October 24, 2024

Odia Express

Here, There and Everywhere

୪ ଲକ୍ଷର ଗାଡି ଏଠାରେ ଆପଣଙ୍କୁ ମିଳିଯିବ ୧ ଲକ୍ଷ ଟଙ୍କାରେ, ସେ ପୁଣି ୧ ବର୍ଷର ୱାରେଣ୍ଟି ସହ…

ଆଜିର ସମୟରେ ଏତେ ଅଧିକା ପରିବର୍ତ୍ତନ ହୋଇଯାଇଛି କି ଆପଣଙ୍କ ଦରକାର ମୁତାବିକ ପ୍ରାୟ ସବୁ ଜିନିଷ ବଜାର କିମ୍ବା ଦୋକାନ ଛଡା ଅନଲାଇନ୍ ରେ ଆସିଯାଉଛି, ଏମିତିରେ କାର୍ କିଣିବା ବା ବିକିବା ଅନଲାଇନ୍ ରେ ହେଉଛି, ଏବେ ମହିନ୍ଦ୍ରା ଫାଷ୍ଟ ଚଏସ୍ ହ୍ୱିଲ୍ ଲିମିଟେଡ୍, ସେକେଣ୍ତ ହ୍ୟାଣ୍ତ କାର୍ କିଣିବା ଓ ବିକ୍ରି କରିବା ଶୋରୁମ୍ ହେଉଛି, ଯେଉଁଠି ଆପଣ କେବଳ ମହିନ୍ଦ୍ରା ହିଁ ନୁହେଁ ବରଂ ମହିନ୍ଦ୍ରା ଛଡା ଏଠାରେ ଆପଣଙ୍କୁ ମାରୁତି, ହୁଣ୍ତାଇ, ସ୍କୋଡା, ହୋଣ୍ତା, ଅଡିଓ ବିଏମ୍ ଡବଲୁ ପରି ଶାନଦାର୍ ଓ ବଡ କମ୍ପାନୀର କାର୍ ବହୁତ ସହଜରେ ମିଳିବ, କିଣିବା ଓ ବିକ୍ରି କରାଯାଈପାରିବ,  ଏମିତିରେ ଯାଦି ଆପଣ ନିଜ କେଉଁ ପୁରୁଣା କାର୍ ବିକ୍ରି କରିବାକୁ ଚାହୁଁଛନ୍ତି , ତେବେ ଏଠାରେ ଯାଇକରି ସେଇ କାର୍ କୁ ସଠିକ୍ ଦାମ୍ ରେ ସେଲ୍ କରିପାରିବେ ।

ଅସଲରେ ଆପଣଙ୍କୁ କହିଦେବୁ କି ଏହି କମ୍ପାନୀ ଆପଣଙ୍କୁ କାର୍ ଦାମ୍ ରନିଙ୍ଗ୍ କିଲୋମିଟ ଓ ଭ୍ୟାରିଆଣ୍ଟ୍ ଆଧାରରେ ତୟ କରିପାରିବେ , ଯେପରି ଆପଣ ମାନିନିଅନ୍ତୁ , ଯଦି ଆପଣଙ୍କ ପାଖରେ ଏମିତି କିଛି କାର୍ ଥିବ ,ଯାହାର ଦାମ୍ ୪ ଲକ୍ଷ ଟଙ୍କା ପାଖାପାଖି ହୋଇଥିବ , ତେବେ ସେଠାରେ ୧ ଲକ୍ଷ ଟଙ୍କାର ପ୍ରାରମ୍ଭିକ ଦାମରେ କିଣିକରି ଘରକୁ ଆଣିପାରିବେ , ଏହାସହ ଆପଣ ମହିନ୍ଦ୍ରା ଫାଷ୍ଟ ଚଏସ୍ ହ୍ୱିଲ୍ସ ଅଫିସିଆଲ୍ ୱେବସାଇଡ୍ ରେ ଯାଇକରି ନିଜ ପାଖବାଲା ଶୋରୁମ୍ ରେ ମହଜୁଦ୍ କାର୍ ର ଦାମ୍ ପତ୍ତା ଲଗାଇପାରିବେ , କିନ୍ତୁ ଏଠାରେ ଏହି କଥାକୁ ଧ୍ୟାନ ଦେବାର ଅଛି କି ଏହା ବି ହୋଇଥଏ , କି ଆପଣଙ୍କ ମନ ମୁତାବିକ କାର୍ ମଡେଲ୍ ନ ମିଳିପାରୁ, ଏମିତିରେ ଆପଣ ମହିନ୍ଦ୍ରା ଫାଷ୍ଟ ଚଏସ୍ ହ୍ୱିଲ୍ସ ଶୋରୁମ୍ ରେ ଯାଇପାରିବେ ।

