October 26, 2024

Odia Express

Here, There and Everywhere

୯୯ ପ୍ରତିଶତ ଲୋକ ଜାଣିନାହାନ୍ତି ଏହି କଥା କି କାହିଁକି ଟୁଥପେଷ୍ଟରେ ଲେବୁଲ୍ ଉପରେ ହୋଇଥାଏ ଅଲଗା ଅଲଗାରଙ୍ଗ

1 min read

ଆମ ସମସ୍ତଙ୍କ ପାଇଁ ଏହି ବିଷୟରେ ସୁଚନା ପାଇବା ବହୁତ ଆବଶ୍ୟକ ହୋଇଥାଏ,  ଆମେ କେଉଁ ଜିନିଷକ୍ଷତିପାଇଥାଉ, ଓ କେଉଁ ଜିନିଷ ଆମ ସ୍ୱାସ୍ଥ୍ୟ ପାଇଁଂ ଫାଈଦାଦାୟୀ ହୋଇଥାଏ,  କାରଣ ମାର୍କେଟ୍ ରେ ଏବେ ପ୍ରତିଯୋଗିତା ଚାଲୁଛି, ଆଅଣ ଯେଉଁଠିକୁ ଯିବେ ସେଠାରେ ପ୍ରତିଯୋଗିତା ଦେଖିବାକୁ ମିଳିଯିବ,  ଏମିତିରେ ସମସ୍ତେ ଆଗକୁ ଯିବାକୁ ଚାହଁନ୍ତି, ଏମିତିରେ ଆପଣଙ୍କୁ ଏଥିରୁ ନିର୍ଣ୍ଣୟ ନେବ ଆବଶ୍ୟକ ଅଛି କି ଆପଣଙ୍କ ପାଇଂ କେଉଁ ବସ୍ତୁ ଠିକ୍ ଅଛି, ଓ କେଉଁ ବସ୍ତୁ ନୁହେଁ , ଏମିତିରେ ଆମର ଦୈନିକ ଜୀବନରେ ଟୁଥବ୍ରଶ୍  ବି ଏକ ଗୁରୁତ୍ୱପୁର୍ଣ୍ଣ ରୋଲ୍ ନିଭାଇଥାଏ , ଯାହା ଆମର ଦାନ୍ତର ସୁସ୍ଥ୍ୟ ଓ ସ୍ୱଚ୍ଚ ବନାଇବାରେ ମଜବୁତ୍ ବନାଇ ରଖିବାରେ ବହୁତ ସାହାଯ୍ୟକାରୀ ହୋଇଥାଏ,  ଏମିତିରେ ଆମେ ପ୍ରତିଯୋଗୀ ଟୁଥପେଷ୍ଟକୁ ବି ଦେଖିପାରିବା । ହଁ ଆଜ୍ଞା ଯଦି ଦେଖାଯାଏ , ତେବେ ଆଜିକାଲି ବଜାରରେ ନାନାପ୍ରକାରର ଟୁଥପେଷ୍ଟ ଆସିଯାଇଛି , ଏବେ ସେମ୍ତିତି ଏହାର୍ ପରିଚୟ ଖୋଜିବା କେଉଁ କ୍ଷତିକାରକ ଅଏ, ଓ କେଉଁଠି ଫାଇଦାଦାୟକ ଏହା ଜାଣିବା କଠିନ ହୋଇଯାଏ

