September 13, 2024

Odia Express

Here, There and Everywhere

ଯଦି ଆପଣଙ୍କ ନାଁ ବି ଅଛି ଏହି ଅକ୍ଷରରେ ତେବେ ଆପଣ ଦିନେ ନା ଦିନେ ନିଶ୍ଚିତ ଧନୀ ଲୋକଙ୍କ ଭିତରେ ଜଣେ ହେବେ ..

1 min read

ଆମେ ସମସ୍ତେ ନିଜ ଜୀବନରେ ଆସୁଥିବା ଘଟଣା ଗ୍ରହ ଓ ନକ୍ଷତ୍ର ଉପରେ ନିର୍ଭର କରିଥାଏ , ସେମିତି ଆପଣଙ୍କୁ କହିଦେବୁ କି ଏହି ୯ ଟି ନକ୍ଷତ୍ର ଜନ୍ମ ନେଉଥିବା ଲୋକ ଅଚାନକ ଖରାପ ସମୟ ଓ ଅସୁବିଧାରେ ପଛକୁ ଛାଡି ନିଜ ଗନ୍ତବ୍ୟ ସ୍ଥାନରେ ପହଞ୍ଚିଯାଆନ୍ତି , ଯେଉଁଥିରେ କିଛି ଲୋକ ଏମିତି ହୋଇଥାନ୍ତି , ଯାହାଙ୍କ ଭାଗ୍ୟଦୟ ବହୁତ କମ୍ ବୟସରେ ହୋଇଯାଏ , ଓ ସେମିତି କିଛି ଲୋକ ହୋଇଥାନ୍ତି , ଯାହାଙ୍କ ଜୀବନରେ ଅଚାନକ କିଛି ଭଲ ପରିବର୍ତ୍ତନ ଦେଖିବାକୁ ମିଳିଯାଏ , ହଁ ଆଜ୍ଞା ଏମାନଙ୍କ ଜୀବନରେ ପରିବର୍ତ୍ତନ କିଛି ଏପରି ହୋଇଥାଏ , ଯାହାକି ତାଙ୍କ ସ୍ଥିତି ସୁଧୁରିଯାଇଥାଏ , ଓ କମ୍ ସେ କମ୍ ପରିଶ୍ରମ କରି ଅଧିକା ସଫଳତା ପାଇନିଅନ୍ତି । ଏହା ତାଙ୍କର ନକ୍ଷତ୍ରର ପ୍ରଭାବରୁ ହୋଇଥାଏ , ଓ ଏହି କାରଣରୁ ତାଙ୍କ ଭାଗ୍ୟ ଚମକିଯାଏ , ଓ ଜବ୍ ଓ ବିଜନେସ୍ ରେ ଅଚାନକ ଲାଭ ହୋଇଥାଏ,  ଭାଗ୍ୟର୍ କଣ କହିବା ତାଙ୍କୁ କେବେ ଅନ୍ୟଙ୍କ ପରିଶ୍ରମର ଫାଇଦା ମିଳିଯାଏ , ଜ୍ୟୋତିଷ୍ୟ ଅନୁସାରେ ଏମିତି ମାନାଯାଏ କି ବ୍ୟକ୍ତିର ଜୀବନରେ ଜନ୍ମ କୁଣ୍ତଳୀ ଅନୁସାରେ ଚାଲିଥାଏ , କେବେ କଣ ଭଲ ହୋଇଯିବ , ଓ କେବେ ସମସ୍ୟାର ସାମ୍ନା କରିବାକୁ ପଡିବ,  ଏହା ସବୁ କୁଣ୍ତଳୀରେ ଦେଖିକରି ଜାଣିପାରିବେ ।

୧) ପୁନର୍ବସୁ ନକ୍ଷତ୍ର- ଏହି ନକ୍ଷତ୍ରରେ ଜନ୍ମ ନେଇଥିବା ଲୋକ ଗୁରୁଙ୍କ ପ୍ରଭାବ ହୋଇଥାଏ । ଏହି କାରଣରୁ ତାଙ୍କୁ ଅଧିକାଂଶ କାମରେ ସଫଳତା ମିଳିଯାଏ , ଆପଣଙ୍କୁ ଏହା ବି କହିଦେବୁ କି ଏହି ଭାଗ୍ୟ ବଡ ଭଲ ହୋଇଥାଏ , ଭାଗ୍ୟ ଅଚାନକ ବଦଳି ଯାଇଥାଏ,  ତାହା ସହ୍ ଏହି ନକ୍ଷତ୍ରରେ ଜନ୍ମ ହୋଇଥିବା ଲୋକ ବିଦ୍ୱାନ, ବୁଦ୍ଧିମାନ ଓ ଭଲ ସ୍ୱଭାବର ହେବା ସହ ଧନବାନ ହୋଇଥାନ୍ତି ।

