରେ ନୁଆ ରଙ୍ଗ ନେଇକରି ଆସିବ , ଆପଣଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟରୁ ଲୋକେ ପ୍ରଭାବିତ ହେବେ , ଆପଣଙ୍କ ପରାକ୍ରମରେ ବୃଦ୍ଧି ହେବ , ସ୍ୱାସ୍ଥ୍ୟର ଦୃଷ୍ଟିରୁ ଆସୁଥିବା ସମୟ ଭଲ ହେବାର ଅଛି , ମାଙ୍କ ଆଶିର୍ବାଦରୁ ଆପଣଙ୍କ ଘରେ ଧନର କମି ହେବନାହିଁ । ଆସୁଥିବା ସମୟରେ ମଙ୍ଗଳମୟ ହେବ , ଶିକ୍ଷା କ୍ଷେତ୍ରରେ ଚାଲିଥିବା ପ୍ରୟାସ ପୁରା ହୋଇଯିବ , ମାଙ୍କ ଆଶିର୍ବାଦରୁ ଆପଣଙ୍କ ସବୁ କାର୍ଯ୍ୟରେ ସଫଳତା ମିଳିବ , ଏହି ସମୟରେ ଆପଣଙ୍କ କାମ କରିବାର ଶକ୍ତି ଆହୁରି ବଢିଯିବ । ଲାଇଫ୍ ପାର୍ଟନରଙ୍କ ଭରପୁର୍ ପ୍ରେମ ଓ ସହଯୋଗ ମିଳିପାରିବ , ଏହି ରାଶିର ଲୋକଙ୍କୁ ବହୁତ ଅଧିକା ଲାଭ ହେବ , ଓ ଏହି ସମୟରେ ଏହି ରାଶିର ଲୋକଙ୍କ ଇଚ୍ଛା ଶକ୍ତି ଓ ଅନୁଶାସନ କାରଣରୁ ଏହି ରାଶିର ଲୋକଙ୍କର ଭାଗ୍ୟୋଦୟ ହେବ , ମା ଦୁର୍ଗାଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ସବୁଠାରୁ ଅଧିକା ରହିବ

୪) ମିଥୁନ ରାଶି- ଆସୁଥିବା ଦିନ ଆପଣଙ୍କ ପାଇଁ ଭଲ ରହିବ , ଲୋକେ ଆପଣଙ୍କ ଆଡକୁ ବେଶୀ ଆକର୍ଷିତ ହେବେ, ରୋମାନ୍ସ ପାଇଁ ଆପଣଙ୍କ ସମୟ ଭଲ ଅଛି, ଅଧିକାଂଶ ମାମଲାରେ ଦିନ ଭଲ ରହିବ , ଆପଣଙ୍କ ଉନ୍ନତି ହୋଇପାରେ,  କିଛି ପୁରସ୍କାର ମିଳିପାରେ , ଆପଣ କେଉଁ ପୁରୁଣା ମିତ୍ରଙ୍କ ସହ ସାକ୍ଷାତ କରିପାରିବେ , ଯାହାର କାରଣରୁ ଆପଣଙ୍କ ପ୍ରସନ୍ନତ ହେବ , ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଆର୍ଥିକ ଯୋଜନା ସଫଳ ହେବ

Leave a Reply

Your email address will not be published. Required fields are marked *