ଏମିତିରେ ଆଜି ଆମେ ଆପଣଙ୍କୁ କହିଦେବୁ କି ଟୁଥପେଷ୍ଟରେ ଏକ ଲେବୁଲ୍ ଲଗା ହୋତିହାଏ,  ଯାହାକୁ ଲୋକେ ଅଣାଦେଖା କରିଦିଅନ୍ତି, ଏହି ଲେବୁଲ୍ ସହାୟତାରେ ଆପଣ ଜାଣିପାରିବେ କି ଏହା ଆପଙ୍କପାଇଁ ଠିକ୍ ଅଟେକି ନୁହେଁ , ହଁ ଆଜ୍ଞା ଏହାର ପରିଚୟ ଏହାର ଲେବୁଲ୍ ଉପରେ ଭିନ୍ନ ଭିନ୍ନ ରଙ୍ଗ ହୋଇଥାଏ, ଅଲଗା ଅଲଗା ଟୁଥପେଷ୍ଟ ପାଇଁ ଅଲଗା ଅଲଗା ଲେବୁଲ୍ ଲଗାହୋଇଥାଏ, ଏହି ବିଭିନ୍ନ୍ ପ୍ରକାରର ରଙ୍ଗ ଆପଣଙ୍କ ଟୁଥପେଷ୍ଟ ବୀଷୟରେ କହିଥାଏ,  ତେବେ ଆସନ୍ତୁ ଜାଣିବା ଟୁଥପେଷ୍ଟର ଏହି ରଙ୍ଗ୍ ବିଷୟରେ ।

କଳା ରଙ୍ଗର ଲେବୁଲ୍ ଟୁଥପେଷ୍ଟ- ଯଦି ଆପଣଙ୍କୁ ନିଜ ଟୁଥପେଷ୍ଟର ତଳ ପାର୍ଶ୍ୱରେ କଳା ରଙ୍ଗ ଦେଖାଯାଏ , ତେବେ ଆପଣଙ୍କ ଏହି ଟୁଥପେଷ୍ଟ ବିଲକୁଲ୍ ବ୍ୟବହାର କରିବା ଉଚିତ୍ ନୁହେଁ କାରଣ କଳା ରଙ୍ଗ ମାର୍କ ବାଲା କେବଳ କେମିକାଲ୍ସରୁ ମିଶିକରି ତିଆରି କରାଯାଏ , ଯାହା ଆପଣଙ୍କ ଦାନ୍ତ ପାଇଁ ଠିକ୍ ନୁହେଁ ।

ଲାଲ ରଙ୍ଗର ଲେବୁଲ୍ ଟୁଥପେଷ୍ଟ- ଯଦି ଆପଣଙ୍କୁ ଟୁଥପେଷ୍ଟରେ ଲାଲ ରଙ୍ଗର ଲେବୁଲ୍ ଦେଖାଯାଏ , ତେବେ ଏହା ଟିକିଏ ଭଲ ଟୁଥପେଷ୍ଟ ଅଟ୍,ଏ କାରଣ ଏଥିରେ କେମିକାଲ୍ ସହ ସଂଘ ପ୍ରାକୃତିକ ଜିନିଷ ମିଶିକରି ତିଆରି କରାଯାଏ ।

ନିଳ ରଙ୍ଗର ଲେବୁଲ୍ ଟୁଥପେଷ୍ଟ- ଏହିପରି ଆପଣଙ୍କୁ ସେହି ସ୍ଥାନରେ ନିଳ ରଙ୍ଗର ଲେବୁଲ୍ ମାର୍କ ଦେଖିବାକୁ ମିଳେ ତେବେଏହା ଆପଣଙ୍କ ପାଇଂ ଠିକ୍ ଅଟେ, କାରଣ ଏଥିରେ ପ୍ରାକୃତିକ ତତ୍ତ୍ୱ ସହ ମେଡିକେସନ୍ ମିଶିକରି ତିଆରି ହୋଇଥାଏ

ସବୁଜ ରଙ୍ଗର ଲେବୁଲ୍ ଟୁଥପେଷ୍ଟ୍-ଅ ଏହା ଛଡା ଆପଣଙ୍କୁ ଟୁଥପେଷ୍ଟ ଲେବୁଲ୍ ରେ ସବୁଜ୍ ରଙ୍ଗର ମାର୍କ ଦେଖାଗଲେ , ଏହା ଆପଣଙ୍କ ଦାନ୍ତକୁ କ୍ଷତି କରେ ନାହିଁ କାରଣ ଏହି ପେଷ୍ଟ କେବଳ ପ୍ରାକୃତିକ ତତ୍ତ୍ୱରୁ ତିଆରି ହୋଇଥାଏ ।

Leave a Reply

Your email address will not be published. Required fields are marked *