୨) ମୃଗଶୀରା ନକ୍ଷତ୍ର- ଏହି ନକ୍ଷତ୍ରରେ ଜନ୍ମ ନେଇଥିବା ଲୋକଙ୍କ ଭାଗ୍ୟ ଅଚାନକ ପରିବର୍ତ୍ତନ ଆସିଥାଏ,  ଏତିକି ନୁହେଁ ଏମାନଙ୍କୁ ଅଧିକାଂଶ ଅପୋଜିଟ୍ ଜେଣ୍ତର୍ ଲୋକଙ୍କ ସାହାଯ୍ୟ ମିଳିଥାଏ , ଓ ତାହା ସହ କାମ ବାହାର କରିବାରେ ନିପୁଣ ହୋଇଥାନ୍ତି , ଏମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି , ଏମାନଙ୍କର ଲଢେଇ ଝଗଡାରେ ମନ ନଥାଏ,  ଏମାନଙ୍କସହ ଏହି ଲୋକ ବିଦ୍ୱାନ ବିବେକଶୀଳ ଧନ ସନ୍ତାନ, ଓ ବନ୍ଧୁରୁ ପରିପୁର୍ଣ୍ଣ ହୋଇଇଥାନ୍ତି ।

୩) ଚିତ୍ରା ନକ୍ଷତ୍ର- ଏହି ନକ୍ଷତ୍ରରେ ଜନ୍ମ ନେଇଥିବା ଲୋକଙ୍କ ମଙ୍ଗଳ କୃପା ହୋଇଥାଏ, ଏମାନେ ଖାସକରି ସୌନ୍ଧର୍ଯ୍ୟ ପ୍ରସାଧନ ପ୍ରେମୀ, ଅଭିନୟରେ ଜାନକାର, ଚିତ୍ରକଳାର ସହ ବହୁତ ଦାମିକା ବସ୍ତୁର ବେପାର କରିବାରେ ମାହିର୍ ହୋଇଥାନ୍ତି , ଏମାନଙ୍କ ବ୍ୟକ୍ତିତ୍ୱ ପ୍ରଭାବଶାଳି ହୋଇଥାଏ , ଏମାନେ ଗଣିତ, ଗାୟନ, ଔଷଧୀ, ତଥା ଲେଖନକଲାରେ ବହୁତ ପଇସା କମାଇଥାନ୍ତି , ଏହି ନକ୍ଷତ୍ରରେ ଜନ୍ମ ନେଇଥିବା ଲୋକଙ୍କ ଭାଗ୍ୟ ଅଚାନକ ବଦଳିଯାଇଥାଏ ।

୪) ପୁଷ୍ପ ନକ୍ଷତ୍ର- ଏହି ନକ୍ଷତ୍ରରେ ଜନ୍ମ ନେଇଥିବ୍ ଲୋକଙ୍କ ଉପରେ ଶନିଙ୍କ କୃପା ରହିଥାଏ,  ଓ ଏମାନେ ବୁଦ୍ଧିମାନ, ଶୁଶିଳ, ଓ ନ୍ୟାୟ ପ୍ରିୟ ହୋଇଥାନ୍ତି , ଏମାନଙ୍କ ଭାଗ୍ୟ କାରଣରୁ ଏମାନଙ୍କ ସବୁ କାମ ପୁରା ହୋଇଯାଏ,  ଏମାନେ ଚାଲାକ୍ ଓ ଧାର୍ମିକ ହୋଇଥାନ୍ତି , ଏହି ନକ୍ଷତ୍ରର ଲୋକ ଭଲ କର୍ମ କରିବା ବାଲା ହୋଇଥାନ୍ତି  ଏମାନଙ୍କ ଭାଗ୍ୟ ଅଚାନକ ପରିବର୍ତ୍ତନ ହୋଇଯାଏ , ଯେବେ ସବୁକିଛି ଭଲ ହେବାକୁ ହୋଇଥାଏ,  ଓ ଏହା ସହ ଏହା ବି କହିଦେବୁ କି ଏମାନେ ଭଲ କବି, ଲେଖକ, ପତ୍ରକାର, ଓକିଲ, ପ୍ରଶାସନିକ, କାର୍ଯ୍ୟରେ ଦକ୍ଷ ବସ୍ତ୍ରାଭୁଷଣ, ଚାକର, ଓ ବାହାନ ଯୁକ୍ତ ହୋଇଥାନ୍ତି

Leave a Reply

Your email address will not be published. Required fields are marked *