ଆପଣଙ୍କୁ କହିଦେବୁ କି କମ୍ପାନୀର ଅଲଗା ଅଲଗା ଶୋରୁମ୍ ରେ ଆପଣଙ୍କୁ ଅଲଗା ଅଲଗା ମଡେଲ୍ ଦେଖିବାକୁ ମିଳିପାରେ,  ଏହା ସହ ୱେବସାଇଡ୍ ଉପର୍ ଯାଇକରି ମଡେଲ୍ ଦାମ୍ ସହ ଫ୍ୟୁଲ୍ ଭର୍ସନ୍, ଓ କିଲୋମିଟର୍ ପତ୍ତା କରିପାରିବେ , ଏଠାରେ କମ୍ପାନୀର କାର୍ ଅରିଜିନାଲ୍ ଫଟୋ ଅପଲୋଡ୍ କରିଥାଏ,  ଓ କାର୍ ର ମାସିକ ଇଏମ୍ ଆଇ ଉପରେ ବିକ୍ରି ହୋଇଥାଏ, ଯେପରି ଯଦି ଆପଣ ମାନିନିଅନ୍ତୁ ,ଏଠାରେ ଆପଣଙ୍କୁ କେଉଁ କାର୍ ୧,୨ ଲକ୍ଷ୍ ଟଙ୍କାରେ କିଣୁଛନ୍ତି , ତେବେ ଏହାର ମାସିକ ଇଏମ୍ ଆଇ ୫ ବର୍ଷପାଇଁ ୨୩୩୫ ଟଙ୍କା ହେବ , ଯାହାଉପରେ ୧୬%ସୁଧ ଲାଗିବ ।

ଏହାସହ ଆପଣ କାର୍ କୁ ୩୦,୪୦ ଓ ୪୮ ମାସର ଇଏମ୍ ଆଇ ରେ ୯%, ୧୩% , ୧୪%, ୧୫% ଓ ୧୬% କିଣିପାରିବେ , ଏହା ସହ ଯେଉଁଠି ଆପଣଙ୍କୁ କାର୍ କିଣିବାପାଇଁ ଆପଣଙ୍କୁ ଡକ୍ୟୁମେଟେସନ୍ ପାଇଁ ବହୁତ ଚକ୍କରଲଗାଇବାକୁ ପଏ,  ଓ ବହୁତ ଚିନ୍ତିତ ହୋଈଯାଆନ୍ତି,  ସେମିତି ଆପଣଙ୍କୁ କହିଦେବୁ କି କମ୍ପାନୀର କାର୍ ଟ୍ରାନ୍ସଫର୍ ପେପର୍, ଏନ୍ ଓ ସି, ଓ ଅନ୍ୟ ପେପର୍ କାମ ଆପଣଙ୍କୁ ଗୋଟେ ଜାଗାରେ ହିଁ ଦେଇଦେବେ,  ଏହା ସହ କମ୍ପାନୀର ନିଜ କାର୍ ଉପରେ ୧ ବର୍ଷ ପର୍ଯ୍ୟନ୍ତ ୧୫ ହଜାର କିଲୋମିଟର ୱାରେଣ୍ଟି ଦେଇଥାଏ

Leave a Reply

Your email address will not be published. Required fields are marked *